ବାଣିଜ୍ୟ

ଇଏମ୍‌ଆଇରେ ମୋରାଟୋରିୟମ ଦେଲେ ବ୍ୟାଙ୍କ

ନୂଆଦିଲ୍ଲୀ,୧। ୪: କୋଭିଡ-୧୯ ମୁକାବିଲା ଲାଗି ରିଜର୍ଭ ବ୍ୟାଙ୍କ ଇକ୍ୱେଟେଡ ମନ୍ଥଲି ଇନଷ୍ଟଲମେଣ୍ଟ (ଇଏମ୍‌ଆଇ) ଆଦାୟ ଉପରେ ୩ ମାସର ଆଶ୍ୱସ୍ତି ପ୍ରଦାନ କରିବା ନେଇ ଘୋଷଣା କରିଥିଲେ। ଆଗାମୀ ୩ ମାସ ଯାଏ ଋଣ କିସ୍ତି ଆଦାୟ ନ କରିବାକୁ…

ସବୁ ଟଙ୍କା ଫେରାଇବାକୁ ପ୍ରସ୍ତୁତ: ମାଲ୍ୟା

ନୂଆଦିଲ୍ଲୀ,୧। ୪: ସବୁ ଟଙ୍କା ଫେରାଇବାକୁ ପ୍ରସ୍ତୁତ ବୋଲି ପଳାତକ ଘୋଷିତ ବିଜୟ ମାଲ୍ୟା ଟୁଇଟ ଯୋଗେ କହିଛନ୍ତି। ସେ କହିଛନ୍ତି, କିଙ୍ଗଫିସର ଏୟାର ଲାଇନ ଲାଗି ନେଇଥିବା ସବୁ ଋଣ ଫେରାଇ ଦେବାକୁ ପ୍ରସ୍ତୁତ କିନ୍ତୁ ବ୍ୟାଙ୍କଗୁଡିକ ଏହା ନେବା…

୨୦୧୯-୨୦ରେ ନିବେଶକଙ୍କୁ କ୍ଷତି ୩୭.୫୯ ଲକ୍ଷ କୋଟି

ନୂଆଦିଲ୍ଲୀ,୧। ୪: ୨୦୧୯-୨୦ ଆର୍ଥତ୍କ ବର୍ଷର ଶେଷ ଦିନ କାରବାରରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ୧୦୨୮ ପଏଣ୍ଟ ବଢିଛି। ୨୦୧୯-୨୦ ଆର୍ଥତ୍କ ବର୍ଷରେ ପୁଞ୍ଜି ବଜାର ୨୩.୦୮% ଖସିଛି। ଫଳରେ ନିବେଶକଙ୍କୁ ୩୭.୫୯ ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି।…

କାନାରା ବ୍ୟାଙ୍କ ପକ୍ଷରୁ ସତର୍କତା ପଦକ୍ଷେପ

ଭୁବନେଶ୍ୱର, ୧।୪: କୋଭିଡ୍‌-୧୯ ଲାଗି କାନାରା ବ୍ୟାଙ୍କ ପକ୍ଷରୁ ସତର୍କତା ପଦକ୍ଷେପ ହାତକୁ ନିଆଯାଇଛି। ଲକ୍‌ଡାଉନ ସମୟରେ ଗ୍ରାହକଙ୍କୁ ନିରନ୍ତର ବ୍ୟାଙ୍କ ସେବା ଯୋଗାଣ ଦିଗରେ ବ୍ୟାଙ୍କ ଯୋଗଦାନ ରଖି ଆସିଛି। ବ୍ୟାଙ୍କର ଏଟିଏମ୍‌ଗୁଡିକ ଖୋଲା ରହିଥିବା ବେଳେ ଏଟିଏମ୍‌ଗୁଡିକର ରହୁଥିବା…

ଜେଏସ୍‌ପିଏଲ୍‌ ପ୍ରଦାନ କଲା ୨୫ କୋଟି

ଭୁବନେଶ୍ୱର,୧।୪: କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ପ୍ରମୁଖ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିଃ (ଜେଏସ୍‌ପିଏଲ୍‌) ପ୍ରଧାନମନ୍ତ୍ରୀଙ୍କ ପିଏମ୍‌ କେୟାର୍ସ ଫଣ୍ଡକୁ ୨୫ କୋଟି ଟଙ୍କା ପ୍ରଦାନ ସମ୍ପର୍କରେ ଘୋଷଣା କରିଛି। କୋଭିଡ୍‌-୧୯ ବିରୋଧରେ ଦେଶର ଲଢେଇରେ…

ଏପ୍ରିଲରୁ ନୂଆ ନିୟମ, ନୂଆ ସୁବିଧା

ନୂଆଦିଲ୍ଲୀ,୧। ୪: ମାସ ବଦଳିବା ସହ ପହିଲାରୁ କିଛି କିଛି ନୂଆ ନିୟମ ଏବଂ ସୁବିଧା କାର୍ଯ୍ୟକାରୀ ହୋଇଥାଏ। ସେହିଭଳି ଏପ୍ରିଲ ୧ରୁ ନୂଆ ଆର୍ଥତ୍କ ବର୍ଷ ଆରମ୍ଭ ହେଉଛି। ଏମିତି କିଛି ନିୟମ ରହିଛି ଯାହା ପହିଲାରୁ ପରିବର୍ତ୍ତନ ହେବା…

କରୋନା ସଙ୍କଟରେ ସହାୟତା ପାଇଁ ଅଣ୍ଟା ଭିଡ଼ିଛି ଭାରତୀୟ ରେଲଓ୍ବେ

ନୂଆଦିଲ୍ଲୀ,୩୧।୩: ସାରା ଭାରତରେ କରୋନା ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। ଏଥିରୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତା ଅବଲମ୍ବନ କରିବା ଅପରିହାର୍ଯ୍ୟ। ତେଣୁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏପରି ସଙ୍କଟଜନକ…

୨ ମାସ ପର୍ଯ୍ୟନ୍ତ ମାଗଣାରେ ଜି-ସୋନୀ-ଷ୍ଟାର୍‌-କଲର୍ସ ଚ୍ୟାନେଲ ଦେଖିବେ ଲୋକେ: ଆଇବିଏଫ୍‌ କଲା ଘୋଷଣା

ନୂଆଦିଲ୍ଲୀ,୩୧।୩: କରୋନା ସଂକ୍ରମଣ ଯୋଗୁ ସାରା ଭାରତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି କରାଯାଇଛି। ଲକ୍‌ଡାଉନ୍‌ ଯୋଗୁ ଶୁଟିଂ ହୋଇ ପାରୁନି। ତେଣୁ ଡିଡି-୧ ଏବଂ ଡିଡି-୨ରେ ଲୋକପ୍ରିୟ ଧାରାବାହିକ…

ଅଭିବୃଦ୍ଧି ପୂର୍ବାନୁମାନ ୪.୬%କୁ କମାଇଲା ଫିଚ୍‌

ନୂଆଦିଲ୍ଲୀ,୩୧। ୩: ରେଟିଂ ଏଜେନ୍ସି ଫିଚ୍‌ ସଲ୍ୟୁଶନ ଭାରତ ଲାଗି ଅଭିବୃଦ୍ଧି ପୂର୍ବାନୁମାନକୁ ସୋମବାର କମାଇ ଦେଇଛି। ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଭାରତର ବିକାଶ ହାର ୪.୬%କୁ ଖସିବ ବୋଲି ଏହା ପୂର୍ବାନୁମାନରେ କହିଛି। ଘରୋଇ ଚାହିଦା ଖସିବା, ନିବେଶ ହ୍ରାସ…

ଏସ୍‌ଇଜେଡ୍‌ ସଂସ୍ଥାଙ୍କ ଅନୁପାଳନ ନିୟମ କୋହଳ

  ନୂଆଦିଲ୍ଲୀ,୩୧। ୩: ଲକ୍‌ଡାଉନ ପ୍ରଭାବରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ଏହାବାଦ୍‌ କେତେକ ଜରୁରିକାଳୀନ ସେବା ଅଳ୍ପ କିଛି କର୍ମଚାରୀଙ୍କ ସହାୟତାରେ ପ୍ରଦାନ କରାଯାଉଛି। ଏଭଳି ସ୍ଥିତିରେ ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ କେନ୍ଦ୍ର ବାଣିଜ୍ୟ…

୨୦ ହଜାର କୋଚ୍‌ରେ ହେବ ଆଇସୋଲେଶନ ୟୁନିଟ୍‌

ନୂଆଦିଲ୍ଲୀ,୩୧। ୩: କୋଭିଡ୍‌-୧୯ରେ ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ଲାଗି ରେଲଓ୍ବେ ଆଗେଇ ଆସିଛି। ଏହାର ୨୦ ହଜାର କୋଚ୍‌କୁ ଆଇସୋଲେଶନ ୟୁନିଟରେ ରୂପାନ୍ତରିତ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏଥିଲାଗି ପ୍ରସ୍ତୁତ ରହିବାକୁ ରେଳ ବୋର୍ଡ ପକ୍ଷରୁ ଏହାର ଜୋନ ସ୍ତରୀୟ…

ଔଷଧପତ୍ର ଯୋଗାଣ ଲାଗି କାର୍ଗୋ ବିମାନକୁ ଅନୁମତି

ନୂଆଦିଲ୍ଲୀ,୩୧। ୩: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଦେଶର ବିଭିନ୍ନ ଅଞ୍ଚଳକୁ ଔଷଧପତ୍ର ଏବଂ ଅନ୍ୟାନ୍ୟ ଚିକିତ୍ସା ଉପକରଣ ପହଞ୍ଚାଇବା ଲାଗି କାର୍ଗୋ ବିମାନ ଚଳାଚଳକୁ ସରକାର ସୋମବାର ଅନୁମତି ପ୍ରଦାନ କରିଛନ୍ତି। ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?