ମହାମାରୀ ଚାପରେ ଷ୍ଟିଲ୍‌ ସେକ୍ଟର;ଅଶୋଧିତ ଇସ୍ପାତ ଉତ୍ପାଦନ ୪% କମିଲା

ମୁମ୍ବାଇ: କରୋନା ମହାମାରୀ ଚାପରୁ ଦେଶର ଇସ୍ପାତ ଉତ୍ପାଦନ କ୍ଷେତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ମକୁଳି ପାରିନାହିଁ। ଏହାର ପ୍ରଭାବ ଘରୋଇ ବଜାରରେ ଲାଗି ରହିଛି। ଅଗଷ୍ଟ ମାସରେ ଦେଶର ଅଶୋଧିତ ଇସ୍ପାତ ଉତ୍ପାଦନ ୪% ହ୍ରାସ ଘଟି ୮୪.୭୮ ଲକ୍ଷ ଟନ୍‌ ରହିଛି। ଓ୍ବାର୍ଲଡ ଷ୍ଟିଲ ଆସୋସିଏଶନ ପ୍ରଦାନ କରିଥିବା ସଦ୍ୟତମ ଡାଟା ମୁତାବକ, ଗତ ବର୍ଷ ସମାନ ସମୟରେ ଭାରତ ୮୮.୬୯ ଲକ୍ଷ ଟନ୍‌ ଅଶୋଧିତ ଇସ୍ପାତ ଉତ୍ପାଦନ କରିଥିଲା। ବର୍ତ୍ତମାନ ବିଶ୍ୱ ବଜାରରେ ଇସ୍ପାତ ଉତ୍ପାଦନରେ ସୁଧାର ଆସୁଥିବା ଦେଖାଯାଉଛି। ୬୪ ଦେଶରେ ଅଶୋଧିତ ଇସ୍ପାତ ଉତ୍ପାଦନ ୦.୬% ବଢିବା ଯୋଗୁ ୧୫.୬୨ କୋଟି ଟନ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆୟକର ହ୍ରାସ କିମ୍ବା ଜିଏସ୍‌ଟି ବୃଦ୍ଧି ନ ହେଉ: ପୂର୍ବତନ ସିଇଏ

ନୂଆଦିଲ୍ଲୀ,୧୨-୧୨: ଦେଶରେ କେବଳ ଆର୍ଥତ୍କ କାର୍ଯ୍ୟକଳାପ କମି ନାହିଁ ବରଂ ବର୍ତ୍ତମାନ ମାନ୍ଦାବସ୍ଥାର ଜଟିଳତା ଦେଇ ଘରୋଇ ବଜାର ଗତି କରୁଛି ବୋଲି ପୂର୍ବତନ ମୁଖ୍ୟ...

ଅର୍ଥନୀତିଜ୍ଞଙ୍କ ସହ ମୋଦିଙ୍କ ଆଲୋଚନା ୮ରେ

ନୂଆଦିଲ୍ଲୀ: ଦେଶର ଅର୍ଥନୀତିଜ୍ଞ ଏବଂ ବିଶେଷଜ୍ଞଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଆଲୋଚନା କରିବେ। କୋଭିଡ୍‌-୧୯ ଯୋଗୁ ଘରୋଇ ବଜାର ପ୍ରଭାବିତ ହୋଇଛି। ବଜାରର...

୬୨୭ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ:  ବୁଧବାର ଭାରତୀୟ ପୁଞ୍ଜିବଜାର ପୁଣି ଥରେ ପ୍ରଭାବିତ ହୋଇଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ୬୨୭ ପଏଣ୍ଟ (୧.୨୫%) ହ୍ରାସ ହେବା ଫଳରେ ଏହା ୪୯,୫୦୯...

ଫ୍ଲିପ୍‌କାର୍ଟକୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ପ୍ରମୁଖ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ବିରୋଧରେ ବେଆଇନ ଉପାୟରେ ବଜାର ଅକ୍ତିଆର କରିବା ଅଭିଯୋଗ ଆସିଥିଲା। ଏହି ଅଭିଯୋଗର ତଦନ୍ତ କରିବା ଲାଗି ନ୍ୟାଶନାଲ...

ଜୁଏଲର୍ସଙ୍କ ଦେଶବ୍ୟାପୀ ଧର୍ମଘଟ

ନୂଆଦିଲ୍ଲୀ,୨୪।୮ ସୁନା ହଲ୍‌ମାର୍କିଂ ନିୟମ ବିରୋଧରେ ଦେଶବ୍ୟାପୀ ଜୁଏଲର୍ସମାନେ ସୋମବାର ଧର୍ମଘଟ କରିଛନ୍ତି। ଏଥିରେ ୩୫୦ ଆସୋସିଏଶନ ସାମିଲ ହୋଇଥିଲେ। ଅଲ ଇଣ୍ଡିଆ ଜେମ୍ସ ଆଣ୍ଡ...

ଓଡ଼ିଶାରେ ଟିଭିଏସ୍‌ ଆଇକ୍ୟୁବ୍‌ ଇଲେକ୍ଟ୍ରିକ୍‌ ସ୍କୁଟର ଉନ୍ମୋଚିତ

ଭୁବନେଶ୍ୱର,୩।୧୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟିଭିଏସ୍‌ ମୋଟରର ନୂଆ ଟିଭିଏସ୍‌ ଆଇକ୍ୟୁବ୍‌ ଇଲେକ୍ଟ୍ରିକ୍‌ ସ୍କୁଟର ସିରିଜକୁ ଓଡ଼ିଶା ବଜାରରେ ଉନ୍ମୋଚନ କରାଯାଇଛି। ବୁଧବାର ସ୍ଥାନୀୟ...

ସିଏଜି ମାଗିଲେ ବ୍ୟାଙ୍କ ଅଡିଟ ରିପୋର୍ଟ

ନୂଆଦିଲ୍ଲୀ,୪।୧: ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ପୁଞ୍ଜି ଯୋଗାଣ ଧାରା ଜାରି ରଖିଛନ୍ତି। ବ୍ୟାଙ୍କଗୁଡ଼ିକର ପରଫରମାନ୍ସ ଅଡିଟ ସଂକ୍ରାନ୍ତ ବିସ୍ତୃତ ତଥ୍ୟ ଦେବାକୁ କମ୍ପଟ୍ରୋଲର ଆଣ୍ଡ ଅଡିଟର...

ସେବା କ୍ଷେତ୍ର ପରଫରମାନ୍ସ ହ୍ରାସ

ମାର୍ଚ୍ଚରେ ସର୍ଭିସ ସେକ୍ଟର ଗତିବିଧି ୮ ପଏଣ୍ଟ ହ୍ରାସ ଘଟିଛି। ଆଇଏଚ୍‌ଏସ୍‌ ମାର୍କିଟ ଇଣ୍ଡିଆର ସର୍ଭିସେସ ବିଜନେସ ଆକ୍ଟିଭିଟି ଇଣ୍ଡେକ୍ସ (ସିର୍ଭିସେସ ପିଏମ୍‌ଆଇ) ମାର୍ଚ୍ଚରେ ୪୯.୩%...

Advertisement
Archives

Model This Week