ପ୍ରେମୀଯୁଗଳଙ୍କ ଅଜବ ଫଣ୍ଡା, ବିବାହ ଖର୍ଚ୍ଚ ଉଠାଇବା ପାଇଁ ଲୁଟିଲେ ସୁନା ଚେନ୍, ଆଉ ତା’ ପରେ…
ହାଇଦ୍ରାବାଦ,୨୪ା୧୦: ହାଇଦ୍ରାବାଦରେ ନିଜ ବିବାହ ପାଇଁ ଟଙ୍କା ଯୋଗାଡ଼ କରିବା ଉଦ୍ଦେଶ୍ୟରେ ପ୍ରେମୀଯୁଗଳ ଏକ ଅଜବ ଫଣ୍ଡା ଆପଣାଇଛନ୍ତି। ପ୍ରେମୀଯୁଗଳ ଜଣେ ମନ୍ଦିର କର୍ମଚାରୀଙ୍କଠାରୁ ସୁନା ଚେନ୍ ଛଡ଼ାଇ ନେଇଥିବା ଅଭିଯୋଗରେ ପୋଲିସ ଉଭୟଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ୨୩…
ଘର କାନ୍ଥ ନିର୍ମାଣକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ: ୨ ମହିଳାଙ୍କ ସମେତ ଗୋଟିଏ ପରିବାରର ୫ ଜଣ…
ଦିଗପହଣ୍ଡି, ୨୩।୧୦ (ଅଶେଷ ନାଥ ମିଶ୍ର): ଘର କାନ୍ଥ ନିର୍ମାଣ କାର୍ଯ୍ୟକୁ କେନ୍ଦ୍ର କରି ଦୁଇ ଭାଇଙ୍କ ପରିବାର ମଧ୍ୟରେ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି। ଏହି ମାମଲାରେ ପାଟପୁର ଥାନା ପୋଲିସ ଉଭୟ ପରିବାରର ୨…
ଫସଲ ଖାଇଦେବାରୁ ଧାରୁଆ ଅସ୍ତ୍ରରେ ଛେଳିକୁ ହାଣିଦେଲେ: ଗୁରୁତର ଅବସ୍ଥାରେ ଚିକିତ୍ସା ଜାରି, ଅଭିଯୁକ୍ତ…
ଦିଗପହଣ୍ଡି, ୨୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମରେ ଫସଲ ନଷ୍ଟକୁ କେନ୍ଦ୍ରକରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଡ଼ରେ ଛେଳି ପଶି ଫସଲ ଖାଇଦେବାରୁ ଉତ୍ତ୍ୟକ୍ତ ହୋଇ ଜଣେ ବ୍ୟକ୍ତି…
କୁମାର ପୂର୍ଣ୍ଣମୀ ପୂର୍ବରୁ ଦିଗପହଣ୍ଡିରେ ପୋଲିସର ଚଢ଼ାଉ: ଛତ୍ରଭଙ୍ଗ ଦେଲେ ଜୁଆଡ଼ି; ୯ ଗିରଫ, ନଗଦ ୧.୫୫ ଲକ୍ଷ ଟଙ୍କା…
ଦିଗପହଣ୍ଡି,୨୨।୧୦(ଅଶେଷ ନାଥ ମିଶ୍ର): ଆଶ୍ୱିନ ପାର୍ବଣ ଦଶହରା ଓ କୁମାର ପୂର୍ଣ୍ଣମୀ ପୂର୍ବରୁ ଅଞ୍ଚଳରେ ଚାଲିଥିବା ବେଆଇନ ଜୁଆ ଖେଳ ଉପରେ କେ. ନୂଆଗାଁ ପୋଲିସର କଡ଼ା ପ୍ରହାର। ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଗ୍ରାମରେ ଚାଲିଥିବା ଏକ…
ଅମାପ ସମ୍ପତ୍ତି ଠୁଳ କରିଛନ୍ତି ଯନ୍ତ୍ରୀ, ଏକାବେଳକେ ୭ ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ
କଳିଙ୍ଗନଗର,୨୨ା୧୦(ଶୁଭାଶିଷ ରାଉତ): ଆୟ ବହିର୍ଭୂତ ସମ୍ପତ୍ତି (ଡିସ୍ପ୍ରୋପୋର୍ସନେଟ ଆସେଟ୍ସ) ଠୁଳ କରିଥିବା ଅଭିଯୋଗରେ ଯାଜପୁର ଜିଲା ବଡ଼ଚଣା ଆର୍ ଆଣ୍ଡ ବି ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କ ଘର ଓ ଅଫିସ ସମେତ ୭ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ…
ସ୍ତ୍ରୀଙ୍କ ଭୟଙ୍କର କାଣ୍ଡ! ପ୍ରଥମ ସ୍ୱାମୀଙ୍କୁ ଛାଡ଼ି ଦ୍ୱିତୀୟ ସ୍ୱାମୀଙ୍କୁ ହତ୍ୟା, ଟ୍ରଙ୍କ୍ରେ ଭରି ହାଇୱେରେ ଫିଙ୍ଗିଦେଲେ
ଲକ୍ଷ୍ନୌ,୨୧।୧୦: ଉତ୍ତରପ୍ରଦେଶର ଉନ୍ନାଓରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ନିଜ ଦ୍ୱିତୀୟ ସ୍ୱାମୀଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଏକ ଟ୍ରଙ୍କ୍ରେ ଭର୍ତ୍ତି କରି ହାଇୱେ କଡ଼ରେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି । ପୋଲିସ ମାତ୍ର ୧୨ ଘଣ୍ଟା…
ଯାଜପୁର ରୋଡ୍ ଅଞ୍ଚଳର ଅପରାଧୀ କେନ୍ଦୁଝରରେ ପ୍ରବେଶ, ହାଇଆଲର୍ଟ ଜାରି କରି…
ହାଟଡିହୀ/ଛେନାପଦୀ,୨୧ା୧୦(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାକୁ ଯାଜପୁର ରୋଡ୍ ଅଞ୍ଚଳର ଅପରାଧୀମାନେ ବୁଧବାର ପ୍ରବେଶ କରିଛନ୍ତି। ପରେ ଆନନ୍ଦପୁର ଉପଖଣ୍ଡ ଅଧୀନ ନନ୍ଦିପଦା, ସୋସୋ, ଆନନ୍ଦପୁର, ରାମଚନ୍ଦ୍ରପୁର, ଘସିପୁରା ପ୍ରମୁଖ ଥାନାର ପୋଲିସ ବିଶେଷ କରି ଏବେ ପାର୍ବଣ ସମୟକୁ ନଜର…
ପ୍ରଥମେ ମିଶି କି ରାତ୍ର ଭୋଜନ କଲେ, ପରେ ଟାଙ୍ଗିଆରେ ହାଣି ପୁତୁରାଙ୍କୁ ହତ୍ୟା କରିଦେଲେ ଦାଦା
କୁଆଁରମୁଣ୍ଡା,୨୧ା୧୦(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଜଲଙ୍ଗବିରା ପଞ୍ଚାୟତ ହାଡ୍ରାଟୋଲିରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। କୌଣସି କାରଣକୁ ନେଇ ଦାଦା ଏକ ଟାଙ୍ଗିଆରେ ପୁତୁରାଙ୍କୁ ହତ୍ୟା କରିଛନ୍ତି। ଏ ନେଇ ବୁଧବାର…
ପଡ଼ୋଶୀ ବିବାଦରୁ ରକ୍ତପାତ! ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା, ୪ ଅଟକ
ଦିଗପହଣ୍ଡି,୨୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗାଁ ଢ଼ିମିରା ସାହିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ହୋଇଛି । ସାହିର ସୁଦର୍ଶନ ବେହେରା(୩୨) ନାମକ ଜଣେ…
ପାର୍ବଣରେ ରକ୍ତରଞ୍ଜିତ ବରଗଡ଼! ଛୁରାମାଡ଼ରେ ଯୁବକ ମୃତ
ଅତାବିରା,୧୯।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଭୋଇପୁରା କେନାଲ ବ୍ରିଜ୍ ନିକଟରେ ଅଭାବନୀୟ ଘଟଣା ଘଟିଯାଇଛି । ରବିବାର ବିଳମ୍ବିତ ରାତ୍ରିରେ ପୋଲିସ କେନାଲ ବ୍ରିଜ ଉପରୁ ଶିବା ବିଶ୍ୱାଳ ନାମକ ଜଣେ ବ୍ୟକ୍ତିଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ…
ଅମାନବୀୟ କାଣ୍ଡ! ଯୁବକଙ୍କୁ ଉଲଗ୍ନ କରି ବେଲ୍ଟରେ ପିଟିଲେ, ଗୁପ୍ତାଙ୍ଗରେ ପେଟ୍ରୋଲ ଢାଳି…
ମୁମ୍ବାଇ,୧୯।୧୦: ମହାରାଷ୍ଟ୍ରର ଲାତୁରରୁ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବକଙ୍କୁ ଉଲଗ୍ନ କରି ବେଲ୍ଟ ଓ ଗୋଇଠା-ବିଧା ମାରି ନିର୍ମମ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ଯୁବକଙ୍କ ଗୁପ୍ତାଙ୍ଗରେ ପେଟ୍ରୋଲ ଢାଳିଥିବା ମଧ୍ୟ…
ବାପାଙ୍କୁ ହତ୍ୟା ଧମକ ଦେଇ ନାବାଳିକାଙ୍କୁ ମନ୍ଦିରରେ ବିବାହ, ମା’ ପୋଲିସକୁ ଖବର ଦେବାରୁ ଘଟିଲା ଏମିତି…
କୁଜଙ୍ଗ,୧୮।୧୦(ମନୋଜ ପ୍ରଧାନ): ନାବାଳିକା ଝିଅଙ୍କୁ ମନ୍ଦିରକୁ ଆଣିବା ପାଇଁ ମଦ ଦେଇ ପ୍ରଲୋଭିତ କରିବା ସହ ନ ଶୁଣିଲେ ହତ୍ୟା କରିବାକୁ ବାପାଙ୍କୁ ଧମକ ଦିଆଯାଇଥିଲା। ଏଥିରେ ଭୟଭୀତ ହୋଇ ବାପା ଝିଅଙ୍କୁ ନେଇ ମନ୍ଦିରରେ ପହଁଚିବା ପରେ ସେଠାରେ ନାବାଳିକାଙ୍କୁ…

