ପୁରୀ-ଅନୁଗୋଳ ମଧ୍ୟରେ ଦୀର୍ଘତମ ମେମୁ ସେବା
ଭୁବନେଶ୍ୱର,୯-୨ : ଅନୁଗୋଳ ଏବଂ ପୁରୀ ମଧ୍ୟରେ ଚଳାଚଳ କରୁଥିବା ପୁରୀ-ଅନୁଗୋଳ-ପୁରୀ ମେମୁ ଟ୍ରେନରେ ଅତିରିକ୍ତ ୪ ବଗି ସଂଯୋଗ କରାଇବାକୁ ସ୍ଥିର କରାଯାଇଛି। ଯାତ୍ରୀଙ୍କ ଚାହିଦାକୁ ଧ୍ୟାନରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ପୁରୀଠାରୁ ଚଳିତ...
ଦିନେ ଥିଲେ ଧନ କୁବେର, ଏବେ ଦେବାଳିଆ
ନୂଆଦିଲ୍ଲୀ,୯-୨: ସମୟ ଥିଲା ବିଶ୍ୱ ସ୍ତରରେ ବିଲୟନେୟାରଙ୍କ ମଧ୍ୟରେ ଅନିଲ ଅମ୍ବାନୀ ୬ ନମ୍ବର ସ୍ଥାନରେ ରହିଥିଲେ। କିନ୍ତୁ ଏବେ ସେ ଦେବାଳିଆ ହୋଇ ଯାଇଛନ୍ତି। ତାଙ୍କର ନେଟ୍ ଓର୍ଥ ବା ମୋଟ୍ ମୂଳ ସମ୍ପତ୍ତି ଶୂନ ଏବଂ ଦେବାଳିଆ...
୨୦୨୩ ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା
ନୂଆଦିଲ୍ଲୀ,୮-୨: ୨୦୨୩ ସେପ୍ଟେମ୍ବର ସୁଦ୍ଧା ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ(ଟିଏଫ୍ଏଲ୍) କାର୍ଯ୍ୟକ୍ଷମ ହେବ। କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡି.ଭି.ସଦାନନ୍ଦ ଗୌଡା ଶୁକ୍ରବାର ରାଜ୍ୟ ସଭାରେ ଏହି ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ଗୌଡା କହିଛନ୍ତି...
ଷ୍ଟେଶନ ପରିସରରେ କଡାକଡି ହେବ ସ୍ବଚ୍ଛତା ନିୟମ
ଭୁବନେଶ୍ୱର,୮-୨: ଚଳିତ ମାସ ୧୦ ତାରିଖଠାରୁ ରେଳ ଓ ରେଳ ଷ୍ଟେଶନ ପରିସରରେ ସ୍ବଚ୍ଛତା ନିୟମ କଡାକଡି ହେବ। ନିୟମ ଅବମାନନା କରୁଥିବା ବ୍ୟକ୍ତି ବିଶେଷଙ୍କ ଲାଗି ନୂତନ ଜରିମାନା ବ୍ୟବସ୍ଥା ଲାଗୁ କରାଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ...
ଏମ୍ସିଏଲ୍ଆର୍ କମାଇଲା ଏସ୍ବିଆଇ
ନୂଆଦିଲ୍ଲୀ,୮-୨: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ) ପକ୍ଷରୁ ମାର୍ଜିନାଲ କଷ୍ଟ ବେସ୍ଡ ଲେଣ୍ଡିଂ ରେଟ୍ (ଏମ୍ସିଏଲ୍ଆର୍) ବା ଋଣ ସୁଧ ହ୍ରାସ ସମ୍ପର୍କରେ ଘୋଷଣା କରାଯାଇଛି। ବ୍ୟାଙ୍କ ପକ୍ଷରୁ ୦.୦୫% ଏମ୍ସିଏଲ୍ଆର୍ ହ୍ରାସ କରାଯାଇଛି। ଏହା ଦ୍ୱାରା ଋଣ...
ତ୍ୱରିତ ହେବ ଚେକ୍ କ୍ଲିୟରାନ୍ସ ଧାରା
ନୂଆଦିଲ୍ଲୀ,୭-୨: ଚେକ୍ କ୍ଲିୟରାନ୍ସ ଧାରାକୁ ତ୍ୱରାନ୍ବିତ କରିବା ଲାଗି ରିଜର୍ଭ ବ୍ୟାଙ୍କ ନୂଆ ପଦକ୍ଷେପ ହାତକୁ ନେଇଛି। ଏହା ପଦକ୍ଷେପ ଅନ୍ତର୍ଗତ ସେପ୍ଟେମ୍ବରରୁ ଚେକ୍ ଟ୍ରଙ୍କେଶନ ସିଷ୍ଟମ(ସିଟିଏସ୍) ବ୍ୟବସ୍ଥା ଆସିବ। ଏହା ସାରା ଦେଶ ଲାଗି ଲାଗୁ କରାଯିବ। ଏହି...
ଆଧାର ଭିତ୍ତିକ ଇ-ପାନ୍ ପ୍ରଦାନ ବ୍ୟବସ୍ଥା ଶୀଘ୍ର
ନୂଆଦିଲ୍ଲୀ,୭-୨: ଆଧାର ତଥ୍ୟ ପ୍ରଦାନ ଦ୍ୱାରା ତ୍ୱରିତ ଭିତ୍ତିରେ ଅନ୍ଲାଇନରେ ପାନ୍ କାର୍ଡ ପ୍ରଦାନ ବ୍ୟବସ୍ଥା ଚଳିତ ମାସରୁ ଆରମ୍ଭ କରାଯିବ। ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ ଏ ନେଇ ଗୁରୁବାର ସୂଚନା ଦେଇଛନ୍ତି। ବଜେଟ ୨୦୨୦-୨୧ରେ ଏନେଇ...
ମହିନ୍ଦ୍ରାର ‘ଡ୍ରିଭେନ ବାଏ ପରପସ୍’ ଥିମ୍ ମଡେଲ
ନୂଆଦିଲ୍ଲୀ,୭-୨: ଗ୍ରେଟର ନଏଡାରେ ଅନୁଷ୍ଠିତ ହେଉଥିବା ଅଟୋଏକ୍ସପୋ ୨୦୨୦ରେ ପ୍ରମୁଖ ଯାନ ନିର୍ମାତା କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ପକ୍ଷରୁ ‘ଡ୍ରିଭେନ ବାଏ ପରପସ୍’ ଥିମ୍ ମଡେଲ ଉନ୍ମୋଚନ କରାଯାଇଛି। ଅଭିନବ, ଭବିଷ୍ୟ ଉପଯୋଗୀ ପ୍ରଡକ୍ଟ, ଟେକ୍ନୋଲୋଜି ଏବଂ ମୋବିଲିଟି...
ରେପୋ ରେଟ୍ ଅପରିବର୍ତ୍ତିତ
ମୁମ୍ବାଇ,୭-୨: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ) ଗୁରୁବାର ଏହାର ଦ୍ୱିମାସିକ ମୁଦ୍ରା ନୀତି ବୈଠକରେ ରେପୋ ରେଟ୍ ବା ସୁଧହାର ସମ୍ପର୍କରେ ଘୋଷଣା କରିଛି। କେନ୍ଦ୍ରୀୟ ବ୍ୟାଙ୍କ ରେପୋ ହାରକୁ ଚଳିତ ଥର ଅପରିବର୍ତ୍ତିିତ ରଖିଛି। ମୁଦ୍ରାସ୍ଫୀତିର ଅନିଶ୍ଚିତତାକୁ ବିଚାର...
ନିରାପତ୍ତା କାର୍ଯ୍ୟ ଲାଗି ବାତିଲ ରହିବ ୩ ଟ୍ରେନ
ଭୁବନେଶ୍ୱର,୭-୨: ପାରାଦୀପ ରେଳ ଷ୍ଟେଶନଠାରେ ହରିଦାସପୁର-ପାରାଦୀପ ନୂଆ ରେଳ ଲାଇନ ସଂଯୋଗ ସମ୍ବନ୍ଧୀୟ ନିରାପତ୍ତା ତଥା ଆଧୁନିକୀକରଣ କାର୍ଯ୍ୟ ହାତକୁ ନିଆଯାଇଛି। ଏହା ଫଳରେ କଟକ-ପାରାଦୀପ ରେଳ ସେକ୍ସନରେ ଆସନ୍ତା ୭ ତାରିଖଠାରୁ ୯ ତାରିଖ ତାରିଖ ପର୍ଯ୍ୟନ୍ତ ୩...
ମୁଦ୍ରାନୀତି କମିଟି ବୈଠକ ଆରମ୍ଭ
ମୁମ୍ବାଇ,୫-୨: ରିଜର୍ଭ ବ୍ୟାଙ୍କର ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ମୁଦ୍ରାନୀତି କମିଟି ବୈଠକ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ୬ ସଦସ୍ୟ ବିଶିଷ୍ଟ ଏହି କମିଟିର ବୈଠକ ୩ ଦିନ ଧରି ଚାଲିବା ସହ ମୁଦ୍ରାନୀତିର ବିଭିନ୍ନ ଦିଗ ଉପରେ ଆଲୋଚନା...
୪.୯% ରହିପାରେ ଭାରତର ବିକାଶ ହାର: ମୁଡିସ୍
ମୁମ୍ବାଇ,୫-୨: ଭାରତୀୟ ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ଢାଞ୍ଚାଗତ ଏବଂ ଚକ୍ରୀୟ ଚ୍ୟାଲେଞ୍ଜ ଦେଇ ଗତି କରୁଛି। ଏଭଳି ସମୟରେ ନିକଟରେ ଉପସ୍ଥାପନ ହୋଇଥିବା ଦେଶର ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୦-୨୧ରେ ଦେଶର ଜିଡ଼ିପି ଅଭିବୃଦ୍ଧିକୁ ନେଇ କରିଥିବା...
Archives


