ବାଣିଜ୍ୟ

ଶୀଘ୍ର ଟ୍ରାକ୍‌କୁ ଫେରିପାରିବେନି ଏମ୍‌ଏସ୍‌ଏମ୍‌ଇ

ନୂଆଦିଲ୍ଲୀ,୨୭।୪: କୋଭିଡ୍‌-୧୯ ଦେଶର ଅଣୁ କ୍ଷୁଦ୍ର ମଧ୍ୟମ (ଏମ୍‌ଏସ୍‌ଏମ୍‌ଇ)ର ସମସ୍ୟା ବଢାଇଦେଇଛି। ମାନ୍ଦାବସ୍ଥା ସହ ଜୁଝୁଥିବା ଏହି ଶିଳ୍ପଗୁଡିକର କାରବାର ଲକ୍‌ଡାଉନ ପାଇଁ ପୁଣି ଥରେ କ୍ଷତିଗ୍ରସ୍ତ ହୋଇଛି। ସଂସ୍ଥାଗୁଡିକ ସଳଖି ଛିଡାହେବା ଲାଗି ପ୍ରୟାସ କରୁଥିବା ବେଳେ କୋଭିଡ୍‌ ସେଗୁଡିକର…

ତୈଳ ଶିଳ୍ପର ସଙ୍କଟ ବଢୁଛି

ନୂଆଦିଲ୍ଲୀ,୨୭।୪: ଅଶୋଧିତ ତେଲ ଦର ଏବେ ନକାରାତ୍ମକ ସ୍ତରରେ ରହିଛି। ଚାଦିଦା କମିଥିବାରୁ ଏବେ କେହି ତେଲ ନେଉନାହାନ୍ତି। ଫଳରେ ଜାହାଜଗୁଡିକରେ ତେଲ ଭର୍ତ୍ତି ହୋଇ ରହିଛି। ତେଲ ରଖିବାକୁ ଏବେ ଜାଗା ନ ଥିବା ବେଳେ ଉତ୍ପାଦନ ଜାରି ରହିଥିବାରୁ…

ଠପ୍‌ ରହିଲା ସୁନା ଗହଣା ବିକ୍ରି

ନୂଆଦିଲ୍ଲୀ,୨୭।୪: ଚଳିତ ବର୍ଷ ଅକ୍ଷୟ ତୃତୀୟା ସୁନାଗହଣା କରାବାରକୁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ କରିଛି। କରୋନା ପାଇଁ ସାରା ଦେଶରେ ଘୋଷଣା ହୋଇଥିବା ଲକ୍‌ଡାଉନ ଯୋଗୁ ଷ୍ଟୋର ବନ୍ଦ ରହିଥିବା ବେଳେ ଲୋକମାନେ ଘରେ ରହିବା ଫଳରେ ସୁନା କାରବାରରେ ଏଭଳି ସ୍ଥିତି…

ଭାରତ ମସଲା ପକ୍ଷରୁ ରିଲିଫ ବଣ୍ଟନ

କଟକ,୨୭।୪: କୋଭିଡ୍‌ ଲକ୍‌ଡାଉନ ସମୟରେ ଭାରତ ମସଲା ପକ୍ଷରୁ କଟକଠାରେ ରିଲିଫ ବଣ୍ଟନ କରାଯାଇଛି। କମ୍ପାନୀ ପକ୍ଷରୁ ଧବେଳଶ୍ୱରଗଡାଠାରେ ଥିବା ବସ୍ତିରେ ପ୍ରାୟ ୧୦୦ ପରିବାରକୁ ଖାଦ୍ୟ ସାମଗ୍ରୀ କିଟ୍‌ ଯୋଗାଇ ଦିଆଯାଇଛି। ଭାରତ ମସଲା ଏମ୍‌ଡି ସୁଶାନ୍ତ କୁମାର ପଣ୍ଡାଙ୍କ…

ସେପ୍ଟେମ୍ବର ସୁଦ୍ଧା ନିଯୁକ୍ତି ହରାଇବେ ୪ କୋଟି

ମୁମ୍ବାଇ,୨୬।୪: ସରକାର ନିକଟରେ ଲକ୍‌ଡାଉନକୁ ଆଂଶିକ ଭାବେ ହଟାଇଛନ୍ତି। ଦେଶର ପ୍ରାୟ ୬୦% କମ୍ପାନୀ ଏବେ କାରବାର ଆରମ୍ଭ କରିବା ନେଇ ସ୍ଥିତି ସୁଧୁରିଛି ବୋଲି ନୋମୁରା ହୋଲ୍ଡିଂ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, ଆର୍ଥତ୍କ…

ଗଭୀର କ୍ଷତିଗ୍ରସ୍ତ ହୋଇପାରେ ଆଇଟି ଶିଳ୍ପ ରାଜସ୍ବ

ମୁମ୍ବାଇ,୨୬।୪: ବର୍ତ୍ତମାନର ଚ୍ୟାଲେଞ୍ଜିଂ ସ୍ଥିତି ଯୋଗୁ ଦେଶର ଆଇଟି ଶିଳ୍ପ ରାଜସ୍ବ ୧୦ ବର୍ଷର ସର୍ବନିମ୍ନ ସ୍ତରକୁ ଚାଲିଯିବା ଆଶଙ୍କା ଉପୁଜିଛି। କମ୍ପାନୀଗୁଡିକର ମାର୍ଜିନ କମିବା ସହ ରାଜସ୍ବ ଅଭିବୃଦ୍ଧି ପ୍ରାୟ ୨% ରହିବ ବୋଲି ଏକ ରିପୋର୍ଟରେ କୁହାଯାଇଛି। କମ୍ପାନୀଗୁଡିକ…

ଅକ୍ଷୟ ତୃତୀୟାରେ ଡିଜିଟାଲରେ କିଣି ପାରିବେ ସୁନା

ନୂଆଦିଲ୍ଲୀ,୨୬।୪: ଲକ୍‌ଡାଉନ ଅକ୍ଷୟ ତୃତୀୟାର ହଟଚମକକୁ କମ୍‌ କରି ଦେଇଛି। ଷ୍ଟୋରଗୁଡିକ ବନ୍ଦ ରହିବା ଯୋଗୁ ଲୋକମାନେ ସେଠାକୁ ଯାଇ ସୁନା କିଣିବା ଏବେ ସମ୍ଭବ ହେବ ନାହିଁ। ମାତ୍ର ଡିଜିଟାଲ ଉପାୟରେ ଗ୍ରାହକ ସୁନା କିଣି ପାରିବେ। ପେଟିଏମ୍‌ ଏବଂ…

ସୁନ୍ଦର ପିଚାଇଙ୍କୁ ସବୁଠାରୁ ଅଧିକ ବେତନ

ନୂଆଦିଲ୍ଲୀ,୨୬।୪:ଗୁଗଲର ମୂଳ କମ୍ପାନୀ ଆଲ୍‌ଫାବେଟ୍‌ ସିଇଓ ସୁନ୍ଦର ପିଚାଇଙ୍କୁ ସବୁଠାରୁ ଅଧିକ ବେତନ ମିଳିଛି। ୨୦୧୯ରେ କମ୍ପାନୀ ତାଙ୍କୁ କମ୍ପେନଶେସନ ଭାବେ ୨୮୧ ନିୟୁତ ଡଲାର ବା ପ୍ରାୟ ୨୦୦୦ କୋଟି ଟଙ୍କା ପ୍ରଦାନ କରିଛି। ସାରା ବିଶ୍ୱରେ କୌଣସି ଏକଜିକ୍ୟୁଟିଭ୍‌ଙ୍କ…

ଅନିଶ୍ଚିତତା ଆଡ଼କୁ ବିଶ୍ୱ ଅର୍ଥ ବ୍ୟବସ୍ଥା

ମୁମ୍ବାଇ,୨୬।୪: କୋଭିଡ୍‌-୧୯ ଯୋଗୁ ସାରା ବିଶ୍ୱରେ ଉପୁଜିଥିବା ଗୁରୁତର ସ୍ବାସ୍ଥ୍ୟ ସମସ୍ୟାକୁ ସମାଧାନ କରିବା ଏବେ ପ୍ରାଥମିକତା ହୋଇଛି। ଲକ୍‌ଡାଉନ ଲାଗି ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇଥିବାରୁ କୋଟି କୋଟି ଲୋକଙ୍କ ନିଯୁକ୍ତି ଉପରେ ଏବେ କଳାବାଦଲ ଛାଇ ହୋଇରହିଛି। ଲୋକମାନଙ୍କୁ…

ହୋମ୍‌ ଡେଲିଭରି ଦେବେ ଗ୍ରସେରି ଷ୍ଟୋର

ମୁମ୍ବାଇ,୨୬।୪: ଆଗାମୀ କିଛିଦିନରେ ସ୍ଥାନୀୟ ଗ୍ରସେରି ଷ୍ଟୋରଗୁଡିକ ସାମଗ୍ରୀ ଡେଲିଭରି ଦେବେ। ଏଥି ଲାଗି ଏକ ଜାତୀୟ ଇ-କମର୍ସ ମାର୍କେଟ ପ୍ଲେସ୍‌ର ଯୋଜନା ହାତକୁ ନିଆଯାଉଛି। ଏହା କାର୍ଯ୍ୟକାରୀ ହେଲେ ଘର ପାଖରେ ଥିବା ଷ୍ଟୋରଗୁଡିକରୁ ଲୋକମାନେ କଣ୍ଟାକ୍ଟଲେସ ଡେଲିଭରି ସୁବିଧା…

ଅଧିକ ନୋଟ୍‌ ଛାପିବା ଠିକ୍‌ ନୁହେଁ: ଏନ୍‌.କେ .ସିଂ

ନୂଆଦିଲ୍ଲୀ,୨୬।୪: ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡିକ ବିଭିନ୍ନ ଚ୍ୟାଲେଞ୍ଜର ସାମ୍ନା କରୁଛନ୍ତି। ରାଜକୋଷରେ ବିତ୍ତୀୟ ନିଅଣ୍ଟ ଏବଂ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। କୋଭିଡ୍‌-୧୯ ରାଜସ୍ବକୁ ପ୍ରଭାବିତ କରିଥିଲେ ମଧ୍ୟ ଅଧିକ ନୋଟ୍‌ ଛାପିବା ଠିକ୍‌ କଥା ନୁହେଁ…

ଆମାଜନ୍‌ର ଲୋକାଲ ଶପ୍‌ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୬।୪: ଆମାଜନ୍‌ ଇନ୍‌ ପକ୍ଷରୁ ଭାରତରେ ଲୋକାଲ ଶପ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ସାରା ଦେଶରେ ୫୦୦ ଦୋକାନ ଏବଂ ରିଟେଲର ଯୋଡି ହୋଇଛନ୍ତି। ଗ୍ରାହକଙ୍କୁ ବର୍ତ୍ତମାନର ସମୟରେ ଜରୁରୀ ସାମଗ୍ରୀ ଯୋଗାଇବା ନେଇ ଏହାଦ୍ୱାରା ଯୋଜନା ହାତକୁ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?