କରୋନା ଭାଇରସ୍‌

ଝୁଲୁଛି ପିଲାଙ୍କ ଭାଗ୍ୟ

ନୂଆଦିଲ୍ଲୀ,୨୮ା୬: ମହାମାରୀ କରୋନା ଆସିବା ପରଠାରୁ ଦୀର୍ଘ ୧୫ ମାସ ଧରି ଦେଶର ସ୍କୁଲଗୁଡ଼ିକରେ ତାଲା ଝୁଲୁଛି। ସଂକ୍ରମଣ ଭୟ ଥିବାରୁ ପିଲାଙ୍କ ପାଠପଢ଼ାରେ ଏକପ୍ରକାର ଡୋରି ବନ୍ଧାହୋଇଛି। ଅନ୍‌ଲାଇନ୍‌ରେ ପଢ଼ିବା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନ ଥିବାରୁ...

ଆଜି ଆଉ ୪୩ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୩୯୩୦କୁ ବୃଦ୍ଧି

ଭୁବନେଶ୍ୱର,୨୮ା୬(ବ୍ୟୁରୋ): ସୋମବାର ରାଜ୍ୟରୁ କରୋନା ମହାମାରୀ ଆଉ ୪୩ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୯୩୦କୁ ବୃଦ୍ଧି ପାଇଛି। ଏହି...

୩୩ କୋଟି ଲୋକଙ୍କ ମଧ୍ୟରେ ଭାକ୍ସିନ୍‌କୁ ନେଇ ଏବେ ବି ରହିଛି ଦ୍ୱନ୍ଦ…

ନୂଆଦିଲ୍ଲୀ,୨୭।୬: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଦେଶର ୯୪ କୋଟି ଜନସଂଖ୍ୟାଙ୍କୁ ଭାକ୍ସିନ୍‌ ପ୍ରଦାନ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେବେ ଏବେ ମଧ୍ୟ ଦେଶର ୩୩...

ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୩୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୨୭।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ରାଜ୍ୟରେ କରୋନାରେ ଆଉ ୩୯ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୩୮୮୭କୁ...

ରାଜ୍ୟରେ ୯ ଲକ୍ଷ ପାର ହେଲା କରୋନା ସଂକ୍ରମଣ ସଂଖ୍ୟା

ଭୁବନେଶ୍ୱର, ୨୭।୬(ବ୍ୟୁରୋ): ରାଜ୍ୟରେ ରବିବାର ୩,୪୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୯୪୩ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୪୬୫ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ...

ଭାକ୍ସିନ୍‌ ପାଇଁ ପଞ୍ଜିକରଣ ଅନାବଶ୍ୟକ, ଟିକାକରଣ କେନ୍ଦ୍ରରେ ପହଞ୍ଚି ନେଇହେବ ଡୋଜ୍‌ …

ନୂଆଦିଲ୍ଲୀ,୨୭।୬: ଏଣିକି ଭାକ୍ସିନ୍‌ ନେବା ପୂର୍ବରୁ କୋଓ୍ବିନ୍‌ ଆପ୍‌ରେ ପଞ୍ଜିକରଣର ଅନାବଶ୍ୟକ। ଲୋକ ସିଧାସଳଖ ଟିକାକରଣ କେନ୍ଦ୍ରରେ ପହଞ୍ଚି ପଞ୍ଜିକରଣ କରିବା ସହିତ ଡୋଜ୍‌ ନେଇପାରିବେ। ସୁପ୍ରିମ୍‌କୋର୍ଟଙ୍କ କଡ଼ା ତାଗିଦ୍‌ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ...

ଭାକ୍ସିନ୍‌ ନେବାକୁ ଦିଅନି ପଛଘୁଞ୍ଚା, ସଭିଏଁ ନେବା ଅପରିହାର୍ଯ୍ୟ, କହିଲେ ମୋଦି…

ନୂଆଦିଲ୍ଲୀ,୨୭।୬: କରୋନା ମହାମାରୀ ଲଢ଼େଇରେ ଭାକ୍ସିନ୍‌ ଏକ ମାତ୍ର ବିକଳ୍ପ। ତେଣୁ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାକ୍ସିନ୍‌ ନେବାକୁ ପଛଘୁଞ୍ଚା ଦିଅନି ଅବା ମନରେ ଦ୍ୱିଧା ଆଣନ୍ତୁ ନାହିଁ। ସଭିଏଁ ଭାକ୍ସିନ୍‌ ଡୋଜ୍‌ ନେବା ଅପରିହାର୍ଯ୍ୟ ବୋଲି ପ୍ରଧାନମନ୍ତ୍ରୀ...

ଖୁସି ଖବର, ଜୁଲାଇରେ ସିଙ୍ଗଲ୍‌ ଡୋଜ୍‌ ଭାକ୍ସିନ୍‌ …

ନୂଆଦିଲ୍ଲୀ,୨୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ସର୍ବାଜନୀକ ଟିକାକରଣ ଅନ୍ତର୍ଗତ କୋଭାକ୍ସିନ୍‌ ଏବଂ କୋଭିଶିଲ୍ଡ୍‌ର ୨ ଡୋଜ୍‌ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ପ୍ରଦାନ କରାଯାଉଛି। ସେହିପରି ରୁଷିଆ...

ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ,୨୭।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ୫୦ ହଜାର ଟପିଛି। ଜୁନ୍‌ ୨୫ରେ ନୂଆ...

ଟେଷ୍ଟିଂ ବଢ଼ାଅ:ମୋଦି

ନୂଆଦିଲ୍ଲୀ, ୨୭।୬ : ଚଳିତ ସପ୍ତାହରେ ଦେଶରେ ଟିକାକରଣର ଅଗ୍ରଗତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହିତ କୋଭିଡ୍‌ ପରୀକ୍ଷା ବଢ଼ାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଶନିବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୋଭିଡ୍‌ ଟିକାକରଣ ଉପରେ...

୮୮୭ ମହାମାରୀ ଭୂତାଣୁ ତାଲିକା ପ୍ରସ୍ତୁତ, ୩୦ ମଧ୍ୟରେ ରହିଛି ତାଣ୍ଡବ ରଚିବା ଶକ୍ତି…

କାଲିଫର୍ନିଆ,୨୬।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଆମେରିକାର କାଲିର୍ଫନିଆ ବିଶ୍ୱବିଦ୍ୟାଳୟର ସଂକ୍ରାମକ ରୋଗ ବିଶେଷଜ୍ଞ ଜୋନା ମୈଜେଟ୍‌ ୮୮୭ ମହାମାରୀ ଭୂତାଣୁର ତାଲିକା ପ୍ରସ୍ତୁତ କରିଛନ୍ତି। ସେଥିମଧ୍ୟରେ ୩୦ ଭୂତାଣୁ ଭବିଷ୍ୟତରେ ପୃଥିବୀରେ...

ନକଲି ଭାକ୍ସିନ୍‌ ନେଇ ଟିଏମ୍‌ସି ଏମ୍‌ପି ଅସୁସ୍ଥ…

କୋଲକାତା,୨୬।୬: ନକଲି ଭାକ୍ସିନ୍‌ ନେଇ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏମ୍‌ପି ତଥା ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ଅସୁସ୍ଥ ହୋଇପଡ଼ିଛନ୍ତି। ଶନିବାର ସକାଳେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କ ଘରକୁ ଡାକ୍ତରଙ୍କୁ ଡକାଯାଇଥିଲା। ୪ ଦିନ ତଳେ ସେ ଏକ ନକଲି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri