ବାଣିଜ୍ୟ

ଅକ୍ଟୋବରରେ ଯାନ ବିକ୍ରି କମିଲା

ନୂଆଦିଲ୍ଲୀ,୨-୧୧: ମାନ୍ଦାବସ୍ଥା ଯୋଗୁ ଦେଶର ଅଟୋମୋବାଇଲ କମ୍ପାନୀଙ୍କ ବିକ୍ରି ଅକ୍ଟୋବରରେ ବିଶେଷ ହ୍ରାସ ହୋଇଥିବା ଦେଖାଯାଇଛି। ଏହି ସମୟରେ ପ୍ରମୁଖ ଯାନ ନିର୍ମାତା ଅଶୋକ ଲେଲାଣ୍ଡର ବିକ୍ରି ୩୫% ଖସିଛି। ଏହି କମ୍ପାନୀ ୯,୮୫୭ ୟୁନିଟ ଯାନ ବିକ୍ରି କରିଛି। ହିନ୍ଦୁଜା…

ଅଟୋଶିଳ୍ପ ମାନ୍ଦାବସ୍ଥାର ତଜର୍ମା ହେବ

ନୂଆଦିଲ୍ଲୀ,୨-୧୧: ଦେଶର ଅଟୋମୋବାଇଲ ଶିଳ୍ପରେ ଆସିଥିବା ମାନ୍ଦାବସ୍ଥାର ତଜର୍ମା ଶିଳ୍ପ ସଂକ୍ରାନ୍ତ ସଂସଦୀୟ କମିଟି କରିବ। ଏହି ଶିଳ୍ପରେ ସ୍ଥିତାବସ୍ଥା ଲାଗି ସରକାର କିଭଳି ବ୍ୟବସ୍ଥା ଗ୍ରହଣ କରିଛନ୍ତି ତାହା କମିଟି ତଦାରଖ କରିବ। ବିଭିନ୍ନ ପ୍ରସଙ୍ଗ ମଧ୍ୟରୁ ବିଭିନ୍ନ ବିଭାଗ…

ଫିନୋଲେକ୍ସ ପକ୍ଷରୁ ଡିଲର ସମ୍ମିଳନୀ

ଭୁବନେଶ୍ୱର,୨-୧୧(ବ୍ୟୁରୋ): ପ୍ରମୁଖ ପିଭିସି ପାଇପ ନିର୍ମାତା ଫିନୋଲେକ୍ସ କମ୍ପାନୀର ଅଧିକୃତ ବିତରକ ଏରାଇଜ ମାର୍କେଟିଂ ଭୁବନେଶ୍ୱରର ଆନୁକୂଲ୍ୟରେ ଏକ ମେଗା ଡିଲରମିଟ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କମ୍ପାନୀର ଡେପୁଟି ମ୍ୟାନେଜର ରଜନୀକାନ୍ତ ବିଶ୍ୱାଳ, ଆସିଷ୍ଟାଣ୍ଟ ମ୍ୟାନେଜର…

୯୫,୩୮୦ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨-୧୧: ଉନ୍ନତ ପାର୍ବଣ ଚାହିଦା ସତ୍ତ୍ୱେ ଚଳିତ ବର୍ଷ ଅକ୍ଟୋବରରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସଂଗ୍ରହ ୧ ଲକ୍ଷ କୋଟି ଟଙ୍କା ନିମ୍ନରେ ରହିଛି। ଏହି ସମୟରେ ଜିଏସ୍‌ଟି ବାବଦକୁ ସରକାର ୯୫,୩୮୦ କୋଟି ଟଙ୍କା ଆଦାୟ କରିଥିବା ଜଣାପଡିଛି।…

ବେକାରି ହାର ୮.୬%କୁ ବୃଦ୍ଧି

ନୂଆଦିଲ୍ଲୀ,୨-୧୧: ଚଳିତ ବର୍ଷ ଅକ୍ଟୋବରରେ ଦେଶର ବେକାରି ହାର ତିନି ବର୍ଷର ସର୍ବାଧିକ ସ୍ତର ୮.୬%କୁ ବୃଦ୍ଧି ଘଟିଛି। ଏହା ୨୦୧୬ ପରଠାରୁ ସର୍ବାଧିକ ବୋଲି ଜଣାପଡିଛି। ଚଳିତ ବର୍ଷ ସେପ୍ଟେମ୍ବରରେ ଏହି ହାର ୭.୨% ରହିଥିବା ସେଣ୍ଟର ଫର ମନିଟରିଂ…

ବିଓଆଇର ନୂଆ ଆଞ୍ଚଳିକ ପ୍ରବନ୍ଧକ

ଭୁବନେଶ୍ୱର,୨-୧୧: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ) କେନ୍ଦୁଝର ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ପ୍ରବନ୍ଧକ ଭାବେ ଉପମହାପ୍ରବନ୍ଧକ ସୌନ୍ଦର୍ଯ୍ୟ ଭୂଷଣ ସାହାଣୀ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ବ୍ୟାଙ୍କର ମୁମ୍ବାଇସ୍ଥିତ ମୁଖ୍ୟ କାର୍ଯ୍ୟାଳୟଠାରେ ଉପମହାପ୍ରବନ୍ଧକ ଏବଂ ଚିଫ୍‌ ଡିଲର ଭାବେ…

