ଅନୁଗୋଳ

ଅମୃତ ସରୋବର ଯୋଜନା ଶୁଭାରମ୍ଭ

ବଇଣ୍ଡା,୨୯।୬ (ଡି.ଏନ.ଏ.) – କିଶୋରନଗର ବ୍ଲକ ହଣ୍ଡପା ପଞ୍ଚାୟତ ବଣିନାଳି ଗ୍ରାମରେ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଅନ୍ତର୍ଭୁକ୍ତ ଅମୃତ ସରୋବର ଯୋଜନା ଶୁଭାରମ୍ଭ କରାଯାଇଛି। ଏହି ଯୋଜନାରେ ପ୍ରତ୍ୟେକ ପଞ୍ଚାୟତରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ଏକ ବଡ ପୋଖରୀ…

ପ୍ରାଣୀଧନ ଚିକିତ୍ସାକୁ ଉପେକ୍ଷା

ବଅଁରପାଳ,୨୯।୬(ଡି.ଏନ.ଏ.) – ଗ୍ରାମାଞ୍ଚଳ ଅର୍ଥନୀତି ସୁଦୃଢ଼ୀକରଣରେ ପ୍ରାଣୀ ସମ୍ପଦର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି କାରଣରୁ ଅଧିକରୁ ଅଧିକ ପ୍ରାଣୀଧନ ପାଳନ ପାଇଁ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଉତ୍ସାହିତ କରାଯାଉଛି। ବ୍ୟାଙ୍କ ମାଧ୍ୟମରେ ସବ୍‌ସିଡଯୁକ୍ତ ଋଣ ଯୋଗାଇ ଦିଆଯାଉଛି। ତେବେ ପ୍ରାଣୀ ସମ୍ପଦର…

ହାତୀ କଙ୍କାଳ ଉଦ୍ଧାର ଘଟଣାରେ ନିଲମ୍ବିତ ହେଲେ ରେଞ୍ଜ ଅଫିସର

ଅନୁଗୋଳ ଅଫିସ,୨୮।୬: ସାତକୋଶିଆ ବନଖଣ୍ଡରେ ହାତୀ କଙ୍କାଳ ଉଦ୍ଧାର ଘଟଣାରେ ରେଞ୍ଜ ଅଫିସର ହରିଶ୍ଚନ୍ଦ୍ର ପ୍ରଧାନଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ପିସିସିଏଫ୍‌ ଶଶି ପୌଲ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ପୂର୍ବରୁ ୩ଜଣ ୱାଚରଙ୍କୁ ଗିରଫ କରାଯାଇଥିବା ବେଳେ ୨ଫରେଷ୍ଟରଙ୍କୁ ନିଲମ୍ବନ…

ସାତକୋଶିଆରେ ହାତୀଛୁଆର ମୃତ୍ୟୁ

ଅନୁଗୋଳ ଅଫିସ,୨୮।୬: ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ କୁଶଖଲି ଜଙ୍ଗଲରେ ମଙ୍ଗଳବାର ଏକ ହାତୀଛୁଆର ମୃତ୍ୟୁ ହୋଇଛି। ତେବେ ସେହି ମୃତ ହାତୀର ବୟସ ୩ରୁ ୪ ବର୍ଷ ହୋଇଥିବା ଅନୁମାନ କରାଯାଉଛି। ସୂଚନାନୁସାରେ, ହାତୀ ଛୁଆଟି ରକ୍ତହୀନତାର ଶିକାର ହୋଇଥିଲା।…

ବର୍ଷା ହେଲେ ବଦଳେ ରାସ୍ତା

ବଇଣ୍ଡା, ୨୬।୬: ପକ୍କା ହୋଇଛି କଚ୍ଚା ରାସ୍ତା। ଯାତ୍ରୀ ଏବଂ ଯାନବାହନ ଗମନାଗମନ ପାଇଁ ପ୍ରସ୍ତୁତ ପିଚୁ ସଡ଼କରେ ଯାତାୟାତ କରିବା ଅଧିକ ସୁଗମ ହୋଇଛି। ହେଲେ ଏହାକୁ ନେଇ ବର୍ଷସାରା ଖୁସି ହୋଇପାରୁନାହାନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକର ୫…

ମାଟିତଳୁ ହାତୀ କଙ୍କାଳ ଉଦ୍ଧାର, ୨ ଫରେଷ୍ଟର ନିଲମ୍ବିତ

ଅନୁଗୋଳ ଅଫିସ, ୨୬।୬: ଅନୁଗୁଳ ସାତକୋଶିଆ ବନଖଣ୍ଡ ଅଧୀନ କଟକ ଜିଲା ଜିଲିଣ୍ଡା ରେଞ୍ଜ ସତ୍ୟଜୟପୁର ପତ୍ରା ଜଙ୍ଗଲରୁ ଏକ ଦନ୍ତା ହାତୀର କଙ୍କାଳ ଉଦ୍ଧାର ହୋଇଛି। ଦନ୍ତାହାତୀର ଦାନ୍ତ କଟାଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ବନ ବିଭାଗର ୨ ଜଣ…

ବିପଦ ଆଶଙ୍କା ବଢ଼ାଉଛି ମୁକୁଳା ବୋର୍‌ଓ୍ବେଲ

ବଅଁରପାଳ,୨୩ା୬(ଡି.ଏନ.ଏ.): ମୁକୁଳା ପଡ଼ିଥିବା ବୋର୍‌ଓ୍ବେଲ କିପରି ଶିଶୁଙ୍କ ପାଇଁ ବିପଦ ସାଜିପାରେ ତାହାର ଉଦାହରଣ ଦେଶରେ ବାରମ୍ବାର ଦେଖିବାକୁ ମିଳୁଛି। ନିକଟରେ ଛତିଶଗଡ଼ରେ ଏପରି ଏକ ଘଟଣା ଚର୍ଚ୍ଚାର ବିଷୟ ହୋଇଥିବାବେଳେ ୨୦୧୭ ଡିସେମ୍ବର ୨୫ରେ ଅନୁଗୋଳ ଜିଲା କିଶୋରନଗର ବ୍ଲକ…

ବଜ୍ରପାତରେ ଚାଷୀଙ୍କ ଜୀବନ ଗଲା

ବନ୍ତଳା,୨୨ା୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବନ୍ତଳା ଥାନା ଧୋକୁଟା ପଞ୍ଚାୟତ ଗୋପାଳପୁର ଗ୍ରାମରେ ବୁଧବାର ଅପରାହ୍ନରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ଚାଷୀ ଜଣଙ୍କ ହେଲେ ଗ୍ରାମର ଗନ୍ଧର୍ବ ବେହେରା(୫୭)। ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରିବା ପରେ…

ଅନ୍‌ଲାଇନରେ ଚାକିରି ଖୋଜି ହରାଇଲେ ୩ ଲକ୍ଷ

ଅନୁଗୋଳ ଅଫିସ, ୨୨।୬  – ଅନୁଗୋଳ ଜିଲାରେ ସାଇବର ଅପରାଧୀମାନେ ଦିନକୁ ଦିନ ଅଧିକ ସକ୍ରିୟ ହେଉଛନ୍ତି। ଜଣେ ଯୁବତୀ ଅନ୍‌ଲାଇନ୍‌ରେ ଚାକିରି ଖୋଜିବା ବେଳେ ତାଙ୍କ ଆକାଉଣ୍ଟରୁ ୩ ଲକ୍ଷ ୫୦ ହଜାର ଟଙ୍କା ଚଳୁ ହୋଇଯାଇଛି। ଏ ନେଇ…

ମୁଖ୍ୟ ଡାକଘର ସମ୍ମୁଖରେ ଗଣବିକ୍ଷୋଭ

ଅନୁଗୋଳ ଅଫିସ/ ଛେଣ୍ଡିପଦା,୨୨।୬  – ଅନୁଗୋଳ ନଗର କଂଗ୍ରେସ ଓ ବ୍ଲକ କଂଗ୍ରେସ ନେତୃତ୍ୱରେ ମଙ୍ଗଳବାର ଜିଲା ମୁଖ୍ୟ ଡାକଘର ସମ୍ମୁଖରେ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଦିଲ୍ଲୀସ୍ଥିତ ଏଆଇସିସି କାର୍ଯ୍ୟାଳୟରେ ପଶି କେନ୍ଦ୍ରୀୟ ପୋଲିସ ଯେପରି ଭାବେ କଂଗ୍ରେସ କର୍ମୀଙ୍କ ଉପରେ…

ବର୍ଷା ପରେ ପଶିଲା ବୁଦ୍ଧି

ଅନୁଗୋଳ ଅଫିସ, ୨୨।୬  – ମୌସୁମୀ ବର୍ଷା ଆରମ୍ଭରୁ ଅନୁଗୋଳ ସହରରେ ଜଳ ନିଷ୍କାସନ ସମସ୍ୟା ସୃଷ୍ଟି ହୋଇଛି। ସରକାରୀ ଜାଗା ସହ ପୌରାଞ୍ଚଳର ୨୩ଟି ଓ୍ବାର୍ଡରେ ଥିବା ଡ୍ରେନ୍‌ର ବହୁ ଅଂଶ ଜବରଦଖଲ କରାଯାଇଥିବାରୁ ଏପରି ଅସୁବିଧା ଦେଖାଦେଇଛି। ଜବରଦଖଲକାରୀମାନେ…

ଜମିକୁ ମାଡ଼ିବ ଜଳ

ବଇଣ୍ଡା,୨୧।୬(ଡି.ଏନ.ଏ.) ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇ ନ ଥିଲେ ମଧ୍ୟ ଚାଷ ଜମିକୁ ମାଡ଼ୁଥିଲା ଝରଣା ପାଣି। ନିର୍ମାଣ କରାଯାଇଥିବା ୭ କିଲୋମିଟର କେନାଲ ଯୋଗୁ ଶତାଧିକ ଚାଷୀ ଉପକୃତ ହେଉଥିଲେ। ହେଲେ ୨୦୧୧ ଠାରୁ ଏହି କେନାଲ ପ୍ରତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri