କରୋନା ଭାଇରସ୍‌

ବୋରିସ୍‌ଙ୍କ ଭାରତ ଗସ୍ତ ବାତିଲ…

ନୂଆଦିଲ୍ଲୀ,୧୯।୪: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଭାରତରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୋରିସ୍‌ଙ୍କ ୨୫ ଏପ୍ରିଲ୍‌ରେ ଭାରତ ଗସ୍ତରେ ଆସିଥାନ୍ତେ। ତେବେ ଚଳିତ ମାସରେ…

ଶୌଚାଳୟ-ସାଧାରଣ ବସ୍‌ ସେବାକୁ ସାବଧାନ…

ନୂଆଦିଲ୍ଲୀ,୧୯।୪: ଭାରତରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି। ଦିନକୁ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ହାଇଦାବ୍ରାଦ୍‌ର ସେଣ୍ଟର ଫର୍‌ ସେଲୁଲାର ଆଣ୍ଡ୍‌ ମଲିକ୍ୟୁଲାର ବାୟୋଲୋଜିର ୧୭ ଜଣ ବୈଜ୍ଞାନିକଙ୍କ ଦ୍ୱାରା ହୋଇଥିବା ଏକ…

ଅସହ୍ୟ ଗରମ ଯୋଗୁ ଶୀଘ୍ର ବ୍ୟାପୁଛି କରୋନା: ଭାରତୀୟ ବୈଜ୍ଞାନିକଙ୍କ ଚାଞ୍ଚଲ୍ୟକର ତଥ୍ୟ…

ନୂଆଦିଲ୍ଲୀ,୧୯।୪: ଭାରତରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି। ଦିନକୁ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଖରା ଦିନରେ ହେଉଥିବା ଅସହ୍ୟ ଗରମ ଯୋଗୁ କରୋନା ଭୁତାଣୁ ସଂକ୍ରମଣ ଶୀଘ୍ର ବ୍ୟାପୁଥିବା ୧୭ ଜଣ…

ତାଣ୍ଡବ ରଚିବ ପ୍ରତିବର୍ଷ: ଏହି ଦୁଇ ମାସରେ ହେବ ବେଲଗାମ…

ନୂଆଦିଲ୍ଲୀ,୧୯।୪: ଭାରତରେ କରୋନା ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ବେଲଗାମ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ତେବେ ପ୍ରତିବର୍ଷ କରୋନା ସଂକ୍ରମଣର ନୂଆ ନୂଆ ଲହର ଏଭଳି ତାଣ୍ଡବ ରଚିବ ବୋଲି ଗବେଷକ ସୂଚନା…

ଏବେ ଧରିଲା ଭୟଙ୍କର ରୂପ…

ନୂଆଦିଲ୍ଲୀ,୧୯।୪: ଦେଶରେ କରୋନା ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ବେଲଗାମ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। କରୋନା ସଂକ୍ରମଣ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି। ଏପ୍ରିଲ୍‌ ୧୧ରୁ ୧୮ ମଧ୍ୟରେ ଗତ ସାତ…

ସପ୍ତାହେ ପର୍ଯ୍ୟନ୍ତ ଲୋକେ ଘରେ ବନ୍ଦୀ…

ନୂଆଦିଲ୍ଲୀ,୧୯।୪: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ପକ୍ଷରୁ ଏଠାରେ ସାତ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲୋକେ ୨୬ ଏପ୍ରିଲ୍‌ ପର୍ଯ୍ୟନ୍ତ ଘରେ ବନ୍ଦୀ ରହିବେ। ଘରୁ…

ଏହି ରାଜ୍ୟରେ ମେ’ ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍‌…

ଜୟପୁର,୧୯।୪: କରୋନା ସଂକ୍ରମଣ ନେଇ ରାଜସ୍ଥାନରେ ସ୍ଥିତ ବେକାବୁ ହେବାରେ ଲାଗିଛି। ଏପରି ସ୍ଥଳେ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ସରକାର ପକ୍ଷରୁ ରାଜ୍ୟରେ ୧୫ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏପ୍ରିଲ୍‌ ୧୯ଠାରୁ ମେ’ ୩ ପର୍ଯ୍ୟନ୍ତ ରାଜ୍ୟରେ…

ଲକ୍‌ଡାଉନ୍‌ ଲାଗୁ କରିବା ଅଧିକାର ରାଜ୍ୟ ସରକାରଙ୍କର: ଶାହା

ନୂଆଦିଲ୍ଲୀ,୧୯।୪: କରୋନା ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଛି। କରୋନାର ଦ୍ୱିତୀୟ ଲହରରେ ଅଧିକ ସଂଖ୍ୟକ ଛୋଟ ପିଲା ଏବଂ ଯୁବବର୍ଗ ଆକ୍ରାନ୍ତ ହେବା ଯୋଗୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କେତେକ ରାଜ୍ୟ ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ…

ଏବେ ଗର୍ଭଧାରଣ କରନାହିଁ

ବ୍ରାସିଲିଆ, ୧୯।୪: ବ୍ରାଜିଲରେ କରୋନା ସଂକ୍ରମଣ ଅତ୍ୟଧିକ ବୃଦ୍ଧି ପାଉଥିବାରୁ ସେଠାକାର ମହିଳାମାନଙ୍କୁ ଗର୍ଭଧାରଣ ଯୋଜନା ସ୍ଥଗିତ ରଖିବା ଲାଗି ସରକାର ପରାମର୍ଶ ଦେଇଛନ୍ତି। ବ୍ରାଜିଲରେ କରୋନା ଭୂତାଣୁର ନୂଆ ରୂପ ଗର୍ଭବତୀ ମହିଳାମାନଙ୍କୁ ଅଧିକ ସଂକ୍ରମିତ କରୁଥିବାରୁ ମହାମାରୀ ଜନିତ…

ଶିଳ୍ପକୁ ଅକ୍ସିଜେନ୍‌ ଯୋଗାଣ ମନା

ନୂଆଦିଲ୍ଲୀ, ୧୯।୪: କରୋନା ରୋଗୀଙ୍କ ପାଇଁ ହସ୍ପିଟାଲରେ ଅକ୍ସିଜେନ୍‌ ସଙ୍କଟ ଦେଖାଦେଇଥିବାରୁ ସରକାର ଶିଳ୍ପସଂସ୍ଥାଗୁଡ଼ିକର ବ୍ୟବହାର ନିମନ୍ତେ ଅକ୍ସିଜେନ୍‌ ଯୋଗାଣକୁ ବନ୍ଦ କରିଛନ୍ତି। ରବିବାର ସ୍ବରାଷ୍ଟ୍ର ସଚିବ ଅଜୟ ଭାଲ୍ଲା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସି ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ପତ୍ର…

‘କାର୍‌ଗିଲଠାରୁ କୋଭିଡ୍‌ ମୃତ୍ୟୁ ଅଧିକ’

ଦେଶରେ ଦୈନିକ କୋଭିଡ୍‌ ସଂକ୍ରମିତଙ୍କ ମୃତ୍ୟୁକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଭାରତର ପୂର୍ବତନ ସେନା ମୁଖ୍ୟ ବେଦ ପ୍ରକାଶ ମଲିକ। ୨ ମାସ ଧରି ଚାଲିଥିବା କାର୍‌ଗିଲ ଯୁଦ୍ଧ ଅପେକ୍ଷା କରୋନାରେ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି ବୋଲି ସେ…

‘ମୃତ୍ୟୁ ପ୍ରମାଣପତ୍ରରେ ରହୁ ମୋଦିଙ୍କ ଫଟୋ’

ଚଣ୍ଡିଗଡ଼, ୧୯ା୪: ଟିକା ପ୍ରମାଣପତ୍ରରେ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରେୟ ନେବାକୁ ନିଜ ଫଟୋ ଛାପୁଛନ୍ତି ତେବେ କୋଭିଡ୍‌ରେ ପ୍ରାଣ ହରାଉଥିବା ଲୋକଙ୍କ ମୃତ୍ୟୁ ସାର୍ଟିଫିକେଟରେ ମଧ୍ୟ ମୋଦିଙ୍କ ଫଟୋ ରହୁ ବୋଲି କହିଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍‌ସିପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?