ଅପରାଧ

ଧଳସାମନ୍ତ ଭ୍ରାତାଙ୍କ ୩ ସହଯୋଗୀ ଗିରଫ

କଟକ ଅଫିସ,୧୧ା୧୧:  ବାଲିଘାଟ ମାଲିକ ଓ ଠିକାଦାରଙ୍କୁ ଲକ୍ଷାଧିକ ଟଙ୍କା ଦାଦାବଟି ମାଗିବା ଅଭିଯୋଗରେ ଧଳସାମନ୍ତ ଭ୍ରାତାଙ୍କ ୩ ସହଯୋଗୀଙ୍କୁ ସିଡିଏ ସେକ୍ଟର-୨ ଥାନା ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ପୂର୍ବତନ କର୍ପୋରେଟର ତଥା ଦେଉଳସାହିର…

ବଳାତ୍କାରୀଙ୍କୁ ୨୦ବର୍ଷ ଜେଲ, ୫୦ ହଜାର ଜରିମାନା

ମାଲକାନଗିରି,୧୦ା୧୧ (ଡି.ଏନ୍‌.ଏ.): ମାଲକାନଗିରି ଅତିରିକ୍ତ ଜିଲା ଜଜ୍‌ ମହଲତ୍‌ ଶାହା ମଙ୍ଗଳବର ଏକ ବଳାତ୍କାର ମାମଲାର ବିଚାରକରି ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ଦେଇଛନ୍ତି। ଏଥିସହ ତାଙ୍କୁ ୫୦ ହଜାର ଟଙ୍କା ଜରିମାନା ଦେବାକୁ ଶୁଣାଣିରେ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର…

ବେଆଇନ ଭାବେ ଚାଲିଛି ୨୦ ସ’ ମିଲ୍‌

ଗୋପ,୧୧ା୧୧(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ବ୍ଳକ ଅଞ୍ଚଳରେ ବେଆଇନ ଭାବେ ୨୦ରୁ ଊର୍ଦ୍ଧ୍ୱ ସ’ ମିଲ ଚାଲୁଛି। ଏହାପରେ ଭିଜିଲାନ୍ସ, ବନ ବିଭାଗ ପକ୍ଷରୁ ବାରମ୍ବାର ଚଢ଼ାଉ କରାଯାଉଥିଲେ ମଧ୍ୟ କିଛିଦିନ ପରେ ପୁଣି ମିଲ ଖୋଲାଯାଇ କାର୍ଯ୍ୟ ହୋଇଥାଏ। ସୁପ୍ରିମକୋର୍ଟ…

ଭିଜିଲାନ୍ସ, ବନ ବିଭାଗର ମିଳିତ ଚଢ଼ାଉ: ୨୬ ଲକ୍ଷ ଟଙ୍କାର ସାମଗ୍ରୀ ଜବତ

ଖୋର୍ଦ୍ଧା ଅଫିସ,୧୦।୧୧: ବାଲିପାଟଣା ବନାଞ୍ଚଳର ଧାନହରା ଏବଂ ଡେଙ୍ଗ କରତକଳ ଉପରେ ମଙ୍ଗଳବାର ସକାଳୁ ଖୋର୍ଦ୍ଧା ବନଖଣ୍ଡ ଏବଂ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ଯନ୍ତ୍ରାଂଶ, କାଠ ଏବଂ ୨ ଟ୍ରାକ୍ଟର ଜବତ…

ଦାଦାବଟି ମାଗିବା ଅଭିଯୋଗରେ ପୂର୍ବତନ କର୍ପୋରେଟର ରଞ୍ଜିତା ଗିରଫ

କଟକ ଅଫିସ, ୧୦।୧୧: ଦାଦାବଟି ମାଗିବା ଅଭିଯୋଗରେ ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ଗିରଫ କରାଯାଇଛି। ରଞ୍ଜିତାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଜଣେ ବ୍ୟବସାୟୀଙ୍କୁ ଏମାନେ ଦାଦାବଟି ମାଗିଥିଲେ। ଏ ନେଇ ବ୍ୟବସାୟୀ ଜଣଙ୍କ ପୋଲିସର ଦ୍ୱାରସ୍ଥ…

ବାଲେଶ୍ୱରରୁ କାକଟପୁର, ଅସ୍ତରଙ୍ଗ ସପ୍ଲାଏ ହେଉଥିଲା ବ୍ରାଉନ୍‌ସୁଗାର: ୬ ଗିରଫ, ୨୯୮ଗ୍ରାମ ପାଉଡର ଜବତ

କାକଟପୁର,୯।୧୧(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁର ପୋଲିସ ରବିବାର ବିଳମ୍ବିତ ରାତିରେ ସୋମନାଥପୁର ଛକରେ ଚଢ଼ାଉକରି ୨୯୮ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ୬ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ଜଳେଶ୍ବର ଅଞ୍ଚଳର ମିର ରାହତ ଅଲ୍ଲୀ,…

ଟିଭି ବନ୍ଦ କରିବାକୁ କହିବାରୁ ବୃଦ୍ଧ ପିତାଙ୍କୁ ଗୁଳିକଲେ ସେନା କର୍ମଚାରୀ

ଲକ୍ଷ୍ନୌ,୬ା୧୧: ଉତ୍ତରପ୍ରଦେଶର କାନପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ତାଙ୍କର ୮୦ ବର୍ଷୀୟ ପିତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ପିତା ତାଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଟିଭି ଦେଖିବାକୁ ମନା କରିବାରୁ ସେ ଏପରି…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଅନୁଗୋଳ ଅଫିସ, ୪।୧୧: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୋଳ ଜିଲା ବଇଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ ସରକାରୀ କାର୍ଯ୍ୟାଳୟ ଓ କ୍ୱାର୍ଟର୍ସ ଉପରେ ବୁଧବାର ସକାଳେ ଭିଜିଲାନ୍ସ ପକ୍ଷରୁ ଚଢ଼ାଇ ଚାଲିଛି।…

୨ କାର୍‌ ସହ ୧୪ କେଜି ଗଞ୍ଜେଇ ଜବତ

ଭୁବନେଶ୍ୱର, ୪ା୧୧(ବ୍ୟୁରୋ): କନ୍ଧମାଳରୁ ରାଜଧାନୀକୁ କାର୍‌ରେ ଗଞ୍ଜେଇ ଚୋରା ଚାଲାଣ ର଼୍ୟାକେଟରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ମଙ୍ଗଳବାର ଶହୀଦନଗର ଥାନା ପୋଲିସ ଗିରଫ କରିଛି। ସେମାନେ ହେଲେ କନ୍ଧମାଳ ଜିଲା ଖଜୁରିପଦା ଥାନା ଅଞ୍ଚଳର ସତୀଶ କୁମାର ପ୍ରଧାନ ଓରଫ ଲିଟୁ…

ପୋଲିସ ଉପସ୍ଥିତିରେ ଗୋଷ୍ଠୀ ସଂଘର୍ଷ

ବାଲିପାଟଣା,୪ା୧୧(ଡି.ଏନ୍‌.ଏ.): ବାଲିପାଟଣା ଥାନା ଅଧୀନ ମାର୍ଥାପୁର ଗ୍ରାମରେ ସୋମବାର ରାତିରେ ପୋଲିସ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଆହତ ୧୨ଜଣଙ୍କୁ ଚିକିତ୍ସା ପାଇଁ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତନ୍ମଧ୍ୟରୁ ୩ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ…

ନାବାଳକ ସହ ଅପ୍ରାକୃତିକ ଯୌନ ସମ୍ପର୍କ ଉଦ୍ୟମ ଅଭିଯୋଗ: ଯୁବକ ଗିିରଫ

ପୁରୁଷୋତ୍ତମପୁର, ୩/୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳକଙ୍କୁ ଅପ୍ରାକୃତିକ ଯୌନ ସମ୍ପର୍କ ଲାଗି ଉଦ୍ୟମ କରିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ସେ ହେଲେ ପିଣ୍ଟୁ ବିଷୋଇ(୨୩)।ଗିରଫ ପରେ ପିଣ୍ଟୁଙ୍କୁ ବ୍ରହ୍ମପୁର ସ୍ବତନ୍ତ୍ର…

ବାଇକ୍‌ ଲୁଟେରା ଗ୍ୟାଙ୍ଗ ଠାବ: ୨୨ ବାଇକ୍‌ ଜବତ, ୫ ଗିରଫ

କଟକ ଅଫିସ, ୩।୧୧: କଟକ ବାଦାମବାଡି ଥାନା ଅଞ୍ଚଳରୁ ଏକ ବାଇକ୍‌ ଚୋରି ଗ୍ୟାଙ୍ଗ୍‌ ଧରାପଡ଼ିଛି। ଏହି ଗ୍ୟାଙ୍ଗ୍‌ର ୫ ଜଣଙ୍କୁ ପୋଲିସ ଗିରଫ କରିବା ସହ ୨୨ଟି ଗାଡି ଜବତ କରିଛି। ଏହି ଲୁଟେଣାମାନେ କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri