ଛାତ୍ରୀଙ୍କୁ ଅସଦାଚରଣ ପରେ କାର୍ଯ୍ୟାନୁଷ୍ଠାନ, ପୋକ୍ସୋ ଆକ୍ଟରେ ଗିରଫ ପରେ ପ୍ରଧାନଶିକ୍ଷକ…
ଭବାନୀପାଟଣା/ଜୁନାଗଡ଼ ,୩।୯(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ )- କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁଲେନ୍ଦ୍ର ମେହେର ସ୍ଥାନୀୟ ସ୍କୁଲର ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଓ ବିଭିନ୍ନ ଆଳରେ ସ୍ପର୍ଶ କରୁଥିବା…
ବ୍ଲକ କାର୍ଯ୍ୟାଳୟରେ ଗୁଣ୍ଡାରାଜ୍, ବିଲ୍ ନ କରିବାରୁ ଜେଇଙ୍କୁ ମାଡ଼ ମାରିଲେ ଠିକାଦାର
ବଲାଙ୍ଗୀର,୩ା୯(ସୁନୀଲ ମହାନ୍ତି): ବଲାଙ୍ଗୀର ପୁଇଁତଳା ବ୍ଲକ କାର୍ଯ୍ୟାଳୟରେ ଘଟିଛି ଏକ ଅଭାବନୀୟ ଘଟଣା। ବ୍ଲକ ଜେଇ ବିଭୂତି ଭୂଷଣ ମହାନ୍ତି ନିଜ ଅଫିସ ଚ୍ୟାମ୍ବରରେ କାର୍ଯ୍ୟରତ ଥିବାବେଳେ ଏହି ସମୟରେ ଜଣେ ଠିକାଦାର ଆସି ଜେଇଙ୍କୁ ଗାଳିଗୁଲଜ କରିବା ସହ ମାଡ଼…
ସୀମାନ୍ତରୁ ଗିରଫ ହେଲେ ୧୬ ମାଓବାଦୀ
ମାଲକାନଗିରି,୩ା୯(ଦୁର୍ଯ୍ୟୋଧନ): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାର ସିଆର୍ପିଏଫ୍, କୋବ୍ରା ବାହିନୀ ମିଳିତ ଭାବେ ମାଓବାଦୀ ଦମନ କାର୍ଯ୍ୟକ୍ରମରେ ସର୍ଚ୍ଚ ଅପରେଶନରେ ବାହାରିଥିବାବେଳେ ବାସାଗୁଡ଼ା ଥାନା ଅଞ୍ଚଳରୁ ଦୁଇଜଣ, ଗଙ୍ଗାଲୁର ଥାନା ଅଞ୍ଚଳରୁ ୬ ଜଣ, ଜଙ୍ଗଲା ଥାନା ଅଞ୍ଚଳରୁ…
ପପଙ୍ଗା ପାହାଡ଼ରେ ଝୁଲୁଛି ଯୁବକଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲା…
ଭେଡେନ,୨।୯(ହୃଷିକେଶ ଖମାରୀ)- ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ପପଙ୍ଗା ପାହାଡ଼ରୁ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ସଲିକି ଗ୍ରାମର ପରମେଶ୍ୱର ଦିଗାଲଙ୍କ ପୁଅ ମାଧବ(୨୨) ବୋଲି…
୨ କଲରାପତରିଆ ବାଘଛାଲ ବିକ୍ରି ପାଇଁ ଚାଲିଥିଲା ଡିଲ୍, ଡାଇରେକ୍ଟର ଅଫ୍ ରେଭିନ୍ୟୁ ବିଭାଗ ଟ୍ରାକ୍ କରି…
ରାୟଗଡ଼ା,୧ା୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କୋଲନରା ଅଞ୍ଚଳରୁ ୨ଟି କଲରାପତରିଆ ବାଘ ଚମଡ଼ା ଜବତ ସହ ୪ ଜଣଙ୍କୁ ରାୟଗଡ଼ା ବନ ବିଭାଗ ସହାୟତାରେ ମୁମ୍ବାଇସ୍ଥିତ ଡାଇରେକ୍ଟର ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସ ବିଭାଗ ଗିରଫ କରିଥିବା ଜଣାପଡ଼ିଛି । ଗିରଫ…
ପୂଜାପାଠ ପରେ ବିକିଥାନ୍ତେ ବାଘଛାଲ, ପୂର୍ବରୁ ଧରାପଡ଼ିଗଲେ ଅବସରପ୍ରାପ୍ତ ପୋଲିସ ଏଏସ୍ଆଇଙ୍କ ସହ…
ଭଞ୍ଜନଗର,୩୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ କର୍ମଚାରୀ ରବିବାର ସକାଳେ ଏକ କଲରାପତରିଆ ବାଘଛାଲକୁ ଜବତ କରିଛନ୍ତି। ଏହି ମାମଲାରେ ଜଣେ ଅବସରପ୍ରାପ୍ତ ପୋଲିସ ଏଏସ୍ଆଇ, ଜଣେ ବାବାଜୀଙ୍କ ସମେତ ୭ ଜଣକୁ ଗିରଫ କରାଯାଇଛି। ଏହି…
୨୭ ତାରିଖରୁ ନିଖୋଜ ଥିଲେ ମହିଳା, କ୍ୟାବିନ୍ରୁ ଦୁର୍ଗନ୍ଧ ଆସିବାରୁ ସାମ୍ନାକୁ ଆସିଲା ସତ
ପଟ୍ଟାମୁଣ୍ଡାଇ,୩୧ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧୀନ ଏଲ୍ଆଇସି ଅଫିସ ସମ୍ମୁଖ ମ୍ୟୁନିସିପାଲିଟି ଭେଣ୍ଡିଂଜୋନ୍ କ୍ୟାବିନ୍ରୁ ରବିବାର ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣଙ୍କ ହେଲେ ଆଳି ନରେନ୍ଦ୍ରପୁର ଗ୍ରାମର ବନ୍ଦିତା…
ଖଣି ମାଲିକଙ୍କ ଘରେ ED ଚଢ଼ାଉ: ୧୦ ଦାମୀ କାର, ୩ ସୁପର ବାଇକ୍ ସହ…
ଭୁବନେଶ୍ୱର,୩୧ା୮: ଖଣି ମାଲିକ ଶକ୍ତି ରଞ୍ଜନ ଦାଶଙ୍କ ଘରେ ଇଡି ଚଢାଉ ହୋଇଛି। ଶକ୍ତିଙ୍କ ନୟାପଲ୍ଲୀ ସ୍ଥିତ ଘରେ ହିମାଚଳ ପ୍ରଦେଶ ED ଟିମ୍ ଚଢ଼ାଉ କରିଛି। ହିମାଚଳ ପ୍ରଦେଶ ପୋଲିସ ସିଆଇଡି ନିକଟରେ ମାମଲା ରୁଜୁ ପରେ ଏହି ଚଢ଼ାଉ…
ଅର୍ଥମନ୍ତ୍ରୀଙ୍କ ଘରୁ ଲୁଟ୍, ପରେ ଚାଇନା ଗସ୍ତ ବାତିଲ କଲେ ରାଷ୍ଟ୍ରପତି
ଜାକର୍ତ୍ତା,୩୧ା୮: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ଏବଂ ଅନ୍ୟାନ୍ୟ ଅନେକ ସହରରେ ଏକ ସପ୍ତାହ ଧରି ଚାଲିଥିବା ପ୍ରତିବାଦ ଏବେ ହିଂସାତ୍ମକ ରୂପ ନେଇଛି। ଶହ ଶହ ବିକ୍ଷୋଭକାରୀ ଦକ୍ଷିଣ ଟାଙ୍ଗେରାଙ୍ଗରେ ଅର୍ଥମନ୍ତ୍ରୀ ମୁଲ୍ୟାନି ଇନ୍ଦ୍ରାବତୀଙ୍କ ସମେତ ଅନେକ ଏମ୍ପିଙ୍କ ଘର ଲୁଟି…
ଦେଶୀ ବନ୍ଧୁକ, ଧନୁତୀର ଧରି ଜୀବନରେ ମାରିଦେବାକୁ ଦେଉଥିଲେ ଧମକ, ଗାଁରେ ପୋଲିସ ପହଞ୍ଚି…
ଖଡ଼ିଆଳ,୩୧ା୮(ସୁଜିତ୍ କୁମାର ପ୍ରଧାନ): ନୂଆପଡ଼ା ଜିଲା କୋମନା ଥାନା ଦେଓଦରା ଗାଁରୁ ଦେଶୀ ବନ୍ଧୁକ ସହ ଦୁଇ ଧନୁତୀର ଜବତ ହୋଇଥିବା ବେଳେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। କୋମନା ପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ, ଶନିବାର…
ଉଗ୍ରରୂପ ନେଲା ଦୁଇଜଣଙ୍କ ଝଗଡ଼ା, ଧସ୍ତାଧସ୍ତି ସମୟରେ…
ବୈଶିଙ୍ଗା,୩୦ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ବାମଡ଼ା ଗ୍ରାମରେ ଶୁକ୍ରବାର ଦୁଇ ଜଣଙ୍କ ଝଗଡ଼ା ଶନିବାର ସନ୍ଧ୍ୟାରେ ପ୍ରତିଆକ୍ରମଣର ରୂପ ନେଇଥିଲା। ଏଥିରେ ଦୁଇ ଜଣ ଆହତ ହୋଇ ଜଣେ ବୈଶିଙ୍ଗା ଡାକ୍ତରଖାନାରେ ଆଉ ଜଣେ ରୂପ୍ସା ଡାକ୍ତରଖାନାରେ…
ଗାଡ଼ି ଭିତରେ ଯୁବତୀଙ୍କୁ ବଳାତ୍କାର କଲେ ୬ ଯୁବକ, ଚିତ୍କାର କରିବାରୁ…
ଉଦଳା,୩୦ା୮(ସନ୍ତୋଷ କୁମାର ବାଛିନି): ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଚାକିରି କରାଇଦେବା ବାହାନାରେ ଜଣେ ଯୁବତୀଙ୍କୁ ଡାକି ନେଇ ରାସ୍ତାକଡରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଶନିବାର ଉଦଳା ଥାନାରେ ଅଭିଯୋଗ…
Archives


