ସାବୁନ ମୂଲ୍ୟ କମାଇଲେ କମ୍ପାନୀ
ନୂଆଦିଲ୍ଲୀ,୨୨-୩: ଦେଶର ପ୍ରମୁଖ ଏଫ୍ଏମ୍ସିଜି କମ୍ପାନୀ ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡ, ଗୋଦରେଜ କଞ୍ଜ୍ୟୁମର, ପତଞ୍ଜଳି କରୋନା ବିରୋଧରେ ଲଢେଇକୁ ଜୋରଦାର କରିବା ସ୍ବରୂପ ସାବୁନ ଏବଂ ସ୍ବଚ୍ଛତା ପ୍ରଡକ୍ଟର ମୂଲ୍ୟ କମାଇଛନ୍ତି। ଏହାବାଦ୍ ଏହି ସାମଗ୍ରୀଗୁଡିକର ଉତ୍ପାଦନ କମ୍ପାନୀଗୁଡିକ ବଢାଇଥିବା...
ସାନିଟାଇଜର ମୂଲ୍ୟ ଉପରେ ସୀମା ଧାର୍ଯ୍ୟ
ନୂଆଦିଲ୍ଲୀ,୨୨-୩ : ହ୍ୟାଣ୍ଡ ସାନିଟାଇଜର ମୂଲ୍ୟ ଉପରେ ସରକାର କଟକଣା ଲଗାଇବା ସହ ସୀମା ଧାର୍ଯ୍ୟ କରିଛନ୍ତି। ଜୁନ ୩୦ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ। ୨୦୦ ମିଲିଗ୍ରାମ ହ୍ୟାଣ୍ଡ ସାନିଟାଇଜର ବୋତଲର ସର୍ବାଧିକ ରିଟେଲ ମୂଲ୍ୟ ୧୦୦...
ରିଫଣ୍ଡ ନିୟମ କୋହଳ କଲା ରେଲଓ୍ବେ
ନୂଆଦିଲ୍ଲୀ,୨୨-୩: କରୋନାର ପ୍ରଭାବ ଦେଶ ମଧ୍ୟରେ ବୃଦ୍ଧି ହେଉଥିବାରୁ ଟ୍ରେନରେ ଭିଡ କମାଇବା ଏବଂ ସାମାଜିକ ଦୂରତ୍ୱ ରକ୍ଷାକୁ ପ୍ରୋତ୍ସାହିତ କରିବା ଲାଗି ରେଲଓ୍ବେ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ରେଲଓ୍ବେ ପକ୍ଷରୁ ଶନିବାର ଏ ନେଇ ଏକ...
ସିପ୍ଲା ଆଣିପାରେ କରୋନା ଲାଗି ମେଡିସିନ୍
ମୁମ୍ବାଇ,୨୨-୩: ଦେଶର ପ୍ରମୁଖ ମେଡିସିନ ପ୍ରସ୍ତୁତକାରୀ କମ୍ପାନୀ ସିପ୍ଲା କରୋନା ଲାଗି ମେଡିସିନ ପ୍ରସ୍ତୁତ କରିପାରେ। ସବୁ ଠିକ୍ ଚାଲିଲେ ଆଗାମୀ ୬ ମାସ ମଧ୍ୟରେ ଏହା ଔଷଧ ପ୍ରସ୍ତୁତ କରିବାକୁ ସକ୍ଷମ ହେବ ବୋଲି ସିପଲା ପକ୍ଷରୁ କୁହାଯାଇଛି।...
ରେପୋ ହ୍ରାସ କଲା ବ୍ୟାଙ୍କ ଅଫ୍ ଇଂଲଣ୍ଡ
କରୋନା ପ୍ରଭାବକୁ କମ୍ କରିବା ଲାଗି ବ୍ୟାଙ୍କ ଅଫ୍ ଇଂଲଣ୍ଡ ରେପୋ ହ୍ରାସ କରିଛି। ଏକ ଜରୁରିକାଳୀନ ବୈଠକରେ ବ୍ୟାଙ୍କ ୧୫ ବେସିସି ପଏଣ୍ଟ ରେପୋ କମାଇଛି। ଏହା ଫଳରେ ବ୍ୟାଙ୍କର ସୁଧ ହାର ବର୍ତ୍ତମାନ ୦.୧%କୁ ଖସିଛି। ଏହା...
ଏସ୍ବିଆଇର ଏମର୍ଜେନ୍ସି କ୍ରେଡିଟ ଲାଇନ୍
ମୁମ୍ବାଇ,୨୨-୩: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଋଣଗ୍ରହୀତଙ୍କା ଲାଗି ଏକ ଜରୁରିକାଳୀନ କ୍ରେଡିଟ ଲାଇନ ଖୋଲା ଯାଇଛି। ଏହି ସମୟରେ ବ୍ୟାଙ୍କ ବ୍ୟାଙ୍କରୁ ଜୁନ ୩୦ ଯାଏ ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଣ କରିବା ନେଇ...
ବାତିଲ ରହିବ ଟ୍ରେନ୍ ସେବା
ଭୁବନେଶ୍ୱର,୨୨-୩: ରବିବାର ‘ଜନତା କର୍ଫ୍ୟୁ’ ଲାଗି ବିଭିନ୍ନ ପାସେଞ୍ଜର ଏବଂ ଏକ୍ସପ୍ରେସ ଟ୍ରେନ ବାତିଲ ରହିବ ବୋଲି ପୂର୍ବତଥ ରେଳପଥ ପକ୍ଷରୁ ସୂଚନା ରହିଛି। ପୂର୍ବତଟ ରେଳପଥ ଅଧୀନ ପୁରୀ, ଭୁବନେଶ୍ୱର, ସମ୍ବଲପୁର, ରାୟଗଡା, ବଲାଙ୍ଗୀର, ବିଶାଖାପାଟଣା ଭଳି ସ୍ଥାନଗୁଡିକରୁ...
୧୬୦୦ ପଏଣ୍ଟ ବଢିଲା ସେନ୍ସେକ୍ସ
ମୁମ୍ବାଇ,୨୧-୩: ଲଗାତର ୪ ଦିନ ଦେଶର ପୁଞ୍ଜି ବଜାର ହ୍ରାସ ଘଟିବା ପରେ ଶୁକ୍ରବାର ଏଥିରେ ଉନ୍ନତି ଘଟିଛି। ଏହି ସମୟରେ ନିବେଶକଙ୍କୁ ୬.୩୨ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍ସେକ୍ସ ଶୁକ୍ରବାର...
ଆଉ ୯୦ ଟ୍ରେନ୍ ବାତିଲ୍
ନୂଆଦିଲ୍ଲୀ,୨୧-୩: ଶୁକ୍ରବାର ରେଲଓ୍ବେ ଆଉ ୯୦ ଟ୍ରେନ ବାତିଲ କରିଛି। ଏଗୁଡିକ ମାର୍ଚ୍ଚ ୨୦ରୁ ୩୧ ଯାଏ ଚଳାଚଳ କରିବ ନାହିଁ। କରୋନା ପ୍ରଭାବରୁ ଯାତ୍ରୀ କମିବା ଯୋଗୁ ରେଳପଥ ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଛି। ଶୁକ୍ରବାରର ବାତିଲ ହୋଇଥିବା...
ବନ୍ଦ ରହିବ ବ୍ୟବସାୟ ପ୍ରତିଷ୍ଠାନ
ନୂଆଦିଲ୍ଲୀ, ଭୁବନେଶ୍ୱର,୨୧-୩: କରୋନା ପ୍ରଭାବକୁ କମ୍ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସାରା ଦେଶରେ ଜନତା କର୍ଫ୍ୟୁ ଲାଗି ଗୁରୁବାର ଦେଶବାସୀଙ୍କୁ ଆହ୍ବାନ ଜଣାଇଛନ୍ତି। ଏହାର ସମର୍ଥନରେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ(ସିଏଆଇଟି) ପକ୍ଷରୁ ରବିବାର ଦୋକାନ ବଜାର...
ଭାରତର ବିକାଶ ଅନୁମାନ କମାଇଲା ଫିଚ୍
ନୂଆଦିଲ୍ଲୀ,୨୧-୩: ଫିଚ୍ ରେଟିଂ ଶୁକ୍ରବାର ଭାରତର ବିକାଶ ଅନୁମାନକୁ କମାଇଛି। ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଭାରତର ବିକାଶ ହାର ୫.୧% ରହିବ ବୋଲି ଏହି ଏଜେନ୍ସି ଏହାର ରିପୋର୍ଟରେ ପ୍ରକାଶ କରିଛି। କରୋନା ଭାରତର ବାଣିଜ୍ୟ, ନିବେଶ ଏବଂ ରପ୍ତାନି...
ପ୍ରୋତ୍ସାହନ ଲୋଡିଲା ସିଆଇଆଇ
ନୂଆଦିଲ୍ଲୀ,୨୧-୩: ଦେଶର ଶିଳ୍ପ ଜଗତ ଉପରେ ପଡିଥିବା କରୋନା ପ୍ରଭାବକୁ ନଜରରେ ରଖି କନଫେଡେରେଶନ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ (ସିଆଇଆଇ) ସରକାରଙ୍କଠରୁ ବିତ୍ତୀୟ ପ୍ୟାଜେକ ଲୋଡିଛି। ସରକାର ଶିଳ୍ପ ଜଗତ ଲାଗି ୨ ଲକ୍ଷ କୋଟି ଟଙ୍କାର ଏକ ବିତ୍ତିୟ...
Archives


