ଅପରାଧ

ରାତି ଅଧରେ ପ୍ରେମିକ ସହ ଦେଖିବା ପରେ ଝିଅକୁ କୁରାଢ଼ିରେ ହାଣି ହତ୍ୟା କଲା ବାପା

କାନୁପର, ୧୬।୯: ଉତ୍ତର ପ୍ରଦେଶର କାନପୁରରୁ ଏକ ଅନର୍‌ କିଲିଂ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ବ୍ୟକ୍ତି ତାଙ୍କ ଝିଅକୁ ରାତି ଅଧରେ ପ୍ରେମିକ ସହ ଏକାଠି ଥିବାର ଦେଖିବାକୁ ପାଇଥିଲେ। ଏହାପରେ କ୍ରୋଧରେ ଝିଅର ବାପା ଏକ କୁରାଢ଼ି…

୩୦ ସେକେଣ୍ଡରେ ୪୦ ଲକ୍ଷ ଟଙ୍କାର ସୁନା ଚୋରି କରିଥିବା ଗ୍ୟାଙ୍ଗକୁ ଏନ୍‌କାଉଣ୍ଟର

ଆଲିଗଡ଼, ୧୬।୯: ଉତ୍ତର ପ୍ରଦେଶର ଆଲିଗଡ଼ରେ ୫ ଦିନ ତଳେ ଗୋଟିଏ ଅଳଙ୍କାର ଶୋରୁମ୍‌ରୁ ୪୦ ଲକ୍ଷ ଟଙ୍କାର ଗହଣା ଚୋରି କରିନେଇଥିବା ଗ୍ୟାଙ୍ଗକୁ ପୋଲିସ ଏନ୍‌କାଉଣ୍ଟର କରିଛି। ସେକ୍ଟର-୨୦ ଥାନା ପୋଲିସ ଅପରାଧିଙ୍କୁ ଘେରି ଯାଇଥିଲା। ଏହାପରେ ଉଭୟ ପକ୍ଷ…

ବୋହୂଙ୍କୁ ବଳାତ୍କାର ଅଭିଯୋଗ: ଶ୍ୱଶୁର, ଦିଅର ଥାନାରେ ଅଟକ

ଦିଗପହଣ୍ଡି,୧୬ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ବୋହୂଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଅଭିଯୁକ୍ତ ଶ୍ବଶୁର,ଶାଶୁ, ନଣନ୍ଦ ଏବଂ ଦିଅରଙ୍କ ବିରୋଧରେ କେସ୍‌ ନଂ.୨୦୪/୨୦ ଅନୁଯାୟୀ ମକଦ୍ଦମା ରୁଜୁ କରିଛି। ତେବେ ଶ୍ବଶୁର, ଦିଅରଙ୍କୁ ପୋଲିସ ବୁଧବାର ଥାନାରେ…

ମୋଷ୍ଟ୍‌ ଓ୍ବାଣ୍ଟେଡ କାଳିଆ ଗଲେ ଜେଲ୍‌

ଦିଗପହଣ୍ଡି,୧୬ା୯(ଡି.ଏନ୍‌.ଏ.): ବ୍ରହ୍ମପୁର ପୋଲିସର ମୋଷ୍ଟ୍‌ ଓ୍ବାଣ୍ଟେଡ ଠେସା କାଳିଆ ଓରଫ କେଶବ ଚନ୍ଦ୍ର କୁଣ୍ଡଙ୍କୁ କେ. ନୂଆଗାଁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଜର ଥାନା ଖାରିଆଗୁଡ଼ା ଗାଁର କେଶବଙ୍କ ନାଁରେ ଦିଗପହଣ୍ଡି,କେ. ନୂଆଗାଁ, ଗୋଳନ୍ଥରା, ଜରଡ଼ା, ବ୍ରହ୍ମପୁର ସଦର…

କରୋନା ସମୟରେ ଚୋର ନେଇଗଲା ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ଅଟୋ

ପୁଣେ, ୧୪।୯: ପୁଣେର ଚକନ ଅଞ୍ଚଳରେ ହସ୍ପିଟାଲକୁ ଯୋଗାଣ ଉଦ୍ଦେଶ୍ୟରେ ରହିଥିବା ଏକ ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ଅଟୋ ଚୋରି ହୋଇଯାଇଛି। ଅଭିଯୋଗକାରୀ ଅଟୋ ମାଲିକ ହସ୍ପିଟାଲକୁ ଅକ୍ସିଜେନ ସିଲିଣ୍ଡର ଯୋଗାଣ କରିଥାନ୍ତି। ରବିବାର ରାତିରେ ସେ ତାଙ୍କ ଘର ସାମ୍ନାରେ…

ଡକାୟତି ଯୋଜନା, ୫ ଗିରଫ

ପୁରୀ ଅଫିସ,୧୪।୯: ପୁରୀ ସହରରେ ଡକାୟତି ପାଇଁ ଯୋଜନା କରୁଥିବା ୫ଜଣଙ୍କୁ ତାଳବଣିଆ ପୋଲିସ ଗିରଫ କରିଛି। ସେମାନେ ହେଲେ ଖୋର୍ଦ୍ଧାର ଜଗବନ୍ଧୁ ବାରିକ, ସମଙ୍ଗରାର ମୁନା ପ୍ରଧାନ, ଗଦାଧରପାଟଣାର ତ୍ରିନାଥ ନାୟକ, ଜଗତ୍‌ସିଂହପୁରର ପ୍ରଶାନ୍ତ ଭୋଇ ଓ ମଙ୍ଗଳାଘାଟ ପାଇକସାହିର…

ଚର୍ଚ୍ଚିତ ଅମରେଶ ହତ୍ୟା ମାମଲା: ଦୁର୍ବଳ ତଦନ୍ତ ପାଇଁ ୪ ଅଭିଯୁକ୍ତଙ୍କୁ ମିଳିଗଲା ଜାମିନ

ଭୁବନେଶ୍ୱର,୧୪।୯ (ବ୍ୟୁରୋ):ଏୟାରଫିଲ୍ଡ ଥାନା ଅମରେଶ ନାୟକ(୨୭)ହତ୍ୟାକାଣ୍ଡ ମାମଲାରେ ୪ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ଜାମିନି ମିଳିଛି। ଅଭିଯୁକ୍ତମାନଙ୍କୁ କିଭଳି ଜାମିନି ମିଳିଲା ତାହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ମୃତକଙ୍କ ପରିବାର ଏବଂ ଅମରେଶଙ୍କ ସାଥିମାନେ। ପୋଲିସର ଦୁର୍ବଳ ତଦନ୍ତ ପାଇଁ ଏବେ…

ଜେଲ୍‌ ପାଚେରୀ ଡେଇଁ ପଳାଇଲେ ୨ କଏଦୀ; କମ୍ବଳ କାଟି ତିଆରି କରିଥିଲେ ରଶି

ଭୋପାଳ, ୧୩।୯: ମଧ୍ୟପ୍ରଦେଶର ଦେବାସ ଜେଲରୁ ୨ଜଣ ବିଚାରଧୀନ କଏଦୀ ଫେରାର୍‌ ହୋଇଯାଇଛନ୍ତି। ଏହି ଦୁଇଜଣ କଏଦୀ ଫେରାର୍‌ ହେବା ଲାଗି ପ୍ରଥମେ ପାଖରେ ଥିବା କମ୍ବଳ କାଟି ରଶି ତିଆରି କରିଥିଲେ। ଏହାପରେ ସେମାନେ ସେହି ରଶି ସହାୟତାରେ ଜେଲ୍‌…

୮ ବର୍ଷୀୟା ଝିଅକୁ ହତ୍ୟା କରିଥିବା କଳିଯୁଗର ଅନ୍ଧବିଶ୍ୱାସୀ ମା ଗିରଫ

ଫରିଦାବାଦ୍‌, ୧୩।୮: ହରିୟାଣାର ଫରିଦାବାଦ୍‌ ସହରରେ ନିଜର ୮ ବର୍ଷୀୟା ଝିଅକୁ ହତ୍ୟା କରିଥିବା କଳିଯୁଗର ଅନ୍ଧବିଶ୍ୱାସୀ ମା’କୁ ପୋଲିସ ଗିରଫ କରିଛି। ପୋଲିସ ପକ୍ଷରୁ କୁହାଯାଇଛି, ମହିଳାଜଣଙ୍କ ନିଜର ୮ ବର୍ଷର ଝିଅର ତଣ୍ଟି ଚିପି ହତ୍ୟା କରିବା ପରେ…

ପିତାଙ୍କ ସହ ବାଇକ୍‌ରେ ଯାଉଥିଲେ ଝିଅ, ବିଚ୍‌ ରାସ୍ତାରେ ଯୁବକ ଘଟାଇଲେ ଏମିତି କାଣ୍ଡ, ଆଉ ଶେଷରେ…

ଲକ୍ଷ୍ନୌ,୧୩ା୯: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲାରେ ଏକ ସମ୍ବେଦନଶୀଳ ଘଟଣା ଘଟିଛି। ନିଜ ପିତାଙ୍କ ସହ ଜଣେ ନାବାଳିକା ଝିଅ ବାଇକ୍‌ରେ ଯାଉଥିବା ସମୟରେ ୨ ଅଜଣା ଯୁବକ ଝିଅ ସହ ଅସଦାଚରଣ କରିଥିଲେ। ଏଥିରେ ନାବାଳିକାଙ୍କ ପିତା ସାହସର ସହ…

ନାବାଳିକା ଗଣବଳାତ୍କାର ମାମଲା: ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀଙ୍କ ଆଗୁଆ ଜାମିନ ଆବେଦନ

ଭୁବନେଶ୍ୱର,୧୩।୯ (ବ୍ୟୁରୋ): ରାଜଧାନୀରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲାରେ ପୋଲିସ ମାମଲା ରୁଜୁ କରି ବସିପଡ଼ିଛି। ଅଭିଯୁକ୍ତମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ଗିରଫ କରିବା ପାଇଁ ରାଜ୍ୟ ଶିଶୁ ଅଧିକାର କମିଶନ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ୪୮ ଘଣ୍ଟା ବିତିଯାଇଥିଲେ…

ଏଟିଏମ୍‌ ଲୁଟ୍‌ ଉଦ୍ୟମ

ଭଦ୍ରକ ଅଫିସ,୧୩ା୯: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଣିତାଲ ଛକରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମ୍‌ ଶନିବାର ବିଳମ୍ବିତ ରାତିରେ ଲୁଟ ଉଦ୍ୟମ ହୋଇଛି। ଗ୍ୟାସ କଟର ସାହାଯ୍ୟରେ ଏହାର ଚେଚିସ ବକ୍ସକୁ କଟା ଯାଇଥିବାର ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳ ପୋଲିସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri