ବିମାନ ଚଳାଚଳ କ୍ଷେତ୍ରର ୨୦ ଲକ୍ଷ ଚାକିରି ବିପଦରେ
ନୂଆଦିଲ୍ଲୀ,୧୬ା୪: ଭାରତର ବିମାନ ଚଳାଚଳ କ୍ଷେତ୍ର ଏବଂ ସ୍ବାଧୀନ କ୍ଷେତ୍ରଗୁଡିକରେ ୨୦ ଲକ୍ଷ ଚାକିରି ଏବେ ବିପଦରେ ରହିଛି। କରୋନା ଯୋଗୁ ବଜାର କ୍ଷତିଗ୍ରସ୍ତ ହେବାରୁ ଏଭଳି ବିପଦ ଆସିଛି ବୋଲି ଇଣ୍ଟରନ୍ୟାଶନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏଶନ( ଆଇଏଟିଏ) ପକ୍ଷରୁ...
ଦ୍ୱିତୀୟ ପ୍ୟାକେଜ ନେଇ ନିଷ୍ପତ୍ତି ଶୀଘ୍ର
ନୂଆଦିଲ୍ଲୀ,୧୬ା୪: ଦେଶର ଅର୍ଥ ବ୍ୟବସ୍ଥା ଉପରେ କୋଭିଡ-୧୯ର ଗଭୀର ପ୍ରଭାବ ରହିଛି। ପ୍ରଭାବକୁ କମ୍ କରିବା ଲାଗି ସରକାର ପ୍ରାଥମିକ ପର୍ଯ୍ୟାୟରେ ୧.୭ ଲକ୍ଷ କୋଟି ଟଙ୍କାର ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଛନ୍ତି। ସାଧାରଣ ଲୋକଙ୍କ ଲାଗି ଏହି ପ୍ୟାକେଜ...
ମେ ୧୫ ଯାଏ ଦେଇହେବ ଭବିଷ୍ୟନିଧି ଦେୟ ରାଶି
ନୂଆଦିଲ୍ଲୀ,୧୬ା୪: ବର୍ତ୍ତମାନ ଲକ୍ଡାଉନ ଅବଧି ବଢ଼ିବା ଯୋଗୁ ଲୋକମାନେ ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। କର୍ମଚାରୀଙ୍କ ଅସୁବିଧାକୁ ଧ୍ୟାନରେ ରଖି ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ(ଇପିଏଫ୍ଓ)ର ଭବିଷ୍ୟନିଧି ଦେୟ ରାଶି ପଇଠ କରିବାର ସୀମାକୁ ମେ ମାସ ୧୫...
୧୪୯୦ କୋଟି ଟଙ୍କା ରିଫଣ୍ଡ କରିବ ରେଲଓ୍ବେ
ନୂଆଦିଲ୍ଲୀ,୧୬ା୪: ଲକ୍ଡାଉନ ପାଇଁ ଏବେ ରେଳ ସେବା ବନ୍ଦ ରହିଛି। ଏହି ସମୟରେ ବାତିଲ ହୋଇଥିବା ପ୍ରାୟ ୯୪ ଲକ୍ଷ ଟିକେଟର ରିଫଣ୍ଡ ଲାଗି ରେଲଓ୍ବେ ବ୍ୟବସ୍ଥା କରିଛି। ରେଲଓ୍ବେ ପକ୍ଷରୁ ଏଥିଲାଗି ୧୪୯୦ କୋଟି ଟଙ୍କା ଦିଆଯିବ। ୨୨...
ଅର୍ଥ ବ୍ୟବସ୍ଥା ଲାଗି ଆଂଶିକ ଲକ୍ଡାଉନ ଯୋଜନା
ନୂଆଦିଲ୍ଲୀ,୧୬ା୪: ଲକ୍ଡାଉନ ପାଇଁ ବନ୍ଦ ପଡିଥିବା ଅର୍ଥ ବ୍ୟବସ୍ଥାକୁୁ ଗତିଶୀଳ କରାଇବା ଲାଗି ସରକାର ଆଶିଂକ ଲକ୍ଡାଉନ ନେଇ ଯୋଜନା ରଖିଛନ୍ତି। ବର୍ତ୍ତମାନ ସୂଚନା ଏବଂ ପ୍ରଯୁକ୍ତି ହାର୍ଡଓ୍ବେର, ଗ୍ରାମାଞ୍ଚଳରେ କୃଷି, ଶିଳ୍ପ କାର୍ଯ୍ୟକଳାପକୁ ଅନୁମତି ପ୍ରଦାନ କରାଯାଇଛି। ୨୦...
ବିଦେଶୀ କାରବାର ନେଇ ଚିନ୍ତାରେ ଇଣ୍ଡିଆ ଇଙ୍କ
ନୂଆଦିଲ୍ଲୀ, ୧୫। ୪ : ବିଦେଶରେ ନିଜର ୟୁନିଟ ସ୍ଥାପନା କରିଥିବା କମ୍ପାନୀଗୁଡିକ ଏବେ ଚିନ୍ତାରେ ଅଛନ୍ତି। କରୋନା ପାଇଁ ସାରା ବିଶ୍ୱ ଏବେ ଲକ୍ଡାଉନ ହୋଇଥିବା ବେଳେ କମ୍ପାନୀଗୁଡିକର କାରବାର ଠପ୍ ହୋଇଛି। ୟୁନିଟଗୁଡିକ କେବେ ପୁଣି ଥରେ...
ପ୍ୟାକେଜ୍ ଆଶାରେ ଶିଳ୍ପଜଗତ
ନୂଆଦିଲ୍ଲୀ, ୧୫। ୪ : କରୋନା ଜନିତ ସଙ୍କଟକୁ କମ୍ କରିବା ଲାଗି ସାରା ଦେଶରେ ଲକ୍ଡାଉନ ଅବଧି ବୃଦ୍ଧିର ଆବଶ୍ୟକତାକୁ ଶିଳ୍ପ ଜଗତ ପକ୍ଷରୁ ସମର୍ଥନ କରାଯାଇଛି। ଏଭଳି ଏକ ପଦକ୍ଷେପର ଆବଶ୍ୟକତା ରହିଥିଲା ବୋଲି ଶିଳ୍ପଜଗତ ପକ୍ଷରୁ...
ଦୋହଲିଯିବ ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ
ମୁମ୍ବାଇ, ୧୫। ୪ : କରୋନା ଭାଇରସ ପ୍ରଭାବକୁ କମାଇବା ଲାଗି ସରକାର ଗତ ୨୧ ଦିନ ଧରି ସାରା ଦେଶକୁ ଲକ୍ଡାଉନ କରି ରଖିଥିଲେ। ଏବେ ମଧ୍ୟ କରୋନାର ପ୍ରଭାବ ହ୍ରାସ ହୋଇ ନ ଥିବାରୁ ଏହାର ମେ...
୧.୯%କୁ ଖସିବ ଅଭିବୃଦ୍ଧି: ଆଇଏମ୍ଏଫ୍
ନୂଆଦିଲ୍ଲୀ, ୧୫। ୪ : ୨୦୨୦-୨୧ ଆର୍ଥତ୍କ ବର୍ଷରେ ଭାରତର ଅଭିବୃଦ୍ଧି ହାର ୧.୯%କୁ ଖସିଯିବ ବୋଲି ଅନ୍ତର୍ଜାତୀୟ ମୁଦ୍ରପାଣ୍ଠି(ଆଇଏମ୍ଏଫ୍) ମଙ୍ଗଳବାର ଏହାର ପୂର୍ବାନୁମାନେ କହିଛି। ଚଳିତ ଆର୍ଥତ୍କ ବର୍ଷରେ ଭାରତର ବିକାଶ ହାର ୫.୮% ରହିବ ବୋଲି ଏହା...
ଲକ୍ଡାଉନ୍ର ପ୍ରଭାବ: ଭାରତର ଅଭିବୃଦ୍ଧି ହାର ରହିବ ଶୂନ ପ୍ରତିଶତ; ୨୩୪,୦୦ କୋଟି ଡଲାର କ୍ଷତି ସହିବ ଦେଶ
ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣକୁ ଦୂରେଇବା ପାଇଁ ଭାରତରେ ଲକ୍ଡାଉନ୍ରେ ଜାରି ହୋଇଛି। ତେବେ ଏହାଦ୍ୱାରା ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଦୋହଲି ଯିବାର ଆଶଙ୍କା ରହିଛି ବୋଲି ବ୍ରିଟିଶ୍ ବ୍ରୋକରେଜ୍ କମ୍ପାନୀ ବାର୍କଲେ ପକ୍ଷରୁ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି।...
ସେକ୍ଟର ଭିତ୍ତିରେ ଆର୍ଥତ୍କ କାର୍ଯ୍ୟକଳାପ ଚାଲୁ ରଖିବାକୁ ପ୍ରସ୍ତାବ
ଭୁବନେଶ୍ୱର,୧୪।୪: କୋଭିଡ୍-୧୯ ମାମଲାଗୁଡିକୁ ବିଚାର କରି ସାରା ଦେଶକୁ ପ୍ରଥମେ ରେଡ୍, ଗ୍ରୀନ୍ ଭଳି ଅଞ୍ଚଳରେ ବିଭକ୍ତ କରିବାର ଆବଶ୍ୟକତା ରହିଛି। ଗ୍ରୀନ୍ ଅଞ୍ଚଳଗୁଡିକରେ ଆର୍ଥତ୍କ କାର୍ଯ୍ୟକଳାପକୁ ସରକାର ଅନୁମତି ପ୍ରଦାନ କରିବା ନେଇ ଶିଳ୍ପ ସଂଘ କନ୍ଫେରେଶନ ଅଫ୍...
ଗ୍ରାହକଙ୍କୁ ରେନୋର ସହାୟତା
ଭୁବନେଶ୍ୱର,୧୪।୪: କୋଭିଡ୍-୧୯ ଯୋଗୁ ଉପୁଜିଥିବା ଚ୍ୟାଲେଞ୍ଜିଂ ସମୟରେ ରେନୋ ଇଣ୍ଡିଆ ପକ୍ଷରୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି। ବର୍ତ୍ତମାନ ଲକ୍ଡାଉନ ପାଇଁ ଗ୍ରାହକ ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ଲାଗି କମ୍ପାନୀ ପକ୍ଷରୁ ଧାର୍ଯ୍ୟ...
Archives


