ବାଣିଜ୍ୟ

ଭାରତ ମସଲା ପକ୍ଷରୁ ବିଶ୍ୱ ମଧୁମେହ ଦିବସ

ଭୁବନେଶ୍ୱର,୧୬-୧୧: ଭାରତ ମସଲା ଏବଂ ଓ୍ବେଲ୍‌ବିଙ୍ଗ ପ୍ରତିଷ୍ଠାନ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଓ୍ବାକାଥନ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୫୦୦ ଲୋକ ଅଂଶଗ୍ରହଣ କରିଥିଲେ। ବାଲିଯାତ୍ରା ତଳ ପଡିଆରେ ଏକ ଓ୍ବାକିଂ ଟ୍ରାକ ନିର୍ମାଣ…

ଆମ୍ରି ପକ୍ଷରୁ ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ଭୁବନେଶ୍ୱର,୧୬-୧୧(ବ୍ୟୁରୋ): ଆମ୍ରି ହସ୍ପିଟାଲସ୍‌ ଭୁବନେଶ୍ୱର ପକ୍ଷରୁ ସ୍ଥାନୀୟ ଡଟ୍‌ କମ୍‌ ପରିସରରେ ଏକ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୦ରୁ ଉର୍ଦ୍ଧ୍ୱ ସାମ୍ବାଦିକ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। କ୍ୟାମ୍ପରେ ରକ୍ତଚାପ, ରକ୍ତ ସର୍କରା, ଇସିଜି, ଦାନ୍ତ,…

ବିଗ୍‌ ବଜାର ପକ୍ଷରୁ ପ୍ରଥମାଷ୍ଟମୀ ପାଳିତ

ଭୁବନେଶ୍ୱର,୧୬-୧୧(ବ୍ୟୁରୋ): ବିଗ୍‌ ବଜାର ଏବଂ ଏଫ୍‌ବିବି ପକ୍ଷରୁ ପ୍ରଥମାଷ୍ଟମୀ ପାଳିତ ହୋଇଯାଇଛି। ଶିଶୁ ଦିବସ ଅବସରରେ ମୌଳିକ ସୁବିଧାରୁ ବଞ୍ଚିତ ଛୋଟ ଛୋଟ ପିଲାଙ୍କ ମୁହଁରେ ଖୁସି ଆଣିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବିଗ୍‌ ବଜାର ପକ୍ଷରୁ ସୂଚନା…

ୟୁକୋ ବ୍ୟାଙ୍କର ନୂତନ ଆଞ୍ଚଳିକ ମୁଖ୍ୟ

ଭୁବନେଶ୍ୱର,୧୬-୧୧: ୟୁକୋ ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ନୂତନ ଆଞ୍ଚଳିକ ମୁଖ୍ୟ ଭାବେ ମହାପ୍ରବନ୍ଧକ ସଞ୍ଜୟ କୁମାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ସହିତ ସେ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟିର ଆବାହକ ଭାବେ କାର୍ଯ୍ୟ କରିବେ। ଏହା ପୂର୍ବରୁ ସେ…

ବ୍ୟାଙ୍କ ଜମାର ବୀମା ସୁରକ୍ଷା ବଢିପାରେ

ନୂଆଦିଲ୍ଲୀ,୧୬-୧୧: ବ୍ୟାଙ୍କ ଜମା ଉପରେ ବର୍ତ୍ତମାନ ୧ ଲକ୍ଷ ଟଙ୍କାର ବୀମା ସୁରକ୍ଷା ରହିଥିବା ବେଳେ ଏହାକୁ ବଢାଇବାକୁ ସରକାର ଯୋଜନା କରୁଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶୁକ୍ରବାର କହିଛନ୍ତି। ସେହିଭଳି ବହୁରାଜ୍ୟରେ କାର୍ଯ୍ୟ କରୁଥିବା ସମବାୟ ସଂସ୍ଥାଗୁଡିକୁ ନିୟନ୍ତ୍ରିତ କରିବାକୁ…

ଜାରି ହେବନି ଉପଭୋକ୍ତା ଖର୍ଚ୍ଚ ସର୍ଭେ

ନୂଆଦିଲ୍ଲୀ,୧୬-୧୧: ଦେଶ ମଧ୍ୟରେ କଞ୍ଜ୍ୟୁମର ସ୍ପେଣ୍ଡିଂ (ଉପଭୋକ୍ତା ଖର୍ଚ୍ଚ) ସର୍ବନିମ୍ନ ସ୍ତରକୁ ଖସିଥିବା ଏକ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସରକାର ଶୁକ୍ରବାର ସଂଧ୍ୟାରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ରିପୋର୍ଟ ତଥ୍ୟର ଗୁଣବତ୍ତା ଠିକ୍‌ ନ ଥିବା କାରଣରୁ…

