ବାଣିଜ୍ୟ

କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରୁ ଓହରିବେ ଆନନ୍ଦ ମହିନ୍ଦ୍ରା

ମୁମ୍ବାଇ,୨୧-୧୨: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦବୀରୁ ଆନନ୍ଦ ମହିନ୍ଦ୍ରା ଏପ୍ରିଲ ପହିଲାରୁ ଓହରିବେ ବୋଲି ଗ୍ରୁପ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଗ୍ରୁପର ବୋର୍ଡରେ ସେ ଅଣ କାର୍ଯ୍ୟନିର୍ବାହି ଅଧ୍ୟକ୍ଷ ଭାବେ ଅବସ୍ଥାପିତ ହେବେ। ସେବିର ନିୟମାବଳୀ…

ଆତ୍ମ ସନ୍ଦେହ ସ୍ଥିତିରେ ନ ରହୁ ଶିଳ୍ପଜଗତ: ସୀତାରାମନ

ନୂଆଦିଲ୍ଲୀ,୨୧-୧୨: ଦେଶର ଶିଳ୍ପ ଜଗତ ଆତ୍ମ ସନ୍ଦେହ ସ୍ଥିତିରେ ନ ରହି ଏହାଠାରୁ ବାହାରକୁ ଆସିବାର ଆବଶ୍ୟକତା ରହିଛି ବୋଲି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ ଶୁକ୍ରବାର କହିଛନ୍ତି। ଶିଳ୍ପ ଜଗତ ନକାରାତ୍ମକ ମନୋଭାବଠାରୁ ବାହାରକୁ ଆସିବା ଉଚିତ। ସରକାର ଶିଳ୍ପର…

ପ୍ରଧାନମନ୍ତ୍ରୀ ଅର୍ଥ ବ୍ୟବସ୍ଥାର ବାସ୍ତବତାକୁ ଅଗ୍ରାହ୍ୟ କରୁଛନ୍ତି: କଂଗ୍ରେସ

ନୂଆଦିଲ୍ଲୀ,୨୧-୧୨: ଶିଳ୍ପ ଜଗତ ସାମ୍ନାରେ ପ୍ରଧାନ ମନ୍ତ୍ରୀ ଯେଉଁ ସବୁ କଥା ରଖିଛନ୍ତି ଯେଉଁ ସ୍ବପ୍ନ ଦେଖାଇଛନ୍ତି ତାହା ବାସ୍ତବ ନୁହେଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ସରକାର ଦେଶର ଅର୍ଥନୀତିକୁ ଠିକ୍‌ ଭାବେ ବିଚାର କରି ନ ଥିବା କଂଗ୍ରେସର…

ଶିଳ୍ପ ଜଗତକୁ ମୋଦିଙ୍କ ଆଶ୍ୱାସନା;ମାନ୍ଦାବସ୍ଥାରୁ ବାହରିବା ଲାଗି ଭାରତ ସକ୍ଷମ

ନୂଆଦିଲ୍ଲୀ,୨୧-୧୨: ବର୍ତ୍ତମାନର ମାନ୍ଦାବସ୍ଥାରୁ ବାହାରିବା ଲାଗି ଭାରତ ନିକଟରରେ କ୍ଷମତା ରହିଛି। ଘରୋଇ ବଜାର ଦ୍ରୁତ ଅଭିବୃଦ୍ଧି ଧାରାକୁ ଫେରିବା ଲାଗି ସକ୍ଷମ ହେବ। କର୍ପୋରେଟ ସଂସ୍ଥାଗୁଡିକ ଦେଶର ବିକାଶ ଧାରାକୁ ଆଗେଇ ନେବାକୁ ନିବେଶ ଲାଗି ଦୃଢ ନିଷ୍ପତ୍ତି ନିଅନ୍ତୁ…

ମିସ୍ତ୍ରିଙ୍କୁ ହଟାଯିବା ପଛରେ ଥିଲା ପ୍ରତିଶୋଧ ଭାବନା:ନୁସ୍‌ଲି ଓ୍ବାଡିଆ

ନୂଆଦିଲ୍ଲୀ,୨୦-୧୨: ଟାଟା ସନ୍ସ ଏବଂ ସାଇରସ ମିସ୍ତ୍ରି ବିବାଦ ମାମଲାରେ ଏନ୍‌ସିଏଲ୍‌ଏଟି ବୁଧବାର ମିସ୍ତ୍ରିଙ୍କ ସପକ୍ଷରେ ରାୟ ଶୁଣାଇବା ପରେ ଓ୍ବାଡିଆ ଗ୍ରୁପ ଅଧ୍ୟକ୍ଷ ନୁସ୍‌ଲି ଓ୍ବାଡିଆ ପ୍ରତିକ୍ରିୟା ରଖିଛନ୍ତି। ମିସ୍ତ୍ରିଙ୍କ ଉପରେ ପ୍ରତିଶୋଧ ପରାୟଣ ହୋଇ ତାଙ୍କୁ ଟାଟା ସନ୍ସ…

ଉତ୍କଳ କନିକା ଗ୍ୟାଲେରିଆର ଶୁଭାରମ୍ଭ

ଭୁବନେଶ୍ୱର,୨୦-୧୨: ଉତ୍କଳ ବିଲଡର୍ସ ପକ୍ଷରୁ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ସ୍ଥାନୀୟ କଳ୍ପନା ଛକରେ ଏହି ମଲ୍‌ ୨.୫ ଲକ୍ଷ ବର୍ଗଫୁଟ ପରିମିତ ସ୍ଥାନରେ ଖୋଲିଛି। ଏଠାରେ ଗ୍ରାହକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ବିଭିନ୍ନ ଜାତୀୟ,…

ଯାନ ଦର ବଢ଼ାଇବ ରେନୋ

ନୂଆଦିଲ୍ଳୀ,୨୦-୧୨: ପ୍ରମୁଖ ୟୁରୋପିଆନ ଅଟୋମୋବାଇଲ ବ୍ରାଣ୍ଡ ରେନୋ ପକ୍ଷରୁ ଭାରତ ବଜାର ଲାଗି ଏହାର ବିଭିନ୍ନ ମଡେଲ ଯାନ ଉପରେ ଦର ବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଛି। ବିଭିନ୍ନ ରେଞ୍ଜର ଯାନ ଉପରେ ଏହି ଦର ବୃଦ୍ଧି ଜାନୁୟାରୀ ପହିଲାରୁ ଲାଗୁ…

ନୂଆ ରେକର୍ଡ ସ୍ତରରେ ସେନ୍‌ସେକ୍ସ

ବମ୍ବେ,୨୦-୧୨: ଲଗାତର ଭାବେ ୩ଟି ସେସନ ଲାଗି ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ବୃଦ୍ଧି ଧାରା ଜାରି ରହିଛି। ବୁଧବାର ମଧ୍ୟ ସେନସେକ୍ସ ଏବଂ ନିଫ୍ଟିରେ କାରବାର ନୂଆ ରେକର୍ଡ ସ୍ତର ଛୁଇଁଥିବା ଦେଖାଯାଇଛି। ଶକ୍ତି, ଆଇଟି ଏବଂ ଅଟୋ କ୍ଷେତ୍ରର ଶେୟାର…

ସାଇରସ ମିସ୍ତ୍ରିଙ୍କ ସପକ୍ଷରେ ଏନ୍‌ସିଏଲ୍‌ଏଟି ରାୟ

ନୂଆଦିଲ୍ଲୀ,୧୯-୧୨: ଟାଟା ସନ୍ସ ଅଧ୍ୟକ୍ଷ ପଦବୀରୁ ସାଇରସ ମିସ୍ତ୍ରିଙ୍କୁ ହଟାଇବା ଭୁଲ ଥିଲା ବୋଲି ନ୍ୟାଶନାଲ କମ୍ପାନୀ ଲ ଆପିଲେଟ ଟ୍ରିବ୍ୟୁନାଲ (ଏନସିଏଲ୍‌ଏଟି) ନିଷ୍ପତ୍ତି ଶୁଣାଇଛନ୍ତି। ବୁଧବାର ଏନ୍‌ସିଏଲ୍‌ଏଟି ସାଇରସ ମିନ୍ତ୍ରିଙ୍କ ସପକ୍ଷରେ ରାୟ ଶୁଣାଇବା ସହ ତାଙ୍କୁ ପୁଣି ଥରେ…

ଜିଏସ୍‌ଟି ବୃଦ୍ଧିକୁ ରାଜ୍ୟଗୁଡିକର ବିରୋଧ

ନୂଆଦିଲ୍ଲୀ,୧୯-୧୨: ବୁଧବାର ଜିଏସ୍‌ଟି ପରିଷଦର ୩୮ତମ ବୈଠକ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ସ୍ଲାବରେ ପରିବର୍ତ୍ତନ ଏବଂ ଜିଏସ୍‌ଟି ବୃଦ୍ଧିକୁ ଏଠାରେ ଅଧିକାଂଶ ରାଜ୍ୟ ବିରୋଧ କରିଛନ୍ତି। ଏବେ ମାନ୍ଦାବସ୍ଥା…

ଲଟେରି ଉପରେ ୨୮% ଜିଏସ୍‌ଟି

ନୂଆଦିଲ୍ଲୀ,୧୯-୧୨: ପରୋକ୍ଷ ଟିକସ ବ୍ୟବସ୍ଥା ଜିଏସ୍‌ଟି ଲାଗି ନୀତି ନିର୍ଦ୍ଧାରଣ କରୁଥିବା ଜିଏସ୍‌ଟି ପରିଷଦ ବୈଠକରେ ବୁଧବାର ପ୍ରଥମଥର ଲାଗି ଭୋଟିଂ ହୋଇଥିବା ସାମ୍ନା ଆସିଛି। ଲଟେରି ଉପରେ ଟିକସ ଲାଗୁ ନେଇ ରାଜ୍ୟଗୁଡିକ ମଧ୍ୟରେ ଭିନ୍ନମତ ପ୍ରକାଶ ପାଇବାରୁ ଏଭଳି…

ଅଭିବୃଦ୍ଧି ପୂର୍ବାନୁମାନ କମାଇପାରେ ଆଇଏମ୍‌ଏଫ୍‌

ମୁମ୍ବାଇ,୧୮|୧୨- ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଭାରତର ବିକାଶ ପୂର୍ବାନୁମାନକୁ କମାଇପାରେ। ଭାରତ ଜନ୍ମିତ ଆଇଏମ୍‌ଏଫ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ମଙ୍ଗଳବାର ଏ ନେଇ ସୂଚନା ଦେଇଛନ୍ତି। ଅକ୍ଟୋବରରେ ଆଇଏମ୍‌ଏଫ୍‌ ଏକ ଆକଳନ ଜାରି କରିଥିଲା। ଏହାକୁ ଜାନୁୟାରୀରେ ପୁଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?