ମମିତାଙ୍କ ମା’ ଗୁରୁତର
ବଲାଙ୍ଗୀର,୩୦।୧୦(ଡି.ଏନ୍.ଏ.): ବହୁ ଚର୍ଚ୍ଚିତ ମମିତା ମେହରଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟ ଚର୍ଚ୍ଚା ହେଉଥିବା ବେଳେ ଝିଅକୁ ହରାଇବାର ଦୁଃଖରେ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି ତାଙ୍କ ମା’ ତୁଳସୀ ମେହେର । ତାଙ୍କ ମା’ଙ୍କ ଛାତିରେ ଯନ୍ତ୍ରଣା ହେଉଥିବା ସହ…
‘୯୦ ଦିନ ମଧ୍ୟରେ ଟ୍ରାଏଲ ଶେଷ କର’
ବଲାଙ୍ଗୀର ଅଫିସ,୨୮।୧୦: ମମିତା ମେହେର ହତ୍ୟାକାଣ୍ଡ ଘଟଣା ଏବେ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। କଂଗ୍ରେସ ଦଳର ସାଧାରଣ ସମ୍ପାଦକ ରଣଦୀପ ସିଂ ସୂର୍ଯ୍ୟେଓ୍ବାଲା, ଏଆଇସିସି ଓଡିଶା ପ୍ରଭାରୀ ଏ. ଚେଲାକୁମାର, କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗୀର…
ମମିତାଙ୍କ ପରିବାରକୁ ଭେଟିଲା ଜାତୀୟ କଂଗ୍ରେସ ଟିମ୍
ବଲାଙ୍ଗୀର ଅଫିସ,୨୮ା୧୦: ମମିତା ମେହେରଙ୍କ ପରିବାରବର୍ଗଙ୍କୁ ଗୁରୁବାର ଜାତୀୟ କଂଗ୍ରେସର ଉଚ୍ଚସ୍ତରୀୟ ଟିମ୍ ବଲାଙ୍ଗୀର ଜିଲାର ଝରଣୀ ଗାଁକୁ ଯାଇ ଭେଟିଛନ୍ତି । ଏହି ଟିମ୍ରେ ଜାତୀୟ କଂଗ୍ରେସ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରଣଦୀପ ସିଂ ସୂର୍ଯ୍ୟବାଲା, ଓଡ଼ିଶା ପ୍ରଭାରୀ ଏ.…
ଷଡ଼ଯନ୍ତ୍ର ଉପରୁ ପରଦା ହଟୁନି
ବଲାଙ୍ଗୀର ଅଫିସ,୨୮।୧୦: ପରକୀୟା ପ୍ରୀତି ପ୍ରଘଟ ଭୟରେ କଳାହାଣ୍ଡି ଜିଲା ମହାଲିଙ୍ଗ ଘରୋଇ ସ୍କୁଲର ପରିଚାଳନା ସଭାପତି ଗୋବିନ୍ଦ ସାହୁ ଅଧ୍ୟକ୍ଷା ମମିତା ମେହେରଙ୍କୁ ହତ୍ୟା କରିଥିଲେ ବୋଲି ଉତ୍ତରାଞ୍ଚଳ ପୋଲିସ ଡିଆଇଜି ଦୀପକ କୁମାର ଖବରଦାତା ସମ୍ମିଳନୀରେ କହିଥିଲେ। ମମିତାଙ୍କୁ…
ବଡ ଭାଇଙ୍କ ଜୀବନ ନେଲେ ସାନ ଭାଇ
ଟିଟିଲାଗଡ଼,୨୭।୧୦(ଡି.ଏନ୍.ଏ.): ଜଣେ ଭାଇ ନିଜ ଭାଇଙ୍କର ଜୀବନ ନେଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲା ଟିଟିଲାଗଡ଼ ହାଟପଦାପଡ଼ା ଗ୍ରାମରେ। ସେହି ମୃତ ଯବକ ଜଣଙ୍କ ହେଲେ ରନିଖୋଜ ସଞ୍ଜୟ ବେହେରା(୨୨)। ପୋଲିସ ମୃତ ଯୁବକର ସାନଭାଇ ପ୍ରମୋଦ ବେହେରାକୁ…
ମମିତା ହତ୍ୟା ଘଟଣାରେ ତଦନ୍ତ ଦିଗହରା: ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବି
ବଲାଙ୍ଗୀର ଅଫିସ,୨୬।୧୦: ରାଜ୍ୟ ଭାଜପା ପ୍ରତିନିଧି ଦଳ ମଙ୍ଗଳବାର ମମିତା ମେହେରଙ୍କ ପରିବାରବର୍ଗଙ୍କୁ ଭେଟିଛନ୍ତି। ଏହି ଦଳ ବଲାଙ୍ଗୀର ଜିଲାର ଝରଣୀ ଗାଁରେ ପହଞ୍ଚିବା ପରେ ମୃତା ମମିତାଙ୍କ ମା’, ବାପା ଓ ଅନ୍ୟମାନଙ୍କୁ ସମବେଦନା ଜଣାଇଥିଲେ। ଏହି ଘଟଣାର ତଦନ୍ତ…
ଗୋବିନ୍ଦଙ୍କ କୋଭିଡ୍ ରିପୋର୍ଟକୁ ନେଇ ବଢିଲା ଦ୍ୱନ୍ଦ୍ୱ
ଟିଟିଲାଗଡ଼, ୨୫।୧୦(ଡି.ଏନ.ଏ.): ମମିତା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଟିଟିଲାଗଡ ପୋଲିସ ବାରାକରୁ ଗତ ୧୭ ତାରିଖ ରାତିରେ ଫେରାର ହେବା ଦିନଠାରୁ ଭିନ୍ନ ଆଲୋଚନା ଜୋର ଧରିଛି। ଏଥର ଆଲୋଚନା ଗୋବିନ୍ଦଙ୍କ କରୋନା ଟେଷ୍ଟକୁ ନେଇ। ୧୭ତାରିଖ…
ସରିଲା ରିମାଣ୍ଡ, କ’ଣ ପ୍ରମାଣ ମିଳିଲା ସୂଚନା ଦେଉନି ପୋଲିସ
ବଲାଙ୍ଗୀର ଅଫିସ,୨୫ା୧୦: ୫ ଦିନିଆ ରିମାଣ୍ଡରେ ଅଣାଯାଇଥିବା ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବଲାଙ୍ଗୀର ପୋଲିସ ବଙ୍ଗୋମୁଣ୍ଡା ଜେଏମ୍ଏଫ୍ସି କୋର୍ଟ ଜଜ୍ଙ୍କ ଆବାସରେ ସୋମବାର ସକାଳ ପ୍ରାୟ ୮ଟାରେ ହାଜର କରିଥିଲା। ସେଠାରୁ ତାଙ୍କୁ କଣ୍ଟାବାଞ୍ଜି ଜେଲକୁ…
ଫେରାର ପଛରେ ଅନେକ ରହସ୍ୟ
ବଲାଙ୍ଗୀର ଅଫିସ, ୨୫ା୧୦: ଟିଟିଲାଗଡ ପୋଲିସ ବାରାକ୍ରୁ ଫେରାର ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଗତ ୧୯ ତାରିଖ ଅପରାହ୍ନରେ ବଙ୍ଗୋମୁଣ୍ଡା ଥାନା ବୁଢ଼ୀପଦର ଗଁା ନିକଟ ଏକ ଆଖୁ କିଆରିରୁ ଗିରଫ କରାଯାଇଥିଲା। ଗୋବିନ୍ଦଙ୍କ ମୋବାଇଲ…
ଆଜି ଭୋର୍ ୪ଟାରୁ ଗୋବିନ୍ଦ ସାହୁଙ୍କୁ ନେଇଗଲେ, ସକାଳ ୮ରେ କୋର୍ଟରେ କଲେ ହାଜର
ବଲାଙ୍ଗୀର ଅଫିସ,୨୫ା୧୦: ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବଲାଙ୍ଗୀର ପୋଲିସ ସୋମବାର ଭୋର୍ ୪ଟାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏସ୍ପି ଅଫିସରୁ ବଙ୍ଗୋମୁଣ୍ଡା ନେଇଯାଇ ସକାଳ ୮ଟାରେ ଜେଏମ୍ଏଫସି କୋର୍ଟ ଜଜ୍ଙ୍କ ଆବାସରେ ହାଜର…
ଲକ୍ଷେ ୮୦ ହଜାରରେ ସ୍ତ୍ରୀଙ୍କୁ ବିକିଦେଲେ
ବେଲପଡା,୨୪ା୧୦(ଡି.ଏନ.ଏ.): ପ୍ରଥମେ ପ୍ରେମ ତା ପରେ ଘର ଲୋକଙ୍କ ସହମତିରେ ବିବାହ ହୋଇଥିଲା। ସାଇପଡିଶା ଓ ବନ୍ଧୁ ବାନ୍ଧବଙ୍କୁ ଭୋଜିଭାତ ବି ଦିଆଯାଇଥିଲା। କିଛିଦିନ ଠିକ୍ଠାକ ଚାଲିଲା ପରେ ସବୁ ଯେମିତି ବିଗିଡି ଗଲା। ଅପଣାର କରିଥିବା ସ୍ତ୍ରୀଙ୍କୁ ରାଜସ୍ଥାନର ଜଣଙ୍କୁ…
ସମଲେଶ୍ୱରୀ ମନ୍ଦିର ଛାତ ଭୁଶୁଡ଼ିଲା
ବଲାଙ୍ଗୀର ଅଫିସ, ୨୩।୧୦: ବଲାଙ୍ଗୀର ସମଲେଶ୍ୱରୀ ମନ୍ଦିରରେ ଶୁକ୍ରବାର ଅପରାହ୍ଣ ପ୍ରାୟ ୪ଟା ସମୟରେ ଛାତ ଭୁଶୁଡି ପଡିଥିବା ଜଣାପଡିଛି। ମନ୍ଦିର ମୁଖଶାଳାର ଡାହାଣ ପଟ ଛାତର ଅଧା ଅଂଶ ଖସି ପଡିଥିଲା। ଏହି ସମୟରେ ମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ଭିଡ…

