ତିନିଥର ଅସ୍ତ୍ରୋପଚାର ପରେ ବି ଅସୁସ୍ଥ
ବଲାଙ୍ଗୀର ଅଫିସ, ୨୦।୪ – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ୍ ଘୁନସର ପଞ୍ଚାୟତ ଅନ୍ତର୍ଗତ ସାନବାଞ୍ଜିପାଲି ଗ୍ରାମର ପ୍ରଥମ ମାଟ୍ରିକ୍ୟୁଲେଟ୍ ଓ ଗ୍ରାଜୁଏଟ୍ ମେଧାବୀ ଆଦିବାସୀ ଯୁବକ କମଳ ବରିହା (୩୦) ଏବେ ସାଂଘାତିକ ଅସୁସ୍ଥତା ଦେଇ ଗତି କରୁଛନ୍ତି। ସିଭିଲ…
ପ୍ରଚଣ୍ଡ ଗ୍ରୀଷ୍ମରୁ ନିସ୍ତାର ନାହିଁ
ବଲାଙ୍ଗୀର ଅଫିସ, ୨୦।୪ – ଅଢ଼େଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ବଲାଙ୍ଗୀର ଜିଲାର ତାପମାତ୍ରା ବୃଦ୍ଧି ରାଜ୍ୟ ତଥା ଦେଶରେ ଆଲୋଚନାର ବିଷୟ ହୋଇଛି। ଟିଟିଲାଗଡ ସମେତ ଜିଲା ସଦର ମହକୁମା ବଲାଙ୍ଗୀର, ପାଟଣାଗଡ, କଣ୍ଟାବାଞ୍ଜି, ତୁଷରା ସହରାଞ୍ଚଳ ଏବଂ…
ବିକାଶ ପ୍ରକଳ୍ପରେ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ
ବଲାଙ୍ଗୀର ଅଫିସ, ୨୦।୪ – କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଦୀର୍ଘ ଦେଢବର୍ଷ ପରେ ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ଉନ୍ନୟନ କମିଟି ବୈଠକ ବସିଛି। ଦୁଃଖର ବିଷୟ ଶେଷ ବୈଠକରେ ନିଆଯାଇଥିବା ବିଭିନ୍ନ ନିଷ୍ପତ୍ତିଗୁଡିକୁ କାର୍ଯ୍ୟକାରୀ କରାଯାଇଛି କି ନାହିଁ ଅଧିକାରୀମାନେ…
୩ ଦିନରେ ଥରେ ମିଳୁଛି ପାଇପ ପାଣି
ସଇଁତଳା,୨୦।୪(ଡି.ଏନ.ଏ.) – ବଲାଙ୍ଗୀର ଜିଲା ସଇଁତଳା ସଦର ମହକୁମାରେ ଏବେ ଉତ୍କଟ ଜଳାଭାବ ଦେଖାଦେଇଛି। ତାପମାତ୍ରା ୪୦ଡିଗ୍ରୀ ଉପରେ ରହୁଥିବା ବେଳେ ଜଳାଭାବ ସଙ୍ଗୀନ ପରିସ୍ଥିତି ସୃଷ୍ଟି କରିଛି। ପାରମ୍ପରକି ଜଳଉତ୍ସ ସବୁ ଶୁଖି ଯାଇଛି। କୂପ, ନଳକୂପରୁ ଆବଶ୍ୟକ ପାଣି…
ବିଧାୟକଙ୍କ ପିଏସଓ, ଡ୍ରାଇଭର ଆକ୍ରମଣ ପ୍ରତିବାଦରେ ଭଜପାର ରାସ୍ତାରୋକୋ
ଲୋଇସିଂହା,୧୩।୪(ଡିି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ପିଏସ୍ଓ ଏବଂ ଡ୍ରାଇଭରଙ୍କୁ ମଙ୍ଗଳବାର ଆକ୍ରମଣ କରାଯାଇଥିଲା। ଏ ନେଇ ଲୋଇସିଂହା ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ବସଷ୍ଟାଣ୍ଡ ଠାରେ ବଲାଙ୍ଗୀର-ବରଗଡ଼ ୨୬ ନଂ. ଜାତୀୟ ରାଜପଥକୁ ସକାଳୁ ଅବରୋଧ…
ବିଧାୟକଙ୍କ ଡ୍ରାଇଭର, ପିଏସ୍ଓଙ୍କ ଉପରେ ଆକ୍ରମଣ
ଲୋଇସିଂହା,୧୨।୪(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡ଼ା ଛକରେ ୨ ଜଣ ଦୁର୍ବୃତ୍ତଙ୍କ ଆକ୍ରମଣରେ ମଙ୍ଗଳବାର ଲୋଇସିଂହା ବିଧାୟକଙ୍କ ଡ୍ରାଇଭର ଏବଂ ପିଏସ୍ଓ ଆହତ ହୋଇଛନ୍ତି। ଡ୍ରାଇଭର ଦେବରାଜ ନାଗ ଏବଂ ପିଏସ୍ଓ ଶଙ୍କର ବରିହାଙ୍କୁ ଆକ୍ରମଣ କରି ଦୁର୍ବୃତ୍ତ…
ଜେଲ ଅନ୍ତେବାସୀଙ୍କୁ ପାଠ ପଢ଼ାଉଛନ୍ତି ପୁଞ୍ଜିଲାଲ
ବଲାଙ୍ଗୀର ଅଫିସ, ୧୧ା୪: ଜେଲ ଭିତରେ ବନ୍ଦୀ ଅନ୍ତେବାସୀଙ୍କୁ ପାଠ ପଢ଼ାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ବଲାଙ୍ଗୀର ଜିଲା କାରାଗାର କର୍ତ୍ତୃପକ୍ଷ। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର। ଜେଲ…
ଶିକ୍ଷକଙ୍କ ଦଣ୍ଡ: ୧୦୦ ଥର ଉଠ୍ବସ୍ ହୋଇ ୮ ଛାତ୍ରୀ ଅସୁସ୍ଥ
ବଲାଙ୍ଗୀର ଅଫିସ,୧୧ା୪(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ସୁନାମୁଦି ବାପୁଜୀ ହାଇସ୍କୁଲରେ ସୋମବାର ସକାଳେ ସ୍କୁଲରେ ୮ ଛାତ୍ରୀ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସବୁଦିନ ଭଳି ଛାତ୍ରୀମାନେ ସ୍କୁଲକୁ ଆସିଥିଲେ। ପ୍ରାର୍ଥନା ସମୟରେ…
ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନଓ୍ବାଡି କର୍ମୀଙ୍କ ବିକ୍ଷୋଭ
ବଲାଙ୍ଗୀର ଅଫିସ,୭ା୪: ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନଓ୍ବାଡି ମହିଳା ଓ୍ବାର୍କର୍ସ ଆସୋସିଏଶନର ବଲାଙ୍ଗୀର ଶାଖା ପକ୍ଷରୁ ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ସ୍ଥାନୀୟ କୋଶଲ କଳାମଣ୍ଡଳ ପଡ଼ିଆଠାରୁ ଏକ ବିଶାଳ ରାଲିରେ ଶତାଧିକ ଅଙ୍ଗନଓ୍ବାଡି…
ବଲାଙ୍ଗୀର ମ୍ୟୁନିସିପାଲଟିର ଦାୟିତ୍ୱ ଗ୍ରହଣ କଲେ ଅଧ୍ୟକ୍ଷା
ବଲାଙ୍ଗୀର ଅଫିସ,୬ା୪: ବଲାଙ୍ଗୀର ମ୍ୟୁନିସିପାଲଟିର ନବ ନିର୍ବାଚିତ ଅଧ୍ୟକ୍ଷା ଲିକା ସାହୁ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଜିଲା ପ୍ରଶାସନ ପକ୍ଷରୁ ନବ ନିର୍ବାଚିତ ଅଧ୍ୟକ୍ଷାଙ୍କ ସମେତ ୨୧ଜଣ କାଉନ୍ସିଲରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରଯାଇଥିଲା। ଏହି ସ୍ବାଗତ ସମ୍ବର୍ଦ୍ଧନା…
ମମିତା ମେହେର ହତ୍ୟା ଘଟଣା: କୋର୍ଟରେ ହାଜର ହେଲେ ଗୋବିନ୍ଦ, ରାଧେଶ୍ୟାମ
କଣ୍ଟାବାଞ୍ଜି,୫।୪(ଡି.ଏନ୍.ଏ.): ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାଙ୍କର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ ମଙ୍ଗଳବାର କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହୋଇଛନ୍ତି। କଡା ସୁରକ୍ଷା ବଳରେ ପୋଲିସ ସେମାନଙ୍କୁ କଣ୍ଟାବାଞ୍ଜି କୋର୍ଟରେ ହାଜର…
ଆନ୍ଦୋଳନକାରୀଙ୍କୁ ପାଣି ବୋଟଲ, ବିସ୍କୁଟ ବାଣ୍ଟିଲା ପୋଲିସ
ବଲାଙ୍ଗୀର ଅଫିସ, ୪।୪: ୧୨ ଦଫା ଦାବି ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଏବଂ ଭାରତୀୟ କ୍ଷେତ ମଜଦୂର ୟୂନିଅନ ପକ୍ଷରୁ ସୋମବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗୋପାଳ ଭୋଇଙ୍କ ନେତୃତ୍ୱରେ ଆନ୍ଦୋଳନରେ ଜିଲାର ବିଭିନ୍ନ…
Archives


