କରୋନା ଭାଇରସ୍‌

ବ୍ରିଟେନରେ ବଢୁଛି କରୋନା ସଂକ୍ରମଣ ସଂଖ୍ୟା: ଜରୁରୀ ବୈଠକ ପରେ ସମ୍ପୂର୍ଣ୍ଣ ଦେଶ ଲକ୍‌ଡାଉନ

ଲଣ୍ଡନ,୫ ।୧: ବ୍ରିଟେନରେ ବେଳକୁ ବେଳ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ପ୍ରଧାନମନ୍ତ୍ରୀ ବୋରିସ ଜନସନ ସମ୍ପୂର୍ଣ୍ଣ ଦେଶକୁ ଲକ୍‌ଡାଉନ ଘୋଷଣା କରିଛନ୍ତି । କାରଣ ଏବେ ଦେଶ ଭାଇରସର ନୂଆ ଷ୍ଟ୍ରେନ୍ ସହ ଲଢୁଥିବାରୁ ପ୍ରଧାନମନ୍ତ୍ରୀ ଏଭଳି…

୩-୪ ଡଲାରରେ ଟିକା ଯୋଗାଇବ ସେରମ୍‌

ନୂଆଦିଲ୍ଲୀ, ୫।୧(ପି.ଟି.): ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଅଷ୍ଟ୍ରାଜେନିକା ଦ୍ୱାରା ବିକଶିତ ତଥା ଭାରତର ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରସ୍ତୁତ କରୋନା ଟିକା ‘କୋଭିଶିଲ୍ଡ’ ସରକାରଙ୍କୁ ସ୍ବତନ୍ତ୍ର ମୂଲ୍ୟ ୩ରୁ ୪ ଡଲାର (୨୧୯ରୁ ୨୯୨ ଟଙ୍କା)ରେ ଯୋଗାଇ ଦିଆଯିବ ବୋଲି ସେରମ୍‌ ସିଇଓ…

କିଡ୍‌ନୀ ରୋଗୀଙ୍କୁ ପ୍ରଥମ କୋଭିଶିଲ୍ଡ ଡୋଜ୍‌

ଲଣ୍ଡନ, ୫ା୧: ବ୍ରିଟେନରେ ଫାଇଜର ପରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକା କୋଭିଶିଲ୍ଡର ଜରୁରିକାଳୀନ ବ୍ୟବହାରକୁ ଅନୁମତି ମିଳିସାରିଛି। କିଡ୍‌ନୀ ରୋଗରେ ପୀଡ଼ିତ ୮୨ ବର୍ଷୀୟ ବ୍ରିଏନ ପିଙ୍କର ସୋମବାର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ହସ୍ପିଟାଲରେ କୋଭିଶିଲ୍ଡର ପ୍ରଥମ ଡୋଜ ନେଇଛନ୍ତି। ପିଙ୍କରଙ୍କ ପରେ ଆଉ…

ଭୁବନେଶ୍ୱରରୁ ଆଜି ପୁଣି ୧୧ ପଜିିଟିଭ୍‌ ଚିହ୍ନଟ: ୧୯ ସୁସ୍ଥ

ଭୁବନେଶ୍ୱର,୪।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୧୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩ ଜଣ ରହିଥିବା ବେଳେ ଲୋକାଲ କେସ୍‌ ୮ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୧୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…

ଏବେ ନେବି ନାହିଁ କରୋନା ଟିକା: ଶିବରାଜ

ଭୋପାଳ,୪ ।୧: ଦେଶକୁ କରୋନା ମୁକ୍ତ କରିବାକୁ ପ୍ରୟାସ ଜାରି ରହିଛି । ଇତିମଧ୍ୟରେ ରବିବାର ୨ଟି ଭ୍ୟାକ୍ସିନ ବ୍ୟବହାର ଲାଗି ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ଭ୍ୟାକ୍ସିନକୁ ନେଇ ପ୍ରଥମେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ଉତ୍ତର ପ୍ରଦେଶର…

ସାବଧାନ! ଗାଡ଼ି ପାର୍ଟରେ ବି କରୋନା ଭୂତାଣୁ

ବେଜିଂ,୪।୧: ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ମହାମାରୀ ସହିତ ଲଢୁଛି। ଏହି ଭୂତାଣୁର ନୂଆ ଷ୍ଟ୍ରେନ୍‌ ପୁଣି ଥରେ ଲୋକଙ୍କୁ ଭୟଭୀତ କରିଛି। ଏହି ସମୟରେ ଚାଇନାରୁ କରୋନା ସମ୍ପର୍କରେ ଆସିଥିବା ଆଉ ଏକ ଖବର ଆହୁରି ଚକିତ କରିଛି। ଚାଇନାରେ…

