ଜି-୨୦ ଦେଶ ମଧ୍ୟରେ ଭାରତର ସ୍ଥିତି ଉନ୍ନତ
ନୂଆଦିଲ୍ଲୀ,୧୮।୪: ବର୍ତ୍ତମାନ ସାରା ବିଶ୍ୱରେ କୋଭିଡ୍-୧୯ ଏହାର କାୟାବିସ୍ତାର କରିଛି। ଲକ୍ଡାଉନ ପାଇଁ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ଏବେ କ୍ଷତିଗ୍ରସ୍ତ ହୋଇଛି। ଅର୍ଥ ବ୍ୟବସ୍ଥାକୁ ସହାୟତା କରିବା ଲାଗି ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଆଉ ଏକ ବୁଷ୍ଟର ପ୍ୟାକ...
ବଜାର ସ୍ଥିତି ଉପରେ ଆର୍ବିଆଇ ନଜର: ଶକ୍ତିକାନ୍ତ
ନୂଆଦିଲ୍ଲୀ,୧୮।୪: କୋଭିଡ୍-୧୯ ଯୋଗୁ ବଜାରରେ ଉପୁଜିଥିବା ଚ୍ୟାଲେଞ୍ଜିଂ ସ୍ଥିତି ଉପରେ ବର୍ତ୍ତମାନ କେନ୍ଦ୍ରୀୟ ବ୍ୟାଙ୍କ ତୀକ୍ଷ୍ଣ ନଜର ରଖିଛି। ସ୍ଥିତିରେ ସୁଧାର ଆଣିବା ଲାଗି ବ୍ୟାଙ୍କ ଏହାର ପାରୁ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଛି। ଦେଶର ଆର୍ଥତ୍କ ସ୍ଥିତି, ବିତ୍ତ...
ଏଟିଏମ୍ ନେଣଦେଣ କଟକଣା କୋହଳ କଲା ଏସ୍ବିଆଇ
ନୂଆଦିଲ୍ଲୀ,୧୮।୪: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ) ପକ୍ଷରୁ ଏଟିଏମ୍ ନେଣଦେଣ କ୍ଷେତ୍ରରେ କଟକଣାକୁ କୋହଳ କରାଯାଇଛି। ଏସ୍ବିଆଇ ଗ୍ରାହକମାନେ ଜୁନ ୩୦ ଯାଏ ଶୁଳ୍କମୁକ୍ତ ଏଟିଏମ୍ ଟ୍ରାଞ୍ଜାକଶନ କରିପାରିବେ। ଅର୍ଥାତ୍ ବ୍ୟାଙ୍କର ଗ୍ରାହକ ଏସ୍ବିଆଇ କିମ୍ବା ଅନ୍ୟ ବ୍ୟାଙ୍କର...
କୋଭିଡ୍-୧୯ ଲଢ଼େଇରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ
ନୂଆଦିଲ୍ଲୀ,୧୮।୪: କୋଭିଡ୍-୧୯ ବିରୋଧରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ସରକାରୀ ତୈଳ କମ୍ପାନୀଗୁଡିକ ଲଗାତର ଯୋଗଦାନ ରଖି ଆସୁଛନ୍ତି। ଆରୋଗ୍ୟ ସେତୁ ଆପ୍ଳିକେଶନକୁ ଲୋକପ୍ରିୟ କରାଇବା ଲାଗି ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍(ସେ୍ଲ) କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା...
୬୦ ମୋବାଇଲ ଆମ୍ବୁଲାନ୍ସ ଦେଲା ହିରୋ
ନୂଆଦିଲ୍ଲୀ,୧୮।୪: ହିରୋ ମୋଟୋକର୍ପ ପକ୍ଷରୁ କରୋନା ଲଢେଇରେ ଯୋଗଦାନ ସ୍ବରୂପ ୬୦ ଫାଷ୍ଟ ରେସପଣ୍ଡର ମୋବାଇଲ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି। ଗ୍ରାମାଞ୍ଚଳ ଏବଂ ଅପହଞ୍ଚ ଇଲାକାଗୁଡିକରେ ରୋଗୀଙ୍କ ବର୍ତ୍ତମାନ ସମୟରେ ସେବା ଯୋଗାଣ ଲାଗି କମ୍ପାନୀ ଏଭଳି ପଦକ୍ଷେପ ଗ୍ରହଣ...
ଆକାଶର ଲାଇଭ ଷ୍ଟ୍ରିମିଂ ପାଠ୍ୟକ୍ରମ
ନୂଆଦିଲ୍ଲୀ,୧୮।୪: ଆକାଶ ଏଜୁକେଶନାଲ ସିର୍ଭିସ ଲିମିଟେଡ୍ ପକ୍ଷରୁ ଲାଇଭ ଷ୍ଟ୍ରିମିଂ ପାଠ୍ୟକ୍ରମ ଆକାଶ ପ୍ରାଇମ କ୍ଲାସ୍ ଶୁଭାରମ୍ଭ ହୋଇଛି। ନୂଆ ସାଟେଲାଇଟ ଟେକ୍ନୋଲୋଜି ଦ୍ୱାରା ଛାତ୍ରୀଛାତ୍ରଙ୍କୁ ଏହା ଦ୍ୱାରା ଶିକ୍ଷା ପ୍ରଦାନ କରାଯିବ। ମେଡିକାଲ ଏବଂ ଆଇଆଇଟି ପ୍ରସ୍ତୁତି କରୁଥିବା...
ସାମ୍ସଙ୍ଗ ଦେଲା ୨୦ କୋଟି
ନୂଆଦିଲ୍ଲୀ,୧୮।୪: କରୋନା ପାଇଁ ଉପୁଜିଥିବା ସ୍ଥିତିର ମୁକାବିଲା ଲାଗି ସାମ୍ସଙ୍ଗ ପକ୍ଷରୁ ୨୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। କମ୍ପାନୀ ପିଏମ୍ କେୟାର୍ସ ପାଣ୍ଠିକୁ ୧୫ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ଉତ୍ତର ପ୍ରଦେଶ ଏବଂ...
ପ୍ରିମିୟମ ଅବତାରରେ ମାରୁତି ସୁଜୁକି ଡିଜାୟାର
ନୂଆଦିଲ୍ଲୀ,୧୮।୪: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ପକ୍ଷରୁ ଏହାର ପ୍ରମୁଖ ମଡେଲ ଡିଜାୟାର ପ୍ରିମିୟମ ଅବତାରରେ ଆସିଛି। ଭାରତର ବେଷ୍ଟ ସେଲିଂ ସେଡାନ ଭାବେ ପରିଗଣିତ ଡିଜାୟାର ବୋଲ୍ଡ ଏବଂ ପ୍ରାଚ୍ୟୁର୍ଯ୍ୟପୂର୍ଣ୍ଣ ଢଙ୍ଗରେ ବଜାରକୁ ଆସିଛି। ଏହାର ସାମ୍ନା ଭାଗ...
ଓଡିଶା ମ୍ୟୁଚୁଆଲ ଫଣ୍ଡ ଶିଳ୍ପ ପକ୍ଷରୁ ଦାନ
ଭୁବନେଶ୍ୱର,୧୭।୪ : କୋଭିଡ୍-୧୯ ଲଢେଇରେ ଯୋଗଦାନ ସ୍ବରୂପ ଓଡିଶା ମ୍ୟୁଚୁଆଲ ଫଣ୍ଡ ଶିଳ୍ପ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩.୪୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ମ୍ୟୁଚୁଆଲ ଶିଳ୍ପ ସହ ଜଡିତ ୨୦୦ ଅଂଶୀଦାରଙ୍କ ଦାନ ଏହା...
୨୦ରୁ ଇ-କମର୍ସରେ ମିଳିବ ମୋବାଇଲ,ଟିଭି, ଫ୍ରିଜ୍
ନୂଆଦିଲ୍ଲୀ,୧୭।୪ : ଇ-କମର୍ସ କମ୍ପାନୀଗୁଡ଼ିକୁ ସରକାର ପ୍ରାଥମିକ ପର୍ଯ୍ୟାୟରେ କିଛିଟା ଆଶ୍ୱସ୍ତି ଦେଇଛନ୍ତି। ଚଳିତ ମାସ ୨୦ରୁ ଇ-କମର୍ସ ସାଇଟଗୁଡିକରେ ଲୋକମାନେ ମୋବାଇଲ, ଟିଭି ଏବଂ ଫ୍ରିଜ୍ ଭଳି ସାମଗ୍ରୀ କ୍ରୟ କରିବାର ସୁବିଧା ପାଇପାରିବେ। ସରକାର କମ୍ପାନୀଗୁଡିକୁ ଏ...
୭୬.୮୦ ସ୍ତରରେ ଟଙ୍କା
ନୂଆଦିଲ୍ଲୀ,୧୭।୪ : ଡଲାର ତୁଳନାରେ ଟଙ୍କା ଲଗାତର ଖସୁଥିବା ନଜରକୁ ଆସିଛି। ଗୁରୁବାର ମଧ୍ୟ ଏହି ଧାରା ଲାଗି ରହିଛି। ଏହି ସମୟରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୩୬ ପଇସା ଖସିବା ଯୋଗୁ ଏହା ରେକର୍ଡ ନିମ୍ନ ସ୍ତର...
ସମ୍ପୂର୍ଣ୍ଣ ବୁକିଂ ଅର୍ଥ ରିଫଣ୍ଡ କରିବେ ବିମାନ କମ୍ପାନୀ
ନୂଆଦିଲ୍ଲୀ,୧୭।୪ : ଦୁଇଟି ପର୍ଯ୍ୟାୟରେ ଏବେ ଲକ୍ଡାଉନ ମେ ମାସ ୩ ଯାଏ ବଢ଼ିଛି। ୨୫ ମାର୍ଚ୍ଚରୁ ୧୪ ଏପ୍ରିଲ ଯାଏ ବୁକିଂ ହୋଇଥିବା ଟିକେଟର ସମ୍ପୂର୍ଣ୍ଣ ଅର୍ଥ ବିମାନ କମ୍ପାନୀଗୁଡିକ ଯାତ୍ରୀଙ୍କୁ ଫେରାଇବେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ...
Archives


