କରୋନା ମାଡ଼: ଦୋହଲିଯିବ ପର୍ଯ୍ୟଟନ ଶିଳ୍ପ
ନୂଆଦିଲ୍ଲୀ,୧୨ା୫: କରୋନା ସଂକ୍ରମଣ (କୋଭିଡ୍-୧୯) ଯୋଗୁ ୨୦୨୦ରେ ଅନ୍ତର୍ଜାତୀୟ ପର୍ଯ୍ୟଟନ ୬୦ରୁ ୮୦ ପ୍ରତିଶତ ହ୍ରାସ ପାଇପାରେ। ଏହାଦ୍ୱାରା ୯୧୦ ବିଲିୟନରୁ ୧.୨ ଟ୍ରିଲିୟନ ଡଲାର ରାଜସ୍ବ କ୍ଷତି ଘଟିବ ଏବଂ ଲକ୍ଷାଧିକ ଲୋକଙ୍କ ଜୀବନଜୀବିକାକୁ ବିପଦରେ ପଡ଼ିବ ବୋଲି...
ଗ୍ରାହକ ନିରାପତ୍ତାକୁ ଫୋକସ୍
କୋଭିଡ୍ ଯୋଗୁ ବଜାର ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ିଛି। କଟକଣା କୋହଳ ହେଉଥିବାରୁ ବଜାର ଧୀରେ ଧୀରେ ସ୍ବାଭାବିକ ହେଉଛି। ଲୋକଙ୍କ ମନରେ ଦ୍ୱନ୍ଦ୍ୱ ରହୁଥିବାରୁ ସେମାନେ ବାହାରକୁ ବାହାରିବାକୁ ଡରୁଛନ୍ତି। ବଜାର ସ୍ବାଭାବିକ ହେଉଥିଲେ ମଧ୍ୟ ଲୋକ ଆସିବା...
ରିଟେଲ ବିଜ୍ନେସ ପୁନଃ ଆରମ୍ଭ କଲା ହିରୋ
ନୂଆଦିଲ୍ଲୀ,୧୨।୫: ହିରୋ ମୋଟୋକର୍ପ ଲିମିଟେଡ୍ ପକ୍ଷରୁ ଏହାର ରିଟେଲ ବିଜ୍ନେସକୁ ପୁଣି ଥରେ ଶୁଭାରମ୍ଭ କରାଯାଇଛି। ବର୍ତ୍ତମାନ ସୁଦ୍ଧା କମ୍ପାନୀ ପକ୍ଷରୁ ୧୫୦୦ ରିଟେଲ ଆଉଟଲେଟ ଶୁଭାରମ୍ଭ କରାଯାଇଛି। କଟକଣା ଉଠିବା ପରଠାରୁ ରିଟେଲ ସେଲ୍ସ ବିକ୍ରି ୧୦ ହଜାରରୁ...
ଟିଭିଏସ୍ ୟୁରୋଗ୍ରୀପ୍ର ଇ-ଅର୍ଡରିଂ ଫାସିଲିଟି
ନୂଆଦିଲ୍ଲୀ,୧୨।୫: ଟିଭିଏସ୍ ଶ୍ରୀଚକ୍ର ଲିମିଟେଡ୍ ଇ-ଅର୍ଡରିଂ ଫାସିଲିଟି ଶୁଭାରମ୍ଭ ହୋଇଛି। ରିଟେଲର ଆପ୍ ଟିଭିଏସ୍ ୟୁରୋଗ୍ରୀପ୍ ବନ୍ଧନ ଦ୍ୱାରା ଏହି ସୁବିଧା ଉପଲବ୍ଧ ହେବ। ଅର୍ଡର ପ୍ଲେସିଂ ଏବଂ ଟ୍ରାକିଂ କ୍ଷେତ୍ରରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି...
କେନ୍ଦ୍ର କର୍ମଚାରୀଙ୍କ ବେତନ କାଟ ପ୍ରସ୍ତାବ ନାହିଁ
ନୂଆଦିଲ୍ଲୀ,୧୨।୫: ଦେଶର ଅର୍ଥ ବ୍ୟବସ୍ଥା ଏବେ ସଙ୍କଟ ସମୟ ଦେଇ ଗତି କରୁଛି। ଖର୍ଚ୍ଚକାଟ କରିବା ଲାଗି ସରକାର କେନ୍ଦ୍ର କର୍ମଚାରୀଙ୍କ ବେତନରେ ହ୍ରାସ କରିବା ନେଇ ଏକ ଗଣମାଧ୍ୟମ ରିପୋର୍ଟରେ ଖବର ପ୍ରକାଶ ପାଇବା ପରେ ସରକାର ଏହାକୁ...
୨ରୁ ୩ ଦିନରେ ଆସିପାରେ ଆର୍ଥତ୍କ ପ୍ୟାକେଜ: ଗଡକରୀ
ନୂଆଦିଲ୍ଲୀ,୧୨।୫: ଦେଶର ଆର୍ଥତ୍କ ସ୍ଥିତି ବର୍ତ୍ତମାନ ଖରାପ ରହିଛି। ଋଣ ଇଏମ୍ଆଇ ଉପରେ ୩ମାସର ମୋରାଟୋରିୟମ ଘୋଷଣା କରାଯିବା ପରେ ମଧ୍ୟ ସ୍ଥିତି ସୁଧୁରିନି। ଆଗାମୀ ୨ରୁ ୩ଦିନ ମଧ୍ୟରେ ସରକାର ଆର୍ଥତ୍କ ପ୍ୟାକେଜ ଘୋଷଣା କରିପାରନ୍ତି ବୋଲି କେନ୍ଦ୍ର...
ନୀରବ ମୋଦିଙ୍କ ପ୍ରତ୍ୟପଣ ଶୁଣାଣି ଆରମ୍ଭ
ନୂଆଦିଲ୍ଲୀ,୧୨।୫: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ୧୩,୦୦୦ କୋଟି ଋଣ ଠକେଇ ମାମଲାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତି ନୀରବ ମୋଦିଙ୍କ ପ୍ରତ୍ୟପଣ ମାମଲା ଲଣ୍ଡନରେ ଶୀଘ୍ର ଆରମ୍ଭ ହୋଇଛି। ତାଙ୍କୁ ସୋମବାର ଲଣ୍ଡନର ଏକ କୋର୍ଟରେ ଶୁଣାଣି ଲାଗି ହାଜର କରାଯାଇଥିଲା।...
୪୬୮ ଶ୍ରମିକ ସ୍ବତନ୍ତ୍ର ଟ୍ରେନ ଚଳାଚଳ
ନୂଆଦିଲ୍ଲୀ, ୧୨।୫ – କରୋନା ସଂକ୍ରମଣର ଭୟ ପାଇଁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ଛାତ୍ରୀଛାତ୍ର, ପର୍ଯ୍ୟଟକ, ତୀର୍ଥଯାତ୍ରୀ ଓ ଅନ୍ୟାନ୍ୟ ଲୋକମାନଙ୍କୁ ଶୀଘ୍ର ଘରକୁ ପଠାଇବା ଲାଗି ସରକାର ପଦକ୍ଷେପ ନେଇଛନ୍ତି । କେନ୍ଦ୍ର ସ୍ବରାଷ୍ଟ୍ର...
ବେତନ ହ୍ରାସ କରିପାରେ ଟାଟା ଗ୍ରୁପ୍
ମୁମ୍ବାଇ,୧୨।୫- ପ୍ରମୁଖ ବାଣିଜି୍ୟକ ଗ୍ରୁପ ଟାଟା ଗ୍ରୁପ୍ ଅଫ କମ୍ପାନିଜ୍ ଏହାର କର୍ମଚାରୀଙ୍କ ବେତନ ହ୍ରାସ ବିଚାର କରୁଛି ା ଗତ ୩ମାସ ହେଲା ଏହି ଗ୍ରୁପର ୭୦% ସଂସ୍ଥା ବ୍ୟାପକ କ୍ଷତିରେ ଚାଲୁଥିବାରୁ କମ୍ପାନୀ ଏଭଳି ନିଷ୍ପତ୍ତି ନେବାକୁ...
ତେଲଙ୍ଗାନାରେ ୪ ଦିନରେ ୬୦୦ କୋଟିର ମଦ ବିକ୍ରି
ହାଇଦ୍ରାବାଦ,୧୧।୫: ତେଲଙ୍ଗାନାରେ ମାତ୍ର ୪ ଦିନରେ ୬୦୦ କୋଟି ଟଙ୍କାର ମଦ ବିକ୍ରି ହୋଇଛି। ଏହାଯୋଗୁ ରାଜ୍ୟ ଏକ ରେକର୍ଡ କରିଛି। ଲକ୍ଡାଉନ୍ ସମୟରେ ରାଜ୍ୟର ରାଜସ୍ବ କ୍ଷତିକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଦ ବିକ୍ରି ପାଇଁ...
୨୫% ଦରମା କାଟିବ ଇଣ୍ଡିଗୋ
ନୂଆଦିଲ୍ଲୀ,୧୧।୫- ଦେଶର ସର୍ବବୃହତ୍ ଘରୋଇ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଇଣ୍ଡିଗୋ ଏୟାର ଲାଇନ୍ସ ଆର୍ଥିକ ବର୍ଷ ୨୦୨୦-୨୧ପାଇଁ ଏହାର କର୍ମଚାରୀଙ୍କ ବେତନରୁ ୫% ରୁ ୨୫% କାଟ କରିବା ପାଇଁ ନିଷ୍ପତ୍ତି ନେଇଛି ା ତେବେ ବରିଷ୍ଠ ବର୍ଗର...
୩୬୬ ଶ୍ରମିକ ସ୍ବତନ୍ତ୍ର ଟ୍ରେନରେ ଫେରିଛନ୍ତି ୪ ଲକ୍ଷ ପ୍ରବାସୀ
ନୂଆଦିଲ୍ଲୀ, ୧୧।୫ – ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇବା ଲାଗି ବର୍ତ୍ତମାନ ସୁଦ୍ଧା ୩୬୬ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନର ସୁବିଧା କରାଯାଇଛି । ଏହି ଟ୍ରେନଗୁଡିକରେ ବିଭିନ୍ନ ରାଜ୍ୟକୁ ୪ ଲକ୍ଷ ପ୍ରବାସୀଙ୍କୁ ପଠାଇବା...
Archives


