ବାଣିଜ୍ୟ

ରାମ୍‌କୋ ସିମେଣ୍ଟର ଡିଲର ସମ୍ମିଳନୀ

ଭୁବନେଶ୍ୱର,୮-୧୧(ବ୍ୟୁରୋ):ରାମ୍‌କୋ ସିମେଣ୍ଟ ଲିମିଟେଡ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଡିଲର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରାୟ ୯୦୦ ଡିଲର ଯୋଗ ଦେଇଥିଲେ। ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି କମ୍ପାନୀ ନୂଆ କରି ଆଣିଥିବା ସୁପରଷ୍ଟିଲ ସିମେଣ୍ଟ ଏହି ଅବସରରେ ଉନ୍ମୋଚନ…

ଆଇଆଇଟି ନିଯୁକ୍ତି ଉପରେ ମାନ୍ଦାବସ୍ଥା ପ୍ରଭାବ

ମୁମ୍ବାଇ,୮-୧୧: ମାନ୍ଦାବସ୍ଥାର ପ୍ରଭାବ ଚଳିତ ବର୍ଷ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି) ଛାତ୍ରୀଛାତ୍ରଙ୍କ ନିଯୁକ୍ତି ଉପରେ ପଡିଥିବା ଦେଖାଯାଇଛି। ଡିସେମ୍ବରରୁ ଦେଶର ବିଭିନ୍ନ ଆଇଆଇଟିରେ ସାଧାରଣତଃ ନିଯୁକ୍ତି ସିଜନ୍‌ ଚାଲିଥାଏ। ହେଲେ ଚଳିତ ବର୍ଷ ପ୍ରମୁଖ ଫାର୍ମଗୁଡିକ ପୂର୍ବବର୍ଷଗୁଡିକ ଭଳି ଛାତ୍ରୀଛାତ୍ରଙ୍କୁ…

ପିଆଜ ଦର,ଉପଲବ୍ଧତା ସମୀକ୍ଷା କଲେ ପାଶ୍ୱାନ

ନୂଆଦିଲ୍ଲୀ,୭-୧୧: ଦେଶର ପିଆଜ ଦର ବୃଦ୍ଧି ଏବଂ ଉପଲବ୍ଧତା ସମ୍ପର୍କରେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶ୍ୱାନ ବୁଧବାର ସମୀକ୍ଷା କରିଛନ୍ତି। ବର୍ଷା କାରଣରୁ ପିଆଜ ଉତ୍ପାଦନ ଏବଂ ଯୋଗାଣ ଉପରେ ପ୍ରଭାବ ପଡିଛି। ଏହି ଅବସରରେ ପାଶ୍ୱାନ…

ଖଦିର ସ୍ବତନ୍ତ୍ର ବର୍ଗୀକରଣକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୭-୧୧: ବିଭିନ୍ନ ଉତ୍ପାଦର ରପ୍ତାନି ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ସ୍ବତନ୍ତ୍ର ବର୍ଗୀକରଣ ତାଲିକାରେ ଖଦି ସ୍ଥାନ ପାଇଛି। ଚଳିତ ମାସ ୪ ତାରିଖରେ ପ୍ରକାଶ ପାଇଥିବା ଏଚ୍‌ଏସ୍‌ କୋଡ୍‌ ମାନ୍ୟତାପ୍ରାପ୍ତ ଉତ୍ପାଦ ତାଲିକାରେ ଖଦି ସ୍ଥାନିତ ହୋଇଛି। ଫଳରେ…

ନୀରବ ମୋଦିଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୭-୧୧: ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ଜାମିନ ଆବେଦନକୁ ଲଣ୍ଡନର କୋର୍ଟ ପୁଣିଥରେ ଅଗ୍ରାହ୍ୟ କରି ଦେଇଛନ୍ତି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ପ୍ରାୟ ୧୪୦୦୦ କୋଟି ଟଙ୍କାର ଋଣ ଠକେଇରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନୀରବଙ୍କ ଜାମିନ ମାମଲା ଉପରେ…

ତନିଷ୍କ ପକ୍ଷରୁ ଓ୍ବେଡିଂ ଅଫର ଘୋଷଣା

ଭୁବନେଶ୍ୱର,୭-୧୧(ବ୍ୟୁରୋ): ପ୍ରମୁଖ ଜୁଏଲେରୀ ବ୍ରାଣ୍ଡ ତନିଷ୍କ ପକ୍ଷରୁ ଓ୍ବେଡିଂ ଅଫର ଘୋଷଣା କରାଯାଇଛି। ବିବାହ ସମୟରେ ଗହଣା କ୍ରୟକୁ ଅଧିକ ଆକର୍ଷଣୀୟ କରିବା ଦିଗରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ ତନିଷ୍କ ଶୋ’ରୁମଠାରେ…

ରିୟଲ ଇଷ୍ଟେଟ କ୍ଷେତ୍ର ଲାଗି ୨୫ ହଜାର କୋଟିର ପ୍ୟାକେଜ୍‌

ନୂଆଦିଲ୍ଲୀ,୭-୧୧: ଦେଶ ମଧ୍ୟରେ ଅସମ୍ପୂର୍ଣ୍ଣ ହୋଇ ପଡି ରହିଥିବା ପ୍ରାୟ ୧୬୦୦ ରିୟଲ ଇଷ୍ଟେଟ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଲାଗି ସରକାର ପୁଞ୍ଜି ଯୋଗାଣ ସମ୍ପର୍କରେ ଘୋଷଣା କରିଛନ୍ତି। ଏନେଇ ୨୫ ହଜାର କୋଟି ଟଙ୍କାର ଏକ ବେଲ୍‌ ଆଉଟ୍‌…

ଭିଆର୍‌ଏସ୍‌ ସ୍କିମ୍‌ ଆଣିଲା ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୭-୧୧: ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ଏହାର କର୍ମଚାରୀଙ୍କ ଲାଗି ସ୍ବେଚ୍ଛାକୃତ ଅବସର ଯୋଜନା ( ଭିଆର୍‌ଏସ୍‌)ର ଆରମ୍ଭ କରିଛି। କ୍ଷତିରେ ଚାଲୁଥିବା ଏହି କମ୍ପାନୀର ପୁନରୁଦ୍ଧାର ଯୋଜନାକୁ ସରକାର ନିକଟରେ ମଞ୍ଜୁରୀ ପ୍ରଦାନ କରିଥିଲେ। ଏହି ପଦକ୍ଷେପ ଅନ୍ତର୍ଗତ ଉକ୍ତ…

ସର୍ଭିସ ସେକ୍ଟରରେ ମନ୍ଥର ଅବସ୍ଥା ଜାରି

ନୂଆଦିଲ୍ଲୀ,୬-୧୧: ଲଗାତାର ଦ୍ୱିତୀୟ ମାସ ଲାଗି ଦେଶର ସର୍ଭିସ ସେକ୍ଟରରେ ମନ୍ଥର ଅବସ୍ଥା ଲାଗି ରହିଛି। ଏହି ସମୟରେ ଦେଶର ସେବା କ୍ଷେତ୍ର କାର୍ଯ୍ୟକଳାପ ହ୍ରାସ ହୋଇ ୪୯.୨% ସ୍ତରରେ ରହିଛି। ୨୦୧୭-୧୮ ଆର୍ଥତ୍କ ବର୍ଷରେ ଏଭଳି ଲଗାତାର ଭାବେ ଦୁଇଟି…

ଜିଡିପିର ନୂଆ ବେସ୍‌ ଇୟର ନିଷ୍ପତ୍ତି ଶୀଘ୍ର

ନୂଆଦିଲ୍ଲୀ,୬-୧୧: ମୋଟ ଘରୋଇ ଉତ୍ପାଦ(ଜିଡିପି)ର ନୂଆ ବେସ୍‌ ଇୟର ନେଇ ସରକାର ଆଉ କିଛି ମାସ ମଧ୍ୟରେ ନିଷ୍ପତ୍ତି ନେବେ। ବର୍ତ୍ତମାନ ଜିଡିପି ଲାଗି ବେସ୍‌ ଇୟର ଭାବେ ୨୦୧୧-୧୨କୁ ବିଚାର କରାଯାଉଛି। ନୂଆ ବେସ୍‌ ଇୟର ଭାବେ ୨୦୧୭-୨୮କୁ ସରକାର…

୧୦ ହଜାର କର୍ମଚାରୀ ଛଟେଇ କରିବ ଇନ୍‌ଫୋସିସ୍‌

ନୂଆଦିଲ୍ଲୀ,୬-୧୧: ଦେଶରେ ମାନ୍ଦାବସ୍ଥା ଚାଲିଥିବା ବେଳେ କଗ୍‌ନିଜାଣ୍ଟ ପରେ ପ୍ରମୁଖ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ରେ କର୍ମଚାରୀ ଛଟେଇ ନେଇ ମଙ୍ଗଳବାର ଜଣାପଡିଛି। କମ୍ପାନୀ ଏହାର ମଧ୍ୟମ ଏବଂ ବରିଷ୍ଠ ସ୍ତରର ପ୍ରାୟ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବା ନେଇ ଏକ…

ରିୟଲ ଇଷ୍ଟେଟ କ୍ଷେତ୍ର ପାଇଁ ଆସିବ ପ୍ୟାକେଜ

ନୂଆଦିଲ୍ଲୀ,୬-୧୧: ରିୟଲ ଇଷ୍ଟେଟ କ୍ଷେତ୍ର ଲାଗି ସରକାର ନୂଆ ପ୍ୟାଜେକ ଘୋଷଣା କରିବେ। ଏହି କ୍ଷେତ୍ର ସାମ୍ନାରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଲାଗି ସରକାର ଏବଂ ରିଜର୍ଭ ବ୍ୟାଙ୍କ ମିଳିତ ହୋଇ କାର୍ଯ୍ୟ କରୁଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?