ବାଣିଜ୍ୟ

ନୂଆ ପ୍ୟାକେଜରେ ବିତ୍ତୀୟ ପ୍ରଭାବ ଅସ୍ପଷ୍ଟ

ନୂଆଦିଲ୍ଲୀ,୧୬।୧୧: କରୋନା ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ଟେକ୍ନିକାଲ ମାନ୍ଦାବସ୍ଥା ଦେଇ ଗତି କରୁଛି। ବଜାରର ସ୍ଥିତିକୁ ସୁଧାରିବା ଲାଗି ସରକାର ପୂର୍ବରୁ ୨ ଆର୍ଥତ୍କ ପ୍ୟାକେଜ ଘୋଷଣା କରିଛନ୍ତି। ନିକଟରେ ଭାରତ ସରକାର ଘୋଷଣା କରିଥିବା ଆତ୍ମନିର୍ଭର...

୨୬%ରୁ କମ୍‌ ରହିବ ଡିଜିଟାଲ ମିଡିଆରେ ବିଦେଶୀ ନିବେଶ

ନୂଆଦିଲ୍ଲୀ: ଡିଜିଟାଲ ମିଡିଆକୁ ନିୟନ୍ତ୍ରଣ କରିବା ଲାଗି ସରକାର ପ୍ରଥମ ପଦକ୍ଷେପ ନେଇଛନ୍ତି। ଯେଉଁ ଡିଜିଟାଲ ମିଡିଆ କମ୍ପାନୀଗୁଡ଼ିକରେ ବିଦେଶୀ ନିବେଶ ୨୬%ରୁ ଅଧିକ ରହିଛି ସେହି କମ୍ପାନୀ ସେମାନଙ୍କ ବିଦେଶୀ ନିବେଶକୁ ୨୬% ରଖିବାକୁ ହେବ। ଏହି କାର୍ଯ୍ୟକୁ...

ଭାରତରେ ୭୫ କୋଟି ଇଣ୍ଟରନେଟ୍‌ ଉପଭୋକ୍ତା

ନୂଆଦିଲ୍ଲୀ: ଭାରତରେ ଇଣ୍ଟରନେଟ୍‌ ଉପଭୋକ୍ତାଙ୍କ ସଂଖ୍ୟା ୭୫ କୋଟି ଛୁଇଁଛି। ୧୯୯୫ରେ ପ୍ରଥମ ଥର ଲାଗି ଇଣ୍ଟରନେଟ ସେବା ଦେଶରେ ଆରମ୍ଭ କରାଯାଇଥିଲା। ସେବାର ଆରମ୍ଭକୁ ଏହା ମଧ୍ୟରେ ୨୫ ବର୍ଷ ପୂରଣ ହୋଇଛି। ଗତ ୪ ବର୍ଷ ମଧ୍ୟରେ...

ଘରର ଜଗୁଆଳିଙ୍କୁ କ୍ଷମା ମାଗିଥିଲେ ଅମ୍ବାନୀ ପରିବାରର ବଡ଼ ପୁଅ ଆକାଶ, ଜାଣନ୍ତୁ କାହିଁକି…

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ୍‌ ତଥା ମ୍ୟାନେଜିଂ ଡାଇରେକ୍ଟର ମୁକେଶ ଅମ୍ବାନୀ ଏବଂ ତାଙ୍କ ସ୍ତ୍ରୀ ନୀତା ଅମ୍ବାନୀ ନିଜ ପିଲାମାନଙ୍କୁ ସବୁବେଳେ ଉଚିତ୍‌ ଶିକ୍ଷା ଦେଇଥାନ୍ତି। ଦେଶର ସବୁଠାରୁ ଧନୀ ବ୍ୟକ୍ତିଙ୍କ ପିଲା ହୋଇଥିବାରୁ କେବେ ଗର୍ବ ଅନୁଭବ ନ...

ଅର୍ଥନୈତିକ ସୁଧାର ତ୍ୱରାନ୍ବିତ ହେବ

ନୂଆଦିଲ୍ଲୀ: ଭାରତୀୟ ଅର୍ଥ ବ୍ୟବସ୍ଥାରେ ସୁଧାର ପ୍ରକ୍ରିୟା ଆଶାଠାରୁ ଅଧିକ ହେବ। ଚଳିତ ଆର୍ଥତ୍କ ବର୍ଷ ଚତୁର୍ଥ ତ୍ରୈମାସରେ ମୁଦ୍ରାସ୍ଫୀତି ୬%ରୁ ଉର୍ଦ୍ଧ୍ୱ ରହିପାରେ। ଅକ୍ସଫୋର୍ଡ ଇକୋନୋମିକ୍ସ ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଛି। ରିପୋର୍ଟ ମୁତାବକ, ତେଲକୁ ଛାଡିଦେଲେ ଅନ୍ୟ...

୨ରୁ ୩ ବର୍ଷରେ ୫୦୦ ଖଣିଜ ବ୍ଲକ ନିଲାମ ହେବ

ନୂଆଦିଲ୍ଲୀ: ଆଗାମୀ ୨ରୁ ୩ ବର୍ଷ ମଧ୍ୟରେ ସାରା ଦେଶରେ ପ୍ରାୟ ୫୦୦ ଖଣିଜ ବ୍ଲକ ନିଲାମ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ଖଣି ଖନନ ପ୍ରକ୍ରିୟାରେ ସୁଧାର ଆଣିବା ଲାଗି ସରକାର ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି। ଏହି...

ଜାଲ୍‌ ଜିଏସ୍‌ଟି ବିଲ୍‌ ମାମଲାରେ ୨୫ ଗିରଫ

ନୂଆଦିଲ୍ଲୀ: ଜାଲ୍‌ ଜିଏସ୍‌ଟି ବିଲ୍‌ ମାମଲାରେ ଜିଏସ୍‌ଟି ସତର୍କତା ମହାନିର୍ଦ୍ଦେଶାଳୟ ପକ୍ଷରୁ ୨୫ ଜଣ ବ୍ୟକ୍ତିବିଶେଷଙ୍କୁ ଗିରଫ କରାଯାଇଛି। ଏହି ଲୋକମାନେ ରେଡିମେଡ କପଡା, ସୁନା, ଚାନ୍ଦି, କବାଡି କାରବାରର ଜାଲ ବିଲ୍‌ ପ୍ରସ୍ତୁତ କରିବା ଅଭିଯୋଗ ଆସିଛି। ପ୍ରାୟ...

ମୂହୁର୍ତ୍ତ ଟ୍ରେଡିଂରେ ୧୯୫ ପଏଣ୍ଟ ବଢିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ଦିଓ୍ବାଲି ଅବସରରେ ଏକ ଘଣ୍ଟିଆ ସ୍ବତନ୍ତ୍ର ମୂହୁର୍ତ୍ତ ଟ୍ରେଡିଂରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୯୫ ପଏଣ୍ଟ ବୃଦ୍ଧି ପାଇଛି। ଏହି ସମୟରେ ସୂଚକାଙ୍କ ୪୩,୬୩୮ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେହିଭଳି ନିଫ୍ଟି ୬୦ ପଏଣ୍ଟ ଉଚ୍ଚରେ...

ଦିଓ୍ବାଲିରେ ୭୨ ହଜାର କୋଟିର କାରବାର

ନୂଆଦିଲ୍ଲୀ: କରୋନାର ପ୍ରଭାବ ସାରା ଦେଶରେ ରହିଥିବା ବେଳେ ଚଳିତ ଏହି ପର୍ବକୁ ଏକ ଭିନ୍ନ ଭାବେ ପାଳନ କରାଯାଇଛି। ଭାରତୀୟ ସାମଗ୍ରୀକୁ ବୃହତ୍ତ ମାତ୍ରାରେ ବ୍ୟବହାର ଏବଂ ଚାଇନା ସାମଗ୍ରୀର ବ୍ୟବହାର କମ୍‌ କରିବା ଉପରେ ସାରା ଦେଶରେ...

ଅର୍ବାନ ଲ୍ୟାଡରର ୯୬% ଅଂଶଧନ କିଣିଲା ରିଲାଏନ୍ସ

ନୂଆଦିଲ୍ଲୀ: ହୋମ୍‌ ଡେକୋର ସଲ୍ୟୁଶନ କମ୍ପାନୀ ଅର୍ବାନ ଲ୍ୟାଡରର ୯୬% ଅଂଶଧନକୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରିଟେଲ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ କ୍ରୟ କରିଛି। ୧୮୨.୧୨ କୋଟି ଟଙ୍କାରେ ଏହି ଚୁକ୍ତି ହୋଇଛି। ଏହା ଦ୍ୱାରା ରିଲାଏନ୍ସକୁ ଶତ...

ବ୍ୟାଙ୍କରୁ ଅଧିକ ଲାଭଦାୟକ ପୋଷ୍ଟ ଅଫିସରେ ଆକାଉଣ୍ଟ ଖୋଲିବା, ଜାଣନ୍ତୁ କିପରି…

ପୋଷ୍ଟ ଅଫିସରେ ଟଙ୍କା ରଖିବାର ଅନେକ ଲାଭ ରହିଛି। ଯଦି ଜଣେ ରୋଜଗାର କରୁଥିବା ଟଙ୍କାର ଭଲ ନିବେଶ କରିବାକୁ ଚାହାନ୍ତି ତେବେ  ପୋଷ୍ଟ ଅଫିସ ବ୍ୟାଙ୍କ କଥା ଭାବି ପାରିବେ। କାରଣ ପୋଷ୍ଟ ଅଫିସ ଆକାଉଣ୍ଟ ବ୍ୟାଙ୍କଠାରୁ ଅଧିକ...

ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ୬୩ ବର୍ଷର ପରମ୍ପରା: ଦୀପାବଳି ଶୁଭ ମୂହୁର୍ତ୍ତ ଟ୍ରେଡିଂ; ସନ୍ଧ୍ୟା ୬ଟା ୧୫ରୁ ୭ଟା ୧୫ ପର୍ଯ୍ୟନ୍ତ ଘଣ୍ଟେ ପାଇଁ ହେବ ଅନୁଷ୍ଠିତ

ମୁମ୍ବାଇ,୧୪।୧୧: ଦୀପାବଳି ଉପଲକ୍ଷେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ୬୩ ବର୍ଷର ପରମ୍ପରା ଶୁଭ ମୂହୁର୍ତ୍ତ ଟ୍ରେଡିଂ ଶନିିବାର ସନ୍ଧ୍ୟା ୬ଟା ୧୫ରୁ ୭ଟା ୧୫ ପର୍ଯ୍ୟନ୍ତ ଘଣ୍ଟେ ପାଇଁ ଅନୁଷ୍ଠିତ ହେବ। ସନ୍ଧ୍ୟା ୬ଟାରୁ ୬ଠା ୮ ପ୍ରର୍ଯ୍ୟନ୍ତ ପ୍ରି-ଓପନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri