ଅନୁଗୋଳ

ସାଇବର ଅପରାଧରେ ବେନାମୀ ସିମ୍‌

ଅନୁଗୋଳ ଅଫିସ, ୮ା୧୦ ଠକେଇ ପାଇଁ ଇଣ୍ଟରନେଟ୍‌କୁ ମାଧ୍ୟମ କରୁଛନ୍ତି ଠକ। କେତେବେଳେ ମୋବାଇଲ ଆପ୍‌ ତ ଆଉ କେତେବେଳେ ଗିଫ୍ଟ ଲୋଭ ଦେଖାଇ ଲୋକଙ୍କ ଆକାଉଣ୍ଟରୁ ଚଳୁ କରୁଛନ୍ତି ଟଙ୍କା। ଏପରି କି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାମରେ ସାମାଜିକ ଗଣମାଧ୍ୟମରେ…

ଯାତନା ଭୋଗୁଛନ୍ତି ଯାତ୍ରୀ

ବଇଣ୍ଡା,୭ା୧୦: କରୋନାକୁ ଆଳ କରି ଯାତ୍ରୀ ପରିବହନରେ ଅବହେଳା କରୁଛି ରେଳବାଇ। ପୂର୍ବାପେକ୍ଷା କମ୍‌ ଟ୍ରେନ୍‌ ଚଳାଯାଉଥିବା ବେଳେ ଅନେକର ରହଣିସ୍ଥଳରେ ପରିବର୍ତ୍ତନ କରାଯାଇଛି। ଫଳରେ ରାଜ୍ୟ ବାହାରକୁ ଯାତାୟାତ ପାଇଁ ବଡ଼ ଯାତନା ଭୋଗୁଛନ୍ତି ଅନୁଗୋଳ ଜିଲା ବଇଣ୍ଡା ଷ୍ଟେଶନ ଉପରେ…

ଗାନ୍ଧୀ ମାର୍ଗରେ ହେଉ ଗାନ୍ଧୀ ଭବନ

ଅନୁଗୋଳ ଅଫିସ, ୫ା୧୦ ଗାନ୍ଧୀଙ୍କ ସ୍ମୃତି ବହନ କରୁଛି ଅନୁଗୋଳର ଗାନ୍ଧୀ ମାର୍ଗ (୧୯୩୪ର ହୁଲୁରିସିଂହା ଛକରୁ ରାଣୀଗୁଡ଼ା ଆମ୍ବତୋଟା ରାସ୍ତା)। ସେତେବେଳେ ଏହି ପଥରେ ପଡ଼ିଥିଲା ମହାତ୍ମାଙ୍କ ପାଦ। ଏଠାରେ ସାଧାରଣ ସଭାକୁ ସମ୍ବୋଧିତ କରି ବାପୁ ଯାଇଥିଲେ ଢେଙ୍କାନାଳ…

ସୁନାବେଶ ଦେଖିବେନି ଶ୍ରଦ୍ଧାଳୁ

ବଅଁରପାଳ,୪ା୧୦(ଡି.ଏନ.ଏ.)  ପୂଜା ଆସିବାର ଯଥେଷ୍ଟ ପୂର୍ବରୁ ତଳମୂଳରେ ଆରମ୍ଭ ହୋଇଥାଏ ପ୍ରସ୍ତୁତି। କାରଣ ୧୬ ଦିନରେ ମା’ ଏଠାରେ ୧୬ଟି ବେଶରେ ପୂଜା ପାଇଥାନ୍ତି। ଏହି ସ୍ବତନ୍ତ୍ର ପୂଜା ହିଁ ଏଠାକାର ମୁଖ୍ୟ ବିଶେଷତ୍ତ୍ୱ। ଏଥିସହ ଷଷ୍ଠୀରୁ ଦଶହରା ଯାଏ ଗଁାରେ ସାଂସ୍କୃତିକ…

ପ୍ରତିଶ୍ରୁତି ଦେଇ ପ୍ରଶାସନ ପାର୍‌

ଅନୁଗୋଳ ଅଫିସ, ୪ା୧୦: ଅନୁଗୋଳରେ ଗାନ୍ଧୀଙ୍କ ସ୍ମୃତି ରକ୍ଷା ପାଇଁ ଜାଗା ଖଣ୍ଡେ ପାଉନି ଜିଲା ପ୍ରଶାସନ। ଗାନ୍ଧୀ ଜୟନ୍ତୀରେ ସତ୍ୟାଗ୍ରହରେ ବସିବା ପୂର୍ବରୁ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତିଙ୍କ ନିକଟରେ ପହଞ୍ଚି ପ୍ରଶାସନର ବରିଷ୍ଠ ଅଧିକାରୀମାନେ ପଦକ୍ଷେପ ପାଇଁ ପ୍ରତିଶ୍ରୁତି ଦେଇଥିଲେ।…

ପ୍ରୋତ୍ସାହିତ କରିବ ପ୍ରଦର୍ଶନୀ

ଅନୁଗୋଳ ଅଫିସ, ୨ା୧୦ ଆବର୍ଜନାରେ ସଜା ଯାଇପାରେ ଡ୍ରଇଂ ରୁମ୍‌। ବଢ଼ାଯାଇପାରେ ଡାଇନିଂ ଟେବୁଲର ଶୋଭା। ଅଳିଆ ଗଦାର ଭଙ୍ଗା କାଚ, ଫଟା ପ୍ଲାଷ୍ଟିକ, ଚିରା କାଗଜ ଯେ ସମ୍ମାନ ଓ ପୁରସ୍କାର ପରି ସୌଭାଗ୍ୟ ଆଣିଦେଇପାରେ ତାହା ସାବ୍ୟସ୍ତ କରିପାରିଛନ୍ତି…

ଭିଜିଲାନ୍ସ ହାତରୁ ବଞ୍ଚିବା ପାଇଁ ଲାଟିନ୍‌ ପ୍ୟାନ୍‌ରେ ଟଙ୍କା ଫୋପାଡିଲେ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟର ଅମିନ

କଣିହାଁ,୧।୧୦(ଡି.ଏନ.ଏ): ଅନୁଗୋଳ ଜିଲା କଣିହାଁ ଆର୍‌.ଆଇ ଅଫିସରେ କାର୍ଯ୍ୟରତ ଅମିନ ସୌମ୍ୟରଞ୍ଜନ ଦାସ ଲାଞ୍ଚ ନେଇ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କଣିହାଁ ବ୍ଲକ ତେଲସିଂହା ଗ୍ରାମର ଶୁଭେନ୍ଦୁ କୁମାର ଦାସ ନାମକ ଜଣେ ବ୍ୟକ୍ତି ନିଜର ଜମି ଚିହ୍ନଟ କରିବା…

ସ୍ୱାସ୍ଥ୍ୟସେବାରେ ଆସୁନି ସୁଧାର

ଛେଣ୍ଡିପଦା,୧ା୧୦(ସ୍ବ.ପ୍ର.) ମହାମାରୀ କରୋନା ସଂକ୍ରମଣ ଦେଖାଦେବା ପରଠାରୁ ସ୍ବାସ୍ଥ୍ୟସେବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଲୋକଙ୍କ ଜୀବନର ସୁରକ୍ଷା ପାଇଁ ଚିକିତ୍ସା ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ହେଲେ ଏହାର କିଛି ବି ସୁଫଳ ଅନୁଗୋଳ ଜିଲା ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଲକ୍ଷିତ ହେଉନାହିଁ।…

ପ୍ରକମ୍ପିତ ହେବନି ପୂଜାମଣ୍ଡପ

ବଅଁରପାଳ,୩୦ା୯(ଡି.ଏନ.ଏ.)  ବିଶ୍ୱକର୍ମା ପୂଜାର ମାତ୍ର କେଇ ଦିନ ପରେ ପୁଣି ଚଳଚଞ୍ଚଳ ହୋଇଉଠେ ନାଲ୍‌କୋ କଲୋନୀ। ସାର୍ବଜନୀନ ପୂଜା କମିଟି ପକ୍ଷରୁ ଏଠାରେ ଧୁମ୍‌ଧାମରେ କରାଯାଏ ମା’ ଦୁର୍ଗାଙ୍କ ପୂଜା। ଆକର୍ଷଣୀୟ ମେଢ଼ ସହ ଉଚ୍ଚକୋଟୀର ସାଜସଜ୍ଜା ସମସ୍ତଙ୍କୁ ଚମତ୍କୃତ କରିଦିଏ। ଅଷ୍ଟମୀ…

ବିଫଳତା ଲୁଚାଇବାକୁ ବାହାନା

ବଇଣ୍ଡା,୨୯ା୯ (ପରିକ୍ଷିତ ସାହୁ) ବିପଦସଙ୍କୁଳ ଅବସ୍ଥାରେ ଅତି ତଳକୁ ଝୁଲିରହିଛି ବିଦ୍ୟୁତ୍‌ ତାର। ମୁକୁଳା ପଡ଼ିଛି ଟ୍ରାନ୍ସଫର୍ମର ଚତୁଃପାର୍ଶ୍ୱ। ଅନେକ ସ୍ଥାନରେ କାଠ, ବାଉଁଶ ଖୁଣ୍ଟିରେ ଯୋଗାଯାଇଛି ସେବା। ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ବହୁ ଗାଁରେ ଅସଜଡ଼ା ବିଦ୍ୟୁତ୍‌ ବ୍ୟବସ୍ଥାର…

ଶେଷ ହେଉନି ସଞ୍ଜୀବନୀ ସଂଗ୍ରାମ

ଅନୁଗୋଳ ଅଫିସ, ୨୮ା୯ ଟିକା ନେଲେ ଦେହରେ ସୃଷ୍ଟି ହେଉଛି ଆଣ୍ଟିବଡି। ମହାମାରୀ କୋଭିଡ୍‌ରୁ ଅନେକାଂଶରେ ମିଳୁଛି ସୁରକ୍ଷା। ସରକାର ଓ ବିଶେଷଜ୍ଞମାନଙ୍କ ଏପରି ମତକୁ ଆଧାରକରି ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ବଢ଼ୁଛି ଭିଡ଼। କେଉଁଠି ରାତିରୁ ଲୋକଙ୍କ ଲାଇନ ଲାଗୁଛି ତ ଆଉ…

ଆକର୍ଷଣ ସାଜିବ ଆସନ୍ତା ଋତୁ

ଅନୁଗୋଳ ଅଫିସ, ୨୭ା୯: ଖଣିଜରେ ଭରପୂର ଅନୁଗୋଳ ପ୍ରାକୃତିକ ସୌନ୍ଦର୍ଯ୍ୟରେ ମଧ୍ୟ ସମୃଦ୍ଧ। ସାତକୋଶିଆର ସବୁଜିମା ହେଉ କି ଟିକରପଡ଼ାର ମହାନଦୀ ଗଣ୍ଡ ଅବା ପାଲଲହଡ଼ାର ସାନଚିଲିକା, ପର୍ଯ୍ୟଟକଙ୍କୁ ଏହା ସର୍ବଦା ଆକୃଷ୍ଟ କରିଆସିଛି। ହେଲେ ଜିଲାର ଆହୁରି ଅନେକ ପର୍ଯ୍ୟଟନ ସ୍ଥାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri