କରୋନା ଭାଇରସ୍‌

ପ୍ରଧାନମନ୍ତ୍ରୀ ମୋଦି ଆସିଲେ ମୁଁ ନେବି କରୋନା ଟିକା: ଅଧିକାରୀଙ୍କ ଝାଳ ବୁହାଇଲେ ବ୍ୟକ୍ତି

ଭୋପାଳ,୨୬ ।୯: କରୋନା ମହାମାରୀକୁ ଦୂରେଇବା ପାଇଁ ଏବେ ସାରା ବିଶ୍ୱରେ ଚାଲିଛି ଟିକାକରଣ । ଭାରତ ଏହି ଦିଗରେ ଟିକେ ଆଗରେ ଥିବା ବେଳେ ଟିକାକରଣ ସମୟରେ ମଧ୍ୟପ୍ରଦେଶର ଧାର ଜିଲାରୁ ଏକ ଆଶ୍ଚର୍ଯ୍ୟ କଲାଭଳି ଖବର ଆସିଛି ।…

ପୁଣି ବିପଦ, ବିପଜ୍ଜନକ ଆର୍‌-୧ ଭାରିଆଣ୍ଟ୍‌ ସଂକ୍ରମଣ ବଢ଼ିଲା..

ଓ୍ବାଶିଂଟନ,୨୬।୯: ପୁଣି ପୃଥିବୀ ଉପରେ ବିପଦ ଘନେଇବାରେ ଲାଗିଛି। ଆମେରିକାରେ କରୋନା ମହାମାରୀର ବିପଜ୍ଜନକ ଆର୍‌-୧ ଭାରିଆଣ୍ଟ୍‌ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଇତିମଧ୍ୟରେ ଏହି ଭାରିଆଣ୍ଟର ସଂକ୍ରମଣ ୩୫ଟି ଦେଶରେ ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏହି…

ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୧୭୫କୁ ବୃଦ୍ଧି

ଭୁବନେଶ୍ୱର,୨୬ା୯(ବ୍ୟୁରୋ): ରବିବାର ରାଜ୍ୟରୁ ଆଉ ୫ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୧୭୫କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଆଜି…

ଘର ଘର ବୁଲି କରୋନା ମୃତକଙ୍କ ପରିବାରକୁ ଚିହ୍ନଟ କରିବେ ୧୦୦ ଅଧିକାରୀ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୬।୯: କରୋନା ମହାମାରୀ ସଂକ୍ରମଣ ଯୋଗୁଁ ମୃତ୍ୟୁ ଘଟିଥିବା ଆକ୍ରାନ୍ତଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। କାର୍ଯ୍ୟ ବ୍ୟବସ୍ଥା ସହଜ କରିବା ଲାଗି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସରକାରଙ୍କ ପକ୍ଷରୁ ୧୦୦ ଅଧିକାରୀଙ୍କୁ…

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ,୨୬।୯: କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଲଗାତାର ୨ ଦିନ ଧରି ୩୦ ହଜାର ତଳେ ରହିଛି। ସଂକ୍ରମଣ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। କେରଳ…

ଏସବୁ ସ୍ଥାନରେ ମାସ୍କ୍‌ ପିନ୍ଧିବା ନୁହେଁ ଜରୁରୀ, ମାର୍ଗ ଦର୍ଶିକା ପାଳନ ନ କଲେ ୬୦ ହଜାର ଜରିମାନା…

ଆବୁଧାବି,୨୫।୯: ୟୁଏଇରେ ଲୋକେ ଆଇ ମାସ୍କ ପିନ୍ଧିବା ଜରୁରୀ ନୁହେଁ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଫଳରେ ୧୮ ମାସ ପରେ ଏବେ ଲୋକେ ପୂର୍ବର ସ୍ବାଭାବିକ ସ୍ଥିତିକୁ ଫେରିବାକୁ ଯାଉଛନ୍ତି। ତେବେ ପ୍ରଶାସନ ପକ୍ଷରୁ କେତେକ ସ୍ଥାନ ଚିହ୍ନଟ…

ରାଜ୍ୟରୁ ପୁଣି ୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୫।୯(ବ୍ୟୁରୋ): ରାଜ୍ୟରେ ଶନିବାର କରୋନା ଆଉ ୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୧୭୦କୁ ବୃଦ୍ଧି ପାଇଛି। ୭ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ୨ ଜଣ, ଅନୁଗୋଳ,ବାଲେଶ୍ବର, ଭଦ୍ରକ,କଟକ ଓ ଜଗତସିଂହପୁର ଜିଲାରୁ ଜଣେ…

୩୦ ହଜାର ତଳେ ଦୈନିକ ସଂକ୍ରମଣ, ସୁଧୁରୁନି କେରଳ ସ୍ଥିତି…

ନୂଆଦିଲ୍ଲୀ,୨୫।୯: କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଲୋକେ ଆତଙ୍କିତ ହେବାରେଲାଗିଛନ୍ତି। ଦୈନିକ ସଂକ୍ରମଣ ୩୦ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ କରୋନାରେ ୨୯୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ହଜାର…

ସମ୍ପୂର୍ଣ୍ଣ ଟିକାକରଣର ୬ ମାସ ପୂରଣ କରିଥିବା ଲୋକଙ୍କୁ ମିଳିବ ତୃତୀୟ ଡୋଜ: ଆମେରିକା

ୱାଶିଂଟନ,୨୪ ।୯: କରୋନା ମହାମାରୀ ପାଇଁ ବୁଷ୍ଟର ଡୋଜକୁ ନେଇ ସାରା ବିଶ୍ୱରେ ଚାଲିଥିବା ବାଦବିବାଦ ମଧ୍ୟରେ ଆମେରିକା ତା’ର ନାଗରିକଙ୍କୁ ଏହି ବୁଷ୍ଟର ଡୋଜ୍ ଦେବାକୁ ଅନୁମତି ପ୍ରଦାନ କରିଛି । ମିଳିଥିବା ସୂଚନା ଅନୁଯାୟୀ, ୬୫ ବର୍ଷରୁ ଊର୍ଦ୍ଧ୍ୱ…

ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୧୬୩କୁ ବୃଦ୍ଧି

ଭୁବନେଶ୍ୱର,୨୪ା୯(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୬ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୧୬୩କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଆଜି…

ଆଜି ରାଜ୍ୟରୁ ୫୩୯ କରୋନା ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୭୭ ଶିଶୁ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୫୩୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୩,୧୩୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩୧୬ ଜଣ ଚିହ୍ନଟ…

କୋଭିଶିଲ୍ଡ ଟିକାର ସମୟ ବ୍ୟବଧାନ ହେବନି କମ୍‌, ସରକାରଙ୍କ ସୂଚନା…

ନୂଆଦିଲ୍ଲୀ,୨୩।୯: ଦେଶରେ କରୋନା ମହାମାରୀ ବିରୋଧରେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ କୋଭିଶିଲ୍ଡ ଟିକାର ୨ ଡୋଜ୍‌ ମଧ୍ୟରେ ଥିବା ୧୨ ସପ୍ତାହ ଅର୍ଥାତ୍‌ ୮୪ ଦିନର ବ୍ୟବଧାନ କମାଇବା ପାଇଁ ବିଭିନ୍ନ ବର୍ଗରୁ ଦାବି କରାଯିବା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?