ବାଣିଜ୍ୟ

ଚାଇନା ଛାଡୁଥିବା କମ୍ପାନୀଙ୍କୁ ଭାରତ ଆଣିବାକୁ ଯୋଜନା

ନୂଆଦିଲ୍ଲୀ,୨୧-୧୦: ନିବେଶ ଲାଗି ଚାଇନାରେ ବିଭିନ୍ନ ସମସ୍ୟା ସାମ୍ନା କରୁ୍‌ଥିବା କିମ୍ବା ଚାଇନା ଛାଡୁଥିବା କମ୍ପାନୀଙ୍କୁ ଭାରତ ଆଣିବା ଲାଗି ଯୋଜନା କରାଯାଉଛି। ସେହି କମ୍ପାନୀଗୁଡିକ ଲାଗି ଭାରତକୁ ନିବେଶର ଏକ ପ୍ରମୁଖ ସ୍ଥଳ ଭାବେ ଗଢି ତୋଳିବାକୁ ସରକାର ଲକ୍ଷ୍ୟ…

୪ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୨୧-୧୦: ଚଳିତ ସପ୍ତାହରେ ଦେଶର ବିଭିନ୍ନ ପ୍ରାନ୍ତରେ ୪ ଦିନ ବ୍ୟାଙ୍କ ବନ୍ଦ ରହିବ। ବ୍ୟାଙ୍କ ଧର୍ମଘଟ ଏବଂ ବିଧାନ ସଭା ନିର୍ବାଚନ ରହୁଥିବା ମହାରାଷ୍ଟ୍ର ଏବଂ ହରିୟାଣାରେ ବ୍ୟାଙ୍କ ୩ ଦିନ କାମ କରିବ। ମଙ୍ଗଳବାର ବ୍ୟାଙ୍କ ଧର୍ମଘଟ ଯୋଗୁ…

ପୁଞ୍ଜି ବଜାରରେ ୫,୦୭୨ କୋଟି ନିବେଶ କଲେ ଏଫ୍‌ପିଆଇ

ନୂଆଦିଲ୍ଲୀ,୨୧-୧୦: ଚଳିତ ମାସ ବର୍ତ୍ତମାନ ପର୍ଯ୍ୟନ୍ତ ଫରେନ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ) ମାନେ ପୁଞ୍ଜି ବଜାରରେ ୫,୦୭୨ କୋଟି ଟଙ୍କାର ନିବେଶ କରିଛନ୍ତି। ନିବେଶକଙ୍କୁ ବଜାର ସହ ଜଡିତ କରି ରଖିବା ଲାଗି ସରକାର ନିରନ୍ତର ଭିତ୍ତିରେ ପଦକ୍ଷେପ ନେଉଥିବା ଜଣାପଡିଛି। ଏହାର…

ବିକ୍ରି ହେବ ଏୟାର ଇଣ୍ଡିଆର ୧୦୦% ଅଂଶଧନ

ନୂଆଦିଲ୍ଲୀ,୨୧-୧୦: ସରକାର ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆର ୧୦୦% ଅଂଶଧନ ବିକ୍ରି ନେଇ ଯୋଜନା ରଖିଛନ୍ତି। ଏଥି ଲାଗି ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ଧାରାରେ ଆସନ୍ତା ମାସରେ ପ୍ରାଥମିକ ବିଡ୍‌ ଆହ୍ବାନ କରାଯିବ। କ୍ଷତିରେ ଚାଲୁଥିବା ଏହି ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀରେ…

ଦିଓ୍ବାଲିରେ ହୋମ୍‌ ଟାଉନର ଆକର୍ଷଣୀୟ ଅଫର

ଭୁବନେଶ୍ୱର,୨୦-୧୦(ବ୍ୟୁରୋ): ଫ୍ୟୁଚର ଗ୍ରୁପର ହୋମ୍‌ ସେଗ୍‌ମେଣ୍ଟ ଲାଇଫ ଷ୍ଟାଇଲ ଷ୍ଟୋର ‘ହୋମ୍‌ ଟାଉନ’ ପକ୍ଷରୁ ଦିଓ୍ବାଲି ପାଇଁ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି। ସ୍ଥାନୀୟ ସତ୍ୟନଗର ସ୍ଥିତ ଷ୍ଟୋରରେ ଏହି ଅଫର ଚଳିତ ମାସ ୩୧ ଯାଏ ଉପଲବ୍ଧ ହେବ। ୩୨,୦୦୦…

କର୍ପୋରେଟ ଟିକସ ହ୍ରାସକୁ ଆଇଏମ୍‌ଏଫ୍‌ର ସମର୍ଥନ

ଓ୍ବାଶିଂଟନ,୨୦-୧୦: ଘରୋଇ ବଜାର ଲାଗି କର୍ପୋରେଟ ଟିକସ ହ୍ରାସ ଦିଗରେ ଭାରତ ସରକାର ନିକଟରେ ନେଇଥିବା ନିଷ୍ପତ୍ତିକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଶୁକ୍ରବାର ସମର୍ଥନ ଜଣାଇଛି। ନିବେଶ ବଢାଇବା ଦିଗରେ ଏହା ସହାୟତା କରିବ ବୋଲି ଉକ୍ତ ଅନ୍ତର୍ଜାତୀୟ ଏଜେନ୍ସି…

ପୁଞ୍ଜି ପ୍ରବାହକୁ ପ୍ରଭାବିତ କରିବ ବାଣିଜ୍ୟ ଯୁଦ୍ଧ

ନୂଆଦିଲ୍ଲୀ,୨୦-୧୦: ବିଭିନ୍ନ ଦେଶ ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧ ଏବଂ ସଂରକ୍ଷଣବାଦ ବିଶ୍ୱ ସ୍ତରରେ ଅନିଶ୍ଚିତତା ସୃଷ୍ଟି କରୁଛି। ଏହା ଦ୍ୱାରା ସାମଗ୍ରୀ ପୁଞ୍ଜି ଏବଂ ସେବା କ୍ଷେତ୍ରରେ ଅର୍ଥର ପ୍ରବାହ ପ୍ରଭାବିତ ହେଉଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି।…

ଚାହିଦା, ଅଭିବୃଦ୍ଧି ଲାଗି ସରକାର ନେବେ ଅଧିକ ପଦକ୍ଷେପ

ନୂଆଦିଲ୍ଲୀ,୨୦ -୧୦: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି। ଚାହିଦା ପ୍ରଭାବିତ ସ୍ଥିତିରେ ରହିଛି। ଏହାକୁ ବଢାଇବା ଦିଗରେ ସରକାର ଅଧିକ ପଦକ୍ଷେପ ନେବେ। ଏ ନେଇ ଯୋଜନା ରହିଥିବା ସରକାରଙ୍କ ମୁଖ୍ୟ…

ଗ୍ରାମାଞ୍ଚଳ ଏଫ୍‌ଏମ୍‌ସିଜି ଅଭିବୃଦ୍ଧି ୫%କୁ ହ୍ରାସ

ନୂଆଦିଲ୍ଲୀ,୧୯-୧୦: ଚଳିତ ଆର୍ଥତ୍କ ବର୍ଷ ତୃତୀୟ ତ୍ରୈମାସରେ ଦେଶର ଗ୍ରାମାଞ୍ଚଳରେ ଫାଷ୍ଟ ମୁଭିଂ କଞ୍ଜ୍ୟୁମର ଗୁଡ୍‌ସ (ଏଫ୍‌ଏମ୍‌ସିଜି) ଅଭିବୃଦ୍ଧି ୫%କୁ ହ୍ରାସ ଘଟିଛି। ସହରାଞ୍ଚଳ ଅଭିବୃଦ୍ଧି ତୁଳନାରେ ପ୍ରଥମଥର ଗ୍ରାମାଞ୍ଚଳରେ ଅଭିବୃଦ୍ଧି କମିଛି। ଗତ ୭ ବର୍ଷରେ ପ୍ରଥମଥର ଲାଗି ଏଭଳି…

ଭାରତ-ୟୁଏସ୍‌ ବାଣିଜ୍ୟ ଚୁକ୍ତି ନେଇ ଆଶାବାଦୀ:ସୀତାରାମନ

ନୂଆଦିଲ୍ଲୀ,୧୯-୧୦: ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌) ମଧ୍ୟରେ ରହିଥିବା ବାଣିଜି୍ୟକ ମତଭେଦ କମ୍‌ ହୋଇଛି। ଶୀଘ୍ର ଦୁଇ ଦେଶ ବାଣିଜ୍ୟ ଚୁକ୍ତିରେ ସାମିଲ ହେବା ନେଇ ଆଶାବାଦୀ ରହିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶୁକ୍ରବାର କହିଛନ୍ତି। ଆମେରିକା ଗସ୍ତରେ ଥିବା…

ପାସେଞ୍ଜର ଯାନ ବିକ୍ରି ୨୦% କମିଲା

ନୂଆଦିଲ୍ଲୀ,୧୯-୧୦: ଚଳିତ ବର୍ଷ ସେପ୍ଟେମ୍ବରରେ ଦେଶ ମଧ୍ୟରେ ପାସେଞ୍ଜର ଯାନ ବିକ୍ରି ୨୦% ହ୍ରାସ ଘଟିଛି। ଏହି ସମୟରେ ଯାନ ବିକ୍ରି ୨୦.୧% ହ୍ରାସ ଘଟି ୧,୫୭,୯୭୨ ୟୁନିଟ ରହିଛି। ଅଟୋ ନିର୍ମାତାମାନେ ଗ୍ରାହକଙ୍କୁ ଚଳିତ ବର୍ଷ ଆକର୍ଷଣୀୟ ଅଫର ପ୍ରଦାନ…

ମାନ୍ଦାବସ୍ଥାରୁ ଘର ବିକ୍ରି ୨୫% କମିଲା

ନୂଆଦିଲ୍ଲୀ,୧୮-୧୦: ମାନ୍ଦାବସ୍ଥା ପ୍ରଭାବରୁ ଦେଶର ୯ ପ୍ରମୁଖ ସହରରେ ଘର ବିକ୍ରି ୨୫% ହ୍ରାସ ଘଟିଛି। ଚଳିତ ଆର୍ଥତ୍କ ବର୍ଷ ଜୁଲାଇ-ସେପ୍ଟେମ୍ବର ସମୟରେ ଏହା ୬୫,୭୯୯ ୟୁନିଟ ରହିଛି। ଗତ ବର୍ଷ ସମାନ ସମୟରେ ଏହି ସହରଗୁଡିକରେ ୮୮, ୦୭୮ ୟୁନିଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?