ବାଣିଜ୍ୟ

ଅଣ ସବ୍‌ସିଡି ଏଲ୍‌ପିଜି ୬୧.୫ ଟଙ୍କା କମିଲା

ନୂଆଦିଲ୍ଲୀ, ୨।୪: ବୁଧବାର ଦେଶ ମଧ୍ୟରେ ଅଣ ସବସିଡି ଏଲ୍‌ପିଜି ଦର ସିଲିଣ୍ଡର ପିଛା ୬୧.୫ ଟଙ୍କା ହ୍ରାସ ଘଟିଛି। ଅନ୍ତର୍ଜାତୀୟ ବଜାରରେ ଦର କମିବା ଯୋଗୁ ଏଭଳି ହ୍ରାସ ଘଟିଥିବା ଜଣାପଡିଛି। ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହା ଦ୍ୱିତୀୟ ଥରର…

ମାର୍ଚ୍ଚରେ ୯୭,୫୯୭ କୋଟି ଟଙ୍କାର ଜିଏସ୍‌ଟି

ନୂଆଦିଲ୍ଲୀ, ୨।୪: ସରକାର ମାର୍ଚ୍ଚ ମାସରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବାବଦ ୯୭,୫୯୭ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିଛନ୍ତି। ଏହା ଫେବୃୟାରିରେ ୧.୦୫ ଲକ୍ଷ କୋଟି ଟଙ୍କା ରହିଥିଲା। ଫେବୃୟାରିରେ ସଂଗ୍ରହ ହୋଇଥିବା ମୋଟ ୯୭,୫୯୭ କୋଟି…

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୬୦.୭%

ଭୁବନେଶ୍ୱର,୨-୪: ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ଜାନୁୟାରୀରେ ୩୩୦ ପଏଣ୍ଟ ଥିଲା। ଫେବୃୟାରୀ ଏଥିରେ ୨ ପଏଣ୍ଟ ହ୍ରାସ ଘଟି ୩୨୮ ପଏଣ୍ଟ ରହିଛି। ତାଳଚେର ଏବଂ ଅନୁଗୋଳରେ ଏହା ୩୪୯ ପଏଣ୍ଟ ଥିଲା।…

ପିଏମ୍‌ କେୟାର୍ସ ପାଣ୍ଠିକୁ ଓ୍ବିପ୍ରୋ, ଅଜିମ୍‌ ପ୍ରେମ୍‌ଜୀ ଫାଉଣ୍ଡେଶନ ଦେଲା ୧୧୨୫ କୋଟି

ନୂଆଦିଲ୍ଲୀ, ୨-୪: କୋଭିଡ୍‌ ମୁକାବିଲା ଲାଗି ଅଜିମ୍‌ ପ୍ରେମ୍‌ଜୀ ଫାଉଣ୍ଡେଶନ ଏବଂ ଓ୍ବିପ୍ରୋ ମିଳିତ ଭାବେ ୧୧୨୫ କୋଟି ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଛି। ଏହି ଅର୍ଥ ରାଶି ମଧ୍ୟରେ ଓ୍ବିପ୍ରୋ ଲିମିଟେଡ ୧୦୦ କୋଟି, ଓ୍ବିପ୍ରୋ ଏଣ୍ଟରପ୍ରାଇଜେସ ୨୫…

୧୦ ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଇବ ଏଲ୍‌ଜି ଇଣ୍ଡିଆ

ନୂଆଦିଲ୍ଲୀ, ୨।୪: ଏଲଜି ଇଲେକଟ୍ରୋନିକ୍ସ ଇଣ୍ଡିଆ ପକ୍ଷରୁ କରୋନା ବିରୋଧୀ ଲଢେଇରେ ଯୋଗଦାନ ରଖାଯାଉଛି। କମ୍ପାନୀ ଅକ୍ଷୟ ପାତ୍ର ଫାଉଣ୍ଡେଶନ ସହ ମିଳିତ ହୋଇ ଲକ୍‌ଡାଉନରେ ଫସି ରହିଥିବା ଦିନ ମଜୁରିଆମାନଙ୍କୁ ରନ୍ଧା ଖାଦ୍ୟ ସାରା ଦେଶରେ ଯୋଗାଇ ଦେଉଛି। ଦୈନିକ…

ନିରନ୍ତର ସେବା ଯୋଗାଉଛନ୍ତି ତୈଳ ବିପଣନ କମ୍ପାନୀ

ଭୁବନେଶ୍ୱର, ୨।୪: କରୋନା ପାଇଁ ଏବେ ସାରା ଦେଶରେ ଲକ୍‌ଡାଉନ ଘୋଷଣା ହୋଇଛି। ଏଭଳି ସ୍ଥିତିରେ ଦେଶର ତୈଳ ବିପଣନ କମ୍ପାନୀଗୁଡିକ ଲୋକଙ୍କୁ ନିରନ୍ତର ସେବା ଯୋଗାଣ ଧାରା ଜାରି ରଖିଥିବା ସୂଚନା ଦେଇଛନ୍ତି। ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଏବଂ…

ପିଏନ୍‌ବି ହେଲା ଦେଶର ଦ୍ୱିତୀୟ ବୃହତ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କ

ନୂଆଦିଲ୍ଲୀ, ୨।୪: ପହିଲାରୁ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ ଏବଂ ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସବୁ ଶାଖା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ଶାଖା ଭାବେ କାର୍ଯ୍ୟ ଆରମ୍ଭ କରିଛି। ଏହା ଫଳରେ ପିଏନ୍‌ବି ଦେଶର ଦ୍ୱିତୀୟ ସର୍ବବୃହତ୍ତ ବ୍ୟାଙ୍କ…

ଶିଳ୍ପ ଜଗତର କୋଭିଡ୍‌-୧୯ ବିରୋଧୀ ଲଢ଼େଇ

ନୂଆଦିଲ୍ଲୀ, ୨।୪: କୋଭିଡ୍‌-୧୯ ପ୍ରଭାବରେ ସାରା ଦେଶରେ ଏବେ ଲକ୍‌ଡାଉନ ଘୋଷଣା କରାଯାଇଛି। ବର୍ତ୍ତମାନର ସଙ୍କଟ ସ୍ଥିତି ବିରୋଧରେ ଲଢେଇ ଜାରି ରଖିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଘୋଷଣା କରିଛନ୍ତି। ଏଭଳି ସମୟରେ ଦେଶର ଶିଳ୍ପ ଜଗତ ଏବଂ ରାଷ୍ଟ୍ରାୟତ୍ତ…

ପିଏମ୍‌ କେୟାର୍ସ ପାଣ୍ଠି ଦାନରେ ଟିକସ ରିହାତି

ନୂଆଦିଲ୍ଲୀ, ୨।୪:କୋଭିଡ-୧୯ ଯୋଗୁ ଏବେ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ସାରା ବିଶ୍ୱର ଆର୍ଥତ୍କ କାର୍ଯ୍ୟକଳାପ ଏବେ ଠପ୍‌ ହୋଇଥିବା ବେଳେ ପିଏମ୍‌ କେୟାର୍ସ ପାଣ୍ଠିକୁ ଦାନ କରୁଥିବା କମ୍ପାନୀଗୁଡିକ ଲାଗି ସରକାର ପ୍ରୋତ୍ସାହନ ଦେଉଥିବା ଜଣାପଡିଛି। ଏହି ପାଣ୍ଠିକୁ…

ଶିଳ୍ପ ଜଗତ ଲାଗି ପ୍ୟାକେଜ ଶୀଘ୍ର

ନୂଆଦିଲ୍ଲୀ,୧। ୪: କରୋନା ପ୍ରଭାବକୁ କମ୍‌ କରିବା ଲାଗି ସରକାର ନିକଟରେ ୧.୭ ଲକ୍ଷ କୋଟିର ଏକ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକେଜ ବିଶେଷ କରି ଲୋକମାନଙ୍କ ପାଇଁ ଆସିଛି। ଶିଳ୍ପ ଜଗତ ଉପରେ ଏବେ କରୋନା ଭୂତାଣୁର ପ୍ରଭାବ…

୮ କୋର୍‌ ସେକ୍ଟର ଅଭିବୃଦ୍ଧି ୫.୫%

ନୂଆଦିଲ୍ଲୀ,୧। ୪: ଦେଶର ୮ କୋର ସେକ୍ଟର ଅଭିବୃଦ୍ଧି ଚଳିତ ବର୍ଷ ଫେବୃୟାରୀ ମାସରେ ୫.୫% ରହିଛି। ଏହା ୧୧ ମାସର ସର୍ବୋଚ୍ଚ ସ୍ତର ବୋଲି ଜଣାପଡିଛି। କୋଇଲା, ରିଫାଇନେରୀ, ଇଲେକ୍ଟ୍ରିସିଟି ଭଳି କ୍ଷେତ୍ରରେ ଫରଫରମାନ୍ସ ଉନ୍ନତ ରହିଥିବାରୁ ଏଭଳି ସ୍ଥିତି…

କୋଭିଡ ମୁକାବିଲା; ଓ୍ବାର ଚେଷ୍ଟରେ ୬୦ ହଜାର କୋଟିର ପାଣ୍ଠିି

ନୂଆଦିଲ୍ଲୀ,୧। ୪: କୋଭିଡ୍‌ ଲଢେଇ ମୁକାବିଲା ଲାଗି ସରକାର ପଦକ୍ଷେପ ଜାରି ରଖିଛନ୍ତି। ଏବେ ଜରୁରୀକାଳୀନ ପାଣ୍ଠି ବା ଓ୍ବାର ଚେଷ୍ଟରେ ପ୍ରାୟ ୬୦ ହଜାର କୋଟି ଟଙ୍କାର ପାଣ୍ଠି ରହିଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସ୍‌ଡିଆର୍‌ଏଫ୍‌)ରେ ୩୦ ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?