ପ୍ରେମିକଙ୍କ ସହ ଫୋନ୍ରେ କଥା ହେଉଥିଲେ ଝିଅ, ବାପା ମନା କରିବାରୁ ଘଟାଇଲେ ଏମିତି କାଣ୍ଡ
ଭୋପାଳ,୧୭।୧: ମଧ୍ୟପ୍ରଦେଶର ବୈତୁଲରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ପ୍ରେମିକ ସହ କଥା ନ ହେବା ପାଇଁ ଝିଅକୁ ବାପା ମନା କରିବାରୁ ନାବାଳିକା ଝିଅଟି ପ୍ରେମିକ ଏବଂ ବନ୍ଧୁଙ୍କ ସହ ମିଶି ନିଜ ବାପାଙ୍କୁ ହତ୍ୟା କରିଛନ୍ତି। ଏହି…
ଶୁଭ୍ରାଙ୍କୁ କୋଲକାତାରେ ମାରାଥନ ଜେରା
ଭୁବନେଶ୍ୱର,୧୭ା୧(ବ୍ୟୁରୋ): ୧୭ ହଜାର ୫୦୦ କୋଟିର ଚିଟ୍ଫଣ୍ଡ ଠକେଇ ମାମଲାରେ ରୋଜ୍ଭ୍ୟାଲି ଗ୍ରୁପ୍ର ମୁଖ୍ୟ ଗୌତମ କୁଣ୍ଡୁଙ୍କ ସ୍ତ୍ରୀ ଅଭିନେତ୍ରୀ ଶୁଭ୍ରା କୁଣ୍ଡୁଙ୍କୁ ଶୁକ୍ରବାର ସିବିଆଇ କୋଲକାତାସ୍ଥିତ ବାସଭବନରୁ ଗିରଫ କରିଥିଲା। ଏହାପରେ ସେଠାରେ ତାଙ୍କୁ ମାରାଥନ ଜେରା ଚାଲିଛି। ତେବେ…
ଅଭିନେତ୍ରୀ ଶୁଭ୍ରା କୁଣ୍ଡୁ ଗିରଫ
ଭୁବନେଶ୍ୱର,୧୬।୧(ବ୍ୟୁରୋ): ଚିଟ୍ଫଣ୍ଡ ଠକେଇ ମାମଲାରେ ରୋଜ୍ଭ୍ୟାଲି ଗ୍ରୁପ୍ ମୁଖ୍ୟ ଗୌତମ କୁଣ୍ଡୁଙ୍କ ସ୍ତ୍ରୀ ଅଭିନେତ୍ରୀ ଶୁଭ୍ରା କୁଣ୍ଡୁଙ୍କୁ ଶୁକ୍ରବାର ସିବିଆଇ କୋଲକାତାସ୍ଥିତ ବାସଭବନରୁ ଗିରଫ କରିଛି। ତାଙ୍କ ନାମରେ ୧୭ ହଜାର ୫୦୦ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଥିବାବେଳେ ଶନିବାର…
ଦୁର୍ବୃତ୍ତ ଲୁଟିନେଲେ ନଗଦ ୧୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା, ସୁନା ଅଳଙ୍କାର
ବରଗଡ଼ ଅଫିସ,୧୫।୧: ବରଗଡ଼ ସହରସ୍ଥିତ ୫ ନଂ ଓ୍ବାର୍ଡର ସହରାପଡ଼ାରେ ଗତ ୧୨ ତାରିଖରେ ପ୍ରାୟ ୨୫ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟ୍ ଘଟଣାର ପର୍ଦ୍ଦାଫାଶ ହୋଇଛି । ବରଗଡ଼ ଟାଉନ ଥାନା ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ…
ପୁଣି କଟକରୁ ନକଲି ଜର୍ଦ୍ଦା ଫ୍ୟାକ୍ଟ୍ରି ଠାବ
କଟକ ଅଫିସ, ୧୫।୧: ବିଭିନ୍ନ ନକଲି ଖାଦ୍ୟ ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ ସହର। ପୁଣି ଥରେ କଟକ ସଦର ଅଞ୍ଚଳରୁ ବିପୁଳ ପରିମାଣର ଅପମିଶ୍ରିତ ଗୁଣ୍ଡି ଜବତ ହୋଇଛି। ସାଶୋଳ ଗାଁରୁ ୪ କୁଇଣ୍ଟାଲ ଗୁଣ୍ଡି, ଜର୍ଦ୍ଦା ଜବତ ହୋଇଛି।…
୨୫.୫କିଲୋ ରୁପା ଅଳଙ୍କାର ଜବତ, ୫ ଗିରଫ
କଟକ ଅଫିସ, ୧୫।୧: ଜଗତ୍ପୁର ଥାନା ଅନ୍ତର୍ଗତ ଆଇବି ରୋଡରେ ଥିବା ବାସନ୍ତୀ ଦୁର୍ଗା ଅଳଙ୍କାର ଦୋକାନ ଚୋରି ଘଟଣାରେ ପୋଲିସ ୫ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୋଲିସ ୨୫କିଲୋ ୫୦୦ ଗ୍ରାମ୍ ଓଜନର ରୁପା ଅଳଙ୍କାର, ୩୮୫ ଗ୍ରାମ୍ ଓଜନର…
ତୁମକୁ ନ ପାଇଲେ ଗଳା କାଟିଦେବି
କୋଲକାତା,୧୧।୧: ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି ଫେସ୍ବୁକ୍ ପ୍ରେମ। ପ୍ରଥମେ ବନ୍ଧୁତା ପରେ ଯୁବକଙ୍କୁ ବିବାହ କରିଥିଲେ ଯୁବତୀ ଜଣକ। ଏବେ ତାଙ୍କ ସ୍ବାମୀ ପ୍ରେମିକା ତଥା ସ୍ତ୍ରୀଙ୍କୁ ଛାଡ଼ି ତାଙ୍କର ସମସ୍ତ ସୁନା ଅଳଙ୍କାର ନେଇ କେଉଁଆଡ଼େ ଫେରାର ହୋଇଯାଇଛନ୍ତି।…
ବାର୍ଥଡେ ପାର୍ଟିରେ ଲୁହା ରଡ଼ରେ ପିଟି ଯୁବକଙ୍କୁ ହତ୍ୟା
ନୂଆଗାଁ, ୧୦।୧: ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ହାତୀବାରି ଥାନା ଅନ୍ତର୍ଗତ ପୁରୁଣାପାଣି କଦମଟୋଲା ବସ୍ତିରେ ଶନିବାର ରାତିରେ ଘଟିଛି ଏକ ହତ୍ୟାକାଣ୍ଡ। ଜନୈକ ବ୍ୟକ୍ତିଙ୍କ ଘରେ ଜନ୍ମଦିନ ପାଳନ ଅବସରରେ ଗଣ୍ଡଗୋଳ ଘଟି ଜୁଏଲ ସୁରିନ(୪୦) ନାମକ ଜଣେ ଯୁବକଙ୍କୁ…
ସାନ ଭାଇଙ୍କୁ ଦେଖାଇ ବଡ଼ଙ୍କ ସହ କଲେ ବାହାଘର, ୪ ପୁଅଙ୍କ ସହ ସମ୍ପର୍କ ରଖିବାକୁ ଶାଶୁ କରୁଥିଲେ ବାଧ୍ୟ
ଲକ୍ଷ୍ନୌ,୧୦।୧: ଉତ୍ତରପ୍ରଦେଶର ଗାଜିଆବାଦରେ ଅନନ୍ୟ ବିବାହର ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ମଧ୍ୟସ୍ଥି ସାନ ଭାଇକୁ ଦେଖାଇ ଜଣେ କନ୍ୟାଙ୍କର ବଡ଼ଙ୍କ ସହ ବିବାହ କରାଇଥିଲେ। ଶାଶୁଘରେ ପହଞ୍ଚିବା ପରେ ଶାଶୁ ତାଙ୍କୁ ୪ ପୁଅଙ୍କ ସହ ସମ୍ପର୍କ ରଖିବାକୁ…
ଭାଙ୍ଗ ଖୁଆଇ ନାବାଳିକାଙ୍କୁ ବଳାତ୍କାର
କଟକ ସଦର,୧୦।୧(ଡି.ଏନ୍.ଏ.): କଟକ ବଡ ଡାକ୍ତରଖାନା ପରିସରରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯାଇଥିଲା। ଘଟଣାଟି ଗତ ୬ ତାରିଖରେ ଘଟିଥିଲେ ମଧ୍ୟ ଜଗତ୍ସିଂହପୁର ଜିଲା ବିରିଡି ଥାନାରେ ଶନିବାର ଏ ନେଇ ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଭିତ୍ତିକରି…
ଜେଲରେ ବାହୁସ୍ଫୋଟ ମାରି ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ: ଲୁଟ୍ ଗହଣାରେ ବାନ୍ଧବୀଙ୍କୁ ଖୁସି କରୁଥିଲେ
ଭୁବନେଶ୍ୱର,୧୦।୧(ବ୍ୟୁରୋ): ଲକ୍ଡାଉନ୍ ସମୟରେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଲୁଟ୍ ପାଇଁ ତୁଳସୀ ଦେଈ ନାମକ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିଲା। ୫ ମାସ ପରେ ଏହି ହୃଦୟବିଦାରକ ଘଟଣାର ମୁଖ୍ୟ ଅଭିଯୁକ୍ତ ଧରାପଡିଛନ୍ତି। ସେ ଅନ୍ୟ ଏକ ଲୁଟ୍ ଘଟଣାରେ ଜେଲରେ…
୩ ବର୍ଷର ଶିଶୁପୁତ୍ରକୁ ଦେଉଥିଲେ ଅପ୍ରାକୃତିକ ଯୌନ ନିର୍ଯାତନା: ଅଭିଯୋଗ ପରେ ଜେଲ ଗଲେ ଅଭିଯୁକ୍ତ
ବଲାଙ୍ଗୀର ଅଫିସ, ୧୦।୧: ୩ ବର୍ଷର ଶିଶୁପୁତ୍ରକୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେବା ଅଭିଯୋଗରେ ବଲାଙ୍ଗୀର ଟାଉନ୍ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଉତ୍ତରପ୍ରଦେଶ ରାଜ୍ୟର ଅବିନିଶ ନାୟକ(୧୯)। ଶନିବାର ପୀଡିତ ଶିଶୁପୁତ୍ର ଓ ଅଭିଯୁକ୍ତଙ୍କ…
Archives


