ଛାତ୍ର କଂଗ୍ରେସ କଲା ଟୁଇଟ୍
ଅନୁଗୋଳ ଅଫିସ, ୧।୫ – ଲକ୍ଡାଉନ କଟକଣା ଉଲ୍ଲଂଘନ କରି ଡିସ୍ ସଫେଇ ବାହାନାରେ ଅନୁଗୋଳ କଳାକେନ୍ଦ୍ରରେ ବୁଧବାର ପୌରପାଳିକାର କେତେଜଣ କର୍ମଚାରୀ ଭୋଜିର ଆୟୋଜନ କରିବା ଘଟଣାର ତଦନ୍ତ ଆରମ୍ଭ କରିଛି ପୌରପରିଷଦ। ଗୁରୁବାର ଏ ନେଇ ‘ଧରିତ୍ରୀ’ରେ ପ୍ରକାଶିତ…
କ୍ୱାରାଣ୍ଟାଇନ୍ ନିୟମ ଉଲ୍ଲଂଘନ କଲେ ଡାକ୍ତର: ଜିଲା ବାହାରୁ ଆସି ରୋଗୀସେବା ଅଭିଯୋଗ
ଅନୁଗୋଳ ଅଫିସ, ୧।୫ – କରୋନା ପାଇଁ କଟକଣା ଲାଗିଥିବାରୁ ଜିଲା ବାହାରୁ ଆସିଥିଲେ କ୍ୱାରାଣ୍ଟାଇନ୍ରେ ରହିବାର ନିୟମ ରହିଛି। କିନ୍ତୁ ୩ ମାସ ଧରି ଛୁଟିରେ ଥିବା ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ଏହି ନିୟମ ଉଲ୍ଲଂଘନ…
ସରକାରୀ ଓକିଲ ଦେଲେ ୭୦ ହଜାର
ଅନୁଗୋଳ ଅଫିସ, ୩୦।୪- ଅନୁଗୋଳ କୋର୍ଟରେ କାର୍ଯ୍ୟରତ ସରକାରୀ ଓକିଲମାନେ କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଜିଲାପାଳଙ୍କ ଜରିଆରେ ୭୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସରକାରୀ ଓକିଲ ପି.ପି. ପ୍ରଦୀପ କୁମାର ଦାଶ,…
ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ
ଅନୁଗୋଳ ଅଫିସ, ୩୦।୪- କରୋନାର ମୁକାବିଲା ପାଇଁ ଅନୁଗୋଳର ସାହିତି୍ୟକମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି। ୨୦୧୮ କବି ଗଡ଼ନାୟକ ପୁରସ୍କାର ବିଜେତା ଗାଳ୍ପିକ ଗୌରହରି ବେହେରା ୫ ହଜାର ଓ ୨୦୧୯ ପବିତ୍ରମୋହନ ସ୍ମୃତି ସମ୍ମାନ ବିଜେତା…
ସଫେଇ ବାହାନାରେ ଜମିଲା ଭୋଜି
ଅନୁଗୋଳ ଅଫିସ, ୩୦।୪ – ଲକ୍ଡାଉନ୍ କଟକଣାକୁ ଉଲ୍ଲଂଘନ କରିଛନ୍ତି ଅନୁଗୋଳ ପୌରପାଳିକାର କେତେଜଣ କର୍ମଚାରୀ। ଡିସ୍ ସଫେଇ ବାହାନାରେ ସେମାନେ କଳାକେନ୍ଦ୍ରରେ ବୁଧବାର ଭୋଜିର ଆୟୋଜନ କରିଥିବା ଏବେ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଉକ୍ତ ଭୋଜିରେ ବିଜେଡିର କିଛି…
ଫେରାର ଭାଟି ମ୍ୟାନେଜରଙ୍କୁ ଖୋଜୁଛି ପୋଲିସ
ଅନୁଗୋଳ ଅଫିସ, ୨୯।୪ – ଅନୁଗୋଳ ସହର ଉପକଣ୍ଠ କରଡ଼ାଗାଡ଼ିଆରେ ଥିବା ଦେଶୀ ମଦ ଭାଟି ଉପରେ ଚଢ଼ାଉ ବେଳେ ଫେରାର ହୋଇଯାଇଥିବା ମ୍ୟାନେଜରଙ୍କୁ ଗିରଫ କରିବାକୁ ଅନୁଗୋଳ ପୋଲିସ ଉଦ୍ୟମ ଜାରି ରଖିଛି। ଏହି ଘଟଣାରେ ଭାଟି ମାଲିକ ବିକ୍ରମ…
ସଙ୍ଗରୋଧ କେନ୍ଦ୍ର ପାର୍ଶ୍ୱରେ ଚାଲିଛି ପରିବା ବିକ୍ରି
ଅନୁଗୋଳ ଅଫିସ, ୨୯।୪ – ଅନୁଗୋଳ ପୌର ପ୍ରଶାସନ ପକ୍ଷରୁ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଟାଉନ୍ ହାଇସ୍କୁଲ ଠାରେ କ୍ୱାରାଣ୍ଟାଇନ ସେଣ୍ଟର କରାଯାଇଛି। କିନ୍ତୁ ଉକ୍ତ ସେଣ୍ଟର ପାର୍ଶ୍ୱରେ ଦୈନିକ ପରିବା ବ୍ୟବସାୟୀମାନେ ବେପାର କରୁଛନ୍ତି। କରୋନା ସନ୍ଦିଗ୍ଧମାନଙ୍କୁ ସେଠାରେ…
ବସ୍ରେ ଘରକୁ ଗଲେ ୧୭୯ ଜଣ
ଅନୁଗୋଳ ଅଫିସ, ୨୯।୪ – ଅନୁଗୋଳ ଜିଲାର ବିଭିନ୍ନ ବ୍ଲକରେ କ୍ୱାରାଣ୍ଟାଇନ୍ରେ ଥିବା ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ କଳାହାଣ୍ଡି ଜିଲାର ୧୭୯ ଜଣ ଲୋକଙ୍କୁ ମଙ୍ଗଳବାର ସେମାନଙ୍କ ଘରକୁ ପଠାଇ ଦିଆଯାଇଛି। କ୍ୱାରାଣ୍ଟାଇନ ଅବଧି ଶେଷ ହୋଇଯାଇଥିବାରୁ ପ୍ରଶାସନ ପକ୍ଷରୁ…
ଏଫ୍ଇଏସ୍ ଦେଲା ସୁରକ୍ଷା ସାମଗ୍ରୀ
ଅନୁଗୋଳ ଅଫିସ, ୨୮।୪ କରୋନା ବିରୋଧୀ ସଂଗ୍ରାମରେ ପ୍ରମୁଖ ଯୋଦ୍ଧା ସାଜିଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ସହଯୋଗର ହାତ ବଢ଼ାଇଛି ଅନୁଗୋଳ ଜିଲାର ଫାଉଣ୍ଡେଶନ ଫର୍ ଇକୋଲୋଜିକାଲ ସିକ୍ୟୁରିଟି (ଏଫ୍ଇଏସ୍)। ସୋମବାର ଅନୁଷ୍ଠାନ ପକ୍ଷରୁ ୨୫୦ଟି ବ୍ୟକ୍ତିଗତ ସୁରକ୍ଷା କିଟ୍ ଜିଲା ପ୍ରଶାସନକୁ ପ୍ରଦାନ…
୫୦ ହଜାର ଦେଲା ବସ୍ ମାଲିକ ସଂଘ
ତାଳଚେର, ୨୮ା୪(ନି.ପ୍ର.) କରୋନା ମୁକାବିଲା ପାଇଁ ତାଳଚେର ବସ୍ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ସଂଘ ସଭାପତି ଶ୍ରୀକାନ୍ତ କୁମାର ପାଣି, ସାଧାରଣ ସମ୍ପାଦକ ସୁମନ ବେହେରା, କୋଷାଧ୍ୟକ୍ଷ ମଦନ ମୋହନ…
ଜିଲାପାଳଙ୍କୁ ରିପୋର୍ଟ ଦେଲା ଅବକାରୀ ବିଭାଗ
ଅନୁଗୋଳ ଅଫିସ, ୨୮।୪ ଅନୁଗୋଳ ସହର ଉପକଣ୍ଠ କରଡ଼ାଗାଡ଼ିଆରେ ଥିବା ଦେଶୀ ମଦ ଭାଟି ଉପରେ ଚଢ଼ାଉ ସହ ୪୩ ଜଣଙ୍କୁ ଗିରଫ କରାଯିବା ମାମଲାର ରିପୋର୍ଟ ଅବକାରୀ ବିଭାଗ ପକ୍ଷରୁ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କୁ ପ୍ରଦାନ କରାଯାଇଛି। ଲକ୍ଡାଉନ୍…
ପୋଲିସର ସହଯୋଗକୁ ଆଇଜିଙ୍କ ପ୍ରଶଂସା
ଅନୁଗୋଳ ଅଫିସ, ୨୮।୪ ଲକ୍ଡାଉନ୍ କଟକଣାକୁ ଅନୁଗୋଳରେ କଡ଼ାକଡ଼ି କରିବା ସହ ଭୋକିଲା ଓ ସହଯୋଗ ଲୋଡ଼ୁଥିବା ଲୋକଙ୍କ ନିକଟରେ ସହାୟତା ପହଞ୍ଚାଇପାରୁଥିବା ଅନୁଗୋଳ ପୋଲିସକୁ ପ୍ରଶଂସା କରିଛନ୍ତି ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ। ସୋସିଆଲ ମିଡିଆ ପୋଷ୍ଟରେ ଆଇଜି ଲେଖିଛନ୍ତି…

