ଜିଓରେ କ୍ୱାଲ୍‌କମ୍‌ର ୭୩୦ କୋଟି ନିବେଶ

ନୂଆଦିଲ୍ଲୀ,୧୨।୭ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜିଓ ପ୍ଲାଟଫର୍ମରେ କ୍ୱାଲ୍‌କମ୍‌ ଭେଞ୍ଚରର ନିବେଶ ଫାର୍ମ କ୍ୱାଲ୍‌କମ୍‌ ଇନ୍‌କର୍ପୋରେଟେଡ ୭୩୦ କୋଟି ଟଙ୍କା ନିବେଶ କରିଛି। ୫ଜି ଏବଂ ଓ୍ବେର୍‌ଲେସ ଟେକ୍ନୋଲୋଜି କ୍ଷେତ୍ରରେ କ୍ୱାଲ୍‌କମ୍‌ ଏକ ପ୍ରମୁଖ କମ୍ପାନୀ। ଏହି ସହଭାଗିତା ଦ୍ୱାରା ଭାରତୀୟ ଗ୍ରାହକଙ୍କ ପାଇଁ ଏକ ଅତ୍ୟାଧୁନିକ ଡିଜିଟାଲ ପ୍ଲାଟଫର୍ମ ଗଠନ ଦିଗରେ ସହାୟକ ହେବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ କର୍ମଚାରୀଙ୍କୁ ଓ୍ବାର୍କ ଫ୍ରମ ହୋମ ବିକଳ୍ପ

ନୂଆଦିଲ୍ଲୀ,୧୯-୩: ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ପକ୍ଷରୁ ଏହାର କର୍ମଚାରୀଙ୍କୁ ଘରୁ କାମ କରିବା ବିକଳ୍ପ ପ୍ରଦାନ କରାଯାଇଛି। କରୋନା ପ୍ରଭାବ ଯୋଗୁ ଏଭଳି ନିଷ୍ପତ୍ତି ହୋଇଥିବା...

କର୍ପୋରେଶନ ବ୍ୟାଙ୍କର ନୂତନ ଆଞ୍ଚଳିକ ମୁଖ୍ୟ

ଭୁବନେଶ୍ୱର,୧୮-୬: କର୍ପୋରେଶନ ବ୍ୟାଙ୍କ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର ନୂତନ ଆଞ୍ଚଳିକ ମୁଖ୍ୟ ଭାବେ ଏ.ଆର୍‌. ରାଘବେନ୍ଦ୍ର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସେ ୧୯୮୪ରେ କର୍ନାଟକର ଚିକ୍‌ମାଙ୍ଗାଲୋରଠାରେ...

ଦୀପାବଳିରେ ଚାଇନା ସାମଗ୍ରୀ ବିକିବେନି ବ୍ୟବସାୟୀ

ନୂଆଦିଲ୍ଲୀ,୨୭।୬: ଚଳିତ ବର୍ଷ ସ୍ବଦେଶୀ ଉପାୟରେ ଦୀପାବଳି ପାଳନ କରିବା ଲାଗି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଆହ୍ବାନ ଦିଆଯାଇଛି। ଦୀପାବଳିକୁ ଶତ ଏହି ଉପାୟରେ...

ସାଇକେଲ ଦ୍ୱାରା ସଞ୍ଚୟ ହେବ ୧.୮ ଲକ୍ଷ କୋଟି

ନୂଆଦିଲ୍ଲୀ,୪।୬: ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ଭାରତୀୟ ସଡ଼କଗୁଡିକୁ ସାଇକେଲ ଲାଗି ଅନୁକୂଳ କରିବା ଲାଗି ଯୋଜନା ହେଉଛି। କାରଣ ଲକ୍‌ଡାଉନ ଯୋଗୁ ଲୋକମାନେ ପୁଣି ଥରେ...

ପ୍ୟାକେଜରେ ନୂଆ ସହାୟତା ପ୍ରାୟ ୧୩ ଲକ୍ଷ କୋଟି

ନୂଆଦିଲ୍ଲୀ,୧୪।୫: କରୋନା ଭାଇରସ୍‌ ବିରୋଧରେ ଲଢ଼ିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଏହା ମଧ୍ୟରେ ନୂଆ...

ସ୍ବାଧୀନତା ପରଠାରୁ ବଡ଼ ମାନ୍ଦାବସ୍ଥା

ନୂଆଦିଲ୍ଲୀ,୨୭।୫: ଭାରତ ବର୍ତ୍ତମାନ ୪ର୍ଥ ମାନ୍ଦାବସ୍ଥା ସାମ୍ନା କରୁଛି। ଦେଶରେ ଉଦାରୀକରଣ ନୀତି ଲାଗୁ ହେବା ପରେ ଏବଂ ସ୍ବାଧୀନତା ପରଠାରୁ ଘରୋଇ ବଜାର ସବୁଠାରୁ...

‘ଘରୋଇ କ୍ଷେତ୍ର ଅଭିବୃଦ୍ଧିର ବାହକ’

ନୂଆଦିଲ୍ଲୀ,୨୨।୨:  ଦେଶର ଘରୋଇ କ୍ଷେତ୍ର ଅଭିବୃଦ୍ଧିର ବାହକ। ସରକାର ଫାସିଲିଟେଟର ବା ସୁବିଧା ଯୋଗାଣକାରୀ ଭାବେ କାର୍ଯ୍ୟ କରୁଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର କହିଛନ୍ତି। ଦେଶର...

ବିତ୍ତୀୟ ନିଅଣ୍ଟ ନିୟନ୍ତ୍ରଣ ଉପରେ ଧ୍ୟାନ ଦେଉ ଭାରତ: ଗୀତା ଗୋପୀନାଥ

ନୂଆଦିଲ୍ଲୀ,୧୭-୧୨: ଭାରତ ଏହାର ବିତ୍ତୀୟ ନିଅଣ୍ଟ ନିୟନ୍ତ୍ରଣ ଉପରେ ଧ୍ୟାନ ଦେଉ। ରାଜସ୍ବ ସଂଗ୍ରହ ଉନ୍ନତ ହେବା ନେଇ ଆଶା କରାଯାଉଥିଲେ ମଧ୍ୟ ବିତ୍ତୀୟ ନିଅଣ୍ଟ...

Advertisement
Archives

Model This Week