ବ୍ୟାଡ୍ ବ୍ୟାଙ୍କ ସ୍ଥାପନ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ,୩୧।୫: କରୋନା ମହାମାରୀ ସାରା ବିଶ୍ୱର ବାଣିଜ୍ୟ କାରବାରକୁ ବହୁ ହାରରେ କ୍ଷତି ପହଞ୍ଚାଇଛି। ଏଥିଯୋଗୁ କମ୍ପାନୀଗୁଡିକ ଦେବାଳିଆ ହେବା ସହ ବୃହତ୍ ହାରରେ ଅନାଦାୟ ଋଣ(ଏନ୍ପିଏ) ବୃଦ୍ଧି ହେଉଥିବା ଦେଖାଯାଇଛି। ଏହି ସମସ୍ୟାକୁ ଧ୍ୟାନରେ ରଖି ଏକ ବ୍ୟାଡ୍...
ଇନ୍ପୁଟ ଟାକ୍ସ କ୍ରେଡିଟ୍ ନେଇ ବଡ଼ କମ୍ପାନୀଙ୍କ ଚିନ୍ତା
ନୂଆଦିଲ୍ଲୀ,୩୧।୫: କୋଭିଡ୍-୧୯ ସମସ୍ୟା ଯୋଗୁ କ୍ଷୁଦ୍ର ଏବଂ ମଧ୍ୟମ ଶ୍ରେଣୀର ବାଣିଜ୍ୟଗୁଡ଼ିକ ଦେବାଳିଆ କିମ୍ବା ବୃହତ୍ ପରିମାଣର ଆର୍ଥତ୍କ କ୍ଷତି ସାମ୍ନା କରୁଛନ୍ତି। ଏହି କମ୍ପାନୀଗୁଡିକଠାରୁ କଞ୍ଚାମାଲ କିମ୍ବା ପ୍ରଡକ୍ଟ କ୍ରୟ କରୁଥିବା ବଡ କମ୍ପାନୀଗୁଡିକ ଲାଗି ବର୍ତ୍ତମାନ ଏକ...
କେନ୍ଦ୍ର ଜିଏସ୍ଟି ସଂଗ୍ରହ ୮୭% କମିଲା
ନୂଆଦିଲ୍ଲୀ,୩୧।୫: କରୋନା ଜନିତ ଲକ୍ଡାଉନ ଲାଗି ସାରା ଦେଶରେ ଆର୍ଥତ୍କ କାର୍ଯ୍ୟକଳାପ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହାର ପ୍ରଭାବ ଦେଶର ଅର୍ଥ ବ୍ୟବସ୍ଥା ଉପରେ ପଡିଛି। ଫଳରେ ଏପ୍ରିଲରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍ଟି) ବାବଦ କେନ୍ଦ୍ର ସରକାରଙ୍କ...
ବର୍ଷକରେ ନିବେଶକଙ୍କ ୨୭ ଲକ୍ଷ କୋଟି କ୍ଷତି
ନୂଆଦିଲ୍ଲୀ,୩୧।୫: ମେ ୩୦ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି। ଏହି ବର୍ଷଟି ପୁଞ୍ଜିବଜାର ନିବେଶକଙ୍କ ଲାଗି ବଡ଼ ଚ୍ୟାଲେଞ୍ଜିଂ ହୋଇ ରହିଛି। ଦଲାଲ ଷ୍ଟ୍ରିଟ୍ରେ ଏହି ସମୟରେ ନିବେଶକଙ୍କ କ୍ଷତି...
ଅଭିବୃଦ୍ଧି ଇଞ୍ଜିନର ମୁଖ୍ୟ ଚକା ଜାମ୍
ନୂଆଦିଲ୍ଲୀ,୩୦।୫: କରୋନା ଯୋଗୁ ହୋଇଥିବା ଲକ୍ଡାଉନ ଦେଶର ଅଭିବୃଦ୍ଧିକୁ ଗଭୀର ଭାବେ କ୍ଷତି ପହଞ୍ଚାଇଛି। ଘରୋଇ ବଜାରର ଅଭିବୃଦ୍ଧି ଲାଗି ପ୍ରମୁଖ ଯୋଗଦାନ ରଖୁଥିବା ସେବା କ୍ଷେତ୍ର କାର୍ଯ୍ୟକଳାପ ଏହାଦ୍ୱାରା ଠପ୍ ହୋଇଯାଇଛି। କଲ୍ ସେଣ୍ଟର, ହୋଟେଲ ଶିଳ୍ପ, ଏୟାରଲାଇନ...
କୋର୍ ସେକ୍ଟର ୩୮.୧% ଖସିଲା
ନୂଆଦିଲ୍ଲୀ,୩୦।୫: ଦେଶର ୮ କୋର୍ ସେକ୍ଟର ଅଭିବୃଦ୍ଧି ଏପ୍ରିଲରେ ୩୮.୧% ଖସିଛି। ଏହି କ୍ଷେତ୍ରଗୁଡିକ ଭିତ୍ତିଭୂମି ଶିଳ୍ପ ସହ ଜଡିତ। ଗତ ବର୍ଷ ସମାନ ସମୟରେ ଏହି କ୍ଷେତ୍ରରେ ଅଭିବୃଦ୍ଧି ହାର ୫.୨% ରହିଥିଲା। ଚଳିତ ବର୍ଷ ମାର୍ଚ୍ଚରେ କୋର୍...
୧୨ହଜାର କର୍ମଚାରୀଙ୍କୁ ଛଟେଇକଲା ବୋଇଂ
ଓ୍ବାଶିଂଟନ,୩୦।୫: ଆମେରିକାର ପ୍ରମୁଖ ବିମାନ ମାନୁଫାକ୍ଚରିଂ କମ୍ପାନୀ ବୋଇଂ ତା’ର ୧୨ ହଜର କର୍ମଚାରୀଙ୍କୁ ଛଟେଇ କରିଛି । କରୋନା ମହାମାରୀର ଭୟାବହତା କାରଣରୁ ସାରା ବିଶ୍ୱରେ ବିମାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଛି। ଏହା ଉପତ୍ାଦନ ଉପରେ ମଧ୍ୟ...
ଥେରି ଡେଲାପୋର୍ଟେ ଓ୍ବିପ୍ରୋର ନୂଆ ସିଇଓ
ବାଙ୍ଗାଲୋର,୩୦।୫ : ଦେଶର ପ୍ରମୁଖ ଆଇଟି ସେବା ପ୍ରଦାନକାରୀ କମ୍ପାନୀ ଓି୍ବପ୍ରୋ କାପ୍ଜେମିନୀ ଗ୍ରୁପ୍ର ବରିଷ୍ଠ କାର୍ଯ୍ୟନିର୍ବାହୀ ଥେରି ଡେଲାପୋର୍ଟେଙ୍କୁ ଏହାର ନୂଆ ଏମ୍ଡି ତଥା ସିଇଓ ଭାବେ ନିଯୁକ୍ତ କରିଛି। ଆସନ୍ତା ଜୁଲାଇ ୬ରୁ ସେ କାର୍ଯ୍ୟଭାର ଗ୍ରହଣ...
ଖାଉଟି ମୂଲ୍ୟସୂଚୀ ୩୨୯ ପଏଣ୍ଟ
ଭୁବନେଶ୍ୱର,୩୦ା୫:ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ମାର୍ଚ୍ଚରେ ୩୨୬ ପଏଣ୍ଟ ଥିଲା। ଏପ୍ରିଲରେ ଏଥିରେ ୩ ପଏଣ୍ଟ ବୃଦ୍ଧି ଘଟି ୩୨୯ ପଏଣ୍ଟ ରହିଛି। ତାଳଚେର ଏବଂ ଅନୁଗୋଳରେ ଏହା ୩୪୬ ପଏଣ୍ଟରେ ଅପରିବର୍ତ୍ତିତ...
ବିତ୍ତୀୟ ନିଅଣ୍ଟ ଜିଡିପିର ୪.୬% ଛୁଇଁଲା
ନୂଆଦିଲ୍ଲୀ,୨୯।୫: ଆର୍ଥତ୍କ ବର୍ଷ ୨୦୧୯-୨୦ର ବିତ୍ତୀୟ ନିଅଣ୍ଟ( ସରକାରଙ୍କ ରାଜସ୍ବ ଏବଂ ଖର୍ଚ୍ଚ ମଧ୍ୟରେ ଥିବା ଦୂରତ୍ୱ) ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ତୁଳନାରେ ୪.୬% ଛୁଇଁଛି। ରାଜକୋଷକୁ ଆକଳନ ଅନୁସାରେ ରାଜସ୍ବ ଆସୁ ନ ଥିବାରୁ ଏଭଳି ସ୍ଥିତି...
୧୧ ବର୍ଷର ନିମ୍ନ ସ୍ତରରେ ଜିଡିପି
ନୂଆଦିଲ୍ଲୀ,୩୦।୫: କରୋନା ପାଇଁ ହୋଇଥିବା ଲକ୍ଡାଉନ ଯୋଗୁ ସାରା ଦେଶରେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍ ହୋଇ ପଡ଼ିଛି। ଏଭଳି ସ୍ଥିତିରେ ଆର୍ଥତ୍କ ବର୍ଷ ୨୦୧୯-୨୦ର ଚତୁର୍ଥ ତ୍ରୈମାସରେ ଅର୍ଥ ବ୍ୟବସ୍ଥା ଗତି ଧୀମା ହୋଇଯାଇଛି। ଖାଉଟି ଚାହିଦା ଏବଂ ଘରୋଇ...
୨୭୦କର୍ମଚାରୀଙ୍କୁ ଛଟେଇ କଲା ବୁକ୍ ମାଇଁ ସୋ
ମୁମ୍ବାଇ,୨୯।୫: ଦେଶର ଅଗ୍ରଣୀ ଅନଲାଇନ ଟିକେଟ ବୁକିଂ ପ୍ଲାଟଫର୍ମ ବୁକ୍ ମାଇଁ ସୋ ତା’ର ୨୭୦ ନିୟମିତ କର୍ମଚାରୀଙ୍କୁ ଛଟେଇ କରିଛି। କରୋନା ମହାମାରୀ କାରଣରୁ ଦେଶରେ ଲକଡାଉନ ପର୍ଯ୍ୟାୟ ଜାରି ରହିଛି। ଯାହାର ପ୍ରଭାବ ଏହି ଅନଲାଇନ ସେବା...
Archives