ଘରୋଇ ହସ୍ପିଟାଲକୁ ମାର୍ଚ୍ଚ ସୁଦ୍ଧା ମିଳିବ କରୋନା ଟିକା: ପୁନାୱାଲା

ନୂଆଦିଲ୍ଲୀ,୪ ।୧: ସରକାର ପୁଣେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ(ସିଆଇଆଇ)ର କରୋନା ଭ୍ୟାକ୍ସିନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାଦ୍ୱାରା କେବଳ ସ୍ୱାସ୍ଥ୍ୟକର୍ମୀ ନୁହେଁ ବରଂ ସାଧାରଣ ଜନତା ମଧ୍ୟ ଲାଭ ପାଇବେ ବୋଲି କୁହାଯାଉଛି । ସିରମ ଇନଷ୍ଟିଚ୍ୟୁଟ…

ମାଲାୟଲମ ଗୀତିକାର ଅନିଲଙ୍କ ପରଲୋକ: କରୋନାରେ ହୋଇଥିଲେ ଆକ୍ରାନ୍ତ

ଥିରୁଭାନନ୍ତପୁରମ୍‌,୪।୧: ଲୋକପ୍ରିୟ ମାଲାୟଲମ ଗୀତିକାର ଅନିଲ ପାନାଚୋରାନ୍‌ଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ଗତ ଏକ ସପ୍ତାହ ଧରି ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିଲା। ସେ କରୋନାରେ ଆକ୍ରାନ୍ତ ହୋଇ କୋଲମ୍‌ ଜିଲାର ଏକ ହସ୍ପିଟାଲରେ…

ନୂଆବର୍ଷରେ ଦେଶକୁ ମିଳିଛି ୨ କରୋନା ଟିକା: ମୋଦି

ନୂଆଦିଲ୍ଲୀ,୪।୧: ଏବେ ଅନ୍ତର୍ଜାତୀୟସ୍ତରରେ ଆତ୍ମନିର୍ଭର ଭାରତ ପରିଚିତି ହାସଲ କରିପାରିଛି। ନୂଆବର୍ଷରେ ଦେଶକୁ ୨ କରୋନା ଟିକା ମିଳିଛି। କୋଭିଶିଲ୍ଡ୍‌ ଏବଂ କୋଭାକ୍ସିନ୍‌ର ବ୍ୟବହାର ଏବେ ସାର୍ବଜନୀକ ଭାବେ କରାଯିବ। ଦେଶରେ ବଡ଼ ଧରଣର କରୋନା ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ…

୧୦୦୦ ଟଙ୍କାରେ ମିଳିବ କୋଭିଶିଲ୍ଡ୍‌ : ସେରମ୍‌ ଇନଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ,୪।୧: ଭାରତରେ କୋଭିଶିଲ୍ଡ୍‌ ୧୦୦୦ଟଙ୍କାରେ ମିଳିବ ବୋଲି ସେରମ୍‌ ଇନଷ୍ଟିଚ୍ୟୁଟ୍‌ର ସିଇଓ ଆଦର ପୁନାଓ୍ବାଲା ସୂଚନା ଦେଇଛନ୍ତି। ମାତ୍ର ସରକାରଙ୍କ ଅନୁମତି ମିଳିଲେ ଏଭଳି କରାଯିବ। ସେରମ୍‌ ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରଥମ ଏକ କୋଟି ଟିକା ୨୦୦ଟଙ୍କାର ସ୍ବତନ୍ତ୍ର ଦାମ୍‌ରେ ଯୋଗାଇ…

ମୋଦିଙ୍କୁ ଦିଆଯାଉ ପ୍ରଥମ କରୋନା ଟିକା: କଂଗ୍ରେସ

ପାଟନା,୪।୧: ଭାରତରେ କୋଭିଶିଲ୍ଡ୍‌ ଏବଂ କୋଭାକ୍ସିନ୍‌ କରୋନା ଟିକାକୁ ସାର୍ବଜନୀକ ଭାବେ ଦିଆଯିବା ଲାଗି ମଞ୍ଜୁରୀ ମିଳିଛି। ଏହାକୁ ନେଇ କଂଗ୍ରେସ ପକ୍ଷରୁ ଭାଜପାକୁ ଘେରିବା ଆରମ୍ଭ କରାଯାଇଛି। ବିହାରର କଂଗ୍ରେସ ବିଧାୟକ ଦଳ ନେତା ଅଜିତ୍‌ ଶର୍ମା କହିଛନ୍ତି ଯେ,…

ପୁନାୱାଲାଙ୍କୁ ସଲାମ କଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୪ ।୧: ଦେଶକୁ କରୋନା ମୁକ୍ତ କରିବାକୁ ସରକାର ପ୍ରଥମେ କୋଭିସିଲ୍ଡ ଭ୍ୟାକ୍ସିନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାପରେ ବିଜନେସମ୍ୟାନ ଆନନ୍ଦ ମହିନ୍ଦ୍ରା କହିଛନ୍ତି ଏହାଦ୍ୱାରା କୋଟି କୋଟି ଲୋକଙ୍କ ଜୀବନ ବଞ୍ଚିଯିବ । ରବିବାର ଡ୍ରଗ୍ସ ରେଗୁଲେଟର ମେଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?