ଅପରାଧ

ପ୍ରେମ ପାଇଁ ମହାଭାରତ: ଝିଆରୀକୁ ଦାଦା ହତ୍ୟା କରିଥିବା ଅଭିଯୋଗ

ନବରଙ୍ଗପୁର, ୧୦।୭(ବି.ପ୍ର.): ପ୍ରେମ ପାଇଁ ଝିଆରୀକୁ ହତ୍ୟା କଲେ ସମ୍ପର୍କୀୟ ଦାଦା। ଏ ନେଇ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନାରେ ଶୁକ୍ରବାର ଅଭିଯୋଗ ହୋଇଛି। ପ୍ରକାଶ ଯେ, ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳର ଭୀଷ୍ମ ହରିଜନ(୨୭) ସମ୍ପର୍କୀୟ ଝିଆରିକୁ ଭଲ ପାଉଥିଲେ। ବିଭିନ୍ନ…

୨ ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା ଜବତ, ମୁଖ୍ୟ ଅଭିଯୁକ୍ତ ଅଟକ

ଭଦ୍ରକ ଅଫିସ,୧୦ା୭: ଭଦ୍ରକରେ ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ ସହ ଜଣକୁ ଅଟକ ରଖିଛି ପୋଲିସ। ସୂଚନାନୁସାରେ, ଭଦ୍ରକ ପୁରୁଣାବଜାର ଥାନା ଅଞ୍ଚଳର ଏକ ଘରେ ବିପୁଳ ପରମାଣର ନକଲି ଜର୍ଦ୍ଦା ଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ପରେ…

ଆଦିତ୍ୟ ଦାସ ମୃତ୍ୟୁ ଘଟଣା: ମୋବାଇଲ୍‌ ଖୋଲିବ ମୃତ୍ୟୁ ରହସ୍ୟ, ଫରେନ୍‌ସିକ୍‌ ଲାବ୍‌ ପଠାଯିବ ଡାଏରି ଲେଖା

ଭୁବନେଶ୍ୱର,୧୦।୭ (ବ୍ୟୁରୋ): ଯୁବ ସାମାଜିକ କର୍ମୀ ତଥା ପ୍ରେରଣାଦାୟୀ ଭାଷଣ (ମୋଟିଭେଶନାଲ ସ୍ପିଚ୍‌) ଦେଉଥିବା ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ଼। ଗୁରୁବାର ଆଦିତ୍ୟଙ୍କ ବ୍ୟବଚ୍ଛେଦ ରିପୋର୍ଟ ପାଇବା ପରେ ଜିଆର୍‌ପି ଥାନା ପାଲିସ ଅପମୃତ୍ୟୁ ମାମଲାକୁ ହତ୍ୟା…

ବାପାଙ୍କୁ ହତ୍ୟାକରି ଚତୁର୍ଥୀ ପୂର୍ବରୁ ଜେଲଗଲେ ପୁଅ

କେନ୍ଦୁଝର/ଝୁମ୍ପୁରା,୯ା୭ (ସ୍ବ.ପ୍ର.): ବିବାହ ସରିଲା। ଚତୁର୍ଥୀ ପାଇଁ ଘର ଦୁଆରେ ସାଜସଜ୍ଜା ଚାଲିଥିଲା। କିଛି ଘଣ୍ଟା ପରେ ହୋଇଥାନ୍ତା ଚତୁର୍ଥୀ। ମାତ୍ର ବାପାଙ୍କୁ ହତ୍ୟାକରି ଜେଲ ଗଲେ ପୁଅ। ଗୁରୁବାର ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଚମ୍ପୁଆ ବ୍ଲକ ବାରିଆ…

ଗୁଣିଗାରେଡ଼ି ସନ୍ଦେହରେ ତୀର ମାରି ଜଣଙ୍କୁ ହତ୍ୟା: ଅଭିଯୁକ୍ତ ଗିରଫ

କୋରୁକୋଣ୍ଡା,୯ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଓରକେଲ ଥାନା ଅନ୍ତର୍ଗତ ତାରଲାକୋଟା ଗ୍ରାମରେ ଗୁଣି ଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା କରାଯାଇଥିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ଗ୍ରାମର ସୁବାସ ଭୂୟାଁଙ୍କୁ ସେହି ଗ୍ରାମର ଜଣେ ବ୍ୟକ୍ତି ବାଜା ମାଡକାମୀ ତୀର ସହାୟତାରେ ହତ୍ୟା…

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣା: ହତ୍ୟା ମାମଲା ରୁଜୁ କଲା ଜିଆର୍‌ପି ପୋଲିସ

ଭୁବନେଶ୍ୱର,୯।୭(ବ୍ୟୁରୋ): ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ନୂଆ ମୋଡ଼ ଆସିଛି। ପ୍ରଥମେ ଆଦିତ୍ୟଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ ଗୁରୁବାର ଜିଆର୍‌ପି ଥାନାରେ ୩୦୨ ଦଫାରେ ହତ୍ୟା ମାମଲା ରୁଜୁ ହୋଇଛି। ଆଦିତ୍ୟଙ୍କ ସଂଗଠନ ‘ପିପୁଲ୍‌ସ ଫର୍‌ ସେବା’ର…

ପ୍ରେମିକ ସହ ମିଶି ସ୍ବାମୀକୁ କରେଣ୍ଟ ଲଗାଇ ହତ୍ୟା କଲେ ସ୍ତ୍ରୀ

ବାରମେର, ୮।୭- ରାଜସ୍ଥାନର ବାରମେରା ଜିଲାରୁ ଚକିତ କଲା ଭଳି ଏକ ଘଟଣା ଘଟିଯାଇଛି। ଜଣେ ବିବାହିତା ମହିଳା ପ୍ରେମିକ ସହ ମିଶି ନିଜ ସ୍ବାମୀକୁ କରେଣ୍ଟ ଲଗାଇ ହତ୍ୟା କରିଛନ୍ତି। ହତ୍ୟା କରିବା ପରେ ମହିଳା ଜଣଙ୍କ ରାତି ସାରା…

ଡ୍ୟୁଟିରେ ଥିଲେ ନର୍ସ: ଛୁରୀ ଭୁଷି ହତ୍ୟାକଲେ ସ୍ବାମୀ

କଟକ ଅଫିସ,୮।୭- କଟକ ଜିଲା ନିଆଳିରେ ଜଣେ ନର୍ସ ତାଙ୍କର ବୃତ୍ତିଗତ କର୍ତ୍ତବ୍ୟ ପାଳନ କରୁଥିବା ସମୟରେତାଙ୍କୁ ହତ୍ୟା କରାଯାଇଛି। ନର୍ସଙ୍କ ସ୍ବାମୀ ଛୁରୀ ଭୁଷି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନାନୁଯାୟୀ, ନିଆଳି ଅଞ୍ଚଳରେ ଥିବା ମହିଧରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର(ସିଏଚ୍‌ସି)…

ଖୋର୍ଦ୍ଧା ଲାଲା ପ୍ରଧାନ ଗୁଳିକାଣ୍ଡ ମାମଲା: ପୋଲିସ କବ୍ଜାରେ ମୁଖ୍ୟ ଅଭିଯୁକ୍ତ ମିକି

ଖୋର୍ଦ୍ଧା ଅଫିସ,୮।୭: ବହୁ ଚର୍ଚ୍ଚିତ ଜୁନ ୧୪ ତାରିଖ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡିଆରେ ଲାଲା ପ୍ରଧାନଙ୍କୁ ଗୁଳି କରି ହତ୍ୟା ମାମଲାରେ ଖୋର୍ଦ୍ଧା ପୋଲିସ ମୁଖ୍ୟ ଅଭିଯୁକ୍ତ ମନୋରଞ୍ଜନ ସାହୁ(ମିକି)ଙ୍କୁ ଗିରଫ କରିଛନ୍ତି। ତାଙ୍କ ଘର ଟାଉନ ଥାନା…

ବାପା-ଝିଅ ପବିତ୍ର ସମ୍ପର୍କରେ କଳଙ୍କ: ୭ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର କରି ଗିରଫ ବାପା

ପାଟଣା,୮।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ ନିଶାରେ ଜଣେ ବାପା ୭ ବର୍ଷର ଶିଶୁ କନ୍ୟାକୁ ସୋମବାର ବଳାତ୍କାର କରିଛନ୍ତି। ଏ ନେଇ ତାଙ୍କ ମା’ ମଙ୍ଗଳବାର ଥାନାରେ ଅଭିଯୋଗ କରିଥିଲେ। ଏହିଘଟଣାରେ…

ପ୍ରେମରେ ପ୍ରତିବନ୍ଧକ ସାଜିବାରୁ ପ୍ରେମିକାର ବାପାକୁ ହତ୍ୟା

ଟିଟିଲାଗଡ଼, ୭ା୭ (ଡି.ଏନ.ଏ.)- ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ଚୋରମରା ଗଁାରେ ଗତ ୨ତାରିଖ ଘଟିଥିବା ବର୍ଜୁ ରଣା (୫୪) ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ହତ୍ୟା ଘଟଣାର ମୁଖ୍ୟ ସୂତ୍ରଧର ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗଁା ଗ୍ରାମର ଆଦିଲ ମହମ୍ମଦ(୨୨)ବୋଲି…

ରେଳଧାରଣାରୁ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତଦେହ ଉଦ୍ଧାର: ମାସକ ତଳେ କରିଥିଲେ ବିବାହ

ଭୁବନେଶ୍ୱର,୭।୭(ବ୍ୟୁରୋ): ରାଜଧାନୀ ଲିଙ୍ଗରାଜ ଷ୍ଟେସନ ରେଳ ଧାରଣାରୁ ମଙ୍ଗଳବାର ସମାଜସେବୀ ଆଦିତ୍ୟ ଦାସଙ୍କ କ୍ଷତାକ୍ତ ମୃତଦେହକୁ ଜିଆରପି ପୋଲିସ ଉଦ୍ଧାର କରିଛି। ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି। ଆଦିତ୍ୟ ‘ପିପୁଲ ଫର ସେବା’ ସାମାଜିକ ଅନୁଷ୍ଠାନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?