ବଲାଙ୍ଗୀର

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବଲାଙ୍ଗୀର,୩।୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବଲାଙ୍ଗୀର ଜିଲାରେ ୨୭୨୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ୫୨୮୪ କିମି ଦୀର୍ଘ ଜଳସେଚନ ବ୍ୟବସ୍ଥା ସହ ୧ ଲକ୍ଷ ଏକର…

ଜାନୁୟାରୀ ୩ରେ ସୁକ୍‌ତେଲ ପ୍ରକଳ୍ପର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର, ୧ା୧(ବୀରେନ୍ଦ୍ର କୁମାର ଝାଙ୍କର): ଜାନୁୟାରୀ ୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଗସ୍ତରେ ଆସିବେ। ବଲାଙ୍ଗୀର ଜିଲା ମାଗୁରବେଡ଼ା ଯାଇ ସେଠାରେ ବହୁପ୍ରତୀକ୍ଷିତ ଲୋୟର ସୁକ୍‌ତେଲ ପ୍ରକଳ୍ପ ଉଦ୍‌ଘାଟନ କରିବା ସହ ଜିଲାବାସୀଙ୍କୁ ନୂଆବର୍ଷ ଭେଟି ଦେବେ। ମିଳିଥିବା ସୂଚନା…

ସ୍ତ୍ରୀଙ୍କ ମୃତ୍ୟୁ ପରେ ଦାଦନ ଖଟିବାକୁ ଗଲେ ସ୍ବାମୀ: ବେସାହାରା ଭଉଣୀ, ଭାଇ

ଲାଠୋର,୩୧।୧୨(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ତୁରେକେଲା ବ୍ଳକ ଅଧୀନ ହଲନଭଟା ପଞ୍ଚାୟତ ନକଟାବାହାଲ ଗ୍ରାମର ଧନସିଂ ମାଝୀଙ୍କ ଝିଅ ଏବଂ ପୁଅଙ୍କୁ ପାଠ ପଢିବାର ସୁଯୋଗ ଦିଆଯାଉ ବୋଲି ଗ୍ରାମର ୱାର୍ଡ଼ ମେମ୍ବର ଫୁଲତୁଲି ବାଗଙ୍କ ସହ ଗ୍ରାମବାସୀ ଦାବି କରିଛନ୍ତି।…

ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ କରିଥିବା ୨ ଅଭିଯୁକ୍ତ ଗିରଫ

ବଲାଙ୍ଗୀର,୨୯ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜର ଶେଷବର୍ଷ ଛାତ୍ର ତଥା ହାଉସ ସର୍ଜନ ବିଶ୍ୱରଞ୍ଜନ ସାହୁଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଶୁକ୍ରବାର ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବଲାଙ୍ଗୀର ସମୀର ବଡ଼ମାଲି ଏବଂ ରାଜୁ…

ମୁଣ୍ଡରେ ବ୍ୟାଣ୍ଡେଜ୍‌ ବାନ୍ଧି ଡାକ୍ତରୀ ଛାତ୍ରଙ୍କ ପ୍ରତିବାଦ: କାଜୁଆଲଟି ଆଗରେ ଧାରଣା

ବଲାଙ୍ଗୀର,୨୯ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜର ଶେଷବର୍ଷ ଛାତ୍ର ତଥା ହାଉସ ସର୍ଜନ ବିଶ୍ୱରଞ୍ଜନ ସାହୁଙ୍କୁ ଗୁରୁବାର ମରଣାନ୍ତକ ଆକ୍ରମଣ କରାଯାଇଥିଲା। ହସ୍ପିଟାଲରୁ ହଷ୍ଟେଲକୁ ଫେରୁଥିବା ବେଳେ ବାଟରେ ଛପି ରହିଥିବା ୨ଜଣ ଯୁବକ ତାଙ୍କୁ ମରଣାନ୍ତକ…

ଅବଧି ସରିଲା, କାର୍ଯ୍ୟ ଅସମ୍ପୂର୍ଣ୍ଣ

ସଇଁତଳା,୨୯ା୧୨(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ଛନଛଡ଼ା-ପେଣ୍ଡରାମାଲ ରାସ୍ତାରେ ଥିବା ଲାନ୍ଥ ନଦୀ ଉପରେ ବିଜୁ ସେତୁ ଯୋଜନାରେ ଆରମ୍ଭ ହୋଇଥିବା ବ୍ରିଜ ନିର୍ମାଣର ଅବଧି ଇତିମଧ୍ୟରେ ଶେଷ ହୋଇଛି। ହେଲେ ଦଶଭାଗରୁ ଏକଭାଗ ମଧ୍ୟ କାମ ସରି…

ଗର୍ଭବତୀଙ୍କୁ ଦେଲେ ଏକ୍ସପାଏରି ଛତୁଆ

ବଲାଙ୍ଗୀର,୨୯ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲାରେ ଏକ୍ସପାଏରୀ ଛତୁଆ ଏବଂ ନିମ୍ନମାନର ବାଦାମ ଲଡୁ ବଣ୍ଟନ କରାଯାଉଛି। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଦେଓଗଁାର ଜଣେ ଗର୍ଭବତୀ ପ୍ରିୟଙ୍କା ଦୋରା। ସେ ବଣ୍ଟନ କରାଯାଇଥିବା ଏକ୍ସପାଏରୀ ଛତୁଆ ଏବଂ ନିମ୍ନମାନର ବାଦାମ…

ଡାକ୍ତରୀ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ

ବଲାଙ୍ଗୀର, ୨୮ା୧୨ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜର ଶେଷବର୍ଷ ଛାତ୍ର ତଥା ହାଉସ ସର୍ଜନ ବିଶ୍ୱରଞ୍ଜନ ସାହୁଙ୍କୁ ଗୁରୁବାର ମରଣାନ୍ତକ ଆକ୍ରମଣ କରାଯାଇଛି। ହସ୍ପିଟାଲରୁ କଲେଜ ହଷ୍ଟେଲକୁ ଫେରୁଥିବା ବେଳେ ବାଟରେ ଛପି ରହିଥିବା ୨ଜଣ…

ଟ୍ରକ୍‌ରେ ପିଟିହେଲା ପିକ୍‌ନିକ୍‌ ବସ୍‌, ୭ ଗୁରୁତର

ବଲାଙ୍ଗୀର,୨୮ା୧୨:ବଲାଙ୍ଗୀର-ସୋନପୁର ରାସ୍ତାର ଖମ୍ବଶିରିପାଲି ଛକରେ ଗୁରୁବାର ସକାଳୁ ଏକ ଦୁର୍ଘଟଣା ଘଟିଛି। ଟ୍ରକ୍‌ ପଛରେ ପିକ୍‌ନିକ୍‌ ବସ୍‌ଟି ପିଟି ହେବାରୁ ୭ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସୂଚନାଯୋଗ୍ୟ, ସୋନପୁର ସହରର ଏକ…

ସରପଞ୍ଚଙ୍କୁ ମାଡି ବସି ନିସ୍ତୁକ ପିଟିଲେ ପିଡବ୍ଲ୍ୟୁଡି ଏସ୍‌ଡିଓ

ବଲାଙ୍ଗୀର ,୨୬।୧୨(ସୁନୀଲ କୁମାର ମହାନ୍ତି): ନିମ୍ନମାନର କାମ ଅଭିଯୋଗ କରି ମାଡ଼ ଖାଇଲେ ସରପଞ୍ଚ । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲା ହରିଶଙ୍କରରେ। ଫାଇଭ-ଟି ଅଧିନରେ ଚାଲିଥିବା ବିଭିନ୍ନ କାମର ତଦାରଖ କରିବାକୁ ପିଡବ୍ଲ୍ୟୁଡି ଏସ୍‌ଡିଓ ଶ୍ରୀଧର ଦାସ…

ରାଉରକେଲା ପରେ ବଲାଙ୍ଗୀର: ଝାଡ଼ାବାନ୍ତିରେ ୨ ମୃତ୍ୟୁ

ବଲାଙ୍ଗୀର/କଣ୍ଟାବାଞ୍ଜି, ୨୫।୧୨( ସୁନୀଲ କୁମାର ମହାନ୍ତି): ରାଉରକେଲା ପରେ ଏବେ ବଲାଙ୍ଗୀରରେ ଝାଡ଼ାବାନ୍ତି ଆତଙ୍କ ଦେଖାଯାଇଛି। ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିରେ ଝାଡ଼ାବାନ୍ତିରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏ ନେଇ ବଲାଙ୍ଗୀର ଜିଲା ଭାରାପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା. କୁବେର ଚନ୍ଦ୍ର…

ଧାରୁଆ ଅସ୍ତ୍ରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଜୀବନ ନେଇ ଦୌଡ଼ିଲେ 

ଲୋଇସିଂହା,୨୫।୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ମାଣ୍ଡିଆପଦର ଛକରେ ହୀରାପୁର ଗ୍ରାମର ମାନସ କୁମାର ପଧାନଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଦଫା ୩୪୧,୨୯୪, ୩୨୪, ୩୨୩, ୫୦୬, ୩୦୭, ୩୪ରେ ଲୋଇସିଂହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?