ମୁକେଶ ପୁଣି ହେଲେ ଏସିଆର ସବୁଠୁ ଧନୀ ବ୍ୟକ୍ତି
ନୂଆଦିଲ୍ଲୀ,୨୪।୪: ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ସହ ଫେସ୍ବୁକ୍ର ଚୁକ୍ତି ହେବା ପରେ ଅମ୍ବାନୀ ପୁଣି ଥରେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ସ୍ଥାନକୁ ଫେରିଛନ୍ତି। ଆଲିବାବାର ପ୍ରତିଷ୍ଠାତା ଜ୍ୟାକ୍ ମାଙ୍କୁ ପଛରେ ପକାଇ ଅମ୍ବାନୀ ଏହି ସ୍ଥାନ...
ଅଶୋଧିତ ତେଲ ଦାମ ଟଏଲେଟ୍ ପେପରଠାରୁ ବି କମ !
ଓ୍ବାଶିଂଟନ,୨୩।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଦେଖାଦେଇଛି। ବହୁ ଦେଶରେ ଲକ୍ ଡାଉନ୍ ଯୋଗୁ ଧୀରେଧୀରେ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିିଛି। ଏପରିସ୍ଥଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦାମ କମିବାରେ ଲାଗିଛି। ଆମେରିକାରେ ବ୍ୟାରେଲ ପିଛା...
କରୋନା ପରେ ଆମାଜନ-ଆପଲ୍-ଫେସ୍ବୁକ୍-ଗୁଗଲର ବ୍ୟବସାୟ ସୁଦୃଢ଼ ହେବାର ଆଶା
ଓ୍ବାଶିଂଟନ,୨୩।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ କେତେକ ଦେଶରେ ଲକ୍ ଡାଉନ୍ ଯୋଗୁ ଆର୍ଥିକ ସ୍ଥିତି ଉତ୍କଟ ହେବାରେ ଲାଗିଛି। କରୋନା ପରେ ବହୁ ବ୍ୟବସାୟିକ ସଂସ୍ଥାର କାରବାରରେ ସୁଧାର ଆସିବା...
ଏସିଆର ବିତ୍ତଶାଳୀ ଶିଳ୍ପପତି ପାଲଟିଲେ ମୁକେଶ ଅମ୍ବାନୀ: ପଛରେ ପଡ଼ିଲେ ଆଲିବାବା ସଂସ୍ଥାପକ ଜ୍ୟାକ୍ ମା
ନୂଆଦିଲ୍ଲୀ/ବେଜିଂ,୨୩।୪: ଫେସ୍ବୁକ୍ ସହିତ ରିଲାଏନ୍ସ୍ ଜିଓର ଚୁକ୍ତିପରେ ମୁକେଶ ଅମ୍ବାନୀ ଏସିଆର ବିତ୍ତଶାଳୀ ଶିଳ୍ପପତି ତାଲିକାରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ଏହାପୂର୍ବରୁ ଏହି ସ୍ଥାନରେ ଚାଇନାର ଆଲିବାବା ସଂସ୍ଥାପକ ଶିଳ୍ପପତି ଜ୍ୟାକ୍ ମା ଥିଲେ। ଫେସବୁକ୍ ସହିତ...
କମାଲ କରିବେ ଅମ୍ବାନୀ-ଜୁକରବର୍ଗ
ମୁମ୍ବାଇ,୨୩।୪: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ସେବା ଆରମ୍ଭ କରିବା ପରଠାରୁ ଆଗକୁ ବଢ଼ିଚାଲିଛି। ଏପଟେ ମାର୍କ ଜୁକରବର୍ଗଙ୍କ ଫେସ୍ବୁକ୍ର ଲୋକପ୍ରିୟତା ମଧ୍ୟ ଭାରତ ବଜାରରେ ଅତୁଟ ରହିଛି। ଫେସ୍ବୁକ୍ ମୁକେଶଙ୍କ ଜିଓରେ ନୂଆ ନିବେଶ ଦ୍ୱାରା ଏହି ଯୋଡି...
ଚାଇନା ଛାଡୁଥିବା କମ୍ପାନୀଙ୍କ ଲାଗି ସ୍ବତନ୍ତ୍ର ପ୍ଳାନ୍
ନୂଆଦିଲ୍ଲୀ,୨୩।୪: ଚାଇନା ଛାଡ଼ି ଭାରତ ଆସିବାକୁ ଚାହୁଁଥିବା କମ୍ପାନୀଙ୍କ ଲାଗି ସରକାର ସ୍ବତନ୍ତ୍ର ଯୋଜନା ହାତକୁ ନେଉଛନ୍ତି। ଏଭଳି କମ୍ପାନୀଗୁଡିକରେ ଭାରତରେ ସ୍ବତନ୍ତ୍ର ଫାଇଦା ଦେବାକୁ ବିଚାର କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍ଓ) ନୀତି ଆୟୋଗ ଶିଳ୍ପ ପ୍ରୋତ୍ସାହନ ଏବଂ ଆନ୍ତଃ...
ଜିଓରେ ୪୩, ୫୭୪ କୋଟି ନିବେଶ କରିବ ଫେସ୍ବୁକ୍
ମୁମ୍ବାଇ,୨୩।୪: ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟ୍ଫର୍ମରେ ପ୍ରମୁଖ ସୋସିଆଲ ପ୍ଲାଟ୍ଫର୍ମ ଫେସ୍ବୁକ୍ ୪୩,୫୭୪ କୋଟି ଟଙ୍କା ନିବେଶ କରିବ। ମାର୍କ ଜୁକରବର୍ଗଙ୍କ ନେତୃତ୍ୱାଧୀନ ଫେସ୍ବୁକ୍ ଜିଓରେ ୯.୯୯% ଅଂଶଧନ ହାସଲ କରିବ ବୋଲି ଜଣାପଡିଛି। ଏହି ପ୍ରକ୍ରିୟାକୁ ଚୂଡାନ୍ତ ରୂପରେଖ...
ଆନନ୍ଦ ମହିନ୍ଦ୍ରା କହିଲେ ବ୍ରାଭୋ ମୁକେଶ
ନୂଆଦିଲ୍ଲୀ,୨୩।୪: ଫେସ୍ବୁକ୍ ଜିଓ ମେଗା ଡିଲ୍ ଉପରେ ମହିନ୍ଦ୍ରା ଆଣ୍ଡ ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରାଙ୍କ ଏକ ଟୁଇଟ ବେଶ ଚର୍ଚ୍ଚାର ପରିସରକୁ ଆସିଛି। ମୁକେଶ ଅମ୍ବାନୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବ୍ରାଭୋ ବୋଲି କହିଛନ୍ତି ଆନନ୍ଦ ମହିନ୍ଦ୍ରା। ଏହି...
ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍କୁ ଫେରାଇ ଆଣିବା ପ୍ରୟାସ;ସରକାର ନେବେ ଟେକ୍ନୋଲୋଜି ସହାୟତା
ନୂଆଦିଲ୍ଲୀ,୨୩।୪: କରୋନା ଭାଇରସ୍ ଲାଗି କ୍ଷତିଗ୍ରସ୍ତ ହୋଇଥିବା ଅର୍ଥ ବ୍ୟବସ୍ଥାରେ ଜୀବନ ସଞ୍ଚାର କରିବା ଲାଗି କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି। ଟେକ୍ନୋଲୋଜିର ସହାୟତା ଦ୍ୱାରା ବିଭିନ୍ନ ସମସ୍ୟାକୁ କିଭଳି ସମାଧାନ କରାଯାଇପାରିବ ସେ ଦିଗରେ ସରକାର ଏବେ...
ଆମାଜନ, ଫ୍ଲିପ୍କାର୍ଟ ସାମ୍ନାରେ ଚ୍ୟାଲେଞ୍ଜ
ନୂଆଦିଲ୍ଲୀ,୨୩।୪: ରିଲାଏନ୍ସ ଜିଓରେ ଫେସ୍ବୁକ୍ର ୫.୭ ବିଲିୟନ ଡଲାର ନିବେଶ ଭାରତୀୟ ବଜାର ଲାଗି ଅନେକ ଗୁରୁତ୍ୱ ବହନ କରିବ। ରିଲାଏନ୍ସ ଜିଓ ପ୍ଲାଟ୍ଫର୍ମ ଆଗାମୀ ଦିନରେ ଆମାଜନ ଏବଂ ଫ୍ଲିପ୍କାର୍ଟ ଏବଂ ଗୁଗଲ ପେ ଭଳି କମ୍ପାନୀଙ୍କ ଲାଗି...
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ କରୋନା ପଜିଟିଭ
ନୂଆଦିଲ୍ଲୀ,୨୩।୪:ବେସାମରିକ ବିମାଳ ଚଳାଚଳ ମନ୍ତ୍ରଣାଳୟରେ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି। ଏଥିଲାଗି ରାଜୀବ ଗାନ୍ଧୀ ଭବନ ସ୍ଥିତ ମୁଖ୍ୟାଳୟକୁ ୩ ଦିନ ଲାଗି ସିଲ୍ କରି ଦିଆଯାଇଛି। ଏଠାରେ କାମ କରୁଥିବା ପଜିଟିଭ୍ କର୍ମଚାରୀଜଣଙ୍କ ୧୫ ଏପ୍ରିଲ ଯାଏ...
ଭାରତକୁ ପ୍ରଶଂସା କଲେ ବିଲ୍ ଗେଟସ୍
ନୂଆଦିଲ୍ଲୀ,୨୩।୪: କରୋନାକୁ ରୋକିବା ଦିଗରେ ଭାରତର ପଦକ୍ଷେପକୁ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। କରୋନା ବିରୋଧରେ ଭାରତ ଜରୁରୀକାଳୀନ ପଦକ୍ଷେପ ଉଠାଇଥିବା ବିଲ୍ ଗେଟ୍ସ ଚିଠିରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ଲକ୍ଡାଉନ,...
Archives


