ବାଣିଜ୍ୟ

ରାଜସ୍ବ ହ୍ରାସ ନେଇ ହେବ ମାନସ ମନ୍ଥନ

ନୂଆଦିଲ୍ଲୀ,୧୮|୧୨ – ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ବୁଧବାର ଜିଏସ୍‌ଟି ପରିଷଦ ବୈଠକ ଅନୁଷ୍ଠିତ ହେବ। ଏଠାରେ କେନ୍ଦ୍ର ସରକାରଙ୍କ ରାଜସ୍ବ ହ୍ରାସ, ଟିକସ ଢାଞ୍ଚା ଏବଂ ରାଜ୍ୟଗୁଡିକୁ ଜିଏସ୍‌ଟି କ୍ଷତିପୂରଣ ଭଳି ପ୍ରମୁଖ ପ୍ରସଙ୍ଗଗୁଡିକରେ ମାନସ ମନ୍ଥନ ହେବ। ଏବେ…

ବିତ୍ତୀୟ ପରିଚାଳନାକୁ ନେଇ ସତର୍କ କରାଇଲେ ସୁବାରାଓ

ମୁମ୍ବାଇ,୧୮-୧୨: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ଡି.ସୁବାରାଓ ସରକାରଙ୍କୁ ବିତ୍ତୀୟ ପରିଚାଳନା ନେଇ ସତର୍କ କରାଇଛନ୍ତି। ମଙ୍ଗଳବାର ସେ ସରକାରଙ୍କୁ କହିଛନ୍ତି ଯେ, ବିତ୍ତୀୟ ନିଅଣ୍ଟକୁ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ସୀମିତ ରଖିବାକୁ ସରକାର ନିଶ୍ଚିତ କରନ୍ତୁ। ଠିକ୍‌ ଭାବେ ବିତ୍ତୀୟ…

ମିନିଟ୍‌ ପିଛା ୬ ପଇସା କଲ୍‌ ଦର ଅବଧି ବର୍ଷେ ବଢିଲା

ନୂଆଦିଲ୍ଲୀ,୧୮-୧୨: ଅନ୍ୟ ଟେଲିକମ୍‌ ନେଟ୍‌ଓ୍ବର୍କକୁ ମିନିଟ ପିଛା ୬ ପଇସା କଲ୍‌ ଦର ଅବଧିକୁ ଟେଲିକମ ରେଗୁଲେଟୋରୀ ଅଥରିଟି ଅଫ ଇଣ୍ଡିଆ(ଟ୍ରାଇ) ମଙ୍ଗଳବାର ବର୍ଷେ ବଢାଇଛି। ଅନ୍ୟ ନେଟଓ୍ବର୍କ ମୋବାଇଲ କଲ୍‌ ଲାଗି ଇଣ୍ଟର ୟୁସେଜ ଚାର୍ଜ(ଆଇୟୁସି) ଆସନ୍ତା ବର୍ଷ ଡିସେମ୍ବର…

ଡିଜିଟାଲ ଅର୍ଥ ବ୍ୟବସ୍ଥା,ଷ୍ଟାର୍ଟଅପ୍‌ ପ୍ରତିନିଧିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ

  ନୂଆଦିଲ୍ଲୀ,୧୭-୧୨: ସାଧାରଣ ବଜେଟ ୨୦୨୦-୨୧ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ପ୍ରାକ୍‌ ବଜେଟ ପରାମର୍ଶ ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ ଡିଜିଟାଲ ଅର୍ଥ ବ୍ୟବସ୍ଥା, ଷ୍ଟାର୍ଟଅପ୍‌ ଏବଂ ଫିନଟେକ ପ୍ରତିନିଧିଙ୍କୁ ଭେଟିଛନ୍ତି। ବୈଠକରେ ମୁଖ୍ୟତଃ ଡାଟା…

୩୫ ହଜାର କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ

ନୂଆଦିଲ୍ଲୀ,୧୭-୧୨: କେନ୍ଦ୍ର ସରକାର ସୋମବାର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ୩୫ ହଜାର କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ କରିଛନ୍ତି। ଜିଏସ୍‌ଟି ପରିଷଦ ବୈଠକ ୧୮ରେ ଅନୁଷ୍ଠିତ ହେବାକୁ ଥିବା ପୂବେ ଏହାର ଅବ୍ୟବହିତ ଆଗରୁ ରାଜ୍ୟଗୁଡିକୁ କ୍ଷତିପୂରଣ…

ଏସାର ଷ୍ଟିଲର ଅଧିଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ୍ଣ

ନୂଆଦିଲ୍ଲୀ,୧୭-୧୨: ଏସାର ଷ୍ଟିଲର ଅଧିଗ୍ରହଣ ପ୍ରକ୍ରିୟା ସୋମବାର ସମ୍ପୂର୍ଣ୍ଣ ହୋଇଛି। ୪୨ ହଜାର କୋଟି ଟଙ୍କାର ଏହି ଡିଲ୍‌କୁ ମିଳିତ ଭାବେ ଆର୍ସେଲର ମିତ୍ତଲ ଏବଂ ନିପନ ଷ୍ଟିଲ ଏସାର ଋଣ ପ୍ରଦାନକାରୀଙ୍କ ସହ ସମାଧାନ କରିଛନ୍ତି। ଏହି ଦୁଇ କମ୍ପାନୀ…

ପାଇକାରୀ ମୁଦ୍ରାସ୍ଫୀତି ୦.୫୮%କୁ ବୃଦ୍ଧି

ନୂଆଦିଲ୍ଲୀ,୧୭-୧୨: ନଭେମ୍ବରରେ ପାଇକାରୀ ମୂଲ୍ୟ ଭିତ୍ତିକ ମୁଦ୍ରାସ୍ଫୀତି ୦.୫୮%କୁ ବୃଦ୍ଧି ଘଟିଛି। ଏହା ଅକ୍ଟୋବରରେ ୦.୧୬% ରହିଥିଲା। ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ଯୋଗୁ ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧି ଘଟିଥିବା ଜଣାପଡିଛି। ମାସିକ ପାଇକାରୀ ମୂଲ୍ୟ ସୂଚୀ(ଡବ୍ଳ୍ୟୁପିଆଇ) ୨୦୧୮ ନଭେମ୍ବରରେ ୪.୪୭%…

ଜିଡିପି ପୂର୍ବାନୁମାନ ୪.୯%କୁ ଖସାଇଲା ମୁଡିସ୍‌

ନୂଆଦିଲ୍ଲୀ,୧୭-୧୨:ମୁଡିସ୍‌ ଇନଭେଷ୍ଟର୍ସ ସର୍ଭିସ ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି ଭାରତର ବିକାଶ ପୂର୍ବାନୁମାନକୁ ୪.୯%କୁ ଖସାଇଛି। ଚାହିଦାରେ ହ୍ରାସ ଯୋଗୁ ଅଭିବୃଦ୍ଧି ଖସିବାର ପ୍ରମୁଖ କାରଣ ବୋଲି ଏହା ପ୍ରକାଶ କରିଛି। ସେହିଭଳି ଭାରତରେ ଋଣ ଯୋଗାଣ କ୍ଷେତ୍ରରେ ସମସ୍ୟା ରହିଥିବା…

ବିତ୍ତୀୟ ନିଅଣ୍ଟ ନିୟନ୍ତ୍ରଣ ଉପରେ ଧ୍ୟାନ ଦେଉ ଭାରତ: ଗୀତା ଗୋପୀନାଥ

ନୂଆଦିଲ୍ଲୀ,୧୭-୧୨: ଭାରତ ଏହାର ବିତ୍ତୀୟ ନିଅଣ୍ଟ ନିୟନ୍ତ୍ରଣ ଉପରେ ଧ୍ୟାନ ଦେଉ। ରାଜସ୍ବ ସଂଗ୍ରହ ଉନ୍ନତ ହେବା ନେଇ ଆଶା କରାଯାଉଥିଲେ ମଧ୍ୟ ବିତ୍ତୀୟ ନିଅଣ୍ଟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌)ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା…

ନାଲ୍‌କୋ ଅଧ୍ୟକ୍ଷ ହେଲେ ଶ୍ରୀଧର ପାତ୍ର

ଭୁବନେଶ୍ୱର,୧୭-୧୨: ରାଷ୍ଟ୍ରାୟତ୍ତ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲ୍‌କୋ)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଶ୍ରୀଧର ପାତ୍ର ନିୟୁକ୍ତ ହୋଇଛନ୍ତି। କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ସୋମବାର ଏକ ଅର୍ଡର ଜାରି ହୋଇଛି। ପାତ୍ର ବର୍ତ୍ତମାନ ନାଲ୍‌କୋର ବିତ୍ତ ନିର୍ଦ୍ଦେଶକ…

ଡିସେମ୍ବର ୩୧ ସୁଦ୍ଧା ପାନ୍‌-ଆଧାର ସଂଯୋଗ ଅନିବାର୍ଯ୍ୟ

ନୂଆଦିଲ୍ଲୀ,୧୬-୧୨: ଚଳିତ ବର୍ଷ ଶେଷ ସୁଦ୍ଧା ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର(ପାନ୍‌)ର ଆଧାର ସହ ସଂଯୋଗ ବାଧ୍ୟତାମୂଳକ କରାଯାଇଛି। ରବିବାର ଆୟକର ବିଭାଗ ପକ୍ଷରୁ ଏ ନେଇ ଏକ ନୋଟିସ ଜାରି କରାଯାଇଛି। ଏକ ଉନ୍ନତ ଭବିଷ୍ୟତ ଗଠନ ସହ ନିରନ୍ତର ସେବା…

୨୪ ଘଣ୍ଟିଆ ହେବ ଏନ୍‌ଇଏଫ୍‌ଟି ନେଣଦେଣ

ନୂଆଦିଲ୍ଲୀ,୧୬-୧୨: ଯଦି ଆପଣ ଅନଲାଇନ ନେଣଦେଣ ନ୍ୟାଶନାଲ ଇଲେକଟ୍ରୋନିକ୍ସ ଫଣ୍ଡ ଟ୍ରାନ୍ସଫର(ଏନ୍‌ଇଏଫ୍‌ଟି) ଦ୍ୱାରା କରୁଥାନ୍ତି ତେବେ ଏହା ଆହୁରି ସୁବିଧା ଜନକ ହୋଇଛି। ୧୬ ଡିସେମ୍ବରଠାରୁ ଏନ୍‌ଇଏଫ୍‌ଟି ନେଣଦେଣ ୨୪ ଘଣ୍ଟିଆ ହେବ। ଏହା ପୂର୍ବରୁ ଏହାର ୨୪ ଘଣ୍ଟିଆ ସେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?