ପୋଷ୍ୟ ସନ୍ତାନ ଗ୍ରହଣ କ୍ଷେତ୍ରରେ ଲାଗିବନି ଜିଏସ୍‌ଟି

ନୂଆଦିଲ୍ଲୀ,୨-୧୧: ପୋଷ୍ୟ ସନ୍ତାନ ଗ୍ରହଣ ଲାଗି ଦେବାକୁ ପଡୁଥିବା ଫିସ୍‌ ଉପରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗିବନି। ଅଥରିଟି ଫର ଆଡଭାନ୍ସ ରୁଲିଂ(ଏଏଆର୍‌)ର ମହାରାଷ୍ଟ୍ର ବେଞ୍ଚ ନିର୍ଦ୍ଦେଶରେ ଏହା କହିଛନ୍ତି। ନେରୁଲ ଚାରିଟେବୁଲ ଟ୍ରଷ୍ଟର ଏକ ମାମଲା ଉପରେ…

୬ ବର୍ଷରେ କମିଛି ୯୦ ଲକ୍ଷ ନିଯୁକ୍ତି

ନୂଆଦିଲ୍ଲୀ,୨-୧୧: ୨୦୧୧-୧୨ଠାରୁ ୨୦୧୭-୧୮ ମଧ୍ୟରେ ସାରା ଦେଶରେ ୯୦ ଲକ୍ଷ ନିଯୁକ୍ତି କମିଛି। ଅଜୀମ ପ୍ରେମଜୀ ବିଶ୍ୱବିଦ୍ୟାଳୟର ସେଣ୍ଟର ଅଫ୍‌ ସଷ୍ଟେନେବୁଲ ଏମ୍ପ୍ଲଏମେଣ୍ଟ ପକ୍ଷରୁ ପ୍ରକାଶିତ ଏକ ନୂଆ ଏକାଡେମିକ ପେପରରେ ଏଭଳି ବିଷୟ ଉଲ୍ଲେଖ ରହିଛି। ଜବାହର ଲାଲ ନେହେରୁ…

୯୭ ବିମାନର ଇଞ୍ଜିନ ପରିବର୍ତ୍ତନ ଲାଗି ଇଣ୍ଡିଗୋକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨-୧୧: ୨୭ ବିମାନର ପୁରୁଣା ଇଞ୍ଜନକୁ ତୁରନ୍ତ ପରିବର୍ତ୍ତନ କରିବା ଲାଗି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ଇଣ୍ଡିଗୋ କମ୍ପାନୀକୁ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଏହି ବିମାନଗୁଡିକ ମଧ୍ୟରୁ ୨୩ଟି ଏ୩୨୦ ନିୟୁ ପ୍ଲେନରେ ପ୍ରାଟ୍‌ ଏବଂ ହ୍ବାଇଟନି(ପିଡବ୍ଲ୍ୟୁ) ଇଞ୍ଜିନ ଲାଗିଛି।…

ଏସ୍‌ଏଫ୍‌ଆଇଓକୁ ଡିଏଚ୍‌ଏଫ୍‌ଏଲ୍‌ ତଦନ୍ତ ଭାର

ନୂଆଦିଲ୍ଲୀ,୨-୧୧: ଦଓ୍ବୋନ ହାଉସିଂ ଫାଇନାନ୍ସ ଲିମିଟେଡ(ଡିଏଚ୍‌ଏଫ୍‌ଏଲ୍‌) ଆର୍ଥତ୍କ ଅନୀୟମିତତା ମାମଲାର ତଦନ୍ତ ଭାର ସିରିୟସ ଫ୍ରଡ ଇନଭେଷ୍ଟିଗେସନ ଲିମିଟେଡ(ଏସ୍‌ଏଫ୍‌ଆଇଓ)କୁ ସରକାର ପ୍ରଦାନ କରିଛନ୍ତି। ଏହି ମାମଲାରେ ଅର୍ଥ ହେରଫେର ନେଇ ସୁରାକ ପାଇବା ପରେ ଏଭଳି ନିର୍ଦ୍ଦେଶ ସରକାର ଦେଇଥିବା ପ୍ରକ୍ରିୟା…

ଦୁଇ ବର୍ଷର ନିମ୍ନ ସ୍ତରରେ ମାନୁଫାକଚରିଂ ପିଏମ୍‌ଆଇ

ନୂଆଦିଲ୍ଲୀ,୨-୧୧: ଅକ୍ଟୋବରରେ ଦେଶର ମାନୁଫାକଚରିଂ କାର୍ଯ୍ୟକଳାପ ଦୁର୍ବଳ ସ୍ଥିତିରେ ରହିଛି। ଶିଳ୍ପୟୁନିଟରୁ ଉତ୍ପାଦନ ଏବଂ ଅର୍ଡର ଲାଭ ଦୁଇ ବର୍ଷର ନିମ୍ନ ସ୍ତରକୁ ଖସିଥିବା ଶୁକ୍ରବାର ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ ରହିଛି। ଆଇଏଚ୍‌ଏସ୍‌ ମାର୍କିଟ ଇଣ୍ଡିଆ ପକ୍ଷରୁ ପ୍ରକାଶ ପାଇଥିବା…

୧୨ ହଜାର କର୍ମଚାରୀ ଛଟେଇ କରିବ କଗ୍‌ନିଜାଣ୍ଟ

ନୂଆଦିଲ୍ଲୀ,୧-୧୧: ପ୍ରମୁଖ ଆଇଟି କମ୍ପାନୀ କଗ୍‌ନିଜାଣ୍ଟ ଆଗାମୀ ତ୍ରୈମାସଗୁଡିକରେ ଏହାର ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିବ। ଖର୍ଚ୍ଚ କାଟ ଯୋଜନାରେ କମ୍ପାନୀ ଏଭଳି ପଦକ୍ଷେପ ନେବ ବୋଲି ଗୁରୁବାର ସୂଚନା ଦେଇଛି। ଆମେରିକା ଭିତ୍ତିକ ଏହି ଟେକ୍ନୋଲୋଜି କମ୍ପାନୀ ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?