ଡ୍ୟୁକ ପକ୍ଷରୁ ନୂଆ ଜ୍ୟାକେଟ ସମ୍ଭାର

ଭୁବନେଶ୍ୱର,୧୫-୧୧: ଡ୍ୟୁକ୍‌ ଫ୍ୟାଶନ୍ସ ଲିମିଟେଡ ପକ୍ଷରୁ ନୂଆ ଜ୍ୟାକେଟ ଏବଂ ସ୍ବେଟର ସମ୍ଭାର ବଜାର ପ୍ରବେଶ କରାଯାଇଛି। ଏଥିରେ ଗ୍ରାହକମାନେ ଷ୍ଟାଇଲ, ଡିଜାଇନ, କଲର, ଫ୍ୟାବ୍ରିକ ଏବଂ ଟ୍ରେଣ୍ଡ ଭଳି ବୈଶିଷ୍ଟ୍ୟ ଲାଭ କରିପାରିବେ। ୟୁରୋପର ବିଭିନ୍ନ ସହରରୁ ଅନୁପ୍ରାଣୀତ ହୋଇ…

ହୋଣ୍ଡାର ନୂଆ ବିଏସ୍‌-୬ ଟୁହ୍ବିଲର୍ସ ଏସ୍‌ପି ୧୨୫

ଭୁବନେଶ୍ୱର,୧୫-୧୧: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ନୂଆ ବିଏସ୍‌ -୬ ମୋଟର ସାଇକେଲ ଏସ୍‌ପି ୧୨୫ ବଜାରକୁ ଆସିଛି। ଏହାକୁ କମ୍ପାନୀ ଆକର୍ଷଣୀୟ କରି ପ୍ରସ୍ତୁତ କରିଛି। ଏହା ଡ୍ରମ ଏବଂ ଡିସ୍କ ଆଦି ୨ଟି…

ସାଢେ ୩ ବର୍ଷର ନିମ୍ନ ସ୍ତରରେ ପାଇକାରୀ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୫-୧୧: ଘରୋଇ ବଜାରର ପାଇକାରୀ ମୁଦ୍ରାସ୍ଫୀତି ଚଳିତ ବର୍ଷ ଅକ୍ଟୋବରରେ ସାଢେ ୩ ବର୍ଷର ସର୍ବନିମ୍ନ ସ୍ତର ୦.୧୬% କୁ ଖସିଛି। ଖାଦ୍ୟ ସାମଗ୍ରୀ ଦରଦାମ ଏହି ସମୟରେ ଉଚ୍ଚରେ ରହିଥିଲେ ମଧ୍ୟ ମାନୁଫାକ୍‌ଚରିଂ ଗୁଡ୍‌ସ ମୂଲ୍ୟ ହ୍ରାସ ହେବା ଯୋଗୁ…

୩ ମାସରେ ଏଜିଆର୍‌ ଆଦାୟ ଲାଗି ସରକାରଙ୍କ ଲକ୍ଷ୍ୟ

ନୂଆଦିଲ୍ଲୀ,୧୫-୧୧: ଦେଶର ଟେଲିକମ୍‌ କମ୍ପାନୀଙ୍କଠାରୁ ୩ ମାସ ମଧ୍ୟରେ ଆଡଜଷ୍ଟେଟେଡ ଗ୍ରସ୍‌ ରେଭେନ୍ୟୁ (ଏଜିଆର୍‌) ଦେୟ ବାବଦ ଅର୍ଥ ଆଦାୟ ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଦେୟକୁ କମ୍ପାନୀଗୁଡିକ ୩ ମାସରେ ପ୍ରଦାନ କରନ୍ତୁ ବୋଲି ସରକାର ଚାହୁଁଛନ୍ତି। ଟେଲିକମ୍‌…

ଜିଏସ୍‌ଟି ବାର୍ଷିକ ରିଟର୍ନ ପଇଠ ଅବଧି ବଢିଲା

ନୂଆଦିଲ୍ଲୀ,୧୫-୧୧: କେନ୍ଦ୍ର ସରକାର ଗୁରୁବାର ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି)ର ବାର୍ଷିକ ରିଟର୍ନ ଓ ରିକନସିଲେଶନ ଷ୍ଟେଟମେଣ୍ଟ ଫାଇଲ କରିବାର ଅବଧିକୁ ବଢାଇଛନ୍ତି। ୨୦୧୭-୧୮ ବର୍ଷ ଲାଗି ରିଟର୍ନ ଅବଧି ଡିସେମ୍ବର ୩୧କୁ ବଢିଥିବା ବେଳେ ୨୦୧୮-୧୯ ବର୍ଷ ଲାଗି ଏହାକୁ…

ଅଭିବୃଦ୍ଧି ପୂର୍ବାନୁମାନ ୫.୬%କୁ ଖସାଇଲା ମୁଡିସ୍‌

ନୂଆଦିଲ୍ଲୀ,୧୫-୧୧: ୨୦୧୯ ଲାଗି ଭାରତର ଅଭିବୃଦ୍ଧି ଆକଳନକୁ ମୁଡିସ୍‌ ଇନଭେଷ୍ଟର୍ସ ସର୍ଭିସ ବୁଧବାର ୫.୬%କୁ ଖସାଇ ଦେଇଛି। ଦେଶର ଅର୍ଥ ବ୍ୟବସ୍ଥାରେ ଆସିଥିବା ଚାହିଦା ହ୍ରାସକୁ ଦୂର କରିବା ଦିଗରେ ଭାରତ ସରକାର ଗ୍ରହଣ କରିଥିବା ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?