ସୁନା ଆମଦାନୀ ୩୫.୫% ବୃଦ୍ଧି
ନୂଆଦିଲ୍ଲୀ,୧୩-୮: ଦେଶର ସୁନା ଆମଦାନୀ ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଜୁନ୍ ତ୍ରୈମାସରେ ୩୫.୫% ବୃଦ୍ଧି ପାଇ ୧୧.୪୫ ବିଲିୟନ ଡଲାର(ପ୍ରାୟ ୮୦ ହଜାର କୋଟି ଟଙ୍କା)ରେ ପହଞ୍ଚତ୍ୟାଇଛି। ୨୦୧୮-୧୯ର ଏହି ଅବଧିରେ ୮.୪୫ ବିଲିୟନ ଡଲାର(ପ୍ରାୟ ୫୯ ହଜାର କୋଟି…
ଜୁଲାଇରେ ଆଧାର ଆଧାରିତ ନେଣଦେଣ ୨୨ କୋଟି ଟପିଲା
ନୂଆଦିଲ୍ଲୀ,୧୩-୮: ଜୁଲାଇରେ ଆଧାର ଆଧାରିତ ପେମେଣ୍ଟ ପ୍ରଣାଳିରେ ନେଣଦେଣ ୨୨ କୋଟି ଟପିଛିି। ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ୍ ଇଣ୍ଡିଆ(ଏନ୍ପିସିଆଇ) ସୋମବାର କହିଛି ଯେ, ଆଧାର ଆଧାରିତ ପେମେଣ୍ଟ ବ୍ୟବସ୍ଥା ଦେଶରେ ଆର୍ଥିକ ଏକୀକରଣ କାର୍ଯ୍ୟକ୍ରମକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା…
ଜେଟ୍ ଏୟାରଓ୍ବେଜକୁ କିଣିବା ନେଇ ଅନିଲ ଅଗ୍ରଓ୍ବାଲଙ୍କ ପଛଘୁଞ୍ଚା
ନୂଆଦିଲ୍ଲୀ,୧୩-୮: ଖଣି ଖନନରେ କ୍ଷେତ୍ରରେ ଶୀର୍ଷ କମ୍ପାନୀ ବେଦାନ୍ତ ରିସୋର୍ସେଜ ମୁଖ୍ୟ ଅନିଲ ଅଗ୍ରଓ୍ବାଲ ଜେଟ୍ ଏୟାରଓ୍ବେଜ୍ରେ ନିବେଶ କରିବେ ନାହିଁ ବୋଲି କହି ନିଜ ନିଷ୍ପତ୍ତିରୁ ପଛଘୁଞ୍ଚା ଦେଇଛନ୍ତି। ସେ କହିଛନ୍ତି ଯେ, ଜେଟ୍କୁ କିଣିବା ଲାଗି ତାଙ୍କର କୌଣସି…
ବ୍ୟାଙ୍କଗୁଡିକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ;ଗ୍ରାହକଙ୍କୁ ରେପୋ ରେଟ୍ ହ୍ରାସର ଫାଇଦା ଦିଅ
ନୂଆଦିଲ୍ଲୀ,୧୩-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) କ୍ରମାଗତ ଚତୁର୍ଥ ଥର ରେପୋ ରେଟ୍ ହ୍ରାସ କରିଛନ୍ତି। ଅଥଚ ବ୍ୟାଙ୍କଗୁଡ଼ିକ ଏହାର ସମ୍ପୂର୍ଣ୍ଣ ଫାଇଦା ଗ୍ରାହକଙ୍କୁ ଦେଉନାହାନ୍ତି। ଏହାକୁ ନେଇ କ୍ଷୁବ୍ଧ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟାଙ୍କଗୁଡ଼ିକୁ ରେପୋ ରେଟ୍ ହ୍ରାସର ଫାଇଦା ଗ୍ରାହକଙ୍କୁ…
ରିଲାଏନ୍ସର ୨୦% ଅଂଶଧନ କିଣିବ ଆରାମ୍କୋ
ସଉଦି ଆରବର ସର୍ବବୃହତ ତୈଳ କମ୍ପାନୀ ସଉଦି ଆରାମ୍କୋ ରିଲାଏନ୍ସର ଅଏଲ ଟୁ କେମିକାଲ ବ୍ୟବସାୟରେ ୨୦ ପ୍ରତିଶତ ଅଂଶଧନ କିଣିବ। ଏଥିଲାଗି ସଉଦି କମ୍ପାନୀ ୭୫୦୦ କୋଟି ଡଲାର(୫,୩୨,୪୬୬ କୋଟି ଟଙ୍କା) ନିବେଶ କରିବ। ମୁକେଶ ଅମ୍ବାନୀ କହିଛନ୍ତି ଯେ,…
ଜିଓ ସହ ହାତ ମିଳାଇଲା ମାଇକ୍ରୋସଫ୍ଟ
ରିଲାଏନ୍ସ ଜିଓ ଇନ୍ଫୋକମ୍ ଲିମିଟେଡ ସହ ମାଇକ୍ରୋସଫ୍ଟ ହାତମିଳାଇଛି। ଏଥିଯୋଗୁ ଦେଶକୁ ଡିଜିଟାଲ ଟ୍ରାନ୍ସଫର୍ମେଶନ ଆଡକୁ ନେଇଯିବା ଦ୍ରୁତ ହେବ। ଆର୍ଆଇଏଲ୍ର ଏଜିଏମ୍ରେ ମୁକେଶ କହିଛନ୍ତି ଯେ, ମାଇକ୍ରୋସଫ୍ଟ ସହିତ ପାର୍ଟନରସିପ୍ କରି ଜିଓ ଷ୍ଟାର୍ଟଅପ୍ କମ୍ପାନୀଙ୍କୁ ମାଗଣାରେ କନେକ୍ଟିଭିଟି ଏବଂ…
ରିଲାଏନ୍ସ ପେଟ୍ରୋ ରିଟେଲରେ ନିବେଶ କରିବ ବିପି
ବ୍ରିଟେନର ମଲ୍ଟିନ୍ୟାଶନାଲ ତୈଳ ଓ ବାଷ୍ପ କମ୍ପାନୀ ବିପି ରିଲାଏନ୍ସର ପେଟ୍ରୋ ରିଟେଳ ନେଟ୍ଓ୍ବର୍କର ୪୯ ପ୍ରତିଶତ ଅଂଶଧନ କିଣିବ। ଏଥିଲାଗି ବିପି ୭ ହଜାର କୋଟି ଟଙ୍କା ଦେବ। ଆର୍ଆଇଏଲ୍ର ବାର୍ଷିକ ବୈଠକରେ ମୁକେଶ ଏହା ଘୋଷଣା କରିଛନ୍ତି। ଦେଶରେ…
ସେପ୍ଟେମ୍ବର ୫ରୁ ଜିଓ ଗିଗାଫାଇବର ସେବା;ମାଗଣାରେ ମିଳିବ ଏଚ୍ଡି ଟିଭି, ସେଟ୍ଟପ୍ ବକ୍ସ
ମୁମ୍ବାଇ,୧୩-୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍ଆଇଏଲ୍) ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସୋମବାର କମ୍ପାନୀର ୪୨ତମ ବାର୍ଷିକ ସାଧାରଣ ବୈଠକ(ଏଜିଏମ୍)ରେ ବ୍ରଡ୍ବ୍ୟାଣ୍ଡ ସେବା ଜିଓ ଗିଗା ଫାଇବର ଆରମ୍ଭ କରାଯିବା ନେଇ ଘୋଷଣା କରିଛନ୍ତି। ଜିଓ ଶୁଭାରମ୍ଭ ହେବାର ୩ ବର୍ଷ ପୂର୍ତ୍ତି ଅବସରରେ…
ସୋସିଆଲ ମିଡିଆ ଯୋଗୁ ଡାକଟିକେଟ ବିକ୍ରି ହ୍ରାସ
ନୂଆଦିଲ୍ଲୀ,୧୨-୮: ଏକଦା ଭାବର ଆଦାନପ୍ରଦାନ ଏବଂ କୁଶଳତା ଜାଣିବାର ମୁଖ୍ୟ ମାଧ୍ୟମ ଥିଲା ଚିଠି। କିନ୍ତୁ ଏକବିଂଶ ଶତାବ୍ଦୀରେ ପ୍ରଯୁକ୍ତିର ବିକାଶ ସାଧନ ହେବା କାରଣରୁ ଚିଠି ପଠାଇବାର ଚଳନ କମିବାରେ ଲାଗିଲା। ଏବେ ହ୍ବାଟ୍ସଆପ୍, ଫେସ୍ବୁକ୍ ଓ ଇନଷ୍ଟାଗ୍ରାମ ଭଳି…
ରିଏଲ ଇଷ୍ଟେଟ-ଗୃହକ୍ରେତା ପ୍ରତିନିଧିଙ୍କୁ ଭେଟିଲେ ସୀତାରାମନ୍
ନୂଆଦିଲ୍ଲୀ,୧୨-୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ରବିବାର ରିଏଲ ଇଷ୍ଟେଟ ଏବଂ ଘର କ୍ରେତା ପ୍ରତିନିଧିଙ୍କୁ ଭେଟିଛନ୍ତି। ଏହି ବୈଠକରେ ନଗଦ ସଙ୍କଟ, ଚାହିଦା ହ୍ରାସ ଏବଂ ରୋକି ହୋଇଥିବା ପ୍ରକଳ୍ପକୁ ନେଇ ଚିନ୍ତାବ୍ୟକ୍ତ କରାଯାଇଛି। ରିଏଲ ଇଷ୍ଟେଟରେ ଦେଖାଦେଇଥିବା ଅସୁବିଧାକୁ…
ବିକାଶ ବୃଦ୍ଧିରେ ବାଧା ହଟିବ: ଖୁବ୍ଶୀଘ୍ର ଘୋଷଣା
ନୂଆଦିଲ୍ଲୀ,୧୨-୮: କେନ୍ଦ୍ର ସରକାର ବିକାଶ ଅଭିବୃଦ୍ଧି ଲାଗି ବିଭିନ୍ନ ଉପାୟ ଚିନ୍ତା କରୁଛନ୍ତି। ଆର୍ଥିକ ବିକାଶ ଆଗେଇବାରେ ଥିବା ସମସ୍ତ ବାଧାକୁ ଚିହ୍ନଟ କରି ଦୂର କରିବା ଲାଗି ଯୋଜନା ପ୍ରସ୍ତୁତ ହେଉଛି। ଏଥିଲାଗି ମାନୁଫାକ୍ଚରିଂ ସେକ୍ଟରକୁ ପାଣ୍ଠି ଯୋଗାଣ ସୁନିଶ୍ଚିତ…
୩ହଜାର କୋଟି ବକେୟା ଆଦାୟ କରିବ ବିଏସ୍ଏନ୍ଏଲ୍
ନୂଆଦିଲ୍ଲୀ,୧୨-୮: ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍ଏନ୍ଏଲ୍) ବକେୟା ପ୍ରାୟ ୩ ହଜାର କୋଟି ଟଙ୍କା ଆଦାୟ କରିବାକୁ ଅଣ୍ଟାଭିଡିଛି। ଆର୍ଥିକ ସଙ୍କଟ କାରଣରୁ କମ୍ପାନୀ ଦ୍ୱିତୀୟଥର କର୍ମଚାରୀଙ୍କୁ ଠିକ୍ ସମୟରେ ଦରମା…
Archives


