କରୋନା ଭାଇରସ୍‌

ଅମାନିଆଙ୍କ ହାତରେ କରୋନା ଦୂତ ଷ୍ଟାମ୍ପ୍‌

ବର୍ତ୍ତମାନ ସମଗ୍ର ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏଥିରୁ ନିସ୍ତାର ପାଇବା ପାଇଁ ନାନା ପଦଦେକ୍ଷ ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ପୋଲିସ ପ୍ରଶାସନ ସହରରେ କରୋନା ସଂକ୍ରମଣ ରୋକିବା ପାଇଁ ଭିନ୍ନ ଏକ ପଦକ୍ଷେପ ଆପଣାଇଛି। ଯଦି…

ଛତିଶଗଡ଼ ପରେ ଏବେ ଏହି ରାଜ୍ୟରେ ଲକ୍‌ଡାଉନ ଘୋଷଣା

ଭୋପାଳ,୮।୪: ଦେଶରେ ଲଗାତର ଭାବେ କରୋନା ଭାଇରସ୍‌ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ରାଜ୍ୟରେ ବଢ଼ିଚାଲିଥିବା କରୋନା ସଂକ୍ରମଣ ଉପରେ ରୋକୋ ଲଗାଇବା ପାଇଁ ଏବେ ସବୁ ରାଜ୍ୟସରକାର କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି। ଛତିଶଗଡ଼ ପରେ ଏବେ ମଧ୍ୟପ୍ରଦେଶରେ…

ବିନା ଭକ୍ତରେ ଗଡ଼ିବ ରୁକୁଣା ରଥଯାତ୍ରା!

ଭୁବନେଶ୍ୱର,୮।୪(ବ୍ୟୁରୋ): ଚଳିତ ବର୍ଷ ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରାକୁ ନେଇ ଲାଗିରହିଛି ଅନିଶ୍ଚିତତା। ଗୁରୁବାର ବିଡିଏ କାର୍ଯ୍ୟାଳୟରେ ୪ ନିଯୋଗ ଓ ବିଏମ୍‌ସି କମିଶନରଙ୍କୁ ନେଇ ଏକ ଗୁରୁତ୍ୱପୂବର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ଲିଙ୍ଗରାଜ ରୁକୁଣା ରଥଯାତ୍ରା ଆୟୋଜନ…

ଶ୍ରଦ୍ଧାଳୁଙ୍କ ପାଇଁ ହେବ ପ୍ରାଥମିକ ଚିକିତ୍ସା କେନ୍ଦ୍ର

ପୁରୀ ଅଫିସ, ୮ା୪: ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ, ସେବାୟତ ଓ କର୍ମକର୍ତ୍ତାଙ୍କ ନିମନ୍ତେ ଶ୍ରୀମନ୍ଦିର ନିକଟରେ ଏକ ଶୀତତାପ ନିୟନ୍ତ୍ରିତ ପ୍ରାଥମିକ ଚିକିତ୍ସା କେନ୍ଦ୍ର ନିର୍ମାଣ ହେବ। ଆସନ୍ତା ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ଅବସରରେ ଏହାକୁ ଲୋକାର୍ପଣ କରାଯିବ। ଜରୁରିକାଳୀନ…

ନଗ୍‌ମା କରୋନା ପଜିଟିଭ୍‌: ନେଇ ସାରିଛନ୍ତି ପ୍ରଥମ ଡୋଜ୍‌

ମୁମ୍ବାଇ,୮।୪: ବଲିଉଡ୍‌ ଅଭିନେତ୍ରୀ ନଗ୍‌ମାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ଘରେ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। ତାଙ୍କ ସହିତ ମିଳାମିଶା କରିଥିବା ଲୋକେ ନିଜ ନିଜର ନମୁନା ପରୀକ୍ଷା କରାଇନେବା…

୨୮ ଏପ୍ରିଲ୍‌ ଯାଏଁ ଭାରତୀୟଙ୍କୁ ନ୍ୟୁଜିଲାଣ୍ଡ ଯିବା ମନା

ଓ୍ବିଲିଂଣ୍ଟନ/ନୂଆଦିଲ୍ଲୀ,୮।୪: ଦେଶରେ କରୋନା ସଂକ୍ରମଣ ପୁଣି ସଙ୍କଟ ଜନକ ସ୍ଥିତିରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡ ପକ୍ଷରୁ ୧୧ ଏପ୍ରିଲ୍‌ରୁ ୨୮ ଏପ୍ରିଲ୍‌ ଯାଏଁ ନ୍ୟୁଜିଲାଣ୍ଡ ଯିବାକୁ ବାରଣ କରାଯାଇଛି। ୧୧ ଏପ୍ରିଲ୍‌ ଅପରାହ୍ନ ୪ଟାରୁ ନ୍ୟୁଜିଲାଣ୍ଡରେ ଏହି ନିୟମ…

ଏସ୍‌ବିଆଇ ମେନ୍‌ ବ୍ରାଞ୍ଚ ସିଲ୍‌‌

ଭୁବନେଶ୍ୱର,୮।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କାୟା ମେଲାଇଛି କରୋନା। କରୋନାର ଦ୍ୱିତୀୟ ଷ୍ଟ୍ରେନ୍‌ ଏବେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହି କ୍ରମରେ ଗୁରୁବାର ଭୁବନେଶ୍ୱର ୟୁନିଟ୍‌-୧ ସ୍ଥିତ ଏସ୍‌ବିଆଇର ମୁଖ୍ୟ କାର୍ଯ୍ୟାଳୟରେ ଆଉ ୨୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ…

ପୁଣି କରୋନା ଆତଙ୍କ: ଘରମୁହାଁ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ,୮।୪: ଦେଶରେ କରୋନା ସଂକ୍ରମଣ ପୁଣି ସଙ୍କଟ ଜନକ ସ୍ଥିତିରେ ପହଞ୍ଚିଛି। ଗତବର୍ଷ ତୁଳନାରେ କରୋନା ସଂକ୍ରମଣ ଅଧିକ ବେଗରେ ବ୍ୟାପୁଥିବାରୁ ଦିଲ୍ଲୀ, ପୁଣେ, ସୁରଟ ଆଦି ସହରରେ କାମ କରୁଥିବା ପ୍ରବାସୀ ଶ୍ରମିକ ଏବେ ଲକ୍‌ଡାଉନ୍‌ ଭୟରେ ଘରମୁହାଁ ହେବାରେ…

ଗଞ୍ଜାମରେ କରୋନା ସଚେତନତା ରାଲି

ଗଞ୍ଜାମ,୮।୪(ଡି.ଏନ୍‌.ଏ): ମହାମାରୀ କରୋନା ଦିନକୁ ଦିନ ରାଜ୍ୟରେ ଉଗ୍ର ରୂପ ଧାରଣ କରିବାରେ ଲାଗିଛି। କରୋନାର ନୂଆ ଷ୍ଟ୍ରେନ୍‌ ଅତି ଭୟଙ୍କର ହୋଇଥିବା ବେଳେ ଏଥିପାଇଁ ଲୋକେ ସଚେତନ ହେବାର ଆବଶ୍ୟକତା ରହିଛି l ଏହାକୁ ଦୃଷ୍ଟିରେ ରଖି ଜିଲାପ୍ରଶାସନ ନିର୍ଦ୍ଦେଶ…

ଦ୍ୱିତୀୟ ଲହର ବେକାବୁ: ହସ୍ପିଟାଲରେ ବେଡ୍‌-ଭେଣ୍ଟିଲେଟର ଅଭାବ

ନୂଆଦିଲ୍ଲୀ,୮।୪: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ବେକାବୁ ହେବାରେ ଲାଗିଛି। ଏହା ପୂର୍ବାପେକ୍ଷା ୩ଗୁଣା ଅଧିକ ବେଗରେ ବ୍ୟାପୁଥିବାରୁ ଏହାକୁ ଆୟତ୍ତ କରିବା କଷ୍ଟକର ହେଉଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ହସ୍ପିଟାଲରେ ବେଡ୍‌ ଏବଂ ଭେଣ୍ଟିଲେଟରର ଅଭାବ…

ସ୍ଥିତି ପରଖିଲେ, ସଚେତନ କଲେ ପୋଲିସ କମିଶନର

ଭୁବନେଶ୍ୱର,୮ା୪(ବ୍ୟୁରୋ): ଅମାନିଆଙ୍କ ପାଇଁ ସହରର ସଂକ୍ରମଣ ଭୟଙ୍କର ରୂପ ନେବାରେ ଲାଗିଛି। ଏପରିସ୍ଥିତିରେ କମିଶନରେଟ ପୋଲିସ କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି। ବୁଧବାର ନିଜେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସହର ବଜାର ବୁଲି ବାସ୍ତବ ସ୍ଥିତି ପରଖିଛନ୍ତି। ତାଙ୍କ ସହିତ…

ତଥାପି ଚେତୁନାହାନ୍ତି

ଭୁବନେଶ୍ୱର, ୮ା୪(ବ୍ୟୁରୋ): ସଂକ୍ରମଣ ପୂରା ରାଜଧାନୀକୁ ବ୍ୟାପିଯାଇଛି। ଚଢ଼ାଉ, ସିଲ୍‌, ଜରିମାନା ସତ୍ତ୍ୱେ ଚେତୁନାହାନ୍ତି ରାଜଧାନୀବାସୀ। ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ହୋଟେଲ ସମେତ ସରକାରୀ କାର୍ଯ୍ୟାଳୟରେ ବି ଖୁଲମ୍‌ଖୁଲା କୋଭିଡ୍‌ ନିୟମ ଉଲ୍ଲଂଘନ ହେଉଛି। ଫଳରେ ପୁଣି ସହରରେ ପୂର୍ବର ସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?