ତାଡ଼ି ପିଇଲେ ହେବନି କରୋନା: ବିଏସ୍‌ପି ନେତା

ଲକ୍ଷ୍ନୌ,୨୩।୧୨: ଦେଶରେ କରୋନା ସଂକ୍ରମଣ ଥମିବାର ନା ଧରୁନି। ଏପରିସ୍ଥଳେ ଉତ୍ତରପ୍ରଦେଶର ବିଏସ୍‌ପି ଭୀମ୍‌ ରାଜଭରଙ୍କ ଏକ ବିବାଦୀୟ ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଭୀମ୍‌ କହିଛନ୍ତି ଯେ, ତାଡ଼ି ପିଇଲେ କରୋନା ସଂକ୍ରମଣ ହେବ ନାହିଁ। ତାଡ଼ି ଗଙ୍ଗାଜଳଠାରୁ ମଧ୍ୟ ବିଶୁଦ୍ଧ ବୋଲି ସେ କହିଛନ୍ତି। ବାଲିଆର ରସଡ଼ାଠାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏଭଳି କହିଛନ୍ତି। ତାଡ଼ି ପିଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ବୋଲି ସେ କହିଛନ୍ତି। ଏବେ ଭୀମ୍‌ଙ୍କ ଏଭଳି ମନ୍ତବ୍ୟ ନେଇ ଚର୍ଚ୍ଚା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲେଗାଓଁ ବିସ୍ଫୋରଣ ମାମଲା: ଅଗଷ୍ଟ ୨କୁ ଘୁଞ୍ଚିଲା ଶୁଣାଣି

ମୁମ୍ବାଇ,୨୨।୭: ମାଲେଗାଓଁରେ ୨୦୦୮ ରେ ହୋଇଥିବା ବିସ୍ଫୋରଣ ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ଅଗଷ୍ଟ ୨କୁ ଘୁଞ୍ଚାଇ ଦିଆଯାଇଛି। ସୋମବାର ବମ୍ବେ ହାଇକୋର୍ଟ ଏହି ଶୁଣାଣିକୁ...

ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର, ୧୬।୧୨: ଜମ୍ମୁ-କଶ୍ମୀରର କୁଲଗାମରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ଏନେଇ କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ଗୁରୁବାର ସୂଚନା...

ଭଦ୍ରକରେ ଆଉ ୯ କରୋନା ପଜିଟିଭ୍‌ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦କୁ ଛୁଇଁଲା

ଭଦ୍ରକ ଅଫିସ, ୧୪।୫: ଭଦ୍ରକ ଜିଲାରେ ଗୁରୁବାର ସକାଳେ ଆଉ ୯ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ୪୦କୁ...

ବନ୍ୟା ପରେ ଏବେ ଭୂକମ୍ପରେ ଥରିଲା ମହାରାଷ୍ଟ୍ର

ମୁମ୍ବାଇ,୧୩।୮: ବନ୍ୟାର ବିଭିଷିକା ପରେ ଏବେ ମହାରାଷ୍ଟ୍ରରେ ଭୂକମ୍ପ ଦେଖାଦେଇଛି। ମଙ୍ଗଳବାର ମହାରାଷ୍ଟ୍ରର ପାଲଘର ଜିଲାରେ ୩.୨ ତୀବ୍ରତାର ଏକ ଭୂକମ୍ପ ଅନୁଭୁତ ହୋଇଛି। ଏଥିରେ...

୨୪ ଘଣ୍ଟାରେ ୧,୦୭୪ ସୁସ୍ଥ

ନୂଆଦିଲ୍ଲୀ, ୫ା୫: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ବଢ଼ିବା ସହ ପରିସ୍ଥିତିକୁ ଗୋଳମାଳିଆ କରିପକାଇଛି। ଏହା ଭିତରେ ଏକ ଖୁସିଖବର ମଧ୍ୟ ସାମ୍ନାକୁ ଆସିଛି। ତାହାହେଲା...

ଜାହାଙ୍ଗିରପୁରୀ ହିଂସାକାଣ୍ଡ: ଆଉ ୬ ଗିରଫ

ନୂଆଦିଲ୍ଲୀ,୧୭।୪: ଦିଲ୍ଲୀ ଆଉ ୬ ଜଣଙ୍କୁ ଗିରଫ ହିଂସା ମାମଲାରେ ରବିବାର ପୋଲିସ ଆଉ ୬ ଜଣଙ୍କୁ ଗିରଫ କରିଛି। ଏହାକୁ ମିଶାଇ ଏହି ଘଟଣାରେ...

ଆର୍ବିଟ୍ରେଶନ୍‌ ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୧୧ା୭(ପି.ଟି.): ଆନୁଷ୍ଠାନିକ ଘରୋଇ ତଥା ଅନ୍ତର୍ଜାତୀୟ ମଧ୍ୟସ୍ଥତା ପାଇଁ ଏକ ସ୍ବାଧୀନ ତଥା ସ୍ବୟଂଚାଳିତ ସଂସ୍ଥା ଗଠନ ଲାଗି ଅଣାଯାଇଥିବା ବିଲ୍‌ ଲୋକ ସଭାରେ ବୁଧବାର...

କୋବ୍ରା ପାଇଁ ରାସ୍ତା ଜାମ

ବାଙ୍ଗାଲୋର, ୧୨।୨: ଦୁର୍ଘଟଣା କାରଣରୁ ଆମ ଦେଶରେ ଟ୍ରାଫିକ ସମସ୍ୟା ଦେଖାଦେବା ସାଧାରଣ କଥା। କିନ୍ତୁ କର୍ନାଟକର ଉଡୁପି ଅଞ୍ଚଳରେ ଏକ ଭିନ୍ନ କାରଣରୁ   ଧରି...

Advertisement
Archives

Model This Week