୦.୨୫% କମିପାରେ ରେପୋ ରେଟ୍
ନୂଆଦିଲ୍ଲୀ,୫-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ବୁଧବାର ଚଳିତ ଆର୍ଥିକ ବର୍ଷର ତୃତୀୟ ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ। କ୍ରମାଗତ ଚତୁର୍ଥ ଥର ପାଇଁ ଏହା ରେପୋ ରେଟ୍ ୦.୨୫% ହ୍ରାସ କରିବା ସମ୍ଭାବନା ରହିଛି। ବିଶେଷଜ୍ଞଙ୍କ କହିବାନୁଯାୟୀ, ଅର୍ଥନୀତି ଧିମା ହୋଇଥିବା…
ଶ୍ରୀନଗର-ଦିଲ୍ଲୀ ବିମାନ ସେବା; ଭଡା ସୀମା ଧାର୍ଯ୍ୟ କଲା ଏୟାର ଇଣ୍ଡିଆ
ନୂଆଦିଲ୍ଲୀ,୫-୮: ସୁରକ୍ଷା କାରଣରୁ ଜମ୍ମୁ-କଶ୍ମୀରରୁ ଅମରନାଥ ତୀର୍ଥଯାତ୍ରୀ ତଥା ଅନ୍ୟ ପର୍ଯ୍ୟଟକଙ୍କୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ବିମାନ ସେବା ଉପଲବ୍ଧ କରାଇବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ବିମାନ କମ୍ପାନୀଙ୍କୁ କୁହାଯାଇଛି। ତେବେ ଚାହିଦା ବୃଦ୍ଧି କାରଣରୁ…
୫ ଲକ୍ଷ କୋଟି ଡଲାର ଅର୍ଥନୀତି ;ଲକ୍ଷ୍ୟ ପୂରଣ ଲାଗି ଆବଶ୍ୟକ୯% ଅଭିବୃଦ୍ଧି
ନୂଆଦିଲ୍ଲୀ,୫-୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଅର୍ଥନୀତିକୁ ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ତେବେ ଏଥିପାଇଁ କ୍ରମାଗତ ୯ ପ୍ରତିଶତ ହାରରେ ବାର୍ଷିକ ଅଭିବୃଦ୍ଧି ଆବଶ୍ୟକ ହେବ। ଏଥିସହିତ ନିବେଶର ମୋଟ ହାରକୁ ଜିଡିପିର ୩୮…
ଆଉ ଛପା ହେବନି ୧୦୦୦ ଟଙ୍କିଆ ନୋଟ୍; ରଦ୍ଦ ହେଲା ଆଇନ
ନୂଆଦିଲ୍ଲୀ,୫-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)କୁ ୧ହଜାର ଟଙ୍କିଆ ନୋଟ୍ ଛାପିବା ପାଇଁ ଅନୁମତି ଦେଉଥିବା ୧୯୯୮ର ଉଚ୍ଚ ମୂଲ୍ୟର ସଂଶୋଧିତ ଆଇନକୁ ପାର୍ଲାମେଣ୍ଟ ରଦ୍ଦ କରିଦେଇଛି। ଅର୍ଥନୀତିରେ ନଗଦ ସଙ୍କଟ ଦୂର କରିବା ଲାଗି ସେତେବେଳେ କେନ୍ଦ୍ର ସରକାର ଏହି ଆଇନ…
ପିଏସ୍ବିଙ୍କ ପାଇଁ ଆର୍ବିଆଇ ଗାଇଡ୍ଲାଇନ;ବ୍ୟାଙ୍କ ବୋର୍ଡରେ ରହିପାରିବେନି ଏମ୍ପି, ବିଧାୟକ
ମୁମ୍ବାଇ,୪-୮: କେଉଁମାନେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବୋର୍ଡରେ ରହିପାରିବେ ସେନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ପକ୍ଷରୁ ଏକ ଗାଇଡଲାଇନ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ଏମ୍ପି, ବିଧାୟକ, ମ୍ୟୁନିସିପାଲିଟି ଅବା କର୍ପୋରେଶନର ମୁଖ୍ୟମାନେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ(ପିଏସ୍ବି)ର ବୋର୍ଡ ଅଫ୍ ଡାଇରେକ୍ଟରରେ ସାମିଲ…
୧୫ରୁ ଲାଗୁ ହେବ କିଷାନ ପେନସନ ସ୍କିମ୍ ଯୋଜନା
ନୂଆଦିଲ୍ଲୀ,୪-୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସରୁ କିଷାନ ପେନସନ ସ୍କିମ୍କୁ ଲାଗୁ ହେବା ନେଇ ଘୋଷଣା କରିିବାକୁ ଯାଉଛନ୍ତି। କୃଷି ସଚିବ ରାଜ୍ୟଗୁଡ଼ିକୁ ପତ୍ର ଲେଖି ଏହି ସ୍କିମ୍ ଲାଗୁ କରିବାର ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପେନସନ…
୨୦୦୦ ଷ୍ଟେଶନରେ ମାଗଣା ଓ୍ବାଇଫାଇ
ନୂଆଦିଲ୍ଲୀ,୪-୮: ଦେଶର ୨ ହଜାର ରେଳ ଷ୍ଟେଶନରେ ମାଗଣା ଓ୍ବାଇ-ଫାଇ ଆରମ୍ଭ କରାଯାଇଛି। ଶନିବାର ଜଣେ ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ରାଜସ୍ଥାନର ଆଜମେର ଡିଭିଜନର ରାଣା ପ୍ରତାପ ନଗର ରେଳ ଷ୍ଟେଶନ ମାଗଣା ଓ୍ବାଇ-ଫାଇ ସେବା ଯୋଗାଇବାରେ…
ଘର କ୍ରେତାଙ୍କୁ ମାଲିକାନା ନେବାକୁ ବାଧ୍ୟ କରାଯାଇପାରିବନି
ନୂଆଦିଲ୍ଲୀ,୪-୮: ବିଳମ୍ବିତ ହାଉସିଂ ପ୍ରକଳ୍ପରେ ନିର୍ମିତ ଘରର ମାଲିକାନା ନେବା ଲାଗି ବିଲ୍ଡର ବାଧ୍ୟ କରିପାରିବ ନାହିଁ। ଏହା ଘର ମାଲିକଙ୍କ ଇଚ୍ଛାଧୀନ। ଫ୍ଲାଟ୍ ନିର୍ମାଣ ସରିଥିବାରୁ ଘର କ୍ରେତାଙ୍କୁ ଟଙ୍କା ଫେରସ୍ତ ଦେବ ନାହିଁ ବୋଲି ବିଲ୍ଡର କହିପାରିବ ନାହିଁ।…
ଦୁର୍ନୀତି ଜଣାଇବାରେ ବିଳମ୍ବ;୯ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କର ଜରିମାନା
ମୁମ୍ବାଇ,୪-୮: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସମେତ ୯ ବାଣିଜି୍ୟକ ବ୍ୟାଙ୍କଠାରୁ ଜରିମାନା ଆଦାୟ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଏସ୍ବିଆଇ) ନିର୍ଦ୍ଦେଶ ଦେଇଛି। ବିଭିନ୍ନ ଦୁର୍ନୀତି,ଜାଲିଆତି, ଠକାମୀ ସମ୍ପର୍କରେ ଠିକ୍ ସମୟରେ କେନ୍ଦ୍ରୀୟ ବ୍ୟାଙ୍କକୁ ସୂଚନା ଦେଇ ନ ଥିବାରୁ ଏହି ଜରିମାନା…
୨୦୨୧ରେ ଜନଗଣନା;ମୋବାଇଲ ଫୋନ, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ନିଆଯିବ
ନୂଆଦିଲ୍ଲୀ,୪-୮: ଭାରତ ସରକାର ଜନଗଣନା କରିବାକୁ ଯାଉଛନ୍ତି। ୨୦୨୧ରେ ଦେଶରେ ଜଣଗଣନା ହେବ। ଏହି ପ୍ରକ୍ରିୟାରେ ସରକାରୀ କର୍ମଚାରୀ ଘରକୁ ଘର ବୁଲି ପରିବାରଠାରୁ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବେ। ପରିବାରରେ ଲୋକସଂଖ୍ୟା, ଆର୍ଥିକ ସ୍ତର, ଧର୍ମ, ପରିବାରର ପ୍ରତ୍ୟେକ ସଦସ୍ୟଙ୍କ…
ଦେବାଶୀଷ ଚାଟାର୍ଜୀ ମାଇଣ୍ଡଟ୍ରି ସିଇଓ, ଏମ୍ଡି
ନୂଆଦିଲ୍ଲୀ,୩-୮: ଆଇଟି କମ୍ପାନୀ ମାଇଣ୍ଡଟ୍ରି ଲିମିଟେଡ କଗ୍ନିଜାଣ୍ଟର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବାଶୀଷ ଚାଟାର୍ଜୀଙ୍କୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଏବଂ ପରିଚାଳନା ନିର୍ଦ୍ଦେଶକ(ଏମ୍ଡି) ଭାବେ ନିଯୁକ୍ତ କରିଥିବା ଶୁକ୍ରବାର ଘୋଷଣା କରିଛି। କମ୍ପାନୀ ଲାର୍ସେନ ଆଣ୍ଡ ଟୁବ୍ରୋ(ଏଲ୍ ଆଣ୍ଡ ଟି)ର ସିଇଓ…
୨୦୧୮ରେ ବିଶ୍ୱର ବୃହତ ଅର୍ଥନୀତି;୫ରୁ ୭କୁ ଖସିଲା ଭାରତ
ନୂଆଦିଲ୍ଲୀ,୩-୮: ଅର୍ଥନୀତି କ୍ଷେତ୍ରରେ ମୋଦି ସରକାରଙ୍କୁ ଜୋର୍ ଝଟକା ଲାଗିଛି। ୨୦୨୪-୨୫ ସୁଦ୍ଧା ୫ ଲକ୍ଷ କୋଟି ଡଲାର ସହ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବ ବୋଲି ସ୍ବପ୍ନ ଦେଖୁଥିବା ଭାରତ ୨୦୧୮ରେ ୭ମ ସ୍ଥାନକୁ ଖସିଯାଇଛି। ଜିଡିିପି ହିସାବକୁ…
Archives


