ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଲେ
ନୟାଗଡ଼ ଅଫିସ, ୯।୯: ନୟାଗଡ଼ ଜିଲା ଇଟାମାଟି ଥାନା ବାଉଁଶିଆପଡ଼ା ମାଳିସାହି ଗାଁରେ ମଙ୍ଗଳବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। କିଛି ଲୋକ ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ହେଲେ…
ପ୍ରେମ ବିବାହ କରିବାରୁ ଝିଅ-ଜ୍ୱାଇଁଙ୍କୁ ଗୁଳି କରି ହତ୍ୟା କଲା ବାପା
କାଶୀପୁର, ୮।୯: ଉତ୍ତରାଖଣ୍ଡ ଉଦାମ ସିଂ ନଗର ଜିଲାରୁ ଏକ ଭୟଙ୍କର ହତ୍ୟାର ମାମଲା ସାମ୍ନାକୁ ଆସିଛି। ପ୍ରେମ ବିବାହରେ ଅସନ୍ତୁଷ୍ଟ ହୋଇ ଜଣେ ବ୍ୟକ୍ତି ନିଜ ଝିଅ ଓ ଜ୍ୱାଇଁଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଚାଞ୍ଚଲ୍ୟକର…
ପୋଲିସ ଖୋଜୁଥିଲା ଶବ; ଜୀବନ୍ତ ମିଳିଲେ ମହିଳା
ଲକ୍ଷ୍ନୌ, ୭।୯: ଉତ୍ତର ପ୍ରଦେଶର ଫାରୁଖବାଦ୍ ଜିଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ ଯେଉଁ ମହିଳାଙ୍କ ଶବ ଉଦ୍ଧାର କରିବାକୁ ଚେଷ୍ଟା କରୁଥିଲା ଶେଷରେ ସେହି ମହିଳା ଜୀବନ୍ତ ମିଳିଲେ। ଜିଲାର ବୀରପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ନାମରେ…
ହ୍ବାଟସ୍ଆପ୍ରେ ୫୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଅଶୀଳ ଭିଡିଓ ପଠାଇଥିବା ବ୍ୟକ୍ତି ଗିରଫ
ଗାଜିଆବାଦ, ୭।୯: ଗାଜିଆବାଦ ପୋଲିସ ଏଭଳି ଜଣେ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଛି, ଯିଏକି ମହିଳାଙ୍କୁ ଅଶୀଳ ଭିଡିଓ ପଠାଉଥିଲା। କୁହାଯାଉଛି କି, ଏହି ଯୁବକଜଣଙ୍କ ବର୍ତ୍ତମାନ ସୁଦ୍ଧା ୫୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ହ୍ବାଟସ୍ଆପ୍ରେ ଅଶୀଳ ଭିଡିଓ ପଠାଇ ସାରିଛି।…
ମହିଳାଙ୍କୁ ବ୍ଲାକମେଲିଂ: ୨ଲକ୍ଷ ନ ଦେଲେ ଅଶ୍ଳୀଳ ଭିଡିଓ ଭାଇରାଲ
ଭୁବନେଶ୍ୱର,୭ା୯(ବ୍ୟୁରୋ): ଖଣ୍ଡଗିରି ଥାନା ଅଧୀନ ଡୁମୁଡୁମା ଅଞ୍ଚଳର ଜଣେ ମହିଳାଙ୍କୁ ପୁରୀ ଜିଲା କୃଷ୍ଣପ୍ରସାଦ ଅଞ୍ଚଳର ଜଣେ ଯୁବକ ବ୍ଲାକମେଲିଂ କରୁଥିବା ଅଭିଯୋଗ ହୋଇଛି। ଏପରିକି ୨ଲକ୍ଷ ଟଙ୍କା ନ ଦେଲେ ତାଙ୍କର କିଛି ଅଶ୍ଳୀଳ ଭିଡିଓ ଓ ଫଟୋକୁ ସୋସିଆଲ…
ନାବାଳିକାଙ୍କୁ ଗଣବଳାତ୍କାର ମାମଲା: ଡିସିପିଙ୍କୁ ରାଜ୍ୟ ମହିଳା କମିଶନଙ୍କ ରିପୋର୍ଟ ତଲବ
ଭୁବନେଶ୍ୱର,୭ା୯(ବ୍ୟୁରୋ): ଇନ୍ଫୋସିଟି ଥାନା ଅଞ୍ଚଳରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲାରେ ରାଜ୍ୟ ମହିଳା କମିଶନ ନିଜଆଡୁ ହସ୍ତକ୍ଷେପ କରିଛନ୍ତି। ମାମଲାର ଗୁରୁତ୍ୱକୁ ଦେଖି କମିଶନ ଅଧ୍ୟକ୍ଷା ମିନତି ବେହେରା ଭୁବନେଶ୍ୱର ଡିସିପି ଡା. ଉମାଶଙ୍କର ଦାଶଙ୍କୁ ରିପୋର୍ଟ ଦଲବ କରିଛନ୍ତି। କ’ଣ ତଦନ୍ତ…
ରାଜଧାନୀରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲା; ୨ ପୋଲିସ କର୍ମଚାରୀ, ୨ ଗଣମାଧ୍ୟମ ପ୍ରତିନିଧି ସମ୍ପୃକ୍ତ : ଡିସିପି
ଭୁବନେଶ୍ୱର,୬।୯(ବ୍ୟୁରୋ): ଲକ୍ଡାଉନ୍ ସମୟରେ ରାଜଧାନୀରେ ଜଣେ ନାବାଳିକା ଗଣବଳାକତ୍ାରର ଶିକାର ହୋଇଥିଲେ। ଏହି ମାମଲାକୁ କମିଶନରେଟ ପୋଲିସ ଗୁରୁତର ସହ ନେଇଛି। ମହିଳା ଥାନା ପୋଲିସ ପୋକ୍ସୋ ଆକ୍ଟରେ କେସ୍ ନଂ-୪୪/୨୦ ରୁଜୁ କରି ମାମଲା ତଦନ୍ତ କରୁଥିଲା। କିନ୍ତୁ ଏହି…
ଏମ୍ପି ଅନୁଭବଙ୍କ ନାଁରେ ସ୍ତ୍ରୀଙ୍କ ନିର୍ଯାତନା ଅଭିଯୋଗ: ୧୫ କୋଟିର କ୍ଷତିପୂରଣ ଦାବି
କଟକ ଅଫିସ,୬।୯: ଓଲିଉଡ୍ର ଚର୍ଚ୍ଚିତ ଯୋଡ଼ି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଅଭିନେତାରୁ ରାଜନେତା ପାଲଟିଥିବା ଏମ୍ପି ଅନୁଭବଙ୍କ ନାଁରେ ଅନେକ ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଏ…
ମାସ୍କ ପିନ୍ଧାଇ ବେହୋସ ପରେ ନାବାଳିକାକୁ ବଳାତ୍କାର
ମୋହାଲି, ୫।୯: ଜଣେ ଶ୍ରମିକ ଠିକାଦାର ନିର୍ମାଣଧିନ ସାଇଟ୍କୁ ଜଣେ ନାବାଳିକାକୁ ନେବାପରେ ସେଠାରେ ତାଙ୍କୁ ମାସ୍କ ପିନ୍ଧିବାକୁ ଦେଇଥିଲେ। ମାସ୍କ ପରିଧାନ କରିବା ପରେ ନାବାଳିକା ଜଣଙ୍କ ବେହୋସ ଯାଇଥିଲେ। ଏହାପରେ ଠିକାଦାର ନାବାଳିକାଙ୍କୁ ବଳାତ୍କାର କରିଥିଲେ। ଏହି କୁତ୍ସିତ…
ଭିନ୍ନ ଏକ ଠକ ଗିରଫ; ଟାର୍ଗେଟ୍ରେ ଥିଲେ ଛାଡ଼ପତ୍ର ହୋଇଥିବା ମହିଳା
ନୂଆଦିଲ୍ଲୀ, ୫।୯: ଦିଲ୍ଲୀ ପୋଲିସ ଜଣେ ଭିନ୍ନ ଧରଣର ଠକକୁ ଗିରଫ କରିଛି। ଏହି ଠକ ଯୁବକର ଟାର୍ଗେଟ୍ରେ ଥିଲେ ଛାଡ଼ପତ୍ର ହୋଇଥିବା ମହିଳା। ବିବାହର ପ୍ରତିଶ୍ରୁତି ଦେଇ ଏହି ଠକ ଯୁବକଜଣଙ୍କ ଛାଡ଼ପତ୍ର ହୋଇଥିବା ମହିଳାଙ୍କଠାରୁ ଟଙ୍କା ଲୁଟ୍ କରିବାରେ…
ସାବୁନ୍ ପ୍ୟାକେଟ୍ରେ ସୁନା ଚୋରାଚାଲାଣ, ଏମିତି ନେଉଥିଲେ ଚାଲାଣକାରୀ ଦେଖନ୍ତୁ ଏହି ଭିଡିଓ
ଚେନ୍ନାଇ,୫ା୯: ତାମିଲନାଡୁର ତିରୁଚିରାପଲ୍ଲୀ ବିମାନବନ୍ଦରରୁ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଚୋରା ଚାଲାଣକାରୀ ସାବୁନ ପ୍ୟାକେଟ୍ରେ ସୁନା ଚୋରା ଚାଲାଣ କରୁଥିଲେ। ଜବତ ହୋଇଥିବା ସୁନାର ଦାମ୍ ପ୍ରାୟ ୩୮ଲକ୍ଷ ଟଙ୍କା ବୋଲି ଜଣାଯାଇଛି। Soaps…
ବ୍ରେକ୍ଅପ୍ ହେବାରୁ ପ୍ରେମିକାଙ୍କ ସାନ ଭଉଣୀ ପ୍ରତି ଏମିତି ପ୍ରତିଶୋଧ ନେଲେ ପ୍ରେମିକ
ନୂଆଦିଲ୍ଲୀ,୪ା୯: ଫେକ୍ ପ୍ରୋଫାଇଲ୍ ବା ନକଲି ପ୍ରୋଫାଇଲ୍ କରି ଜଣେ ଝିଅକୁ ବଦ୍ନାମ କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ଏନେଇ ଦିଲ୍ଲୀ ପୋଲିସର ସାଇବର ସେଲ୍ ଫେସ୍ବୁକ ଏବଂ ଇନ୍ଷ୍ଟାଗ୍ରାମରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଯୁକ୍ତ ୩ କଳାର ୨…
Archives


