କରୋନା ଭାଇରସ୍‌

ଓମିକ୍ରନକୁ ନେଇ ଆକ୍ସନରେ ଶିବରାଜ, ଜାରି କଲେ ନୂଆ ଗାଇଡ ଲାଇନ

ଭୋପାଳ,୨୯ ।୧୧: କରୋନା ଭାଇରସର ନୂଆ ଭାରିଏଣ୍ଟର ଆସିବା ପରେ ଏହାକୁ ନେଇ ମଧ୍ୟପ୍ରଦେଶର ଶିବରାଜ ସିଂ ସରକାର ଆକ୍ସନ ମୁଡକୁ ଆସିଯାଇଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନୂଆ ଗାଇଡ ଲାଇନ ଜାରି କରିଛନ୍ତି ।…

କାନାଡାରେ ପହଞ୍ଚିଲା ‘ଓମିକ୍ରନ’

ଓଟାୱା,୨୯ ।୧୧: କରୋନା ଭାଇରସର ନୂଆ ରୂପ ‘ଓମିକ୍ରନ’ ଏବେ ସାରା ବିଶ୍ୱର ନିଦ ହଜାଇ ଦେଇଛି । ସବୁ ଭାରିଏଣ୍ଟଠାରୁ ଏହା ମାରାତ୍ମକ ବୋଲି ବିଶେଷଜ୍ଞମାନେ କହିବା ପରେ ଲୋକେ ଆତଙ୍କିତ ହୋଇଯାଇଛନ୍ତି । ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ…

ଓମିକ୍ରନ୍‌ ଆତଙ୍କ, ଦ୍ରୁତ ବେଗରେ ବଢୁଛି ସଂକ୍ରମଣ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୮।୧୧: ପୃଥିବୀର ବହୁ ଦେଶରେ ପୁଣି ଲକ୍‌ଡାଉନ୍‌ ଫେରିଛି। କରୋନା ମହାମାରୀ ସଂକ୍ରମଣର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ଭାରିଆଣ୍ଟ୍‌ ତୁଳନାରେ ଏହା ଦ୍ରୁତ ବେଗରେ ସଂକ୍ରମିତ ହୋଇଥିବା ବିଶେଷଜ୍ଞ କହିଛନ୍ତି। ଏଭଳି ପରିସ୍ଥିତିରେ…

ସୀମା ସିଲ୍ କଲା ଇସ୍ରାଏଲ

ଜେରୁଜେଲମ,୨୮ ।୧୧: କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ ଆସିବା ପରେ ଏବେସାରା ବିଶ୍ୱରେ ଚିନ୍ତାର ବିଷୟ ପାଲଟିଛି । ଏହା ଡେଲ୍ଟା ଭାରିଏଣ୍ଟ ଠାରୁ ମାରାତ୍ମକ ବୋଲି କୁହାଯାଉଥିବା ବେଳେ ଦ୍ରୁତ ଗତିରେ ବ୍ୟାପୁଛି ବୋଲି ଜଣାପଡିଛି । ଏହାକୁ…

ପୁଣି ଫେରିଲା ଲକ୍‌ଡାଉନ୍‌, ଓମିକ୍ରନ୍‌କୁ ନେଇ ଲୋକେ ଆତଙ୍କିତ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୮।୧୧: ପୃଥିବୀର ବହୁ ଦେଶରେ ପୁଣି ଲକ୍‌ଡାଉନ୍‌ ଫେରିଛି। କରୋନା ମହାମାରୀ ସଂକ୍ରମଣର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ବ୍ୟାପିବାରେ ଲାଗିଛି। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଏହାକୁ ଭାରିଆଣ୍ଟ୍‌ ଅଫ୍‌ କନସର୍ନ ବୋଲି କହିଛି। ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ଭାରିଆଣ୍ଟ୍‌ ତୁଳନାରେ ଏହା…

ଆଉ ଗୋଟିଏ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ କମିବାରେ ଲାଗିଛି। ତେବେ ଆଜି ଆଉ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ…

କମିଲା ସଂକ୍ରମଣ: ଆଜି ରାଜ୍ୟରୁ ୧୯୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ରବିବାର ରାଜ୍ୟରୁ ୧୯୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୮,୬୮୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୧୨ ଜଣ ଚିହ୍ନଟ ହୋଇଥିବା…

ଦୈନିକ ମୃତ୍ୟୁ ସଂଖ୍ୟା ବଢ଼ାଇଲା ଚିନ୍ତା…

ନୂଆଦିଲ୍ଲୀ,୨୮।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୮ ହଜାର ୭୭୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୬୨୧ ଜଣଙ୍କ ମୃତ୍ୟୁ…

ନୂଆ ଭାରିଏଣ୍ଟ ଚିହ୍ନିବାରୁ ମିଳିଲା ଦଣ୍ଡ: ଦକ୍ଷିଣ ଆଫ୍ରିକା

କେପଟାଉନ,୨୮ ।୧୧: କରୋନା ମହାମାରୀ ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଏବେ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଛି କରୋନା ଭାଇରସର ନୂଆ ଭାରିଏଣ୍ଟ ‘ଓମିକ୍ରନ’ । ଏହି ଭାରିଏଣ୍ଟ ସବୁଠାରୁ ମାରାତ୍ମକ ବୋଲି କୁହାଯାଉଛି । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ…

ଆଜି ରାଜ୍ୟରେ ସୁସ୍ଥ ହେଲେ ୨୫୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୭ା୧୧(ବ୍ୟୁରୋ): ରାଜ୍ୟରେ ସୁସ୍ଥ ହାର ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଶନିବାର ଆଉ ୨୫୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୧୦ ଲକ୍ଷ ୩୭ ହଜାର ୮୬୪…

କରୋନା ରିଭ୍ୟୁ ମିଟିଂ: ଅନ୍ତର୍ଜାତୀୟ ବିମାନ ଯାତ୍ରାକୁ ନେଇ ସମୀକ୍ଷା କରିବାକୁ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୭ ।୧୧: ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା କରୋନାର ନୂଆ ଭାରିଏଣ୍ଟ ଓମିକ୍ରୋନର ଭୟାବହତାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅଧିକାରୀଙ୍କ ସହ ଦୁଇ ଘଣ୍ଟା ଧରି ଏକ ବୈଠକରେ ଆଲୋଚନା କରିଥିଲେ । ମୋଦି କହିଥିଲେ ଅନ୍ତର୍ଜାତୀୟ ବିମାନ ସେବାରେ…

ମୁମ୍ବାଇ ଏୟାର ପୋର୍ଟରେ କ୍ୱାରାଣ୍ଟାଇନରେ ରହିବେ ଦକ୍ଷିଣ ଆଫ୍ରିକାରୁ ଫେରୁଥିବା ଯାତ୍ରୀ

ନୂଆଦିଲ୍ଲୀ,୨୭ ।୧୧: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଷ୍ଟ୍ରେନ୍ ମିଳିବା ପରେ ସାରା ବିଶ୍ୱ ଚିନ୍ତାରେ ପଡିଯାଇଛି । ଏପଟେ ମୁମ୍ବାଇ ପ୍ରଶାସନ ପକ୍ଷରୁ ଆରମ୍ଭରୁ ସତର୍କତା ଅବଲମ୍ବନ କରାଗଲାଣି । ମୁମ୍ବାଇ ପ୍ରଶାସନ ପକ୍ଷରୁ କୁହାଯାଇଛି କି ଦକ୍ଷିଣ ଆଫ୍ରିକାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?