ବାଣିଜ୍ୟ

ସାମସଙ୍ଗ ଆଣିଲା ନୂଆ ଗାଲାକ୍ସି ନୋଟ ୧୦

ମୁମ୍ବାଇ, ୨୯-୮: ସାମସଙ୍ଗ ପକ୍ଷରୁ ନୂଆ ଗାଲାକ୍ସି ନୋଟ ୧୦ ଏବଂ ୧୦ ପ୍ଲସ ସ୍ମାର୍ଟଫୋନ ବଜାରକୁ ଆସିଛି। ଯୁବବର୍ଗଙ୍କ ଚାହିଦାକୁ ଧ୍ୟାନରେ ରଖି କମ୍ପାନୀ ଏଭଳି ପଦକ୍ଷେପ ଗ୍ରହଣ କରିଛି। ନୂଆ ସ୍ମାର୍ଟଫୋନରେ ଆକର୍ଷଣୀୟ ଡିଜାଇନ, ଶକ୍ତିଶାଳୀ ପରଫରମାନ୍ସ, ଏବଂ…

ଏୟାର ଇଣ୍ଡିଆରେ ଚାକିରି ଲାଗି ଜାଲ୍‌ ବିଜ୍ଞାପନ

ନୂଆଦିଲ୍ଲୀ,୨୯-୮: ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆରେ ଚାକିରି ଲାଗି ଏକ ଜାଲ୍‌ ବିଜ୍ଞାପନ ପ୍ରକାଶ ପାଇବା ନେଇ ହଇଚଇ ସୃଷ୍ଟି ହୋଇଛି। କମ୍ପାନୀରେ ମୋଟ ୧୨୦ ପଦ ଖାଲି ରହିଛି ଏବଂ ଆବେଦନକାରୀଙ୍କୁ ଚାକିରି ପାଇବା ଲାଗି ଆବେଦନ ପତ୍ର…

ଆଇସିଆଇସିଆଇ ବ୍ୟାଙ୍କରେ ରୋବୋ ଗଣିବ ଟଙ୍କା

ନୂଆଦିଲ୍ଲୀ,୨୯-୮: ଘରୋଇ କ୍ଷେତ୍ରର ଅଗ୍ରଣୀ ବ୍ୟାଙ୍କ କୁହାଯାଉଥିବା ଆଇସିଆଇସିଆଇ ବ୍ୟାଙ୍କରେ ଟଙ୍କା ଗଣିବା ପାଇଁ ରୋବୋ ବ୍ୟବହାର କରାଯିବ। ରୋବୋ ବ୍ୟବହାର କରିବାରେ ଏହା ଦେଶର ପ୍ରଥମ ବ୍ୟାଙ୍କ ହେବାକୁ ଯାଉଛି। ସାରା ଦେଶରେ ଥିବା ବ୍ୟାଙ୍କର କରେନ୍ସି ଚେଷ୍ଟରେ ଟଙ୍କା…

ଶସ୍ତା ହେବ ଏସି ଚେୟାରକାର, ଏକଜିକ୍ୟୁଟିଭ୍‌ ଟିକେଟ

ନୂଆଦିଲ୍ଲୀ, ୨୯-୮: ଆସନ୍ତା ମାସରୁ ରେଳ ମନ୍ତ୍ରଣାଳୟ ଭଡାରେ ରିହାତି ଯୋଜନା ଆରମ୍ଭ କରିବ। ଏହା ଦ୍ୱାରା ଏସି ଚେୟାରକାର ଏବଂ ଏକଜିକ୍ୟୁଟିଭ ଟିକେଟ ଶସ୍ତା ହେବ ବୋଲି ଜଣାପଡିଛି। ଶତାଦ୍ଦୀ, ଗତିମାନ, ତେଜସ, ଡବଲ ଡେକର, ଇଣ୍ଟରସିଟି ଭଳି ଟ୍ରେନଗୁଡିକରେ…

ଏଫ୍‌ଡିଆଇ ନୀତି କୋହଳ, ଆଖୁ ଚାଷୀଙ୍କୁ ସହାୟତା

ନୂଆଦିଲ୍ଲୀ,୨୯-୮: ଦେଶରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ(ଏଫ୍‌ଡିଆଇ) ବୃଦ୍ଧି ପାଇଁ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ବୁଧବାର ଏଫ୍‌ଡିଆଇ ନୀତିକୁ କୋହଳ କରିଛନ୍ତି। ସିଙ୍ଗଲ ବ୍ରାଣ୍ଡ ରିଟେଲ କ୍ଷେତ୍ରରେ ଏଫ୍‌ଡିଆଇ ନିୟମ କୋହଳ କରାଯାଇଛି। ସେହିପରି କୋଇଲା ଖଣି…

ଆର୍‌ବିଆଇ ଏପ୍ରିଲ-ମାର୍ଚ୍ଚ ଆର୍ଥିକ ବର୍ଷ ଆପଣାଉ: ଜଲାନ କମିଟି

ମୁମ୍ବାଇ,୨୯-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ନିଜର ଆର୍ଥିକ ବର୍ଷରେ ପରିବର୍ତ୍ତନ ଆଣି ଏପ୍ରିଲରୁ ମାର୍ଚ୍ଚ ବ୍ୟବସ୍ଥା ଆପଣାଉ ବୋଲି ବିମଳ ଜଲାନ କମିଟି ରିପୋର୍ଟରେ ସୁପାରିସ କରାଯାଇଛି। ଏହାଦ୍ୱାରା କେନ୍ଦ୍ର ସରକାରଙ୍କୁ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଆଉ ଅନ୍ତରୀଣ ଲାଭାଂଶ ଦେବାକୁ…

୪୮ ହଜାର ଟପିଲା ରୁପା ଦର

ନୂଆଦିଲ୍ଲୀ,୨୯-୮: ବୁଧବାର ସୁନା ଓ ରୁପା ଦର ଊର୍ଦ୍ଧ୍ୱମୁଖୀ ହୋଇଛି। ସୁନା ଦର ପ୍ରତି ୧୦ ଗ୍ରାମ ୪୦ହଜାର ଟଙ୍କା ନିକଟତର ହୋଇଥିବା ବେଳେ ରୁପା ଦର କେଜି ୪୮ ହଜାର ଟଙ୍କା ଟପିଯାଇଛି। ସୁନା ଦର ପ୍ରତି ୧୦ ଗ୍ରାମ…

ଏଟିଏମ୍‌ ଲାଗି କାନାରା ବ୍ୟାଙ୍କର ଅଭିନବ ଓଟିପି ସୁରକ୍ଷା

ଭୁବନେଶ୍ୱର, ୨୯-୮: ଏଟିଏମ୍‌ ବ୍ୟବହାରକୁ ସୁରକ୍ଷିତ କରିବା ଲାଗି କାନାରା ବ୍ୟାଙ୍କ ପକ୍ଷରୁ ଅଭିନବ ଓ୍ବାନ ଟାଇମ ପାସଓ୍ବାର୍ଡ(ଓଟିପି) ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଣିକି ଏଟିଏମରୁ ଟଙ୍କା ଉଠାଇବାକୁ ଯିବା ବେଳେ ମୋବାଇଲ ସାଥିରେ ନେଇ ଯିବାକୁ ପଡିବ। କାରଣ…

ରେନୋ ଆଣିଲା ନୂଆ ଟ୍ରାଇବର

ଭୁବନେଶ୍ୱର, ୨୮।୮: ରୋନୋ ଇଣ୍ଡିଆ ପକ୍ଷରୁ ବଜାରକୁ ନୂଆ ଟ୍ରାଇବର ମଡେଲର ପ୍ରବେଶ କରିଛି। ଯାନଟିର ବଜାର ଦର ୪.୯୫ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଏଥିରେ ଗ୍ରାହକ ଅନେକ ଆକର୍ଷଣୀୟ ଫିଚର ଲାଭ କରିପାରିବେ। କମ୍ପାନୀ ଏହାକୁ ସୁପର ସ୍ପେଶିୟସ…

ଘରୋଇ ସହାୟକ, ଡ୍ରାଇଭରଙ୍କୁ ମିଳିବ ପିଏଫ୍‌

ନୂଆଦିଲ୍ଲୀ,୨୮-୮: ମୋଦି ସରକାର ଦ୍ୱିତୀୟ କାର୍ଯ୍ୟକାଳରେ ସାମାଜିକ ସୁରକ୍ଷା ଉପରେ ଅଧିକ ଦୃଷ୍ଟିନିବଦ୍ଧ କରିଛନ୍ତି। କର୍ମଚାରୀ ଭବିଷ୍ୟନିଧି ଆଇନରେ ଆବଶ୍ୟକ ସଂଶୋଧନ ଆଣି ଘରୋଇ ସହାୟକ, ଡ୍ରାଇଭର ଭଳି ସେଲ୍ଫ ହେଲ୍ପ ବ୍ୟକ୍ତିମାନଙ୍କୁ ଇପିଏଫ୍‌ରେ ସାମିଲ କରିବାକୁ ସରକାର ଉଦ୍ୟମ ଆରମ୍ଭ…

ବିମାନଠୁ ଅଧା ହେବ ତେଜସ୍‌ ଭଡା

ନୂଆଦିଲ୍ଲୀ,୨୮-୮: ରେଲଓ୍ବେର ସହାୟକ କମ୍ପାନୀ ଆଇଆର୍‌ସିଟିସି ଦ୍ୱାରା ପରିଚାଳିତ ହେବାକୁ ଥିବା ଦୁଇଟି ତେଜସ୍‌ ଏକ୍ସପ୍ରେସ ଟ୍ରେନର ଭଡ଼ା ସେହି ମାର୍ଗରେ ଚାଲୁଥିବା ସମସ୍ତ ବିମାନ ତୁଳନାରେ ୫୦% କମ୍‌ ହେବ ବୋଲି ମଙ୍ଗଳବାର ଏ ସମ୍ପର୍କରେ ସୂଚନା ମିଳିଛି। ରେଲଓ୍ବେର…

ବଦଳିପାରେ ଏଟିଏମ୍‌ରୁ ଟଙ୍କା କାଢ଼ିବା ନିୟମ; ଦୁଇଟି ଉଠାଣ ମଧ୍ୟରେ ୬-୧୨ ଘଣ୍ଟା ସମୟ ଧାର୍ଯ୍ୟ ବିଚାର

ନୂଆଦିଲ୍ଲୀ,୨୮-୮: ଏଟିଏମ୍‌ରୁ ଟଙ୍କା ଉଠାଇବା ଆଜି ସାଧାରଣ ଘଟଣା ହୋଇଗଲାଣି। ତେବେ ଏହା ସାଙ୍ଗକୁ ଏଟିଏମ୍‌ ଠକାମୀ ମଧ୍ୟ ସେହି ଅନୁପାତରେ ବଢ଼ିବାରେ ଲାଗିଛି। ଗ୍ରାହକଙ୍କୁ ଏଥିରୁ ରକ୍ଷା କରିବା ଲାଗି ଦିଲ୍ଲୀ ଷ୍ଟେଟ୍‌ ଲେଭଲ ବ୍ୟାଙ୍କର୍ସ କମିଟି(ଏସ୍‌ଏ୍‌ଲବିସି) କେତେକ ପରାମର୍ଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri