ମହଙ୍ଗା ପଡ଼ିଲା ଆପ୍ ଡାଉନ୍ଲୋଡ୍: ବ୍ୟାଙ୍କ ଖାତାରୁ କଟିଗଲା ୨୪ ଲକ୍ଷ ଟଙ୍କା
ଉମରିୟା, ୯।୮: ମଧ୍ୟପ୍ରଦେଶ ଉମରିୟା ଜିଲାରେ ଜଣେ ଯୁବତୀଙ୍କୁ ଆପ୍ ଡାଉନ୍ ଲୋଡ୍ କରିବା ମହଙ୍ଗା ପଡ଼ିଛି। ଆପ୍ ଡାଉନ୍ ଲୋଡ୍ କରିବା ସମୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଗାୟବ ହୋଇଯାଇଛି। ଏହି ଘଟଣାଟି କୋତାବଳୀ…
ଗିରଫ ହେଲା ନୃଶଂସ ବାପା; ଝରକାରେ ପୁଅକୁ ଓଲଟା ଝୁଲାଇ ପିଟୁଥିଲା
ଆଗ୍ରା, ୮।୮: ଉତ୍ତର ପ୍ରଦେଶର ଆଗ୍ରାରୁ ଏକ ନୃଶଂସ ବାପାର ଚିତ୍ର ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ନିଜର ୧୦ ବର୍ଷର ପୁଅ ଉପରେ ଏତେ ମାତ୍ରାରେ ରାଗିଯାଇଥିଲେ ଯେ ଶେଷରେ କ୍ରୋଧରେ ଅନ୍ଧ ପାଲଟି ଯାଇଥିଲେ। ପୁଅକୁ ଝରକାରେ ଓଲାଟା…
ଡାକ୍ତରଙ୍କୁ ଭଣ୍ଡେଇଲେ ସୁନ୍ଦରୀ ଯୁବତୀ, ଆକାଉଣ୍ଟରୁ ନେଇଗଲେ ଏତିକି ଟଙ୍କା, ଆଉ ତା’ ପରେ…
ତାଳଚେର,୭ା୮(ନି.ପ୍ର.): ଜଣେ ଯୁବତୀ ନିଜକୁ ଏକ ବଡ଼ କମ୍ପାନୀର ଏଜେଣ୍ଟ ବୋଲି ପରିଚୟ ଦେଇ ଜଣେ ବରିଷ୍ଠ ତଥା ଅବସରପ୍ରାପ୍ତ ଡାକ୍ତରଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ହଡ଼ପ କରି ଶେଷରେ ତାଳଚେର ଟାଉନ ଥାନା ପୋଲିସ ହାତରେ ଗିରଫ ହେବା…
୫ ହଜାର କୋଟିର ସ୍ବପ୍ନ ଦେଖାଇ ଠକି ନେଲେ ଦେଢ଼କୋଟି ଟଙ୍କା
ଡେରାଡୁନ, ୬।୮: ଅନେକ ପ୍ରକାର ଠକେଇ ଘଟଣା ବିଭିନ୍ନ ସମୟରେ ସାମ୍ନାକୁ ଆସିଥାଏ। ଯେଉଁଥିରେ ଲୋକମାନେ ପ୍ରତାରଣାର ସମ୍ମୁଖୀନ ହୋଇ ଶେଷରେ ବହୁ ପରିମାଣ ହରାଇଥାନ୍ତି। ଏବେ ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରୁ ଠକେଇର ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ…
୯୦୦ କଲ୍ ରେକର୍ଡିଂ ପୋଲିସକୁ ଦେଲେ ସ୍ବାମୀ: ଏଥିରୁ ଫିଟିଲା ସ୍ତ୍ରୀଙ୍କ ଗୁମର, ଆଉ ତା’ ପରେ…
ଜଣେ ମହିଳା କନଷ୍ଟେବଳ ବିବାହର ୨ ମାସ ମଧ୍ୟରେ ସ୍ବାମୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଯେଉଁଥିରେ କି ତାଙ୍କ ଭଉଣୀ ଏବଂ ପ୍ରେମିକ ସହାୟତା କରିଥିଲେ। ଯେତେବେଳେ ତାଙ୍କ ସ୍ବାମୀଙ୍କର ସନ୍ଦେହ ହେଲା ସେତେବେଳେ ସେ କଲ ରେକର୍ଡିଂ ଆପ୍…
ଯୌତୁକରେ ଏସ୍ୟୁଭି କାର୍ ନ ମିଳିବାରୁ ସ୍ତ୍ରୀକୁ ଘରୁ ତଡ଼ିଦେଲେ ଲୋକ ପାଇଲଟ୍ ସ୍ବାମୀ
ଭୋଜପୁର, ୫।୮: ଯୌତୁକରେ ମିଳିଲାନି ବିଳାସମୟ ଏସ୍ୟୁଭି କାର। ଶେଷରେ ଘରୁ ନବବିବାହିତ ସ୍ତ୍ରୀକୁ ତଡ଼ିଦେଲେ ଇଣ୍ଡିଆନ୍ ରେଲ୍ଓ୍ବେରେ ଲୋକ ପାଇଲଟ୍ ଥିବା ସ୍ବାମୀ। ଏଭଳି ଏକ ଲଜ୍ଜାଜନକ ଘଟଣା ବିହାରର ଭୋଜପୁରୀ ଜିଲାର ଆରା ସହରରୁ ସାମ୍ନାକୁ ଆସିଛି। ଘଟଣାରୁ…
ଯକ୍ଷ୍ମା ବୋଲି ଘରେ ପୁରାଇଲେନି ସ୍ତ୍ରୀ; ଦେହରେ ନିଆଁ ଲଗାଇଦେଲେ ସ୍ବାମୀ
ଲୁଧିଆନା, ୪।୮: ଯକ୍ଷ୍ମା ହୋଇଥିବାରୁ ସ୍ତ୍ରୀ ଘରେ ପୁରାଉ ନ ଥିଲେ। ଏଥିରେ ଭାଙ୍ଗିପଡ଼ି ଜଣେ ବ୍ୟକ୍ତି ଶେଷରେ ନିଜ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣା ଲୁଧିଆନାର ସିମଲାପୁରୀ ଅଞ୍ଚଳରେ ଘଟିଛି। ଗୁରୁତର…
୪ ଦିନ ହେବ ନିଖୋଜ ଥିଲେ ନାବାଳକ; କୁମ୍ଭୀର ପେଟରୁ ମିଳିଲା ମୃତଦେହ
୧୪ ବର୍ଷର ଜଣେ ନାବାଳକ ନଦୀ କୂଳରୁ ଗେଣ୍ଡା ଗୋଟାଉଥିବା ବେଳେ ନିଖୋଜ ହୋଇଯାଇଥିଲେ। ଦୀର୍ଘ ୪ ଦିନ ପରେ କୁମ୍ଭୀର ପେଟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ମାଲେସିଆରେ। ମୃତ ନାବାଳକ ହେଲେ ରିକି…
ଆଦିତ୍ୟ ମୃତ୍ୟୁ ମାମଲା: ସେବାଶ୍ରମରେ କ୍ରାଇମ୍ବ୍ରାଞ୍ଚର ଖୋଳତାଡ଼
ଭୁବନେଶ୍ୱର,୨।୮(ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଶନିବାର କ୍ରାଇମ୍ବ୍ରାଞ୍ଚର ୪ ଜଣିଆ ଟିମ୍ ସୁନ୍ଦରପଦାସ୍ଥିତ ପିପୁଲ ଫର୍ ସେବାଶ୍ରମକୁ ଯାଇ ଛାନଭିନ୍ କରିଛି। ସେବାଶ୍ରମରେ ଥିବା ଆଦିତ୍ୟଙ୍କ ଚାମ୍ବରରେ ଅଧିକାରୀମାନେ ଆବଶ୍ୟକ ଯାଞ୍ଚ ପରେ ସେ ବ୍ୟବହାର କରିଥିବା କିଛି…
ଲୁଟେରା କନ୍ୟା: ବରକୁ ହତ୍ୟା କରି ନେଇଗଲା ୩ ଲକ୍ଷ ଟଙ୍କା, ସୁନା
ରତ୍ମାଲ, ୧।୮: ମଧ୍ୟପ୍ରଦେଶର ରତ୍ମାଲ ଜିଲାରୁ ଚକିତ କଲା ଭଳି ଏକ ଖବର ସାମ୍ନାକୁ ଆସିଛି। ଏଠାରେ ବିବାହର ୨ ଦିନ ପରେ ଜଣେ ନବବିବାହିତ କନ୍ୟା ଓ ତାଙ୍କ ପରିବାର ସଦସ୍ୟ ମିଶି ବରକୁ ହତ୍ୟା କରିବା ସହ ନଗଦ…
ଲାଲୁ ପ୍ରସାଦଙ୍କ ସୁରକ୍ଷାରେ ନିୟୋଜିତ ସବ୍ଇନ୍ସପେକ୍ଟରଙ୍କୁ ହତ୍ୟା
ରାଞ୍ଚି, ୩୧।୭: ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ରାଞ୍ଚିସ୍ଥିତ ଆର୍ଏମ୍ଏସ୍ରେ ଚିକିତ୍ସିତ ହେଉଛନ୍ତି। ଏଠାରେ ଲାଲୁଙ୍କ ସୁରକ୍ଷାରେ ନିୟୋଜିତ ଜଣେ ସବ୍ଇନ୍ସପେକ୍ଟର (ଏସ୍ଆଇ)ଙ୍କ ହତ୍ୟା କରାଯାଇଥିବା ସୂଚନା ମିଳିଛି। କାମେଶ୍ୱର ରବିଦାସ ନାମକ ଏହି ଏସ୍ଆଇଙ୍କ କ୍ଷତବିକ୍ଷତ…
କରୋନା ଟେଷ୍ଟ ନାଁରେ ଯୁବତୀଙ୍କ ସହ ଏପରି କଲେ ଲ୍ୟାବ୍ ଟେକ୍ନିସିଆନ
ମୁମ୍ବାଇ, ୨୭।୭: କରୋନା ମହାମାରୀ ଦ୍ୱାରା ଭାରତରେ ସର୍ବାଧିକ ପ୍ରଭାବିତ ହୋଇଥିବା ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ସର୍ବାଗ୍ରେ ରହିଛି। ତେବେ ଏଭଳି ଏକ ସଙ୍ଗୀନ ପରିସ୍ଥିତିରେ ସେହି ମହାରାଷ୍ଟ୍ରରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଅମରାବତୀରେ ଜଣେ ଲ୍ୟାବ୍ ଟେକ୍ନିସିଆନ…

