ଅର୍ଥମନ୍ତ୍ରୀଙ୍କ ଘରୁ ଲୁଟ୍‌, ପରେ ଚାଇନା ଗସ୍ତ ବାତିଲ କଲେ ରାଷ୍ଟ୍ରପତି

ଜାକର୍ତ୍ତା,୩୧ା୮: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ଏବଂ ଅନ୍ୟାନ୍ୟ ଅନେକ ସହରରେ ଏକ ସପ୍ତାହ ଧରି ଚାଲିଥିବା ପ୍ରତିବାଦ ଏବେ ହିଂସାତ୍ମକ ରୂପ ନେଇଛି। ଶହ ଶହ ବିକ୍ଷୋଭକାରୀ ଦକ୍ଷିଣ ଟାଙ୍ଗେରାଙ୍ଗରେ ଅର୍ଥମନ୍ତ୍ରୀ ମୁଲ୍ୟାନି ଇନ୍ଦ୍ରାବତୀଙ୍କ ସମେତ ଅନେକ ଏମ୍‌ପିଙ୍କ ଘର ଲୁଟି ନେଇଛନ୍ତି। ଘରି ଜଗିବାରେ ନିୟୋଜିତ ସୈନିକଙ୍କ ଉପରେ ଆକ୍ରମଣ କରି ପ୍ରବେଶ ଦ୍ୱାର ଭାଙ୍ଗି ଦେଇଥିଲେ। ସେମାନେ ମୂଲ୍ୟବାନ ଜିନିଷପତ୍ର ଲୁଟି ନେଇଥିଲେ ଏବଂ କ୍ଷତି ମଧ୍ୟ କରିଥିଲେ। ଏପରି ଘଟଣା ଯୋଗୁ ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋଙ୍କୁ ତାଙ୍କର ଚାଇନା ଗସ୍ତ ବାତିଲ କରିବାକୁ ପଡ଼ିଥିଲା।

ଗୋଟିଏ ସପ୍ତାହ ପୂର୍ବରୁ ଏହା ପ୍ରକାଶ ପାଇଥିଲା ଯେ, ଇଣ୍ଡୋନେସିଆର ୫୮୦ ଜଣ ଏମ୍‌ପି ପ୍ରତି ମାସରେ ସେମାନଙ୍କ ଦରମା ସହିତ ୫୦ ଲକ୍ଷ ଟଙ୍କା ଘର ଭତ୍ତା ପାଉଛନ୍ତି, ଯାହା ରାଜଧାନୀରେ ସର୍ବନିମ୍ନ ମଜୁରୀ ଅପେକ୍ଷା ୧୦ ଗୁଣ ଅଧିକ। ଏହା ମୁଦ୍ରାସ୍ଫୀତି ଏବଂ ବେକାରୀ ସହିତ ସଂଘର୍ଷ କରୁଥିବା ଲୋକଙ୍କ ପାଇଁ ନିଆଁରେ ଘିଅ ମିଶାଇବା ଭଳି ପ୍ରମାଣିତ ହେଲା। ଏହା ପରେ ଲୋକମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ଆରମ୍ଭ କଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୀମାରେ ଜମା ହେଲେ ଶତାଧିକ ବାଂଲାଦେଶୀ, ଶୁଭେନ୍ଦୁ ସରକାରଙ୍କ ଆକ୍ସନ ପରେ ସୀମାନ୍ତରେ ହଲଚଲ!

କୋଲକାତା,୨୦।୬ : ପଶ୍ଚିମବଙ୍ଗରେ ଭାଜପା ସରକାର ଗଠନ ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଦ୍ୱାରା ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ…

୪୯ ପ୍ଲଟ, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ: ଗିରଫ ହେଲେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ

କୋରାପୁଟ, ୨୦।୬ (ଅମିତାଭ ବେହେରା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ…

ଲେବାନନରେ ଇସ୍ରାଏଲର ଆକ୍ରମଣ ପରେ ରାଗିଗଲା ଇରାନ; ବନ୍ଦ କରିଦେଲା ହର୍ମୁଜ, ପୁଣି ହେବ ଯୁଦ୍ଧ!

ତେହରାନ,୨୦।୬: ବିଶ୍ୱ ଅର୍ଥନୀତି ପାଇଁ ଶାନ୍ତି ଚୁକ୍ତିନାମା ଏବଂ ମଧ୍ୟପ୍ରାଚ୍ୟରେ ସ୍ୱାଭାବିକତା ଫେରିବାର ଆଶା ପୁଣି ଥରେ ମଳିନ ହେଉଥିବା ପରି ମନେ ହେଉଛି। ଲେବାନନରେ ଇସ୍ରାଏଲ ଦ୍ୱାରା…

କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଜଗନ୍ନାଥପ୍ରସାଦ,୨୦ା୬(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥପ୍ରସାଦ ପୁଣି କାୟା ମେଲାଇଲେଣି ଚୋର ନିଦ ହଜାଇଲାଣି ଚୋରି ଖବର ବଡ଼ଦାଣ୍ଡ ସାହିରୁ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ଓ…

ପିତୃ ଦିବସରେ ଆଖି ଭିଜେଇ ଦେବ ଏହି କାହାଣୀ! ବାପାଙ୍କୁ ନିଜ କିଡନୀ ଦାନ କରି ଜୀବନ ବଞ୍ଚାଇଲେ, ବ୍ଲଡ ଗ୍ରୁପ ଅଲଗା…

ନୂଆଦିଲ୍ଲୀ,୨୦।୬: ଜୁନ୍ ୨୧ତାରିଖରେ ପିତାଙ୍କ ପିତୃ ଦିବସ ପୂର୍ବରୁ ୧୮ ବର୍ଷୀୟ ଅଲି ରଜା ତାଙ୍କ ପିତା ଆବିଦ ରଜାଙ୍କୁ ତାଙ୍କର କିଡନୀ ଦାନ କରି ଏକ…

ଆମେରିକା-ଇରାନ ଚୁକ୍ତିକୁ ନେଇ ପୁଣି ଲଜ୍ଜିତ ହେଲା ପାକିସ୍ତାନ, ଜେଡି ଭାନ୍ସ କହିଲେ…

ଓ୍ବାଶିଂଟନ,୨୦।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମାକୁ ନେଇ ପାକିସ୍ତାନ ପୁଣିଥରେ ଚର୍ଚ୍ଚାରେ ଅଛି, କିନ୍ତୁ ଏଥର କାରଣ ପ୍ରଶଂସା ନୁହେଁ ବରଂ ସମାଲୋଚନା। ଆମେରିକାର…

ପ୍ରଧାନମନ୍ତ୍ରୀ ମୋ’ ଗାଁକୁ ଆସିଥିବାରୁ କୃତଜ୍ଞ: ରାଷ୍ଟ୍ରପତି

ବାରିପଦା,୨୦ା୬: ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ନିଜ ଶାଶୁଘର ଗାଁ ମୟୂରଭଞ୍ଜ ଜିଲାର ପାହାଡ଼ପୁର ଅଛନ୍ତି। ଏଠାରେ ଆଜି ଆସି ମଧ୍ୟ ପହଞ୍ଚିଛନ୍ତି…

‘ମୟୂରଭଞ୍ଜ ଝିଅ ଆଜି ଦେଶର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ’

ବାରିପଦା,୨୦ା୬: ରାଜ୍ୟ ସରକାରଙ୍କ ଦ୍ବିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ମୟୂରଭଞ୍ଜରେ ଆସି ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶାଶୁଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri