ବାଣିଜ୍ୟ

ମାସକୁ ୧୦ ହଜାର ଭେଣ୍ଟିଲେଟର ବନାଇବ ମାରୁତି ସୁଜୁକି

ନୂଆଦିଲ୍ଲୀ,୩୧। ୩ : ମାରୁତି ସୁଜୁକି କରୋନା ବିରୋଧୀ ଲଢ଼େଇକୁ ଜୋର୍‌ଦାର କରିବା ସହ ଭେଣ୍ଟିଲେଟର ଉତ୍ପାଦନ କରିବା ନେଇ ସ୍ପଷ୍ଟ କରିଛି। ମାରୁତି ସୁଜୁକି ମାସକୁ ୧୦ ହଜାର ଭେଣ୍ଟିଲେଟର ପ୍ରସ୍ତୁତ କରିବ ବୋଲି କମ୍ପାନୀର ଅଧ୍ୟକ୍ଷ ଆର୍‌.ସି.ଭାର୍ଗଭ ସୂଚନା…

ଭେଣ୍ଟିଲେଟର ପ୍ରସ୍ତୁତ କରିବେ ଅଟୋମୋବାଇଲ କମ୍ପାନୀ

  ନୂଆଦିଲ୍ଲୀ,୩୧। ୩: ବର୍ତ୍ତମାନ କରୋନା ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଦେଶ ମଧ୍ୟରେ ଭେଣ୍ଟିଲେଟର ବ୍ୟବହାର ମଧ୍ୟ ବଢ଼ିଛି। ଏହାକୁ ପ୍ରସ୍ତୁତ କରୁଥିବା ମାନୁଫାକଚର୍ସଙ୍କ ସଂଖ୍ୟା କିନ୍ତୁ ବହୁତ କମ୍‌ । ଏହି ପ୍ରସଙ୍ଗକୁ ନଜରରେ ରଖି ଦେଶର ଅଟୋମୋବାଇଲ…

ଟିଭିଏସ୍‌ ଗ୍ରୁପ୍‌ କମ୍ପାନୀ ଦେଲା ୨୫ କୋଟି

ନୂଆଦିଲ୍ଲୀ,୩୧। ୩: କରୋନା ବିରୋଧୀ ଲଢେଇରେ ଟିଭିଏସ୍‌ ଗ୍ରୁପ୍‌ ସାମିଲ ହୋଇଛି। ଗ୍ରୁପ୍‌ ପକ୍ଷରୁ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ୨୫ କୋଟି ଟଙ୍କା ପ୍ରଦାନ କରାଯାଇଛି। କୋଭିଡ୍‌-୧୯ ବିରୋଧରେ ସମସ୍ତେ ଏକାଠି ହୋଇ ଲଢ଼ିବାର ସମୟ ଆସିଛି ବୋଲି ଟିଭିଏସ୍‌ ମୋଟର…

ପିପିଇ ପ୍ରସ୍ତୁତ ପାଇଁ ୧୧ ସଂସ୍ଥାକୁ ଦାୟିତ୍ୱ

ନୂଆଦିଲ୍ଲୀ,୩୧। ୩: ବ୍ୟକ୍ତିଗତ ସ୍ବାସ୍ଥ୍ୟ ସୁରକ୍ଷା ଉପକରଣ ବା ପିପିଇ କିଟ୍ସ ତିଆରି କରିବା ଲାଗି ୧୧ ସଂସ୍ଥାକୁ ବଛାଯାଇଛି। ଏହି ସଂସ୍ଥାଗୁଡିକ ୨୧ ଲକ୍ଷ ପିଇଇ କିଟ୍ସ ପ୍ରସ୍ତୁତ କରିବା ନେଇ ଅର୍ଡର ଦିଆଯାଇଛି। ବର୍ତ୍ତମାନ ପ୍ରାୟ ୬ରୁ ୭…

ପିଏଲ୍‌ଆଇ, ଆର୍‌ପିଏଲ୍‌ଆଇ ପ୍ରିମିୟମ ପଇଠ ଅବଧି ଏପ୍ରିଲ ୩୦କୁ ବୃଦ୍ଧି

ନୂଆଦିଲ୍ଲୀ,୩୧। ୩: ଡାକ ଜୀବନ ବୀମା (ପିଏଲ୍‌ଆଇ) ଏବଂ ଗ୍ରାମୀଣ ଡାକ ଜୀବନ ବୀମା(ଆର୍‌ପିଏଲ୍‌ଆଇ) ପ୍ରିମିୟମ ପଇଠ କରିବାର ଅବଧିକୁ ସରକାର ବଢ଼ାଇ ଏପ୍ରିଲ ୩୦ କରିଛନ୍ତି। କୋଭିଡ୍‌-୧୯ ଜନିତ କଟକଣାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିଲାଗି…

କୃଷିଋଣ ପରିଶୋଧ ଅବଧି ବୃଦ୍ଧି

ନୂଆଦିଲ୍ଲୀ,୩୧। ୩: କୋଭିଡ୍‌-୧୯ ଲକ୍‌ଡାଉନ କାରଣରୁ ଚାଷୀଙ୍କ ପାଇଁ ଫସଲ ଋଣ ପୁନଃ ପରିଶୋଧ ଅବଧି ବୃଦ୍ଧି ସମ୍ପର୍କରେ ସରକାର ଘୋଷଣା କରିଛନ୍ତି। ଏହା ସ୍ବଳ୍ପକାଳୀନ ସମୟ ଅବଧି ଋଣ ଉପରେ ଲାଗୁ ହୋଇପାରିବ। ୩୧ ମେ ୨୦୨୦ ପର୍ଯ୍ୟନ୍ତ ୨%…

ଭାରତରେ ୧୦୦ ନିୟୁତ ଡଲାର ନିବେଶ କରିବ ଏଡିବି

ନୂଆଦିଲ୍ଲୀ,୩୧। ୩: ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ଭାରତରେ ୧୦୦ ନିୟୁତ ଡଲାର ନିବେଶ କରିବ। ଜାତୀୟ ଭିତ୍ତିଭୂମି ଏବଂ ନିବେଶ ପାଣ୍ଠି (ଏନ୍‌ଆଇଆଇଏଫ୍‌)ରେ ଏହି ନିବେଶ କରିବା ନେଇ ଏଡିବି ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏବେ କରୋନା ଯୋଗୁ ଦେଶର…

୧୩୭୫ ପଏଣ୍ଟ ଖସିଲା ସେନ୍‌ସେକ୍ସ

  ମୁମ୍ବାଇ,୩୧। ୩: ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ସୋମବାର ୧୩୭୫ ପଏଣ୍ଟ ଖସିଛି। କରୋନା ଯୋଗୁ ବଜାର ସ୍ଥିତି ଏବେ ଠିକ୍‌ ନ ଥିବାରୁ ଏହି ସମୟରେ ବ୍ୟାଙ୍କିଙ୍ଗ୍‌ ଏବଂ ଅଟୋ ସେଣ୍ଟର ଷ୍ଟକ୍‌ କାରବାର କ୍ଷତିଗ୍ରସ୍ତ ହୋଇଛି। ଦିନ…

ନୂଆ ଲୋଗୋ ଉନ୍ମୋଚନ କଲା ପିଏନ୍‌ବି

ମୁମ୍ବାଇ,୩୧। ୩: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ପକ୍ଷରୁ ନୂଆ ଲୋଗୋ ଉନ୍ମୋଚନ କରାଯାଇଛି। ଏପ୍ରିଲ ପରଠାରୁ ପିଏନ୍‌ବି ସହ ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏବଂ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ ମିଶି କାମ କରିବେ। ୩ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଛାପ…

ପରିବର୍ତ୍ତନ ହେବେ ଏସ୍‌ଏଲ୍‌ବିସି କନ୍‌ଭେନର

ମୁମ୍ବାଇ,୩୧। ୩: ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣ ପରେ ରିଜର୍ଭ ବ୍ୟାଙ୍କ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି(ଏସ୍‌ଏଲ୍‌ବିସି)ର କନ୍‌ଭେନରଙ୍କୁ ପରିବର୍ତ୍ତନ ନେଇ ସୋମବାର ପ୍ରସ୍ତାବ ଦେଇଛି। ସରକାର ୧୦ ବ୍ୟାଙ୍କକୁ ମିଶାଇ ୪ ବଡ଼ ବ୍ୟାଙ୍କ ଗଠନ ନେଇ ଯୋଜନାକୁ ଏପ୍ରିଲ ପହିଲାରୁ…

ପିଏମ୍‌ କେୟାର୍ସ ପାଣ୍ଠିକୁ ରିଲାଏନ୍ସର ୫୦୦ କୋଟି

ନୂଆଦିଲ୍ଲୀ,୩୧। ୩: କୋଭିଡ୍‌-୧୯ ବିରୋଧରେ ଲଢ଼େଇରେ ଦେଶର ପ୍ରମୁଖ ବାଣିଜି୍ୟକ ଗ୍ରୁପ୍‌ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଯୋଗଦାନ ରଖିଛି। କମ୍ପାନୀ ପିଏମ୍‌ କେୟାର୍ସ ପାଣ୍ଠିକୁ ୫୦୦ କୋଟି ଟଙ୍କା ଦାନ କରିଛି। ଏହାବାଦ ଗୁଜରାଟ ଏବଂ ମହାରାଷ୍ଟ୍ର ସରକାରଙ୍କ ପାଣ୍ଠିକୁ ୫ କୋଟି…

ଅରୁନ୍ଧତୀ ଗ୍ରୁପ୍‌ ପକ୍ଷରୁ ରିଲିଫ ପାଣ୍ଠିକୁ ୫ ଲକ୍ଷ ଦାନ

ଭୁବନେଶ୍ୱର,୩୧। ୩: କୋଭିଡ୍‌-୧୯ ମୁକାବିଲା ଲାଗି ପ୍ରମୁଖ ଜୁଏଲେରି ଚେନ୍‌ ଅରୁନ୍ଧତୀ ଗ୍ରୁପ୍‌ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର ବଲାଙ୍ଗୀର ଜିଲାପାଳ ଅରିନ୍ଦମ ଡାକୁଆଙ୍କୁ ଅର୍ଥ ରାଶିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?