ସୁନା ଆମଦାନୀ ୩୫.୫% ବୃଦ୍ଧି

ନୂଆଦିଲ୍ଲୀ,୧୩-୮: ଦେଶର ସୁନା ଆମଦାନୀ ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଜୁନ୍‌ ତ୍ରୈମାସରେ ୩୫.୫% ବୃଦ୍ଧି ପାଇ ୧୧.୪୫ ବିଲିୟନ ଡଲାର(ପ୍ରାୟ ୮୦ ହଜାର କୋଟି ଟଙ୍କା)ରେ ପହଞ୍ଚତ୍ୟାଇଛି। ୨୦୧୮-୧୯ର ଏହି ଅବଧିରେ ୮.୪୫ ବିଲିୟନ ଡଲାର(ପ୍ରାୟ ୫୯ ହଜାର କୋଟି ଟଙ୍କା)ର ସୁନା ଆମଦାନୀ ହୋଇଥିଲା। ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଜାରି ତଥ୍ୟ ଅନୁଯାୟୀ, ସୁନା ଆମଦାନୀ ବୃଦ୍ଧି ଯୋଗୁ ଦେଶର ବାଣିଜ୍ୟ ନିଅଣ୍ଟ ପରିମାଣ ଉକ୍ତ ଅବଧିରେ ସାମାନ୍ୟ ବଢ଼ି ୪୫.୯୬ ବିଲିୟନ ଡଲାରରେ ପହଞ୍ଚତ୍ୟାଇଛି। ଗତ ଆର୍ଥିକ ବର୍ଷରେ ଏହି ଅବଧିରେ ଏହା ୪୪.୯୪ ବିଲିୟନ ଡଲାର ଥିଲା। ଚଳିତବର୍ଷ ଫେବୃୟାରୀକୁ ଛାଡିଦେଲେ ଅବଶିଷ୍ଟ ମାସଗୁଡ଼ିକରେ ସୁନା ଆମଦାନୀ ଦୁଇ ଅଙ୍କରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri