ବାଣିଜ୍ୟ

୧୭ ବର୍ଷର ସର୍ବନିମ୍ନ ସ୍ତରରେ ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ,୩୧। ୩: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ସୋମବାର ୧୭ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି। ଏହି ସମୟରେ ବ୍ରେଣ୍ଟ କ୍ରୁଡ୍‌ ଫିଚର ବ୍ୟାରେଲ ପିଛା ୨୩ ଡଲାରକୁ ଖସିଛି। ଏହା ୨୦୦୨ ନଭେମ୍ବର ପରଠାରୁ ସର୍ବନିମ୍ନ ସ୍ତରରେ ରହିଛି।…

କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି: ଅଟୋମୋବାଇଲ୍‌ କମ୍ପାନୀ ତିଆରି କରିବେ ଭେଣ୍ଟିଲେଟର

ନୂଆଦିଲ୍ଲୀ,୩୦।୩: ମହାମାରୀ କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ସୋମବାର ଅଟୋମୋବାଇଲ୍‌ କମ୍ପାନୀକୁ ଭେଣ୍ଟିଲେଟର ତିଆରି କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଅଟୋମୋବାଇଲ କମ୍ପାନୀ ମଧ୍ୟ କାମ କରିବାକୁ ଆରମ୍ଭ କରିଦେଇଛି…

ପିଏମ୍‌-କେୟାର୍ସ ପାଣ୍ଠିକୁ ୧୫୧ କୋଟି ଦେବ ରେଲଓ୍ବେ

ନୂଆଦିଲ୍ଲୀ,୩୦ା୩(ପି.ଟି.): କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଗଠନ କରିଥିବା ପିଏମ୍‌-କେୟାର୍ସ ପାଣ୍ଠିକୁ ରେଲଓ୍ବେ ୧୫୧ କୋଟି ଟଙ୍କା ଦାନ କରିବ। ରେଳମନ୍ତ୍ରୀ ପୀୟୂଷ ଗୋୟଲ ରବିବାର ଏହା ଘୋଷଣା କରିଛନ୍ତି। ମନ୍ତ୍ରୀ ଗୋୟଲ ଏବଂ ସୁରେଶ ଅଙ୍ଗଦି ମାସକର ଲେଖାଏ ବେତନ…

ସିଏସ୍‌ଆର୍‌ ବିବେଚିତ ହେବ ପିଏମ-କେୟାର୍ସ ପାଣ୍ଠିକୁ ଯୋଗଦାନ

ନୂଆଦିଲ୍ଲୀ,୩୦। ୩: କର୍ପୋରେଟ ଜଗତ ପକ୍ଷରୁ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ପ୍ରଦାନ କରାଯାଉଥିବା ଅର୍ଥ ରାଶି କର୍ପୋରେଟ ସାମାଜିକ ଦାୟିତ୍ୱବୋଧ(ସିଏସ୍‌ଆର୍‌) ଖର୍ଚ୍ଚ ଭାବେ ବିବେଚିତ କରାଯିବ। କମ୍ପାନୀ ଆଇନରେ ସାମାଜିକ କଲ୍ୟାଣକାରୀ ଖର୍ଚ୍ଚ ଭାବେ ଏହାକୁ ବିଚାର କରାଯିବା ନେଇ ରବିବାର…

ଇପିଏଫ୍‌ ଉଠାଣ ନେଇ ଶ୍ରମ ମନ୍ତ୍ରଣାଳୟର ଅନୁମତି

ନୂଆଦିଲ୍ଲୀ,୩୦। ୩: ଲକ୍‌ଡାଉନ ସମୟରେ ଲୋକଙ୍କୁ ଆଶ୍ୱସ୍ତି ଦେବା ଲାଗି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି(ଇପିଏଫ୍‌) ପାଣ୍ଠିରୁ ଉଠାଣ ନେଇ ହିତାଧିକାରୀଙ୍କୁ ଶ୍ରମମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଛି। ଏବେ ଇପିଏଫଓର ୬ କୋଟି ହିତାଧିକାରୀ ଅଛନ୍ତି। ଗତ ସପ୍ତାହରେ ୧.୭ ଲକ୍ଷ କୋଟି…

ନିରନ୍ତର ଇନ୍ଧନ ଯୋଗାଣ ଜାରି ରଖିଛି ଇଣ୍ଡିଆନ ଅଏଲ

ନୂଆଦିଲ୍ଲୀ,୩୦। ୩ : ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ ଘୋଷଣା ହୋଇଥିବା ବେଳେ ଇନ୍ଧନ ଯୋଗାଣ କ୍ଷେତ୍ରରେ ଯେଭଳି ଅସୁବିଧା ନ ଉପୁଯେ ସେ ପ୍ରସଙ୍ଗକୁ ରାଷ୍ଟ୍ରାୟତ୍ତ କମ୍ପାନୀ ଇଣ୍ଡିଆନ ଅଏଲ ନଜରରେ ରଖିଛି। ବର୍ତ୍ତମାନର ସଙ୍କଟ ସମୟରେ ଇନ୍ଧନ…

ମୋରାଟୋରିୟମ ପରିଚାଳନରେ ବ୍ୟାଙ୍କଗୁଡିକୁ ସମସ୍ୟା

ନୂଆଦିଲ୍ଲୀ,୩୦। ୩: ସବୁ ପ୍ରକାରର ମିଆଦୀ ଋଣ ଉପରେ ଇଏମ୍‌ଆଇ ପ୍ରଦାନ କ୍ଷେତ୍ରରେ ସରକାର ୩ ମାସର ଆଶ୍ୱସ୍ତି ଦେଇଛନ୍ତି। ମାତ୍ର ଏହାକୁ ଲାଗୁ କରାଇବା ଏବଂ ଡକ୍ୟୁମେଣ୍ଟେଶନ କ୍ଷେତ୍ରରେ ଅସୁବିଧା ସ୍ଥିତି ଉପୁଯିବ ବୋଲି ଶିଳ୍ପ ପକ୍ଷରୁ ପ୍ରାରମ୍ଭିକ ପ୍ରତିକ୍ରିୟାରେ…

ଏଫ୍‌ପିଆଇ ଉଠାଇ ନେଇଛନ୍ତି ୧ ଲକ୍ଷ କୋଟି

ନୂଆଦିଲ୍ଲୀ,୩୦। ୩: କରୋନା ଭାଇରସ ଲାଗି ସାରା ବିଶ୍ୱରେ ମାନ୍ଦାବସ୍ଥା ସ୍ଥିତି ଉପୁଜିଥିବାରୁ ଦେଶର ପୁଞ୍ଜି ବଜାରରୁ ବିଦେଶୀ ଫରେନ ପୋର୍ଟଫୋଲିଓ ଇନଭେଷ୍ଟର୍ସ(ଏଫ୍‌ପିଆଇ) ପ୍ରାୟ ୧ ଲକ୍ଷ କୋଟି ଟଙ୍କା ଉଠାଇ ନେଇଛନ୍ତି। ଗତ ୬ ମାସ ନେବ ବିଦେଶୀ ନିବେଶମାନେ…

ଖୋଲା ରହିବ ସବୁ ବ୍ୟାଙ୍କ ଶାଖା

ନୂଆଦିଲ୍ଲୀ,୩୦। ୩: ଲକ୍‌ଡାଉନ ସମୟରେ ସବୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଶାଖା ଖୋଲାରହିବ। ବ୍ୟାଙ୍କିଙ୍ଗ ସେବାରେ ଲୋକମାନଙ୍କୁ ଯେଭଳି କୌଣସି ଅସୁବିଧା ନ ଆସେ ସେ ଦିଗରେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବ୍ୟାଙ୍କିଙ୍ଗ ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗ…

ଲକ୍‌ଡାଉନ: ଡିଜିଟାଲ ଇଣ୍ଡିଆ ପାଇଁ ବଡ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦। ୩: ଡିଜିଟାଲ ଇଣ୍ଡିଆ ଯୋଗୁ ଆପ୍‌ ସେବା ଯୋଗାଣ କରୁଥିବା କମ୍ପାନୀଗୁଡିକ ଏବେ ସମସ୍ୟାରେ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ ସଂକ୍ରମଣକୁ ରୋକିବା ଲାଗି ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରିଥିବା ବେଳେ ଏହା…

ଜାହାଜ କଣ୍ଟେନର ରହିଣି ଶୁଳ୍କ ଆଦାୟ ହେବନି

ନୂଆଦିଲ୍ଲୀ,୩୦। ୩: ମାର୍ଚ୍ଚ ୨୨ରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦରଗୁଡିକରେ କଣ୍ଟେନର ରହଣି ଶୁଳ୍କ ଆଦାୟ ନ କରିବା ଲାଗି କେନ୍ଦ୍ର ଜାହାଜ ମନ୍ତ୍ରଣାଳୟ ପକ୍ଷରୁ ବନ୍ଦରଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ଦରଗୁଡିକରେ ମାଲ ପରିବହନକୁ ସୁରୁଖୁରୁରେ ସମ୍ପନ୍ନ କରିବା ଲାଗି…

ମାସ୍କ, ସାନିଟାଇଜର ଉପଲବ୍ଧତା ନିଶ୍ଚିତ କର: ଏନ୍‌ପିପିଏ

ନୂଆଦିଲ୍ଲୀ,୩୦। ୩: ମାସ୍କ, ଗ୍ଲୋଭ ଏବଂ ସାନିଟାଇଜର ଉପଲବ୍ଧତା ନିଶ୍ଚିତ କରାଇବା ଲାଗି ନ୍ୟାଶନାଲ ଫାର୍ମାସିଟିକାଲ ଅଥରିଟି (ଏନ୍‌ପିପିଏ) ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନିର୍ଦ୍ଦେଶ ଦେଇଛି। କରୋନା ପାଇଁ ସାରା ଦେଶ ଏବେ ଲକ୍‌ଡାଉନ ଘୋଷଣା ହୋଇଥିବାରୁ ଏହି ସାମଗ୍ରୀଗୁଡିକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?