କରୋନା ଭାଇରସ୍‌

କରାଚି ଜେଲରେ ୩ଶହ କରୋନା ପଜିଟିଭ

କରାଚି,୨୩।୫: ପାକିସ୍ତାନର କରାଚି ସେଣ୍ଟ୍ରାଲ ଜେଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଶନିବାର ମିଳିଥିବା ଖବର ଅନୁଯାୟୀ, ଏବେ କରାଚି ସେଣ୍ଟ୍ରାଲ୍‌ ଜେଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୦ରେ ପହଞ୍ଚିଛି। ତେବେ ଜେଲ ମଧ୍ୟରେ ଯେଉଁ କ୍ୱାରାଣ୍ଟାଇନ ସୁବିଧା କରାଯାଇଛି…

ଚାଇନାରେ ହୋଇନି କୌଣସି ନୂଆ କରୋନା ସଂକ୍ରମଣ

ବେଜିଂ,୨୩।୫: ଜାନୁୟାରୀଠାରୁ ପ୍ରଥମ ଥର ପାଇଁ ଚାଇନାରେ କରୋନା ସଂକ୍ରମଣ ଶୂନରେ ପହଞ୍ଚିଛି। ଶନିବାର ଦେଶରେ କୌଣସି ନୂଆ କରୋନା ସଂକ୍ରମଣ ହୋଇ ନ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଏନେଇ ଗଣମାଧ୍ୟମ ସଂସ୍ଥା ଚାଇନା ମର୍ଣ୍ଣିଂ ପୋଷ୍ଟ୍‌ରେ ପ୍ରକାଶ ପାଇଛି।…

ପୋଲିସ, ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ହାଇଡ୍ରୋକ୍ସିକ୍ଲୋରୋକୁଇନ

ନୂଆଦିଲ୍ଲୀ,୨୩।୫: କରୋନା ସଂକ୍ରମଣ କ୍ଷେତ୍ରରେ କାମ କରୁଥିବା ଆଗଧାଡିର ଯୋଦ୍ଧାଙ୍କୁ ଏବେ ହାଇଡ୍ରୋକ୍ସିକ୍ଲୋରୋକୁଇନ ଦିଆଯିବ। କରୋନା କାର୍ଯ୍ୟରେ ସମ୍ପୃକ୍ତ ଥିବା ପୋଲିସ, ଅର୍ଦ୍ଧସାମରୀକ ବାହିନୀ ଓ ବିଭିନ୍ନ ସ୍ଥାନରେ ଠିଆ ହୋଇଥିବା କର୍ମଚାରୀଙ୍କୁ ହାଇଡ୍ରୋକ୍ସି କ୍ଲୋରୋକୁଇନ ଦିଆଯିବ। ଶୁକ୍ରବାର ସରକାର ଏହାକୁ…

ଲାଟିନ୍‌ ଆମେରିକାରେ କରୋନା ଆତଙ୍କ

ଓ୍ବାଶିଂଟନ,୨୩।୫: ଏବେ କରୋନା ମହାମାରୀର ନୂଆ ଠିକଣା ପାଲଟିଛି ଲାଟିନ୍‌ ଆମେରିକା। ଏଠାରେ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଲାଟନ୍‌ ଆମେରିକାର ଦୁଇ ବଡ଼ ଦେଶ ବ୍ରାଜିଲ୍‌ ଏବଂ ମେକ୍ସିକୋରେ ସ୍ଥିତି ଧୀରେଧୀରେ ସଙ୍କଟ ଜନକ ହେବାରେ…

ଅଟୋରିକ୍ସାରେ ‘ହ୍ୟାଣ୍ଡଓ୍ବାଶ୍‌’ସୁବିଧା

ଥିରୁଭାନନ୍ତପୁରମ୍‌: ଭାରତରେ ସବୁଠାରୁ ଅଧିକ ସାକ୍ଷରତା ହାର ଏବଂ ଶିକ୍ଷିତ ରାଜ୍ୟଭାବେ ପରିଚିତ କେରଳ। ଏଠାରେ ଅଧିକାଂଶ ରିକ୍ସା ଏବଂ ଅଟୋ ଚାଳକ ମଧ୍ୟ ଗ୍ରାଜୁଏଟ୍‌ ଡିଗ୍ରୀଧାରୀ ହୋଇଥିବା ଜାଣିବାକୁ ପାଇବେ। ତେବେ ରାଜଧାନୀ ଥିରୁଭାନନ୍ତପୁରମ୍‌ର ଅଟୋ ଚାଳକ ସୁରେଶ କୁମାର…

ଶିଥିଳ ହେଉଛି ପୃଥିବୀର ଚୁମ୍ବକୀୟ କ୍ଷେତ୍ର

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସହ ସାରା ବିଶ୍ୱ ଲଢୁଥିବାବେଳେ ଏବେ ଏକ ନୂଆ ସଙ୍କଟର ପଦଧ୍ୱନି ଶୁଣିବାକୁ ମିଳିଛି। ସବୁଜ ଗ୍ରହ ପୃଥିବୀର ଚୁମ୍ବକୀୟ କ୍ଷେତ୍ର (ଆର୍ଥ ମାଗ୍ନେଟିକ୍‌ ଫିଲ୍ଡ) ଧୀରେ ଧୀରେ ଶୀଥିଳ ପଡ଼ିବାରେ ଲାଗିଛି। ଗତ ଦୁଇ ଶତାବ୍ଦୀ…

କରୋନା ସଚେତନତା ପେଣ୍ଟିଂ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ରୋକିବା ପାଇଁ ଦେଶର ସବୁ ସଚେତନ ନାଗରିକମାନେ ପ୍ରୟାସ ଜାରି ରଖିଛନ୍ତି। ସମସ୍ତେ ନିଜ ନିଜ ଉଦ୍ୟମରେ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି। ଏହି ଲକ୍ଷ୍ୟରେ ଥାଇଲାଣ୍ଡର ଜଣେ ଷ୍ଟ୍ରିଟ୍‌ ଆର୍ଟିଷ୍ଟଙ୍କ ଉଦ୍ୟମ ପ୍ରଶଂସନୀୟ। ଏହି ଚିତ୍ରକର ଜଣକ…

ଭଣ୍ଡାରିପୋଖରୀର ୩ କ୍ୱାରାଣ୍ଟାଇନ ସେଣ୍ଟରରୁ ୨୦ ଜଣଙ୍କ ସ୍ବାବ ସଂଗ୍ରହ

ଭଣ୍ଡାରିପୋଖରୀ,୨୩।୫ (ଡି.ଏନ୍‌.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ତିନୋଟି ସଙ୍ଗରୋଧ କେନ୍ଦ୍ରରୁ କରୋନା ଲକ୍ଷଣ ଥିବା ୨୦ ପ୍ରବାସୀଙ୍କ ସ୍ବାବ ସଂଗ୍ରହ କରାଯାଇଛି। ମାଳଦା ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରୁ ୧୩ ଜଣ, ନପଙ୍ଗ ପଞ୍ଚାୟତସ୍ଥିତ ଚଣ୍ଡୀମାତା ଉଚ୍ଚ ବିଦ୍ୟାପୀଠ କେନ୍ଦ୍ରରୁ ୨…

ଦିଲ୍ଲୀରେ ଖୋଲିବ ୬୬ଟି ଅଡ୍‌-ଇଭିନ୍‌ ଘରୋଇ ମଦ ଦୋକାନ

ନୂଆଦିଲ୍ଲୀ,୨୩।୫: ଦେଶରେ ଜାରି ରହିଥିବା ଲକ୍‌ଡାଉନ ୪.୦ରେ ସରକାର କେତେକ କଟକଣାକୁ କେହାଳ କରିଥିଲେ। ସେଥିମଧ୍ୟରୁ ମଦ ହେଉଛି ଅନ୍ୟତମ। ଇତିମଧ୍ୟରେ ଶନିବାରଠାରୁ ଦିଲ୍ଲୀରେ ଘରୋଇ ମଦ ଦୋକାନ ଖୋଲିବ। ବର୍ତ୍ତମାନ ଅଡ୍‌ ଇଭିନ ନମ୍ବର ଥିବା ୬୬ଟି ଦୋକାନ ଖୋଲିବ…

୨୬ ଜିଲାକୁ ମାଡ଼ିଲାଣି କରୋନା: ଗଞ୍ଜାମରେ ୩୪୧ ସଂକ୍ରମିତ ଚିହ୍ନଟ; ଜାଣନ୍ତୁ କେଉଁ ଜିଲାରେ କେତେ

ଭୁବନେଶ୍ୱର,୨୩।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶନିବାର ଆଉ ୮୦ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯କୁ ବୃଦ୍ଧି ପାଇଛି। ସେଥିରୁ ୮୨୬ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୪୩୬ଜଣ ସୁସ୍ଥ…

ଗୋଟିଏ ଦିନରେ ୧୪ କଣ୍ଟେନମେଣ୍ଟ ଜୋନ ଘୋଷଣା: ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ମାମଲାକୁ ନେଇ ବଢ଼ିଲା ସରକାରଙ୍କ ଚିନ୍ତା

ନୂଆଦିଲ୍ଲୀ,୨୩।୫: ଦିଲ୍ଲୀରେ ଦିନକୁ ଦିନ ତୀବ୍ର ଗତିରେ କରୋନା ଭାଇରସ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣ ମାମଲା ଏତେ ସଂଖ୍ୟାରେ ବୃଦ୍ଧି ପାଉଛି ଯେ, ଗୋଟିଏ ଦିନରେ ୧୪ନୂଆ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହାକୁ ମିଶାଇ ଦିଲ୍ଲୀରେ କଣ୍ଟେନମେଣ୍ଟ…

ପ୍ରବାସୀ ଶ୍ରମିକଙ୍କ ଦୁଃଖ ଶୁଣିଲେ ରାହୁଲ ଗାନ୍ଧୀ: ଡକ୍ୟୁମେଣ୍ଟାରୀ ରିଲିଜ୍‌

ନୂଆଦିଲ୍ଲୀ,୨୩।୫: ଭାରତରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଲକ୍‌ଡାଉନ୍‌ ଜାରି ହୋଇଛି। ଦେଶର ବିଭିନ୍ନ ରାଜ୍ୟରେ ବହୁ ପ୍ରବାସୀ ଶ୍ରମିକ ଅଟକି ରହିଛନ୍ତି। ନିଜ ନିଜ ରାଜ୍ୟକୁ ଫେରିବା ପାଇଁ ଶ୍ରମିକମାନଙ୍କ ଲାଗି ଉଦ୍ୟମ ଅବ୍ୟାହତ ରହିଛି। ଏପରିସ୍ଥଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?