କରୋନା ଭାଇରସ୍‌

ପଞ୍ଜୀକରଣ ଅନୁଯାୟୀ ୫୧ ଲକ୍ଷ ଲୋକଙ୍କୁ ଦିଆଯିବ କରୋନା ଟିକା: କେଜରିୱାଲ

ନୂଆଦିଲ୍ଲୀ,୨୪ ।୧୨: ରାଜଧାନୀ ଦିଲ୍ଲୀରେ କରୋନା ଟିକା କିଭଳି ଦିଆଯିବ ତାହା ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ସେ କହିଛନ୍ତି ପ୍ରଥମେ ୫୧ ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆଯିବ । ଯଦି ଏଥିରେ କେହି ଅସୁସ୍ଥ ହୁଅନ୍ତି…

ବ୍ରିଟେନ ଫେରନ୍ତା ଭାରତୀୟ କରୋନା ପଜିଟିଭ: ନୂଆ ରୂପକୁ ନେଇ ସରକାର ସତର୍କ

ନୂଆଦିଲ୍ଲୀ,୨୪ ।୧୨: ବ୍ରିଟେନରେ ଦେଖାଦେଇଥିବା କରୋନା ଭାଇରସର ନୂଆ ରୂପକୁ ନେଇ ଏବେ ବିଶ୍ୱବାସୀ ଡରି ଯାଇଛନ୍ତି । ଭାଇରସର ନୂଆ ରୂପକୁ ନେଇ ଭାରତ ସମେତ ପାଖାପାଖି ୫୦ଟି ଦେଶ ବ୍ରିଟେନକୁ ଯାତାୟତ ଉପରେ କଟକଣା ଜାରି କରି ଦେଇଛନ୍ତି…

ରାଜ୍ୟରେ ପୁଣି ୨୬୩ କରୋନା ପଜିଟିଭ୍‌ ଚିହ୍ନଟ, ୪ ମୃତ

ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ରାଜ୍ୟରେ ପୁଣି ୨୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୧୨ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ…

ବ୍ରିଟେନରେ ମିଳିଲା କରୋନା ଭାଇରସର ଆଉ ଏକ ନୂଆ ରୂପ, ପ୍ରଥମ ଅପେକ୍ଷା ଅଧିକ ମାରାତ୍ମକ

ଲଣ୍ଡନ,୨୪ ।୧୨: କରୋନା ଭାଇରସର ନୂଆ ରୂପକୁ ନେଇ ଚିନ୍ତାରେ ଥିବା ବ୍ରିଟେନ ପୁଣିଥରେ ଅଡୁଆରେ ପଡିଯାଇଛି । ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ମେଟ ହେନକଁକ ବୁଧବାର ସୂଚନା ଦେଇଛନ୍ତି କି ଏବେ ଯେଉଁ ଦୁଇଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ସେମାନଙ୍କଠାରେ କରୋନା…

ଅଧା ବ୍ରିଟେନ ଫେରନ୍ତାଙ୍କଠାରେ ନୂଆ ଷ୍ଟ୍ରେନ୍‌ ଆଶଙ୍କା

ନୂଆଦିଲ୍ଲୀ, ୨୪।୧୨: ବ୍ରିଟେନରୁ ଭାରତ ଫେରିଥିବା ଯାତ୍ରୀଙ୍କ ମଧ୍ୟରୁ ୨୨ ଜଣଙ୍କଠାରେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛି। ସେମାନଙ୍କ ମଧ୍ୟରୁ ଅଧା ଯାତ୍ରୀଙ୍କଠାରେ କୋଭିଡ୍‌-୧୯ର ନୂଆ ଷ୍ଟ୍ରେନ୍‌ ଥାଇପାରେ ବୋଲି ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି। କାରଣ ବ୍ରିଟେନରେ ପଜିଟିଭ୍‌ ଚିହ୍ନଟଙ୍କ ମଧ୍ୟରୁ…

ରାଜ୍ୟରେ ସୁସ୍ଥ ହେଲେ ୩୦୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୩୦୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନୁଗୋଳ ଜିଲାରୁ ସର୍ବାଧିକ ୫୧ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୩୬, ସୁନ୍ଦରଗଡରୁ ୩୦, କଟକରୁ ୨୭, ମୟୂରଭଞ୍ଜରୁ ୨୧, ପୁରୀରୁ ୨୧, ବରଗଡରୁ ୧୫, ନୂଆପଡାରୁ ୧୪, ବାଲେଶ୍ବରରୁ…

ପୋଙ୍ଗଲରେ ଜାଲିକାଟ୍ଟୁ: ସରକାର ଦେଲେ ଅନୁମତି, ଖେଳାଳିଙ୍କୁ ଦାଖଲ କରିବାକୁ ପଡ଼ିବ କରୋନା ନେଗେଟିଭ୍‌ ପ୍ରମାଣପତ୍ର

ଚେନ୍ନାଇ,୨୩।୧୨: ପୋଙ୍ଗଲ ଅବସରରେ ତାମିଲନାଡୁରେ ଅନୁଷ୍ଠିତ ହେଉଥିବା ଜାଲିକାଟ୍ଟୁ ଖେଳ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। କରୋନା ମହାମାରୀ ସଂକ୍ରମଣ ଯୋଗୁ ଜାଲିକାଟ୍ଟୁ ଅନୁଷ୍ଠିତ ହେବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଥିଲା। ଖେଳ ପାଇଁ ମୁଖ୍ୟମନ୍ତ୍ରୀ ଇଡ଼ାପ୍ପାଡି କେ. ପଲାନିସାମି…

ପୁଣି ଫେରିଲା କରୋନା: ମହାରାଷ୍ଟ୍ର ପରେ କର୍ନାଟକରେ ରାତ୍ରକାଳୀନ କର୍ଫ୍ୟୁ ଜାରି

ବେଙ୍ଗାଲୁରୁ,୨୩।୧୨: ଦେଶର କେତେକ ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବରୁ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କ ପକ୍ଷରୁ ରାତ୍ରକାଳୀନ କର୍ଫ୍ୟୁ ଘୋଷଣା କରାଯାଇଥିଲା। ଏବେ କର୍ନାଟକରେ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ସରକାରଙ୍କ ପକ୍ଷରୁ…

କରୋନାର ନୂଆ ସ୍ବରୂପ: ରାଜ୍ୟ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ,୨୩।୧୨: କରୋନା ଭୂତାଣୁର ନୂଆ ସ୍ବରୂପ ନେଇ ଦିଲ୍ଲୀ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ବ୍ରିଟେନ୍‌ରୁ ଦିଲ୍ଲୀ ଫେରିଥିବା ଲୋକଙ୍କର ଯାଞ୍ଚ୍‌ କରାଯିବା ସହିତ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବା ଉପରେ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ର…

ରାଜ୍ୟରେ ୩୬୪ ନୂଆ କରୋନା ପଜିଟିଭ ଚିହ୍ନଟ, ୩ ମୃତ

ଭୁବନେଶ୍ୱର, ୨୩।୧୨(ବ୍ୟୁରୋ): ରାଜ୍ୟରେ ବୁଧବାର ଆଉି ୩୬୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ପଜିଟିଭଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୭,୨୭୯ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ…

ଦିଲ୍ଲୀରେ ହାଇ ଅଲର୍ଟ: ଘରଘର ବୁଲି ୭୦୦୦ ବ୍ରିଟେନ୍‌ ଫେରନ୍ତାଙ୍କର ହେବ ଯାଞ୍ଚ୍‌

ନୂଆଦିଲ୍ଲୀ,୨୩।୧୨: ବ୍ରିଟେନ୍‌ରେ କରୋନା ଭୂତାଣୁର ନୂଆ ରୂପ ଏବେ ମାରାତ୍ମକ ସ୍ଥିତି ସୃଷ୍ଟି କରିଛି। ଏହାକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। ଗତ ଦୁଇ ସପ୍ତାହ ମଧ୍ୟରେ ୯ ଡିସେମ୍ବର ସୁଦ୍ଧା ବ୍ରିଟେନ୍‌ରୁ ଭାରତ ଫେରିଥିବା…

ତାଡ଼ି ପିଇଲେ ହେବନି କରୋନା: ବିଏସ୍‌ପି ନେତା

ଲକ୍ଷ୍ନୌ,୨୩।୧୨: ଦେଶରେ କରୋନା ସଂକ୍ରମଣ ଥମିବାର ନା ଧରୁନି। ଏପରିସ୍ଥଳେ ଉତ୍ତରପ୍ରଦେଶର ବିଏସ୍‌ପି ଭୀମ୍‌ ରାଜଭରଙ୍କ ଏକ ବିବାଦୀୟ ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଭୀମ୍‌ କହିଛନ୍ତି ଯେ, ତାଡ଼ି ପିଇଲେ କରୋନା ସଂକ୍ରମଣ ହେବ ନାହିଁ। ତାଡ଼ି ଗଙ୍ଗାଜଳଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?