‘କୋଭିଡ୍ ପରିଚାଳନାରେ କେନ୍ଦ୍ର ବିଫଳ’
ନୂଆଦିଲ୍ଲୀ, ୧୮।୪(ପି.ଟି.): କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର କୋଭିଡ୍ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ବର୍ଷକର ପ୍ରସ୍ତୁତି ସତ୍ତ୍ୱେ ଦେଶବାସୀ ଏବେ ଅସୁରକ୍ଷିତ। ଦ୍ରୁତ ବେଗରେ କାୟା ମେଲାଇ ଚାଲିଛି କରୋନା। ଟିକାକରଣର ସର୍ବନିମ୍ନ ବୟସ ୨୫ ବର୍ଷ ରଖିବା ସହ…
ରେକର୍ଡ ଭାଙ୍ଗିଲା କରୋନା: ଗୋଟିଏ ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୧ ହଜାର ଟପିଲା…
ନୂଆଦିଲ୍ଲୀ,୧୮।୪: ଦେଶରେ କରୋନା ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ବେକାବୁ ହେବା ଯୋଗୁ ଲୋକଙ୍କ ମଧ୍ୟ ଆତଙ୍କ ସୃଷ୍ଟି ହୋଇଛି। କରୋନା ସଂକ୍ରମଣ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ…
ରେମ୍ଡେସିଭିର୍ ଦାମ୍ କମିଲା
ମୁମ୍ବାଇ, ୧୮।୪(ଆଇଏଏନ୍ଏସ୍): କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଜୀବନ ରକ୍ଷାକାରୀ ଔଷଧ ଭାବେ ବ୍ୟବହୃତ ହେଉଥିବା ରେମ୍ଡେସିଭିର୍ ଇଞ୍ଜେକ୍ଶନ ଦାମ୍ ସରକାର ପାଖାପାଖି ୫୦ ପ୍ରତିଶତ ହ୍ରାସ କରିଛନ୍ତି। ଏବେ ଏହି ଇଞ୍ଜେକ୍ଶନ ୨,୪୫୦ ଟଙ୍କାରେ ଉପଲବ୍ଧ ହେବ। ଫଳରେ ବହୁସଂଖ୍ୟାରେ…
ଭାକ୍ସିନ ବନାମ ଭାଇରସ୍
ନୂଆଦିଲ୍ଲୀ,୧୮ା୪: କୋଭିଡ୍କୁ ବାଡ଼ ଦେବାକୁ ଟିକାକରଣ ଛଡ଼ା ଅନ୍ୟ ବିକଳ୍ପ ଥିବା ପରି ମନେହେଉନି। ଲୋକଙ୍କୁ ଯେତେଶୀଘ୍ର ଭାକ୍ସିନ ଦେବା ଦୌଡ଼ରେ ସାମିଲ ହୋଇଛନ୍ତି ପ୍ରାୟ ସବୁଦେଶ। ଛୋଟ ତଥା ଗରିବ ଦେଶ ବି ଯେପରି ଭାକ୍ସିନେଶନରୁ ବାଦ୍ ନ ପଡ଼େ…
ଆଜି ରାଜଧାନୀରୁ ୪୫୧ ପଜିଟିଭ୍ ଚିହ୍ନଟ, ବଢ଼ି ଚାଲିଛି ସ୍ଥାନୀୟ ସଂକ୍ରମଣ
ଭୁବନେଶ୍ୱର,୧୭।୪(ବ୍ୟୁରୋ): ଶନିବାର ରାଜଧାନୀ ଭୁବନେଶ୍ୱରରୁ ୪୫୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୯୧ ଜଣ ଚିହ୍ନଟ ହୋଇଥିବା ବେଳେ ୩୬୦ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମ୍ସି ଟୁଇଟ୍ କରି ସୂଚନା ଦେଇଛି। ସେହିପରି ଆଜି ରାଜଧାନୀରୁ ୧୧୭ ଜଣ…
କରୋନା ମୁକାବିଲା କରିବାକୁ ଏହି ଜିନ୍ ଚିହ୍ନଟ, ଜାଣନ୍ତୁ ଗବେଷଣାରୁ ଜଣାପଡ଼ିଲା ଏପରି ତଥ୍ୟ
ଓ୍ବାଶିଂଟନ,୧୭।୪: ଭାରତୀୟ ମୂଳ ବୈଜ୍ଞାନିକଙ୍କ ନେତୃତ୍ୱରେ ଆମେରିକୀୟ ଅନୁସନ୍ଧାନକାରୀଙ୍କ ଏକ ଦଳ କରୋନା ଭୂତାଣୁର ମୁକାବିଲା କରିବାରେ ଏକ ସଫଳତା ହାସଲ କରିଛନ୍ତି। ସେମାନେ ମାନବ ଜିନ୍ର ଏକ ଗୋଷ୍ଠୀ ଚିହ୍ନଟ କରିଛନ୍ତି। ଯାହା କରୋନା ସୃଷ୍ଟି କରୁଥିବା SARS-Cove-2 ଭୂତାଣୁ…
ପ୍ରବାସୀଙ୍କ ପାଇଁ ଭଗବାନ ସାଜିଥିବା ସୋନୁଙ୍କୁ କରୋନା
ମୁମ୍ବାଇ: ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଲକ୍ଷାଧିକ ସଂଖ୍ୟାରେ କରୋନା ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଏହା କବଳରୁ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ବର୍ତ୍ତି ପାରିନାହିଁ। କରୋନା କାଳରେ ଗରିବ ଲୋକଙ୍କ ପାଇଁ ଭଗବାନ…
ସାଉଥ୍ ସୁପରଷ୍ଟାର ପବନ କଲ୍ୟାଣଙ୍କୁ କରୋନା
ମୁମ୍ବାଇ: ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ସ୍ଥିତି ଏଭଳି ହୋଇଯାଇଛି ଯେ, ପ୍ରତିଦିନ ଲକ୍ଷାଧିକ ସଂଖ୍ୟାରେ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଏହା କବଳରୁ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ବର୍ତ୍ତି ପାରିନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ…
କରୋନା ସଙ୍କଟ ମଧ୍ୟରେ ମୋଦିଙ୍କ ସହ କଥା ହେଲେ ଉଦ୍ଧବ: ମାଗିଲେ ୧୫୦୦ ଏମ୍ଟି ଅକ୍ସିଜେନ୍
ମୁମ୍ବାଇ,୧୭।୪: କରୋନା ଭାଇରସ୍ ସଂକ୍ରମଣ ଯୋଗୁ ଦେଶର ସ୍ଥିତି ବିଗିଡ଼ିବାରେ ଲାଗିଛି। ଏହାର ସବୁଠାରୁ ଅଧିକ ପ୍ରଭାବ ମହାରାଷ୍ଟ୍ରରେ ପଡ଼ିଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୬୩,୭୨୯ ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ୩୯୮ଜଣଙ୍କ ମୃତ୍ୟୁ ଘଟିଛି। ତେବେ…
କୁମାରସ୍ବାମୀ କରୋନା ପଜିଟିଭ୍
ବେଙ୍ଗାଲୁରୁ,୧୭।୪: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍.ଡି. କୁମାରସ୍ବାମୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଏନେଇ ସେ ଶନିବାର ଟୁଇଟ୍ କରି ସୂଚନା ଦେଇଛନ୍ତି। ତାଙ୍କ ସମ୍ପର୍କରେ ଆସିଥିବା ଲୋକେ ନିଜର ନମୁନା ପରୀକ୍ଷା କରାଇ ନେବାକୁ ସେ ପରାମର୍ଶ…
ଭୟଙ୍କର ସ୍ଥିତି ଆସିବ ଜୁନ୍ରେ: ଦିନକୁ ମୃତ୍ୟୁ ସଂଖ୍ୟା ୨୫୦୦ ଛୁଇଁବା ଆଶଙ୍କା…
ନୂଆଦିଲ୍ଲୀ,୧୭।୪: କରୋନା ସଂକ୍ରମଣ ନେଇ ଦେଶରେ ଆତଙ୍କ ଦେଖାଦେଇଛି। ଆଗକୁ ଭାରତରେ ସ୍ଥିତି ଅଧିକ ସଙ୍କଟ ଜନକ ହେବ ବୋଲି ଲାସେଣ୍ଟ୍ ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଜୁନ୍ ବେଳକୁ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ…
ଏସବୁ ଖାଇଲେ ହେବନି କରୋନା…
ନୂଆଦିଲ୍ଲୀ,୧୭।୪: କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ତେବେ ଏଥିରୁ ଦୂରେଇ ରହିବା ପାଇଁ ନିଜର ନିତିଦିନିଆ ଜୀବନ ଶୈଳୀରେ କେତେକ ଖାଦ୍ୟାଭ୍ୟାସକୁ ସାମିଲ କଲେ ସୁଫଳ ମିଳିଥାଏ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଖାଦ୍ୟରେ ଅନପ୍ରୋସେସ୍ଡ ଖାଦ୍ୟ…
Archives


